ଜୀବନର ଶେଷ ବନ୍ଧୁ ପ୍ରଭୁ ଜଗନ୍ନାଥ ସେ ପ୍ରଭୁ ଜଗନ୍ନାଥ - Jibanara Shesa Bandhu Prabhu Jagannatha Se Prabhu Jagannatha Lyrics
ଗୀତ : ଜୀବନର ଶେଷ ବନ୍ଧୁ ପ୍ରଭୁ ଜଗନ୍ନାଥ
ଭାଷା : ଓଡ଼ିଆ
ଆଲବମ : ବାଇଶି ପାହାଚ
କଣ୍ଠ : ନମିତା ଅଗ୍ରୱାଲ
ଗୀତିକାର : ଅଲେଖ ବିଶ୍ଵାଳ
ସଂଗୀତ ନିର୍ଦ୍ଦେଶକ : ମନ୍ମଥ ମିଶ୍ର
ମସିହା : ୧୯୯୯
ଜୀବନର ଶେଷ ବନ୍ଧୁ ପ୍ରଭୁ ଜଗନ୍ନାଥ ସେ
ପ୍ରଭୁ ଜଗନ୍ନାଥ
ଜୀବନର ଶେଷ ବନ୍ଧୁ ପ୍ରଭୁ ଜଗନ୍ନାଥ ସେ
ପ୍ରଭୁ ଜଗନ୍ନାଥ
ଜୀବନର ଶେଷ ଭୋକ ମେଣ୍ଟେ ନିର୍ମାଲ୍ୟରେ
ଜୀବନର ଶେଷ ଶୋଷ ତୁଳସୀଜଳରେ
ଜୀବନର ଶେଷ ଗୀତ..
ଜୀବନର ଶେଷ ଗୀତ ରାମ ନାମ ସତ୍ୟ ହେ
ରାମ ନାମ ସତ୍ୟ
ଜୀବନର ଶେଷ ବନ୍ଧୁ ପ୍ରଭୁ ଜଗନ୍ନାଥ ସେ
ପ୍ରଭୁ ଜଗନ୍ନାଥ ॥
ଜୀବନର ଶେଷ ଖେଳ ବଡ଼ଦାଣ୍ଡରେ
ଜୀବନର ଶେଷ ଖେଳ ବଡ଼ଦାଣ୍ଡରେ
ଜୀବନର ଶେଷ ନିଦ୍ରା ସ୍ୱର୍ଗଦ୍ୱାରରେ
ଜୀବନର ଶେଷ ନିଦ୍ରା ସ୍ୱର୍ଗଦ୍ୱାରରେ
ଜୀବନର ଶେଷ ସ୍ୱପ୍ନ..
ଜୀବନର ଶେଷ ସ୍ୱପ୍ନ ନୀଳଚକ୍ର ନେତ ସେ
ନୀଳଚକ୍ର ନେତ
ଜୀବନର ଶେଷ ବନ୍ଧୁ ପ୍ରଭୁ ଜଗନ୍ନାଥ ସେ
ପ୍ରଭୁ ଜଗନ୍ନାଥ ॥୧॥
ଜୀବନର ଶେଷ ଦୁଃଖ ପାପ ଅର୍ଜନ
ଜୀବନର ଶେଷ ଦୁଃଖ ପାପ ଅର୍ଜନ
ଜୀବନର ଶେଷ ସୁଖ ପ୍ରଭୁ ଦର୍ଶନ
ଜୀବନର ଶେଷ ସୁଖ ପ୍ରଭୁ ଦର୍ଶନ
ଜୀବନର ଶେଷ ଲକ୍ଷ୍ୟ..
ଜୀବନର ଶେଷ ଲକ୍ଷ୍ୟ ବନ୍ଧନରୁ ମୋକ୍ଷ ହେ
ବନ୍ଧନରୁ ମୋକ୍ଷ
ଜୀବନର ଶେଷ ବନ୍ଧୁ ପ୍ରଭୁ ଜଗନ୍ନାଥ ସେ
ପ୍ରଭୁ ଜଗନ୍ନାଥ
ପ୍ରଭୁ ଜଗନ୍ନାଥ ॥୨॥
YouTube ରେ ଜୀବନର ଶେଷ ବନ୍ଧୁ ପ୍ରଭୁ ଜଗନ୍ନାଥ
== English ==
Song : Jibanara Shesa Bandhu Prabhu Jagannatha
Language : Odia
Album : Baishi Pahacha
Singer : Namita Agrawal
Lyricist : Alekh Biswal
Music Director : Manmatha Mishra
Year : 1999
Jibanara shesa bandhu prabhu Jagannatha se
Prabhu Jagannatha
Jibanara shesa bandhu prabhu Jagannatha se
Prabhu Jagannatha
Jibanara shesa bhoka mente nirmalyare
Jibanara shesa shosa tulasijalare
Jibanara shesa gita..
Jibanara shesa gita Rama nama satya he
Rama nama satya
Jibanara shesa bandhu prabhu Jagannatha se
Prabhu Jagannatha ॥
Jibanara shesa khela badadandare
Jibanara shesa khela badadandare
Jibanara shesa nidra swargadwarare
Jibanara shesa nidra swargadwarare
Jibanara shesa swapna..
Jibanara shesa swapna nilachakra neta se
Nilachakra neta
Jibanara shesa bandhu prabhu Jagannatha se
Prabhu Jagannatha ॥1॥
Jibanara shesa duhkha papa arjana
Jibanara shesa duhkha papa arjana
Jibanara shesa sukha prabhu darshana
Jibanara shesa sukha prabhu darshana
Jibanara shesa lakhya..
Jibanara shesa lakhya bandhanaru mokhya he
Bandhanaru mokhya
Jibanara shesa bandhu prabhu Jagannatha se
Prabhu Jagannatha
Prabhu Jagannatha ॥2॥
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...