Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ବାଟୋଇ ଭାଇ ଯାଉଚ କାହିଁ - Batoi Bhai Jaucha Kahin Lyrics

== ଓଡ଼ିଆ==

ଫିଲ୍ମଗୀତ : ବାଟୋଇ ଭାଇ ଯାଉଚ କାହିଁ
ଭାଷା : ଓଡ଼ିଆ
ଚଳଚିତ୍ର : ସ୍ଵପ୍ନ ସାଗର
କଣ୍ଠ : ଅନୁରାଧା ପୌଡ଼ୱାଲ, ଅକ୍ଷୟ ମହାନ୍ତି  
ଗୀତିକାର : ଅକ୍ଷୟ ମହାନ୍ତି 
ସଙ୍ଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି 
ମସିହା : ୧୯୮୩



(ଝି)
ବାଟୋଇ ଭାଇ ଯାଉଚ କାହିଁ
ବାଟୋଇ ଭାଇ ଯାଉଚ କାହିଁ
ଆମ ଦ୍ଵୀପରେ ରହିବକି
ଆମ ଦ୍ଵୀପରେ ରହିବକି
ଆମ ଦ୍ଵୀପରେ ଫୁଲ ଅଛି
ହେଲେ ନାହିଁ ତ ମହୁମାଛି
ମହୁମାଛି ହୋଇ ଏଇ ଫୁଲକୁ
ଯିବକି ଚୁମି ଚୁମି
(ଝି-ସମସ୍ତେ)
ଲା..ଲାଲା.ଲାଲା.ଲାଲା..ଲାଲା.ଲାଲା.ଲାଲା..
ଲାଲା.ଲାଲା.ଲାଲାଲା
ଲା..ଲାଲା.ଲାଲା.ଲାଲା..ଲାଲା.ଲାଲା.ଲାଲା..
ଲାଲା.ଲାଲା.ଲାଲାଲା
(ପୁ)
ହେଲେ ହେଲି ବା ମହୁମାଛି
ଯେତେ ଦ୍ଵୀପରେ ଫୁଲ ଅଛି
ହେଲେ ହେଲି ବା ମହୁମାଛି
ଯେତେ ଦ୍ଵୀପରେ ଫୁଲ ଅଛି
ମହୁମାଛି ହୋଇ ସବୁ ଫୁଲକୁ
ଯାଏ ମୁଁ ଯଦି ଚୁମି
(ଝି)
ନା..ନାଇଁରେ.ନାଇଁ..ନାଇଁରେ.ନାଇଁ..ନାଇଁରେ.ନାଇଁ..
ନାନା.ନାନା.ନାନା.ନାନା ॥


(ଝି-ସମସ୍ତେ)
ତୁରୁରୁରୁ.ରୁରୁ..ତୁରୁରୁରୁ.ରୁରୁ..ତୁରୁରୁରୁ..
(ଝି)
ବାଟୋଇ ଭାଇ ଯାଉଚ କାହିଁ
ବାଟୋଇ ଭାଇ ଯାଉଚ କାହିଁ
ଆମ ଦ୍ଵୀପରେ ରହିବକି
ଆମ ଦ୍ଵୀପରେ ରହିବକି
ଅଛି ଦ୍ଵୀପରେ ପରବତ
ହେଲେ ନାହିଁ ତ ଭସା ବଉଦ
ଭିଯାଇ ଦେବ ଦେହକୁ ମୋର
ତୁମେ ବରଷା ହୋଇ
(ଝି-ସମସ୍ତେ)
ଲା..ଲାଲା.ଲାଲା.ଲାଲା..ଲାଲା.ଲାଲା.ଲାଲା..
ଲାଲା.ଲାଲା.ଲାଲାଲା
ଲା..ଲାଲା.ଲାଲା.ଲାଲା..ଲାଲା.ଲାଲା.ଲାଲା..
ଲାଲା.ଲାଲା.ଲାଲାଲା 
(ପୁ)
ଯଦି କଳାମେଘ ମୁଁ ହେବି
ଏଇ ଦ୍ଵୀପରେ ବରଷି ଯିବି
ଯଦି କଳାମେଘ ମୁଁ ହେବି
ଏଇ ଦ୍ଵୀପରେ ବରଷି ଯିବି
ସବୁ କଅଁଳ ଦେହକୁ ଯଦି
ଯିବି ମୁଁ ଧୋଇଦେଇ
(ଝି)
ନା..ନାଇଁରେ.ନାଇଁ..ନାଇଁରେ.ନାଇଁ..ନାଇଁରେ.ନାଇଁ..
ନାନା.ନାନା.ନାନା.ନାନା ॥୧॥  


(ଝି-ସମସ୍ତେ)
ତୁରୁରୁରୁ.ରୁରୁ..ତୁରୁରୁରୁ.ରୁରୁ..ତୁରୁରୁରୁ..
(ଝି)
ବାଟୋଇ ଭାଇ ଯାଉଚ କାହିଁ
ବାଟୋଇ ଭାଇ ଯାଉଚ କାହିଁ
ଆମ ଦ୍ଵୀପରେ ରହିବକି
ଆମ ଦ୍ଵୀପରେ ରହିବକି
ଅଛି ଦ୍ଵୀପରେ ଆମ ନଉକା
ହେଲେ ନାଉରୀର ନାହିଁ ଦେଖା
ପାରି କରିଦେବ ମତେ ତୁମେ ଏକା
ନାଉରୀଟିଏ ହୋଇ
(ଝି-ସମସ୍ତେ)
ଲା..ଲାଲା.ଲାଲା.ଲାଲା..ଲାଲା.ଲାଲା.ଲାଲା..
ଲାଲା.ଲାଲା.ଲାଲାଲା
ଲା..ଲାଲା.ଲାଲା.ଲାଲା..ଲାଲା.ଲାଲା.ଲାଲା..
ଲାଲା.ଲାଲା.ଲାଲାଲା 
(ପୁ)
ତୁ କହିଲେ ନାଉରୀ ହେବି
ତୁ ଚାହିଁଲେ ପାରି କରିବି
ତୁ କହିଲେ ନାଉରୀ ହେବି
ତୁ ଚାହିଁଲେ ପାରି କରିବି
ଦ୍ଵୀପରେ ଯେତେ ସୁନ୍ଦରୀ ସବୁ
ନାଆରେ ଯିବି ନେଇ
(ଝି)
ନା..ନାଇଁରେ.ନାଇଁ..ନାଇଁରେ.ନାଇଁ..ନାଇଁରେ.ନାଇଁ..
ନାନା.ନାନା.ନାନା.ନାନା
(ଝି-ସମସ୍ତେ)
ଲା..ଲାଲା.ଲାଲା.ଲାଲା..ଲାଲା.ଲାଲା.ଲାଲା..
ଲାଲା.ଲାଲା.ଲାଲାଲା
ଲା..ଲାଲା.ଲାଲା.ଲାଲା..ଲାଲା.ଲାଲା.ଲାଲା..
ଲାଲା.ଲାଲା.ଲାଲାଲା 
ଲା..ଲାଲା.ଲାଲା.ଲାଲା..ଲାଲା.ଲାଲା.ଲାଲା..
ଲାଲା.ଲାଲା.ଲାଲାଲା
ଲା..ଲାଲା.ଲାଲା.ଲାଲା..ଲାଲା.ଲାଲା.ଲାଲା..
ଲାଲା.ଲାଲା.ଲାଲାଲା ॥୨॥  

 
YouTube ରେ ବାଟୋଇ ଭାଇ ଯାଉଚ କାହିଁ 



ଅନ୍ୟ ଏକ ଭିଡିଓ ଦେଖନ୍ତୁ YouTube ରେ



== English ==

Song : Batoi Bhai Jaucha Kahin
Language : Odia
Movie : Swapna Sagara
Singer : Anuradha paudwal, Akshaya Mohanty
Lyrics : Akshaya Mohanty
Music Director : Akshaya Mohanty
Year : 1983



(F)
Batoi Bhai jaucha kahin
Batoi Bhai jaucha kahin
Aama dipare rahibaki
Aama dipare rahibaki
Aama dipare phula achhi
Hele nahin ta mahumachhi
Mahumachhi hoi ei phulaku
Jibaki chumi chumi
(F-All)
La..lala.lala.lala..lala.lala.lala..
Lala.lala.lalala
La..lala.lala.lala..lala.lala.lala..
Lala.lala.lalala
(M)
Hele heli ba mahumachhi
Jete dipare phula achhi
Hele heli ba mahumachhi
Jete dipare phula achhi
Mahumachhi hoi sabu phulaku
Jae mun jadi chumi
(F)
Na..nainre.nain..nainre.nain..nainre.nain..
Nana.nana.nana.nana ॥


(F-All)
Turururu.ruru..turururu.ruru..turururu..
(F)
Batoi Bhai jaucha kahin
Batoi Bhai jaucha kahin
Aama dipare rahibaki
Aama dipare rahibaki
Achhi dipare parabata
Hele nahin ta bhasa bauda
Bhijai deba dehaku mora
Tume barasa hoi
(F-All)
La..lala.lala.lala..lala.lala.lala..
Lala.lala.lalala
La..lala.lala.lala..lala.lala.lala..
Lala.lala.lalala
(M)
Jadi kalamegha mun hebi
Ei dipare barasi jibi
Jadi kalamegha mun hebi
Ei dipare barasi jibi
Sabu kaanla dehaku jadi
Jibi mun dhoidei
(F)
Na..nainre.nain..nainre.nain..nainre.nain..
Nana.nana.nana.nana ॥1॥ 


(F-All)
Turururu.ruru..turururu.ruru..turururu..
(F)
Batoi Bhai jaucha kahin
Batoi Bhai jaucha kahin
Aama dipare rahibaki
Aama dipare rahibaki
Achhi dipare ama nauka
Hele naurira nahin dekha
Pari karideba mate tume eka
Nauritie hoi
(F-All)
La..lala.lala.lala..lala.lala.lala..
Lala.lala.lalala
La..lala.lala.lala..lala.lala.lala..
Lala.lala.lalala
(M)
Tu kahile nauri hebi
Tu chahinle pari karibi
Tu kahile nauri hebi
Tu chahinle pari karibi
Dipare jete sundari sabu
Naare jibi nei
(F)
Na..nainre.nain..nainre.nain..nainre.nain..
Nana.nana.nana.nana
(F-All)
La..lala.lala.lala..lala.lala.lala..
Lala.lala.lalala
La..lala.lala.lala..lala.lala.lala..
Lala.lala.lalala
La..lala.lala.lala..lala.lala.lala..
Lala.lala.lalala
La..lala.lala.lala..lala.lala.lala..
Lala.lala.lalala ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ