Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ପରଦେଶୀ ମେଘ ଛିଟା ପରି - Paradeshi Megha Chhita Pari Lyrics

== ଓଡ଼ିଆ ==

ଗୀତ : ପରଦେଶୀ ମେଘ ଛିଟା ପରି
ଭାଷା : ଓଡ଼ିଆ
କଣ୍ଠ : ସ୍ଵୟଂ ପାଢ଼ୀ
ଗୀତିକାର : କୁମାରଶ୍ରୀ ସାହୁ
ସଙ୍ଗୀତ ନିର୍ଦ୍ଦେଶକ : ନିଜାମ
ମସିହା : ୨୦୧୮



ନିସା..ନିସା..ସାରେ..ସାନି..ସାସା
ସାରେଗା..ଗାମାପା 
ନିସା..ନିସା..ସାରେ..ସାନି..ସାସା
ସାରେଗା..ଗାମାପା

ପରଦେଶୀ ମେଘ ଛିଟା ପରି
ମତେ ଛୁଇଁ ଆଜି ଗଲୁ ତୁ ଫେରି
ପରଦେଶୀ ମେଘ ଛିଟା ପରି
ମତେ ଛୁଇଁ ଆଜି ଗଲୁ ତୁ ଫେରି
ତୋ ପ୍ରେମରେ ଓଦା ହୁଏ
ଋତୁ ଯାଏରେ ସରି
କାଇଁ ଚାହୁଁ ଏମିତି ମତେ
ଛୁଇଁଯାଉ ନ ଛୁଇଁ ମତେ
ହୋସ ଦିଏ ମାରି
ପରଦେଶୀ ମେଘ ଛିଟା ପରି
ମତେ ଛୁଇଁ ଆଜି ଗଲୁ ତୁ ଫେରି
ତୋ ପ୍ରେମରେ ଓଦା ହୁଏ
ଋତୁ ଯାଏରେ ସରି ॥


ଲାଗୁଛି ଏମିତି ସତେକି ଯେମିତି
ହୋଇଛୁ ଗଢ଼ା ତୁ ଖାଲି ମୋ ପାଇଁକି
ସବୁକଥା ପରେ ପୁଣି ତୋର କଥା
ଇଚ୍ଛାହୁଏ ଶୁଣିବାକୁ କିଛି କାହିଁକି
ହସ ତୋର ଜହର ନିଶା
ଲାଜ ତୋର ଲାଗେରେ ଈର୍ଷା
ପ୍ରେମଯାଏ ଝରି
ପରଦେଶୀ ମେଘ ଛିଟା ପରି
ମତେ ଛୁଇଁ ପୁଣି ଗଲୁ ତୁ ଫେରି
ତୋ ପ୍ରେମରେ ଓଦା ହୁଏ
ଋତୁଗଲାରେ ସରି ॥୧॥


କହିବି କେମିତି ଖୋଜୁଚିରେ କେତେ
ଜିଇଁବାକୁ ଖାଲି ତୁ ଗୋଟେ ମୋର ବାହାନା
ଗଲେତୁ ଦୁରେଇ ପାରିବିନି ରହି
କିଛି ସ୍ମୃତି ଏଇ ମନେ ଭୁଲି ହୁଏନା
ପ୍ରେମ ମୋର ଅକୁହା ଗପ
କାନେ ତୋର କହିଚି ଅଳ୍ପ
ପ୍ରେମ ଯାଏ ସରି..

ପରଦେଶୀ ମେଘ ଛିଟା ପରି
ମତେ ଛୁଇଁ ଆଜି ଯାଆନା ଫେରି ॥୨॥


YouTube ରେ ପରଦେଶୀ ମେଘ ଛିଟା ପରି



== English ==

Song : Paradeshi Megha Chhita Pari
Language : Odia
Singer : Swayam Padhi
Lyrics : Kumarshree Sahoo
Music Director : Nizam
Year : 2018



Nisa..nisa..sare..sani..sasa
Sarega..gamapa
Nisa..nisa..sare..sani..sasa 
Sarega..gamapa 

Paradeshi megha chhita pari
Mate chhuin aji galu tu pheri
Paradeshi megha chhita pari
Mate chhuin aji galu tu pheri
To premare oda hue
Rutu jaere sari
Kain chahun emiti mate
Chhuinjau na chhuin mate
Hosa die mari
Paradeshi megha chhita pari
Mate chhuin aji galu tu pheri
To premare oda hue
Rutu jaere sari  ॥


Laguchhi emiti sateki jemiti
Hoichhu gadha tu khali mo painki
Sabukatha pare puni tora katha
Ichhahue shunibaku kichhi kahinki
Hasa tora jahara nisha
Laja tora lagere irsa
Premajae jhari
Paradeshi megha chhita pari
Mate chhuin puni galu tu pheri
To premare oda hue
Rutugalare sari ॥1॥


Kahibi kemiti khojuchire kete
Jiinbaku khali tu gote mora bahana
Galetu durei paribini rahi
Kichhi smruti ei mane bhuli huena
Prema mora akuha gapa
Kane tora kahichi alpa
Prema jae sari..

Paradeshi megha chhita pari
Mate chhuin aji jaana pheri ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

କୋଠ ଭୋଗ ଖିଆ ମୋ ଚକା ଆଖିଆ - Kotha Bhoga Khia Mo Chaka Akhia Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”

The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”

The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on gachha o kathuria raha are lyrics odia: “Beautiful ”

The Smaranika commented on mo prabhu jagannatha se lyrics odia: “ମତାମତ ପାଇଁ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍‌”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ