କଳସୀରେ ଗଙ୍ଗା ଜଳ ଥାଳିରେ ମୋର - Kalasire Ganaga Jala Thalire Mora Lyrics
ଗୀତ : କଳସୀରେ ଗଙ୍ଗା ଜଳ ଥାଳିରେ ମୋର
ଭାଷା : ଓଡ଼ିଆ
କଣ୍ଠ : ନମିତା ଅଗ୍ରୱାଲ
ଗୀତିକାର : ଅଲେଖ ବିଶ୍ଵାଳ
ସଂଗୀତ ନିର୍ଦ୍ଦେଶକ : ଭାରତୀକୃଷ୍ଣ
ମସିହା : ୧୯୯୫
କଳସୀରେ ଗଙ୍ଗା ଜଳ ଥାଳିରେ ମୋର
ଶହେ ଆଠ ବେଲ ପତର
କଳସୀରେ ଗଙ୍ଗା ଜଳ ଥାଳିରେ ମୋର
ଶହେ ଆଠ ବେଲ ପତର
ଯାଉଚି ମନ୍ଦିର ପୂଜିବି ହର
ଯାଉଚି ମନ୍ଦିର ପୂଜିବି ହର
ତୁଣ୍ଡରେ ଉଚ୍ଚାରି ଶିବ ମନ୍ତର
ସାଜିଦେବି ରକ୍ତ ମନ୍ଦାର
କାଳସୀରେ ଗଙ୍ଗା ଜଳ ଥାଳିରେ ମୋର
ଶହେ ଆଠ ବେଲ ପତର ॥
ଯାହା ପାଇଁ ଉମା ତପସ୍ୟା କରି
ଯୁଗ ଯୁଗ ବିତାଇଲେ
ଭକତି ବଳରେ ଯୋଗୀକୁ ପୁଣି
ଭୋଗି ସିଏ କରିଦେଲେ
ଯାହା ପାଇଁ ଉମା ତପସ୍ୟା କରି
ଯୁଗ ଯୁଗ ବିତାଇଲେ
ଭକତି ବଳରେ ଯୋଗୀକୁ ପୁଣି
ଭୋଗି ସିଏ କରିଦେଲେ
ସେଇ ମହେଶ ଭକ୍ତିରେ ବଶ
ସେଇ ମହେଶ ଭକ୍ତିରେ ବଶ
ପୂଜିଲେ ପାଇବି ସେଇ ପୟର
ଭୁଲିଯିବି ଘର ସଂସାର
କଳସୀରେ ଗଙ୍ଗା ଜଳ ଥାଳିରେ ମୋର
ଶହେ ଆଠ ବେଲ ପତର ॥୧॥
ଦୁନିଆକୁ ମୋତେ ଆଣିଲେ ବ୍ରହ୍ମା
ପାଳନ କରିଲେ ବିଷ୍ଣୁ
ମଶାଣି ଜୁଇରେ ଜଳିଲା ପରେ
ସବୁତ ଭୁଲିବେ ମନୁ
ଦୁନିଆକୁ ମୋତେ ଆଣିଲେ ବ୍ରହ୍ମା
ପାଳନ କରିଲେ ବିଷ୍ଣୁ
ମଶାଣି ଜୁଇରେ ଜଳିଲା ପରେ
ସବୁତ ଭୁଲିବେ ମନୁ
ଏଇ ସଂସାର ମାୟାରେ ସାର
ଏଇ ସଂସାର ମାୟାରେ ସାର
ମଶାଣି ଭୁଇଁରେ କିଏ କାହାର
ସାହା ସେହି ଭୋଳା ଶଙ୍କର
କଳସୀରେ ଗଙ୍ଗା ଜଳ ଥାଳିରେ ମୋର
ଶହେ ଆଠ ବେଲ ପତର
କଳସୀରେ ଗଙ୍ଗା ଜଳ ଥାଳିରେ ମୋର
ଶହେ ଆଠ ବେଲ ପତର
ଯାଉଚି ମନ୍ଦିର ପୂଜିବି ହର
ଯାଉଚି ମନ୍ଦିର ପୂଜିବି ହର
ତୁଣ୍ଡରେ ଉଚ୍ଚାରି ଶିବ ମନ୍ତର
ସାଜିଦେବି ରକ୍ତ ମନ୍ଦାର
କଳସୀରେ ଗଙ୍ଗା ଜଳ ଥାଳିରେ ମୋର
ଶହେ ଆଠ ବେଲ ପତର
ଶହେ ଆଠ ବେଲ ପତର
ଶହେ ଆଠ ବେଲ ପତର ॥୨॥
YouTube ରେ କଳସୀରେ ଗଙ୍ଗା ଜଳ ଥାଳିରେ ମୋର
== English ==
Song : Kalasire Ganaga Jala Thalire Mora
Language : Odia
Singer : Namita Agrawal
Lyricist : Alekha Biswal
Music Director : Bharati Krushna
Year : 1995
Kalasire Ganaga jala thalire mora
Sahe atha bela patara
Kalasire Ganaga jala thalire mora
Sahe atha bela patara
Jauchi mandira pujibi hara
Jauchi mandira pujibi hara
Tundare uchhari Shiba mantara
Sajidebi rakta mandara
Kalasire Ganaga jala thalire mora
Sahe atha bela patara ॥
Jaha pain uma tapasya kari
Juga juga bitaile
Bhakati balare jogiku puni
Bhogi sie karidele
Jaha pain uma tapasya kari
Juga juga bitaile
Bhakati balare jogiku puni
Bhogi sie karidele
Sei mahesha bhaktire basha
Sei mahesha bhaktire basha
Pujile paibi sei payara
Bhulijibi ghara sansara
Kalasire Ganaga jala thalire mora
Sahe atha bela patara ॥1॥
Duniaku mote anile Brahma
Palana karile Bishnu
Mashani juire jalila pare
Sabuta bhulibe manu
Duniaku mote anile Brahma
Palana karile Bishnu
Mashani juire jalila pare
Sabuta bhulibe manu
Ei sansara mayare sara
Ei sansara mayare sara
Mashani bhuinre kie kahara
Saha sehi bhola Shankara
Kalasire Ganaga jala thalire mora
Sahe atha bela patara
Kalasire Ganaga jala thalire mora
Sahe atha bela patara
Jauchi mandira pujibi hara
Jauchi mandira pujibi hara
Tundare uchhari Siba mantara
Sajidebi rakta mandara
Kalasire Ganaga jala thalire mora
Shahe atha bela patara
Shahe atha bela patara
Shahe atha bela patara ॥2॥
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...