Posts

Showing posts with the label ତାରିକ୍ ଅଜିଜ୍

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ପରଦେଶୀ ମେଘ ଛିଟା ପରି - Paradeshi Megha Chhita Pari Lyrics

Image
== ଓଡ଼ିଆ == ଗୀତ : ପରଦେଶୀ ମେଘ ଛିଟା ପରି ଭାଷା : ଓଡ଼ିଆ କଣ୍ଠ : ସ୍ଵୟଂ ପାଢ଼ୀ ଗୀତିକାର : କୁମାରଶ୍ରୀ ସାହୁ ସଙ୍ଗୀତ ନିର୍ଦ୍ଦେଶକ : ନିଜାମ ମସିହା : ୨୦୧୮ ନିସା..ନିସା..ସାରେ..ସାନି..ସାସା ସାରେଗା..ଗାମାପା  ନିସା..ନିସା..ସାରେ..ସାନି..ସାସା ସାରେଗା..ଗାମାପା ପରଦେଶୀ ମେଘ ଛିଟା ପରି ମତେ ଛୁଇଁ ଆଜି ଗଲୁ ତୁ ଫେରି ପରଦେଶୀ ମେଘ ଛିଟା ପରି ମତେ ଛୁଇଁ ଆଜି ଗଲୁ ତୁ ଫେରି ତୋ ପ୍ରେମରେ ଓଦା ହୁଏ ଋତୁ ଯାଏରେ ସରି କାଇଁ ଚାହୁଁ ଏମିତି ମତେ ଛୁଇଁଯାଉ ନ ଛୁଇଁ ମତେ ହୋସ ଦିଏ ମାରି ପରଦେଶୀ ମେଘ ଛିଟା ପରି ମତେ ଛୁଇଁ ଆଜି ଗଲୁ ତୁ ଫେରି ତୋ ପ୍ରେମରେ ଓଦା ହୁଏ ଋତୁ ଯାଏରେ ସରି ॥ ଲାଗୁଛି ଏମିତି ସତେକି ଯେମିତି ହୋଇଛୁ ଗଢ଼ା ତୁ ଖାଲି ମୋ ପାଇଁକି ସବୁକଥା ପରେ ପୁଣି ତୋର କଥା ଇଚ୍ଛାହୁଏ ଶୁଣିବାକୁ କିଛି କାହିଁକି ହସ ତୋର ଜହର ନିଶା ଲାଜ ତୋର ଲାଗେରେ ଈର୍ଷା ପ୍ରେମଯାଏ ଝରି ପରଦେଶୀ ମେଘ ଛିଟା ପରି ମତେ ଛୁଇଁ ପୁଣି ଗଲୁ ତୁ ଫେରି ତୋ ପ୍ରେମରେ ଓଦା ହୁଏ ଋତୁଗଲାରେ ସରି ॥୧॥ କହିବି କେମିତି ଖୋଜୁଚିରେ କେତେ ଜିଇଁବାକୁ ଖାଲି ତୁ ଗୋଟେ ମୋର ବାହାନା ଗଲେତୁ ଦୁରେଇ ପାରିବିନି ରହି କିଛି ସ୍ମୃତି ଏଇ ମନେ ଭୁଲି ହୁଏନା ପ୍ରେମ ମୋର ଅକୁହା ଗପ କାନେ ତୋର କହିଚି ଅଳ୍ପ ପ୍ରେମ ଯାଏ ସରି.. ପରଦେଶୀ ମେଘ ଛିଟା ପରି ମତେ ଛୁଇଁ ଆଜି ଯାଆନା ଫେରି ॥୨॥ YouTube ରେ ...

ଓ ବଲମା ଟିକେ ଇଆଡ଼େ ଅନା - Oh Balma Tike Iade Ana Lyrics

Image
== ଓଡ଼ିଆ == ଗୀତ : ଓ ବଲମା ଟିକେ ଇଆଡ଼େ ଅନା ଭାଷା : ଓଡ଼ିଆ କଣ୍ଠ : ତାରିକ୍ ଅଜିଜ୍, ଅସୀମା ପଣ୍ଡା ଗୀତିକାର : ସୁମିତ ଦିକ୍ଷିତ ସଙ୍ଗୀତ ନିର୍ଦ୍ଦେଶକ : ସୁମିତ ଦିକ୍ଷିତ ମସିହା : ୨୦୧୯ (ପୁ) ନାଇଟ୍ଟିର ସିନେମା ପରି ଉଡ଼େଇଲୁ ଓଢ଼ଣୀ ଗୋରୀ ନାଇଟ୍ଟିର ସିନେମା ପରି ଉଡ଼େଇଲୁ ଓଢ଼ଣୀ ଗୋରୀ  ବାଜିଗଲା ମୋ ମୁହଁରେ ହେଲି..ହେଲି ମୁଁ ତ ବାନା ଓ..ବଲମା ଓ..ବଲମା ଓ..ବଲମା ଟିକେ ଇଆଡ଼େ ଅନା..ନାନାନା ନାନା..ନାନା..ନାନାନା ନାନା..ନାନାନା..ନାନାନା ନାନା..ନାନାନା (ଝି) ମନର ସିଲଟରେ ପ୍ରେମ ବୋଳା ଚକ୍‍ଖଡ଼ିରେ ଲେଖିଛି..ଲେଖିଛି ତୋ ନା   ଚୁମା ଫିଙ୍ଗି କରିବି ବାନା ଓ..ବଲମା ଓ..ବଲମା ଓ..ବଲମା ଟିକେ ଇଆଡ଼େ ଅନା..ନାନାନା ନାନା..ନାନାନା..ନାନାନା ନାନା..ନାନା..ନାନାନା ନାନା..ନାନାନା..ନାନାନା..ନାନାନା ॥   (ପୁ) ଫୁଟୁ..ଫୁଟୁ ତାଳ ଫୋଟକା ଫୁସୁ..ଫୁସୁ ଫୁସୁରି ଗଲା  ଏ ଗୋରୀ ପ୍ରେମରେ ତୋର ଦିଲ୍ ଏ ମୋର ଖଜରା ହେଲା (ଝି) ଫୁଟୁ..ଫୁଟୁ ତାଳ ଫୋଟକା ଫୁସୁ..ଫୁସୁ ଫୁସୁରି ଗଲା ଏ ଟୋକା ପ୍ରେମରେ ମୋର ଦିଲ୍‍ଟା ତୋର ଖଜରା ହେଲା  (ପୁ) ନାଇଟ୍ଟିର ସିନେମା ପରି ଛାଟି ଦେଲୁ ବେଣୀକୁ ଗୋରୀ ବାଜିଗଲା ମୋ ମୁହଁରେ ହେଲି..ହେଲି ମୁଁ ତ ବାନା ଓ..ବଲମା ଓ..ବଲମା ଓ..ବଲମା ଟିକେ ଇଆଡ଼େ ଅନା..ନାନାନା ନାନା..ନାନା..ନାନାନା ନାନା..ନାନାନା....

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ