ପରଦେଶୀ ମେଘ ଛିଟା ପରି - Paradeshi Megha Chhita Pari Lyrics
ଗୀତ : ପରଦେଶୀ ମେଘ ଛିଟା ପରି
ଭାଷା : ଓଡ଼ିଆ
କଣ୍ଠ : ସ୍ଵୟଂ ପାଢ଼ୀ
ଗୀତିକାର : କୁମାରଶ୍ରୀ ସାହୁ
ସଙ୍ଗୀତ ନିର୍ଦ୍ଦେଶକ : ନିଜାମ
ମସିହା : ୨୦୧୮
ନିସା..ନିସା..ସାରେ..ସାନି..ସାସା
ସାରେଗା..ଗାମାପା
ନିସା..ନିସା..ସାରେ..ସାନି..ସାସା
ସାରେଗା..ଗାମାପା
ପରଦେଶୀ ମେଘ ଛିଟା ପରି
ମତେ ଛୁଇଁ ଆଜି ଗଲୁ ତୁ ଫେରି
ପରଦେଶୀ ମେଘ ଛିଟା ପରି
ମତେ ଛୁଇଁ ଆଜି ଗଲୁ ତୁ ଫେରି
ତୋ ପ୍ରେମରେ ଓଦା ହୁଏ
ଋତୁ ଯାଏରେ ସରି
କାଇଁ ଚାହୁଁ ଏମିତି ମତେ
ଛୁଇଁଯାଉ ନ ଛୁଇଁ ମତେ
ହୋସ ଦିଏ ମାରି
ପରଦେଶୀ ମେଘ ଛିଟା ପରି
ମତେ ଛୁଇଁ ଆଜି ଗଲୁ ତୁ ଫେରି
ତୋ ପ୍ରେମରେ ଓଦା ହୁଏ
ଋତୁ ଯାଏରେ ସରି ॥
ଲାଗୁଛି ଏମିତି ସତେକି ଯେମିତି
ହୋଇଛୁ ଗଢ଼ା ତୁ ଖାଲି ମୋ ପାଇଁକି
ସବୁକଥା ପରେ ପୁଣି ତୋର କଥା
ଇଚ୍ଛାହୁଏ ଶୁଣିବାକୁ କିଛି କାହିଁକି
ହସ ତୋର ଜହର ନିଶା
ଲାଜ ତୋର ଲାଗେରେ ଈର୍ଷା
ପ୍ରେମଯାଏ ଝରି
ପରଦେଶୀ ମେଘ ଛିଟା ପରି
ମତେ ଛୁଇଁ ପୁଣି ଗଲୁ ତୁ ଫେରି
ତୋ ପ୍ରେମରେ ଓଦା ହୁଏ
ଋତୁଗଲାରେ ସରି ॥୧॥
କହିବି କେମିତି ଖୋଜୁଚିରେ କେତେ
ଜିଇଁବାକୁ ଖାଲି ତୁ ଗୋଟେ ମୋର ବାହାନା
ଗଲେତୁ ଦୁରେଇ ପାରିବିନି ରହି
କିଛି ସ୍ମୃତି ଏଇ ମନେ ଭୁଲି ହୁଏନା
ପ୍ରେମ ମୋର ଅକୁହା ଗପ
କାନେ ତୋର କହିଚି ଅଳ୍ପ
ପ୍ରେମ ଯାଏ ସରି..
ପରଦେଶୀ ମେଘ ଛିଟା ପରି
ମତେ ଛୁଇଁ ଆଜି ଯାଆନା ଫେରି ॥୨॥
YouTube ରେ ପରଦେଶୀ ମେଘ ଛିଟା ପରି
== English ==
Song : Paradeshi Megha Chhita Pari
Language : Odia
Singer : Swayam Padhi
Lyrics : Kumarshree Sahoo
Music Director : Nizam
Year : 2018
Nisa..nisa..sare..sani..sasa
Sarega..gamapa
Nisa..nisa..sare..sani..sasa
Sarega..gamapa
Paradeshi megha chhita pari
Mate chhuin aji galu tu pheri
Paradeshi megha chhita pari
Mate chhuin aji galu tu pheri
To premare oda hue
Rutu jaere sari
Kain chahun emiti mate
Chhuinjau na chhuin mate
Hosa die mari
Paradeshi megha chhita pari
Mate chhuin aji galu tu pheri
To premare oda hue
Rutu jaere sari ॥
Laguchhi emiti sateki jemiti
Hoichhu gadha tu khali mo painki
Sabukatha pare puni tora katha
Ichhahue shunibaku kichhi kahinki
Hasa tora jahara nisha
Laja tora lagere irsa
Premajae jhari
Paradeshi megha chhita pari
Mate chhuin puni galu tu pheri
To premare oda hue
Rutugalare sari ॥1॥
Kahibi kemiti khojuchire kete
Jiinbaku khali tu gote mora bahana
Galetu durei paribini rahi
Kichhi smruti ei mane bhuli huena
Prema mora akuha gapa
Kane tora kahichi alpa
Prema jae sari..
Paradeshi megha chhita pari
Mate chhuin aji jaana pheri ॥2॥
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...