Posts

Showing posts from July, 2019

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଉଠିଲୁ ଏଡ଼େ ବେଗି କାହିଁକିରେ - Uthilu Ede Begi Kahinkire Lyrics

Image
== ଓଡ଼ିଆ == ଗୀତ : ଉଠିଲୁ ଏଡ଼େ ବେଗି କାହିଁକିରେ ଭାଷା : ଓଡ଼ିଆ କଣ୍ଠ : ଭୁବନେଶ୍ଵରୀ ମିଶ୍ର  ଗୀତିକାର : ଗୋପାଳକୃଷ୍ଣ ପଟ୍ଟନାୟକ ସଙ୍ଗୀତ ନିର୍ଦ୍ଦେଶନା : ପାରମ୍ପରିକ ଉଠିଲୁ ଏଡ଼େ ବେଗି କାହିଁକିରେ ଧନ.. ଉଠିଲୁ ଏଡ଼େ ବେଗି କାହିଁକିରେ ଦଧି ମନ୍ଥାଇ ଦେବୁ ନାହିଁକିରେ ଧନ..ଉଠିଲୁ ଏଡ଼େ ବେଗି କାହିଁକିରେ ॥ ଦେହ ପାସୋରି ଦଣ୍ଡେ ନିଦ ନଗଲୁ ଚଣ୍ଡେ ଦେହ ପାସୋରି ଦଣ୍ଡେ ନିଦ ନଗଲୁ ଚଣ୍ଡେ ବିଟୋଳ ହେଲୁ ମୋର ପାଇଁକିରେ ଧନ..ଉଠିଲୁ ଏଡ଼େ ବେଗି କାହିଁକିରେ ॥୧॥ ଖେଳିବୁ ରାମ ତୁଲେ ପଛେ ରାତି ପାହିଲେ ଖେଳିବୁ ରାମ ତୁଲେ ପଛେ ରାତି ପାହିଲେ ଶୁଆଇ ଦେବି ଗୀତ ଗାଇକିରେ ଧନ..ଉଠିଲୁ ଏଡ଼େ ବେଗି କାହିଁକିରେ ॥୨॥ ମନ୍ଥିବି ମୁଁ କେମନ୍ତ ଖୁଆ ଦଣ୍ଡରୁ ହାତ ମନ୍ଥିବି ମୁଁ କେମନ୍ତ ଖୁଆ ଦଣ୍ଡରୁ ହାତ ଛାଡ଼ ଦେଉଛି ସର ଖୋଇକିରେ ଧନ..ଉଠିଲୁ ଏଡ଼େ ବେଗି କାହିଁକିରେ ॥୩॥   ଆହା ଏ କି ପ୍ରମାଦ ଛନ୍ଦନା ବାବୁ ପାଦ ଆହା ଏ କି ପ୍ରମାଦ ଛନ୍ଦନା ବାବୁ ପାଦ ଡାକ ଯା ବଳରାମ ଭାଇକିରେ ଧନ..ଉଠିଲୁ ଏଡ଼େ ବେଗି କାହିଁକିରେ ॥୪॥ ମନ୍ଥନ ଘଟେ ହାତ ପୁରାଇ ନବନୀତ ମନ୍ଥନ ଘଟେ ହାତ ପୁରାଇ ନବନୀତ କାଢୁ ବୋଲନ୍ତି ହେଲୁ ବାଇକିରେ ଧନ..ଉଠିଲୁ ଏଡ଼େ ବେଗି କାହିଁକିରେ ॥୫॥ ତୁଛା ହାତଟା ଖାଇ ନାଚୁଛୁ କାହିଁ ପାଇଁ ତୁଛା ହାତଟା ଖାଇ ନାଚୁଛୁ କାହିଁ ପାଇଁ ଶିଖିଯିବୁ ନ ଚାହାଁ ଶିଖିଯିବୁ ନ ଚାହାଁ ଛାଇକ...

ବାଜିଗର ତୁ ମୋ ବାଜିଗର (ମନ ଦେଲି ମନ ନେଲି ତୋ ସପନେ ହଜିଗଲି) - Baazigar Tu Mo Baazigar (Mana Deli Mana Neli To Sapane Hajigali) Lyrics

Image
== ଓଡ଼ିଆ == ଗୀତ : ବାଜିଗର ତୁ ମୋ ବାଜିଗର ଭାଷା : ଓଡ଼ିଆ କଣ୍ଠ :  ଅଭିନାଶ କୁମାର, ଅସୀମା ପଣ୍ଡା ଗୀତିକାର : ମୃତ୍ୟୁଞ୍ଜୟ ମିଶ୍ର ସଙ୍ଗୀତ ନିର୍ଦ୍ଦେଶକ : ସୁଶୀଲ ଦଳାଇ ମସିହା : ୨୦୧୮ (ଝି) ହୁଁ..ଉଁ..ଉଁ..ଉଁ.. ... ହୁଁ..ଉଁ..ଉଁ..ଉଁ.. ହୁଁ..ଉଁ..ଉଁ..ଉଁ.. ... ହୁଁ..ଉଁ..ଉଁ..ଉଁ.. ମନ ଦେଲି ମନ ନେଲି ତୋ ସପନେ ହଜିଗଲି ଏଇ ଦୁନିଆରୁ ମୁଁ ହେଲି ବେଖବର ହୁଁ.. ମନ ଦେଲି ମନ ନେଲି ତୋ ସପନେ ହଜିଗଲି ଏଇ ଦୁନିଆରୁ ମୁଁ ହେଲି ବେଖବର କୋଟିଏରୁ ଜଣେ ବାଛିନେଲି ତତେ ସାଥି ନ ଲାଗୁରେ ତତେ କେବେ କା' ନଜର କୋଟିଏରୁ ଜଣେ ବାଛିନେଲି ତତେ ସାଥି ନ ଲାଗୁରେ ତତେ କେବେ କା' ନଜର (ପୁ) ହୃଦୟ ହରେଇ ତତେ ମୁଁ ଜିତିଲି ତୁହି ତୁ ମୋ ହମରାହୀ ତୁ ହମସଫର୍ (ଝି) ବାଜିଗର ତୁ ମୋ ବାଜିଗର ବାଜିଗର ତୁ ମୋ ବାଜିଗର (ପୁ) ବାଜିଗର ମୁଁ ତୁ ବାଜିଗର ବାଜିଗର ମୁଁ ତୁ ବାଜିଗର (ଝି) ହୁଁ..ଉଁ..ଉଁ..ଉଁ.. ... ହୁଁ..ଉଁ..ଉଁ..ଉଁ.. ॥ (ଝି) ଗଢ଼ିଛି ବିଧାତା ତତେ ଫୁରସତ୍ ଦେଖି ନଜର ହଟୁନି ତୋଠୁ ଯାଉଛି ଲାଖି ତତେ ପାଇବାକୁ କରେ ପ୍ରାର୍ଥନା ସତ କହୁଚି ମୁଁ ନକରି ବାହାନା (ପୁ) ଏ ମନ ଆକାଶେ କରେ ଝିଲିମିଲି ସାଇତା ତ ଛବି ଓ ହମସଫର୍ (ଝି) ବାଜିଗର ତୁ ମୋ ବାଜିଗର ବାଜିଗର ତୁ ମୋ ବାଜିଗର (ପୁ) ବାଜିଗର ମୁଁ ତୁ ବାଜିଗର ବାଜିଗର ମୁଁ ତୁ ବାଜିଗର (ଝି) ହୁଁ..ଉଁ..ଉଁ..ଉଁ.. .....

ଭାବର ସହରେ ମୋର ଭାବ ମନ୍ଦିର - Bhabara Sahare Mora Bhaba Mandira Lyrics

Image
== ଓଡ଼ିଆ == ଗୀତ : ଭାବର ସହରେ ମୋର ଭାବ ମନ୍ଦିର ଭାଷା : ଓଡ଼ିଆ କଣ୍ଠ : କୁମାର ବାପି ଗୀତିକାର : ଶ୍ରୀକାନ୍ତ ଗୌତମ ସଂଗୀତ ନିର୍ଦ୍ଦେଶକ : ଶାନ୍ତିରାଜ ଖୋଶଲା ଭାବର ସହରେ ମୋର ଭାବ ମନ୍ଦିର ଭାବ ଡୋରେ ବନ୍ଧା ମୋର କଳାଠାକୁର ଭାବର ସହରେ ମୋର ଭାବ ମନ୍ଦିର ଭାବ ଡୋରେ ବନ୍ଧା ମୋର କଳାଠାକୁର ଭାବକୁ ନିକଟ ସେ ତ ଅଭାବକୁ ଦୂର ଭାବକୁ ନିକଟ ସେ ତ ଅଭାବକୁ ଦୂର ସୀମାହୀନ ଆକାଶ ସେ ସୀମାହୀନ ସାଗର ଭାବର ସହରେ ମୋର ଭାବ ମନ୍ଦିର ଭାବ ଡୋରେ ବନ୍ଧା ମୋର କଳାଠାକୁର ॥ ଭାବରେ ବୁଡ଼ିବ ଯିଏ ଭାବରେ ହଜିବ ଯିଏ ଭାବରେ ରସିବ ଯିଏ ଆନନ୍ଦ ଆନନ୍ଦ ପାପରେ ବୁଡ଼ିବ ଯିଏ ମିଛରେ ରସିବ ଯିଏ ମାୟାରେ ହଜିବ ଯିଏ ବିଷାଦ ବିଷାଦ   ହୋ.. ଭାବରେ ବୁଡ଼ିବ ଯିଏ ଭାବରେ ହଜିବ ଯିଏ ଭାବରେ ରସିବ ଯିଏ ଆନନ୍ଦ ଆନନ୍ଦ ପାପରେ ବୁଡ଼ିବ ଯିଏ ମିଛରେ ରସିବ ଯିଏ ମାୟାରେ ହଜିବ ଯିଏ ବିଷାଦ ବିଷାଦ   ଭାବରେ ଭାବରେ ଚାଲେ ଅଭାବି ସଂସାର ଭାବରେ ଭାବରେ ଚାଲେ ଅଭାବି ସଂସାର ଆନନ୍ଦ ବିସାଦ ଭରା ଏ ଭବ ସାଗର ଭାବର ସହରେ ମୋର ଭାବ ମନ୍ଦିର ଭାବ ଡୋରେ ବନ୍ଧା ମୋର କଳାଠାକୁର ॥୧॥ ଧରମ କରମ ସତ ଜନମ ମରଣ ସତ ଆତ୍ମା ପରମାତ୍ମା ସତ ମିଛ ଏ ଜଗତ ଧନ ଯୌବନ ମିଛ କୁଟୁମ୍ବ ସଂସାର ମିଛ କାମନା ବାସନା ମିଛ ସତ ମୋ ଜଗନ୍ନାଥ ହୋ.. ଧରମ କରମ ସତ ଜନମ ମରଣ ସତ ଆତ୍ମା ପରମାତ୍ମା ସତ ମିଛ ଏ ଜଗତ ଧନ ଯୌବନ ମିଛ କୁଟ...

ଓରେ ଦିଲନଶି, ମୋତେ ତୁ ତୋ ମନର ଟୋପା ଟୋପା ମେଘ କରିଦେ - Ore Dilnashi, Mote Tu To Manara Topa Topa Megha Karide Lyrics

Image
== ଓଡ଼ିଆ == ଫିଲ୍ମଗୀତ: ଓରେ ଦିଲନଶି, ମୋତେ ତୁ ତୋ ମନର ଟୋପା ଟୋପା ମେଘ କରିଦେ ଭାଷା : ଓଡ଼ିଆ ଚଳଚିତ୍ର : ଗୋଲ୍ ମାଲ୍ ଲଭ କଣ୍ଠ : ସ୍ଵୟଂ ପାଢ଼ୀ, ପ୍ରଜ୍ଞା ହୋତା  ଗୀତିକାର : ନିର୍ମଳ ନାୟକ ସଙ୍ଗୀତ ନିର୍ଦ୍ଦେଶକ : ଅଭିଜିତ ମଜୁମଦାର ମସିହା : ୨୦୧୯ (ପୁ) ମତେ ତୁ ତୋ ମନରେ ଟୋପା ଟୋପା ମେଘ କରିଦେ ମତେ ତୁ ତୋ ପ୍ରେମର ଛିଟା ଛିଟା ରଙ୍ଗ କରିଦେ ମତେ ତୁ ତୋ ମନରେ ଟୋପା ଟୋପା ମେଘ କରିଦେ ମତେ ତୁ ତୋ ପ୍ରେମର ଛିଟା ଛିଟା ରଙ୍ଗ କରିଦେ ଓରେ ଦିଲନଶି ଓରେ ଦିଲନଶି ନିଦ କାଇଁ ଚୋରିକଲୁ ସ୍ବପ୍ନ ଟିକେ ଭରିଦେ (ଝି) ମତେ ତୁ ତୋ ଜୀବନେ ଛୋଟ ଛୋଟ ଖୁସି କରିଦେ ମତେ ତୁ ତୋ ଓଠରେ ସାତ ସୁର ବଂଶୀ କରିଦେ ॥ (ଝି) ଭିଡ଼ ଭିତରେ ଭଲ ଲାଗେରେ କାଇଁ ତୋ ଚେହେରା ଅଳ୍ପ ମୁହୂର୍ତ୍ତ ତୋ ସାଥେ ଦେଖା ଲାଗେରେ ନିଆରା (ପୁ) ହଁ.. ତୋରି ନାଁରେ ସ୍ପନ୍ଦନ ଚାଲେ ପଡ଼େ ମୋ ପଲକ ଲାଗୁଛି ସତେ କେବେଠୁ ଥିଲା ଆମ ଏ ସମ୍ପର୍କ (ଝି) ଓରେ ହମନସି ଓରେ ହମନସି ଆଜି ସେଇ ସମ୍ପର୍କର ନାଁ ଗୋଟେ ଦେଇଦେ (ପୁ) ମତେ ତୁ ତୋ ବାଟରେ ଚୁନା ଚୁନା ଛାଇ କରିଦେ ମତେ ତୁ ତୋ ହସର ମିଠା ମିଠା ନଈ କରିଦେ ॥୧॥ (ପୁ) ଛାତି ଭିତରେ ଦେଇଛୁ ତୋଳି ପ୍ରେମର ଉଆସ ହୃଦୟେ ମୋର ତୁ ଅଛୁ ବୋଲି ଚାଲେ ମୋ ନିଶ୍ଵାସ (ଝି) ହଁ.. ସେ ଲାଗି ଆଜି ଚୁପି ଚୁପିକା କହେ ମୋ ହୃଦୟ ତୋ ପାଖେ ସତେ ଅଟକି ଯାଉ ଏମିତି ସମୟ (...

କଳାମାଣିକରେ, ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ - Kalamanikare, Dhire Ghena Kananare Krushna Bilambita Lyrics

Image
== ଓଡ଼ିଆ == ଗୀତ : କଳାମାଣିକରେ, ଧୀରେ ଘେନ କାନନରେ ଗୀତିକାର : ଅଭିମନ୍ୟୁ ସାମନ୍ତସିଂହାର (୧୭୬୦-୧୮୦୬) କଣ୍ଠ : ଶ୍ୟାମାମଣି ପଟ୍ଟନାୟକ ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ, ବାତ୍ସଲ୍ୟ-ମମତା ଘେନି ଭାଳୁଛନ୍ତି ମାତ କଳାମାଣିକରେ ॥୧॥ ନିଧନ ସଙ୍ଖାଳି ମୋର ଦରିଦ୍ର ପସରା, ଅନ୍ଧର ଲଉଡ଼ି ବାବୁରେ ହୃଦ ରତ୍ନହାରା କଳାମାଣିକରେ ॥୨॥ ମୋ ଜୀବ ଜୀବନ ତୁହି ନୟନ ପ୍ରତିମା, ତୋତେ କି ପାସୋରି ହେବ, ମୋର ସୁଖ ସୀମା କଳାମାଣିକରେ ॥୩॥    ଡରୁଥାଉ ଅନ୍ଧାରକୁ ରଖିଯାଉ ଗୋରୁ, ଜନକ ଜନନୀ ସୁଖ କାହିଁପାଇଁ ସାରୁ କଳାମାଣିକରେ ॥୪॥   ବୃଦ୍ଧକାଳେ ତୁ ମୋହର ଏକଇ ନନ୍ଦନ, ହୃଦତାପ ବିନାଶନେ ତୁ ହରିଚନ୍ଦନ  କଳାମାଣିକରେ ॥୫॥      ଗୋଟିକ, ଅଧାମ, ସର ନ ରୁଚଇ ତୋତେ, ନାଚି ଲାଞ୍ଚ ମାଗୁଥାଉ ଲବଣି କେମନ୍ତେ କଳାମାଣିକରେ ॥୬॥     ତୋଳି ମୁଁ ଧଇଲେ ଗୋଳି ହୋଇଯାଉ ତୁହି, ତୋ ଦୁର୍ବଳ ଦେଖି କାହିଁ ପଶିବଇଁ ମୁହିଁ କଳାମାଣିକରେ ॥୭॥    ଡାକିନୀ ଲୋଭାନ୍ତି ବୋଲି ଡରୁଥାଇ ମନେ, ବାର ବାର ବାରୁଥାଇ ଯିବା ପାଇଁ ବନେ   କଳାମାଣିକରେ ॥୮॥  ନିଶାଚର ମାତିବାର ଶୁଭୁଚି ଶ୍ରୁତିକି, ମୁଁ ଡଙ୍କୁଣୀ ଛାଡ଼ିଦେଲି ବନକୁ କାହିଁକି କଳାମାଣିକରେ ॥୯॥     ଝାଳ...

ତୁ ମୋର ମେହେବୁବା ମୁଁ ତୋର ମେହେବୁବ - Tu mora Mehbooba Mun Tora Mehboob Lyrics

Image
== ଓଡ଼ିଆ == ଗୀତ : ତୁ ମୋର ମେହେବୁବା ମୁଁ ତୋର ମେହେବୁବ ଭାଷା : ଓଡ଼ିଆ କଣ୍ଠ :  ସ୍ଵୟଂ ପାଢୀ, ଅସୀମା ପଣ୍ଡା ଗୀତିକାର : ମୃତ୍ୟୁଞ୍ଜୟ ମିଶ୍ର ସଙ୍ଗୀତ ନିର୍ଦ୍ଦେଶକ : ରୋଶନ ବୈଷ୍ଣବ ମସିହା : ୨୦୧୮ (ପୁ) ୟାହି..ୟେ..ହେ..ଉଁ..ଉଁ.. (ଝି) ଆହାହା..ହା..ଆହା..ହାହା.. (ପୁ) ଚୋରି ଚୋରି ଚୁପ୍ ଚୁପକେ କାହିଁ ଆସୁ ଜାନିଆ ବଢ଼େ ମୋ ଅୱାରଗି ହୁଏ ମୁଁ ଅମାନିଆ (ଝି) ଉଫ୍ ତୋର ଦୁଷ୍ଟାମି କରେ ମୋତେ କିମିଆ କିଛି ତୋ ସରମ୍ କର ଦେଖୁଛିରେ ଦୁନିଆ (ପୁ) ଦେଖିଲେ ଦେଖୁରେ ପଛେ ରହିବିନି ଚୁପ ପ୍ରେମଋତୁ ଚାଲିଗଲେ କରିବୁ ତୁ ଉଫ୍ ତୁ ମୋର ମେହେବୁବା ମୁଁ ତୋର ମେହେବୁବ (ଝି) ମୁଁ ତୋର ମେହେବୁବା ତୁ ମୋର ମେହେବୁବ (ପୁ) ତୁ ମୋର ମେହେବୁବା ମୁଁ ତୋର ମେହେବୁବ (ଝି) ମୁଁ ତୋର ମେହେବୁବା ତୁ ମୋର ମେହେବୁବ ॥୧॥ (ପୁ) ୟାହି..ୟେ..ହେ..ଉଁ..ଉଁ.. (ଝି) ଆହାହା..ହା..ଆହା..ହାହା.. କେମିତି ଭାବିବି ମୁଁ ତୋ ପାଇଁ କ'ଣ କବିର କବିତା କି ଶିକାରୀ ନିଶାଣ (ପୁ) ତୋ ପାଇଁ ଦେଇପାରେ ମୋର ଏ ଜୀବନ ସମୟ ଆସିଲେ ମୁଁ କରିବି ପ୍ରମାଣ ତତେ ଭଲପାଏ ମୋ ଜୀବନଠୁ ଅଧିକା (ଝି) ମୋତେ ଛୁଇଁବାକୁ ତୁ ଖୋଜୁଛୁରେ ମଉକା (ପୁ) ପାଗଳ କରୁଛି ମୋତେ ତୋର ଭିଜା ଜୁଲଫ୍ ଉପମା ନାହିଁ ରୂପର ୱାଃ ବାଃ ତୁ ଖୁବ ତୁ ମୋର ମେହେବୁବା ମୁଁ ତୋର ମେହେବୁବ (ଝି) ମୁଁ ତୋର ମେହେବୁବା ତୁ ମୋର ମେହେବୁବ (ପୁ) ତୁ ମ...

ଦଶାବତାର ସ୍ତୋତ୍ରମ୍, ପ୍ରଲୟ ପୟୋଧି ଜଲେ, ଗୀତ ଗୋବିନ୍ଦ - Dashavatara Stotram, Pralaya Payodhi Jale, Gita Govinda Lyrics

Image
== ଓଡ଼ିଆ == ଗୀତ : ଦଶାବତାର ସ୍ତୋତ୍ରମ୍, ପ୍ରଲୟ ପୟୋଧି ଜଲେ ଭାଷା : ସଂସ୍କୃତ ପୋଥି / ପୁସ୍ତକ : ଗୀତ ଗୋବିନ୍ଦ କଣ୍ଠ : ନମିତା ଅଗ୍ରୱାଲ ଗୀତିକାର : ଶ୍ରୀ ଜୟଦେବ ଗୋସ୍ଵାମୀ ସଙ୍ଗୀତ ନିର୍ଦ୍ଦେଶକ : ରାଖାଲ ମହାନ୍ତି ମସିହା : ୨୦୦୬ ପ୍ରଲୟ-ପୟୋଧି-ଜଲେ ଧୃତବାନସିବେଦଂ ବିହିତ-ବହିତ୍ର-ଚରିତ୍ର-ମଖେଦମ୍ କେଶବଧୃତ, ମୀନ ଶରୀର, ଜୟ ଜଗଦୀଶ ହରେ ॥୧॥   କ୍ଷିତିରତି-ବିପୁଲତରେ ତବ ତିଷ୍ଠତି ପୃଷ୍ଠେ ଧରଣୀ-ଧାରଣ-କିଣ ଚକ୍ର ଗରିଷ୍ଠେ କେଶବଧୃତ, କଚ୍ଛପ ରୂପ, ଜୟ ଜଗଦୀଶ ହରେ ॥୨॥ ବସତି ଦଶନ-ଶିଖରେ ଧରଣୀ ତବ ଲଗ୍ନା ଶଶିନି କଲଙ୍କ କଲେବ ନିମଗ୍ନା କେଶବଧୃତ, ଶୂକର ରୂପ, ଜୟ ଜଗଦୀଶ ହରେ ॥୩॥   ତବ କର କମଳବରେ ନଖମଦ୍ଭୂତ ଶୃଙ୍ଗମ୍ ଦଲିତ ହୀରଣ୍ୟକଶିପୁ ତନୁ ଭୃଙ୍ଗମ୍ କେଶବଧୃତ, ନରହରି ରୂପ, ଜୟ ଜଗଦୀଶ ହରେ ॥୪॥    ଛଲୟସି ବିକ୍ରମଣେ ବଲିମଦ୍ଭୂତ ବାମନ ପଦ ନଖ ନୀର ଜନିତ ଜନ ପାବନ କେଶବଧୃତ, ବାମନ ରୂପ, ଜୟ ଜଗଦୀଶ ହରେ ॥୫॥ କ୍ଷତ୍ରିୟ ରୁଧିର ମୟେ ଜଗଦପଗତ ପାପଂ ସ୍ନପୟସି ପୟସି ଶମିତ ଭବ ତାପମ୍ କେଶବଧୃତ, ଭୃଗୁପତି ରୂପ, ଜୟ ଜଗଦୀଶ ହରେ ॥୬॥    ବିତରସି ଦିକ୍ଷୁ ରଣେ ଦିକ୍-ପତି-କମନୀୟଂ ଦଶମୁଖ-ମୌଲି-ବଲିଂ ରମଣୀୟମ୍ କେଶବଧୃତ, ରାମ ଶରୀର, ଜୟ ଜଗଦୀଶ ହରେ ॥୭॥   ବହସି ବପୁସି ବିଶଦେ ବସନଂ ଜଲଦାଭଂ ହଲ ହତିଭୀତି ମିଲିତ ୟମୁନାଭମ୍      କେଶବଧୃତ, ହଲଧର ରୂପ, ...

ଏଇ ଦେଶ ଏଇ ମାଟି ମମତାମୟୀ ମା’ଟି - Ei Desha Ei Mati Mamatamayee Maa’ti Lyrics

Image
== ଓଡ଼ିଆ == ଗୀତ : ଏଇ ଦେଶ ଏଇ ମାଟି ମମତାମୟୀ ମା’ଟି ଭାଷା : ଓଡ଼ିଆ ଗୀତିକାର : ନିରଞ୍ଜନ ରାଉତ ସଙ୍ଗୀତ ନିର୍ଦ୍ଦେଶକ : ଲକ୍ଷ୍ମୀକାନ୍ତ ପାଲିତ ଏଇ ଦେଶ ଏଇ ମାଟି ମମତାମୟୀ ମା’ଟି ଏଇ ଦେଶ ଏଇ ମାଟି ମମତାମୟୀ ମା’ଟି ସେବାରେ ତାର ଜୀବନ ଦେବା ସେବାରେ ତାର ଜୀବନ ଦେବା ରଖିବା ତାର ନା’ଟି ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ଆମ ଏ ଜନ୍ମମାଟି   ଏଇ ଦେଶ ଏଇ ମାଟି ମମତାମୟୀ ମା’ଟି ଏଇ ଦେଶ ଏଇ ମାଟି ମମତାମୟୀ ମା’ଟି ॥୧॥ ଚିର ମଳୟ ଯାହାର ପବନ ଚିର ସବୁଜ ଯାହାର କାନନ ଚିର ମଳୟ ଯାହାର ପବନ ଚିର ସବୁଜ ଯାହାର କାନନ ସାଗର ଯାହାର ରତ୍ନଭଣ୍ଡାର ସାଗର ଯାହାର ରତ୍ନଭଣ୍ଡାର କୋଟି ରତ୍ନ ଦିଏ ଭେଟି ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ଆମ ଏ ଜନ୍ମମାଟି   ଏଇ ଦେଶ ଏଇ ମାଟି ମମତାମୟୀ ମା’ଟି ଏଇ ଦେଶ ଏଇ ମାଟି ମମତାମୟୀ ମା’ଟି ॥୨॥   ଯହିଁ ଝରଣା ଝରି ଯାଏ ଯହିଁ କୋଇଲି କୁହୁ ଗାଏ ଯହିଁ ଝରଣା ଝରି ଯାଏ ଯହିଁ କୋଇଲି କୁହୁ ଗାଏ ସୁନା ଫସଲ ଲହରୀ ଖେଳେ ସୁନା ଫସଲ ଲହରୀ ଖେଳେ ବୁକୁରେ ଯାଏ ଲୋଟି ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ଆମ ଏ ଜନ୍ମମାଟି   ଏଇ ଦେଶ ଏଇ ମାଟି ମମତାମୟୀ ମା’ଟି ଏଇ ଦେଶ ଏଇ ମାଟି ମମତାମୟୀ ମା’ଟି ମମତାମୟୀ ମା’ଟି ମମତାମୟୀ ମା’ଟି ॥୩॥ ...

ଚାଲ ସଖୀ ଆମ୍ଭେ ଦର୍ଶନ କରିବା ନୀଳଗିରି କାଳିଆକୁ - Chala Sakhi Ambhe Darshana Kariba Nilagiri Kaliaku Lyrics

Image
== ଓଡ଼ିଆ == ଗୀତ : ଚାଲ ସଖୀ ଆମ୍ଭେ ଦର୍ଶନ କରିବା ନୀଳଗିରି କାଳିଆକୁ ଭାଷା : ଓଡ଼ିଆ କଣ୍ଠ : ସିକନ୍ଦର ଆଲାମ ଗୀତିକାର : ଭକ୍ତ ସାଲବେଗ ଚାଲ ସଖୀ ଆମ୍ଭେ ଦର୍ଶନ କରିବା ଚାଲ ସଖୀ ଆମ୍ଭେ ଦର୍ଶନ କରିବା ନୀଳଗିରି କାଳିଆକୁ କେଉଁ ସୁରପତି ବେଶ କରିଅଛି ଗିରିବର ତୋଳିଆକୁ ସେ ଯେ ଶ୍ରୀମୁଖ ତୋରା ଶିରେ ସୁନାସୁତା କେରା କେରା ସେ ଯେ ଶ୍ରୀମୁଖ ତୋରା ॥୧॥  ଶ୍ୱେତ ପଦ୍ମ ଆଖି ଦେଖିଲେ ଗୋ ସଖି ଚିତ୍ତ କି ବାହୁଡ଼େ ଆଉ ଶ୍ୱେତ ପଦ୍ମ ଆଖି ଦେଖିଲେ ଗୋ ସଖି ଚିତ୍ତ କି ବାହୁଡ଼େ ଆଉ କର୍ଣ୍ଣରେ କୁଣ୍ଡଳ ଦିଶେ ଝଲଝଲ କଉସ୍ତୁଭ ଦାଉ ଦାଉ ସେ ଯେ ହିଆ ବୃଶାଳ ମିଶାମିଶି ବାରାନିଧି ଫଳ ସେ ଯେ ହିଆ ବୃଶାଳ ॥୨॥   ଶଙ୍ଖ ଚକ୍ର ଗଦା ପଦ୍ମ ମହାପ୍ରଭୁ ଧରିଛନ୍ତି ଆଣ୍ଟ କରି ଶଙ୍ଖ ଚକ୍ର ଗଦା ପଦ୍ମ ମହାପ୍ରଭୁ ଧରିଛନ୍ତି ଆଣ୍ଟ କରି ଦୁଃସହ ଦୁର୍ଗତି ଗ୍ରହ ପୀଡ଼ାମାନେ ଆଉ କି ପଶିବେ ଡରି ସେ ଯେ ଦୟାସାଗର ତାଙ୍କ ପଦ୍ମ ପାଦେ ଲୟ କର ସେ ଯେ ଦୟାସାଗର ॥୩॥  ଶ୍ରୀ ପୁରୁଷୋତ୍ତମ ରହଣି କରିବା ଖାଇବା ଛଡ଼ା ତୁଳସୀ ଶ୍ରୀ ପୁରୁଷୋତ୍ତମ ରହଣି କରିବା ଖାଇବା ଛଡ଼ା ତୁଳସୀ କହେ ସାଲବେଗ ସିଂହଦ୍ୱାର ଠାରେ.. କହେ ସାଲବେଗ ସିଂହଦ୍ୱାର ଠାରେ ହୋଇଥିବା କ୍ଷେତ୍ରବାସୀ ସେ ଯେ ଆରତ ତ୍ରାଣ କାଳଗଜକୁ ସିଂହ ପ୍ରାୟେଣ ସେ ଯେ ଆରତ ତ୍ରାଣ   ଚାଲ ଚାଲ ପଶିବା ଶରଣ ସେ ଯେ ଆରତ ତ୍ରାଣ ଚାଲ ଚାଲ ପଶ...

ଭିଜା ସକାଳର ତୁ ମୋ ପ୍ରେମ ତୁ ମୋ ମେହେମାନ - Bhija Sakalara Tu Mo Prema Tu Mo Meheman Lyrics

Image
== ଓଡ଼ିଆ == ଗୀତ : ଭିଜା ସକାଳର ତୁ ମୋ ପ୍ରେମ ତୁ ମୋ ମେହେମାନ ଭାଷା : ଓଡ଼ିଆ କଣ୍ଠ :  ମଣ୍ଟୁ ଛୁରିଆ ଗୀତିକାର : ଅରୁଣ ମନ୍ତ୍ରୀ ସଙ୍ଗୀତ ନିର୍ଦ୍ଦେଶକ : ଆସାଦ ନିଜାମ୍ ଭିଜା ସକାଳର ତୁ ମୋ ପ୍ରେମ ତୁ ମୋ ମେହେମାନ ଭିଜା ସକାଳର ତୁ ମୋ ପ୍ରେମ ତୁ ମୋ ମେହେମାନ ତୁ ମୋର ଜିନ୍ଦେଗି ତୁ ହି ମେରି ଜାନ ତୁ ମୋର ଜିନ୍ଦେଗି ତୁ ହି ମେରି ଜାନ ଧୀରେ ଧୀରେ ହେଲୁ ପ୍ରିୟା ତୁ ମୋ ପେହେଚାନ୍ ଧୀରେ ଧୀରେ ହେଲୁ ପ୍ରିୟା ତୁ ମୋ ପେହେଚାନ୍ ଭିଜା ସକାଳର ତୁ ମୋ ପ୍ରେମ ତୁ ମୋ ମେହେମାନ ଭିଜା ସକାଳର ତୁ ମୋ ପ୍ରେମ ତୁ ମୋ ମେହେମାନ ତୁ ମୋର ଜିନ୍ଦେଗି ତୁ ହି ମେରି ଜାନ ତୁ ମୋର ଜିନ୍ଦେଗି ତୁ ହି ମେରି ଜାନ ॥ ଆସିଲୁତୁ ଯେବେ ଜୀବନେ ବାସ୍ନା ଖେଳିଗଲା ଏ ମନେ ଆସିଲୁତୁ ଯେବେ ଜୀବନେ ବାସ୍ନା ଖେଳିଗଲା ଏ ମନେ ତୁ ଆସିବୁ ବୋଲି ଆଗରୁ ଖବର ଆସିଥିଲା ପବନେ ତତେ ପାଇଗଲି ଆଜି ଖୁଦାକି ୟେହି ମେହେରବାନ ଭିଜା ସକାଳର ତୁ ମୋ ପ୍ରେମ ତୁ ମୋ ମେହେମାନ ତୁ ମୋର ଜିନ୍ଦେଗି ତୁ ହି ମେରି ଜାନ ତୁ ମୋର ଜିନ୍ଦେଗି ତୁ ହି ମେରି ଜାନ ॥୧॥ କଉଠି ଥିଲୁ ଜାଣେନା କିଏ ଗଢ଼ିଦେଲା ଜାଣେନା କଉଠି ଥିଲୁ ଜାଣେନା କିଏ ଗଢ଼ିଦେଲା ଜାଣେନା ପ୍ରଥମଥର ମୁଁ ପ୍ରେମରେ ପଡ଼ିଲି ହେଲି ତୋର ଦିୱାନା ତତେ ପାଇବାକୁ ଦିନେ ଓ ପ୍ରିୟାରେ ଥିଲା ମୋର ଅରମାନ ଭିଜା ସକାଳର ତୁ ମୋ ପ୍ରେମ ତୁ ମୋ ମେହେମାନ ତୁ ମୋର ଜିନ୍ଦେ...

ସାବି ସାବି ତୁ ତ ମୋର ନାଲିପାନ ବିବି - Sabi Sabi Tu Ta Mora Nalipana Bibi Lyrics

Image
== ଓଡ଼ିଆ== ଫିଲ୍ମଗୀତ : ସାବି ସାବି ତୁ ତ ମୋର ନାଲିପାନ ବିବି ଭାଷା : ଓଡ଼ିଆ ଚଳଚିତ୍ର : ବନ୍ଧନ କଣ୍ଠ : ଅକ୍ଷୟ ମହାନ୍ତି ଗୀତିକାର : ଅକ୍ଷୟ ମହାନ୍ତି ସଙ୍ଗୀତ ନିର୍ଦ୍ଦେଶକ : ଭୁବନେଶ୍ଵର ମିଶ୍ର ମସିହା : ୧୯୬୯ ଆଲୋ ଏ ସାବି.. ତୁ ମୋର କିସ୍ମତ୍ ର ଚାବି ତୁ କୁଆଡ଼େ ଗଲୁ ଲୋ.. ତୋତେ ମୁଁ ମଲିଣି ରାବି ରାବି ସାବି ସାବି.. ତୁ ତ ମୋର ନାଲିପାନ ବିବି ସାବି ସାବି.. ତୁ ତ ମୋର ନାଲିପାନ ବିବି ତୋରି ଲାଗି ପଛେ ମୁହିଁ ଥାନାକୁ ଯିବି ଆଲୋ.. ତୋରି ଲାଗି ପଛେ ମୁହିଁ ଥାନାକୁ ଯିବି ହେଲେ ମୁଁ ତ ତତେ ଦିନେ ତୋ ସାହିରୁ ଉଡ୍ଡେଇ ନେବି ସାବି ସାବି.. ତୁ ତ ମୋର ନାଲିପାନ ବିବି ସାବି ସାବି.. ତୁ ତ ମୋର ନାଲିପାନ ବିବି ॥୧॥ ତୁ ତ ମୋର ଗୋଲାପ ତୋଡ଼ା ତୋ ବିନେ ମୋ ଘର ଉଜୁଡ଼ା ତୋ ବାପ ମୋ ଶ୍ୱଶୁର ବୁଢ଼ା ସେ ନମ୍ବରୀ ବଉଁଶ ବୁଡ଼ା ତୁ ତ ମୋର ଗୋଲାପ ତୋଡ଼ା ତୋ ବିନେ ମୋ ଘର ଉଜୁଡ଼ା ତୋ ବାପ ମୋ ଶ୍ୱଶୁର ବୁଢ଼ା ସେ ନମ୍ବରୀ ବଉଁଶ ବୁଡ଼ା ତୋତେ ସେ ଶିଖେଇ ନେଲା ମୋ'ଠାରୁ ଛଡ଼େଇ ଆଲୋ.. ତତେ ସେ ଶିଖେଇ ନେଲା ମୋ'ଠାରୁ ଛଡ଼େଇ ହେଲେ ମୁଁ ତ ଦିନେ ତାକୁ ପାନେ ମଜା ଚଖେଇ ଦେବି ସାବି ସାବି.. ସାବି ସାବି.. ତୁ ତ ମୋର ନାଲିପାନ ବିବି ସାବି ସାବି.. ତୁ ତ ମୋର ନାଲିପାନ ବିବି ॥୨॥ ମୁଁ ଗେରସ୍ତ ତୁ ମୋ ଘରଣୀ ମୁଁ ବାଇୟା ତୁ ମୋ ବାୟାଣୀ ତୁ ଛାଡ଼ିବୁ ଯେବେ ରାଗେଣୀ ମୁଁ ...

ଜଗନ୍ନାଥ କଲେ ଯା ଅନାଥରେ ଆଉ କେ ହରିବ ଦୁଃଖ - Jagannatha Kale Jaa Anathare Aau Ke Hariba Duhkha Lyrics

Image
== ଓଡ଼ିଆ == ଗୀତ : ଜଗନ୍ନାଥ କଲେ ଯା ଅନାଥରେ ଆଉ କେ ହରିବ ଦୁଃଖ ଭାଷା : ଓଡ଼ିଆ କଣ୍ଠ : ଭିକା ରି ବଳ ଗୀତିକାର : ଗଜପତି ବୀରକିଶୋର ଦେବ ସଙ୍ଗୀତ ନିର୍ଦେଶକ : ଭିକାରି ବଳ ମସିହା : ୧୯୮୩ ଜଗନ୍ନାଥ କଲେ ଯା ଅନାଥରେ ଆଉ କେ ହରିବ ଦୁଃଖ ଜଗନ୍ନାଥ କଲେ ଯା ଅନାଥରେ ଆଉ କେ ହରିବ ଦୁଃଖ ଜଗତରେ ପରା ବାଜୁଛି ନାଗରା ଦୁଃଖ ହାରି ପଦ୍ମମୁଖ ଜଗନ୍ନାଥ କଲେ ଯା ଅନାଥରେ ଆଉ କେ ହରିବ ଦୁଃଖ ॥ ସାହା ଚଉବାହା ନୋହିଲେଟି ସାହା ସାହା ଚଉବାହା ନୋହିଲେଟି ସାହା ଦେଖି ମୋ ଜୀବନ ବ୍ୟଥା ଚଉଦିଗ ପୂରି ଯିବଟି ପ୍ରସରି ଲୁଚିବ ନାହିଁ ଏ କଥା ଜଗନ୍ନାଥ କଲେ ଯା ଅନାଥରେ ଆଉ କେ ହରିବ ଦୁଃଖ ॥୧॥    ଯୋଗୀ ଅନୁରାଗୀ କହନ୍ତି କି ଲାଗି ଶରଣ ରକ୍ଷଣ ବାନା ଅନ୍ଧକାର ଘୋଟି ଗଲେ ବକ୍ଷ ଫାଟି ଅନ୍ଧକାର ଘୋଟି ଗଲେ ବକ୍ଷ ଫାଟି ନ ଚାହାନ୍ତି ଥରେ ସିନା ଜଗନ୍ନାଥ କଲେ ଯା ଅନାଥରେ ଆଉ କେ ହରିବ ଦୁଃଖ ॥୨॥    ଗଜପତି ବୋଲେ ପ୍ରଭୁ ଯେବେ ବୋଲେ ଗଜପତି ବୋଲେ ପ୍ରଭୁ ଯେବେ ଭଲେ ନ ଶୁଣିବେ ମୋର ଗୁହାରି ପଡ଼ୁ ମୋ  ନିଶ୍ୱାସ, ପୋଡ଼ୁ ମୋ ବିଶ୍ୱାସ ପଡ଼ୁ ମୋ  ନିଶ୍ୱାସ, ପୋଡ଼ୁ ମୋ ବିଶ୍ୱାସ ବଡ଼ ଦୟାବନ୍ତ ହରି ଜଗନ୍ନାଥ କଲେ ଯା ଅନାଥରେ ଆଉ କେ ହରିବ ଦୁଃଖ ॥୩॥ ଜଗତେରେ ପରା ବାଜୁଛି ନାଗରା ଦୁଃଖ ହାରି ପଦ୍ମମୁଖ ଜଗନ୍ନାଥ କଲେ ଯା ଅନାଥରେ ଆଉ କେ ହରିବ ଦୁଃଖ ଆଉ କେ ହରିବ ଦୁଃ...

ଗୋରୀ ଗୋରୀ ଓରେ ଛୋରି ତୋ ପାଇଁ ଏ ଦିଲ୍ କ୍ରେଜି କ୍ରେଜି - Gori Gori Are Chhori To Pain E Dil Crazy Crazy Lyrics

Image
== ଓଡ଼ିଆ == ଗୀତ : ଗୋରୀ ଗୋରୀ ଓରେ ଛୋରି ତୋ ପାଇଁ ଏ ଦିଲ୍ କ୍ରେଜି କ୍ରେଜି ଭାଷା : ଓଡ଼ିଆ କଣ୍ଠ : ଅସିତ ତ୍ରିପାଠି ଗୀତିକାର : ଅରୁଣ ମନ୍ତ୍ରୀ ସଙ୍ଗୀତ ନିର୍ଦ୍ଦେଶକ : ହୋମାୟୁନ ଦେରାଖଶନ ମସିହା : ୨୦୧୯ ଗୋରୀ ଗୋରୀ.. ଓରେ ଛୋରି.. ସ୍ଲିମ୍ ଅଣ୍ଟାୱାଲି ତୋ କ୍ୟାଟୱକ ଚାଲି କରିଚୁ ଦିୱାନା ତୁ ମତେ ଆଜିକାଲି  ହ୍ଵାଇଟ୍ ସ୍କିନୱାଲି ତୋ ଓଠ ପିଙ୍କ ନାଲି ଆଖିରେ ତୁ ଗୁଳି ମାରୁଚୁ ଲୋ ଖାଲି   ଗୋରୀ ଗୋରୀ ଓରେ ଛୋରି ତୋ ପାଇଁ ଏ ଦିଲ୍ କ୍ରେଜି କ୍ରେଜି ଲେଜି ଲେଜି ଥିଲା ଆଜି ତୋ ପାଇଁ ଏ ଦିଲ୍ କ୍ରେଜି କ୍ରେଜି   ଗୋରୀ ଗୋରୀ ଓରେ ଛୋରି ତୋ ପାଇଁ ଏ ଦିଲ୍ କ୍ରେଜି କ୍ରେଜି ଲେଜି ଲେଜି ଥିଲା ଆଜି ତୋ ପାଇଁ ଏ ଦିଲ୍ କ୍ରେଜି କ୍ରେଜି.. ॥ କହିଲେ ଉଠେଇବି ତୋ ସାଙ୍ଗେ ଡେଲି ସେଲଫି ଲଙ୍ଗ ଡ୍ରାଇଭ ନେଇ ଯିବି ପିଏଇବି କୋଲଡ କଫି ଲାଗୁଛୁ ତୁ ଆଲିଆର ସତେ ଅବା କାର୍ବନ କପି ସାମ୍ନା ସାମ୍ନି ହେଲେ ଦେବି ଯାଦୁୱାଲା ଗୋଟେ ଝପି ଗୋରୀ ଗୋରୀ ଓରେ ଛୋରି ତୋ ପାଇଁ ଏ ଦିଲ୍ କ୍ରେଜି କ୍ରେଜି ଲେଜି ଲେଜି ଥିଲା ଆଜି ତୋ ପାଇଁ ଏ ଦିଲ୍ କ୍ରେଜି କ୍ରେଜି   ଗୋରୀ ଗୋରୀ ଓରେ ଛୋରି ତୋ ପାଇଁ ଏ ଦିଲ୍ କ୍ରେଜି କ୍ରେଜି ଲେଜି ଲେଜି ଥିଲା ଆଜି ତୋ ପାଇଁ ଏ ଦିଲ୍ କ୍ରେଜି କ୍ରେଜି.. ॥୧॥ ଯେତେଥର ଯେତେବେଳେ ତୋର ମୋର ହୁଏ ମିଟ ଲାଗେ କାଇଁ ଆମ ଯୋଡ଼ି ହେଇଯିବ ସୁପରହିଟ ...

ଅଭିମାନିନୀ ଏ ଅମାନିଆ ଢେଉ ନାଚି ନାଚି ନାଚି ଯାଏ - Abhimanini E Amaniaa Dheu Nachi Nacjhi jae Lyrics

Image
== ଓଡ଼ିଆ == ଗୀତ : ଅଭିମାନିନୀ ଏ ଅମାନିଆ ଢେଉ ନାଚି ନାଚି ନାଚି ଯାଏ ଭାଷା : ଓଡ଼ିଆ ଚଳଚିତ୍ର : ଉଲ୍‌କା କଣ୍ଠ : ଆରତି ମୁଖାର୍ଜୀ ଗୀତିକାର : ସଚି ମହାନ୍ତି ସଙ୍ଗୀତ ନିର୍ଦ୍ଦେଶକ : ରାଜୁ ମିଶ୍ର, ବିଭୁ ମହାନ୍ତି ମସିହା : ୧୯୮୧ ଅଭିମାନିନୀ ଏ ଅମାନିଆ ଢେଉ ଅଭିମାନିନୀ ଏ ଅମାନିଆ ଢେଉ ନାଚି ନାଚି ନାଚିଯାଏ ଶିହରାଇ ତନୁ ମନ ଅଭିମାନିନୀ ଏ ଅମାନିଆ ଢେଉ ନାଚି ନାଚି ନାଚିଯାଏ ଶିହରାଇ ତନୁ ମନ ଫୁଲକୁମାରୀ ମୁଁ ଫୁଲେ ଫୁଲେ ଖୋଜେ ଆଜି ଏଇ ବେଳା ତଟେ ଶୁଣେ କାର ଗୁଞ୍ଜନ ଅଭିମାନିନୀ ଏ ଅମାନିଆ ଢେଉ ନାଚି ନାଚି ନାଚିଯାଏ ଶିହରାଇ ତନୁ ମନ ଅଭିମାନିନୀ... ॥ ଜାଣେ ନାହିଁ ମୁଁ କାହା ଲାଗି ମୁଁ ଆଜି ଝୁମି ଝୁମି ନାଚେ ସମୀରେ କାହା ଲାଗି ଭଲ ପାଏ ନିର୍ଜନ.. କା’ ମନ ନେଇ କା’ ମନ ଛୁଇଁ ଗୀତ ଗାଇ ଗାଇ ଯାଏ ଅଧିରେ କାହା ଲାଗି ଏତେ ମିଠା ସପନ.. ଅଭିମାନିନୀ ଏ ଅମାନିଆ ଢେଉ ନାଚି ନାଚି ନାଚିଯାଏ ଶିହରାଇ ତନୁ ମନ ଅଭିମାନିନୀ… ॥୧॥  ମନେ ମନେ ମୁଁ ଅନେକ କଥା ଆଜି ରଖିଥିଲି ସିନା ଗୋପନ ସାକ୍ଷୀ ଅଛି ଏଇ ବେଳା ବିଜନ.. ଲହରୀ ଛୁଇଁ କହୁଛି ମୁହିଁ ମନ ଦେଇ ନିଅ ଆଜି ମୋ ମନ ଆସ ଯିବା ଖୋଜି ନୂଆ ଜୀବନ.. ଅଭିମାନିନୀ ଅମାନିଆ ଢେଉ ନାଚି ନାଚି ନାଚିଯାଏ ଶିହରାଇ ତନୁ ମନ ଫୁଲକୁମାରୀ ମୁଁ ଫୁଲେ ଫୁଲେ ଖୋଜେ.. ଆଜି ଏଇ ବେଳା ତଟେ ଶୁଣେ କାର ଗୁଞ୍ଜନ ଅଭିମାନିନୀ ଏ ଅମାନିଆ ଢେଉ ନାଚି ନାଚ...

ତୁମ ପରି ଛୋଟ ପିଲାଟିଏ - Tuma Pari Chhota Pilatie Lyrics

Image
== ଓଡ଼ିଆ == ଗୀତ : ତୁମ ପରି ଛୋଟ ପିଲାଟିଏ ଗୀତିକାର : ଜଗନ୍ନାଥ ମହାନ୍ତି (୧୯୩୭–୨୦୧୧) ତୁମ ପରି ଛୋଟ ପିଲାଟିଏ,         ଗାଆଁ ଚହାଳୀର ଚାଟ ସିଏ ଚେହେରାଟି ତାର ଡଉଲ ଡାଉଲ,         ବୁଦ୍ଧିରେ ତାହାର ସରି କିଏ ॥ ଛାଡ଼ି ଯାଇଥିଲା ଦିନେ ଝଡ଼ି,         ବାହାରିଲା ସିଏ ପାଠ ପଢ଼ି ବାଟେ ଯାଉଯାଉ ଖସିଗଲା ଗୋଡ଼,         ମୁଁହ ମାଡି ତଳେ ଗଲା ପଡ଼ି ॥ ଗୁରୁଜୀ ଦେଖିଲେ ଦେହ ତାର,         ପାଣି କାଦୁଅରେ ସର ସର ତିଳେହେଁ ସେଥିକୁ ଖାତିରି ନକରି,         ଆସିଛି ହୋଇ ତର ବର ॥ ପଚାରିଲେ ଗୁରୁ ଏକି ହେଲା,         ଏତେ ସରି ତୋତେ କିଏ କଲା ପିଲାଟି କହିଲା ବେଗେ ଆସୁଆସୁ,         କାଦୁଆରେ ଗୋଡ଼ ଖସିଗଲା ॥ ହେଲା ଦଶହରା ଛୁଟି ବେଳ,         ପିଲାଟି ସଭିଙ୍କି କଲା ମେଳ ମାଟି ଗୋଡ଼ି ବାଲି ପକାଇ ସଭିଏଁ,          ଗାଆଁ ମାଟି କଲେ ସମତୁଲ ॥ ଏହ...

କାଳିଆରେ କାଳିଆ ସୁନ୍ଦର ତୋ ଟାହିଆ - Kaliare Kalia Sundara To Tahia

Image
== ଓଡ଼ିଆ == ଗୀତ : କାଳିଆରେ କାଳିଆ ସୁନ୍ଦର ତୋ ଟାହିଆ ଭାଷା : ଓଡ଼ିଆ ଗୀତିକାର : ପ୍ରଣବ ଦାସମହାପାତ୍ର କାଳିଆରେ କାଳିଆ ସୁନ୍ଦର ତୋ ଟାହିଆ ଢଳି ଢଳି ଚାଲୁ ହଲି ହଲି ଚାଲୁ ସତରେ ତୁ ପରା ରଙ୍ଗରସିଆ           କାଳିଆରେ କାଳିଆ ସୁନ୍ଦର ତୋ ଟାହିଆ ॥୧॥ କାଳିଆରେ କାଳିଆ ସୁନ୍ଦର ବି ବଳିଆ ସୁନା ଚାନ୍ଦ ମୁହିଁ ଭଉଣୀ ସୁଭଦ୍ରା ସାଥେ ଘର ତୋର ନୀଳଚାଳିଆ  କାଳିଆରେ କାଳିଆ ସୁନ୍ଦର ତୋ ଟାହିଆ ॥୨॥   କାଳିଆରେ କାଳିଆ ସୁନ୍ଦର ଏ ଦୁନିଆ ମିଛ ସଂସାରରେ ତୁହି ଏକା ସତ ଆଉ କେହି ନାହିଁ ତୋ ଭଳିଆ   କାଳିଆରେ କାଳିଆ ସୁନ୍ଦର ତୋ ଟାହିଆ ॥୩॥ କାଳିଆରେ କାଳିଆ ସୁନ୍ଦର ତୋ ଟାହିଆ ଟାହିଆ ଝୁଲେଇ ମୁଣ୍ଡକୁ ହଲାଇ ଆଗକୁ ଯାଉ ତୁ ରାଜା ଭଳିଆ ଭକ୍ତ ଦେଖି ତୋତେ ହୁଏ ବାଇଆ  କାଳିଆରେ କାଳିଆ  ସୁନ୍ଦର ତୋ ଟାହିଆ ॥୪॥     କାଳିଆରେ କାଳିଆ ସୁନ୍ଦର ତୋ ଟାହିଆ       ତୁଳସୀ ଦୟଣା ଲାଗେ ତୋ ମଥାରେ ଦେଖି ମୋତେ ଲାଗେ ଭାରି ବଢ଼ିଆ ଗୁହାରୀ କରେ ତୋ ପାଦ ତଳିଆ  କାଳିଆରେ କାଳିଆ  ସୁନ୍ଦର ତୋ ଟାହିଆ ॥୫॥ ଫଟୋ : ଗୀତିକାର "ପ୍ରଣବ ଦାସମହାପାତ୍ର" ଫଟୋ କ୍ରେଡିଟ : ପ୍ରଣବ ଦାସମହାପାତ୍ର ଆପଣଙ୍କ ମତାମତ ବା ପ୍...

ହାଏ ତୋ ପ୍ରେମର ପ୍ରେମର ରଙ୍ଗୋଲି - Hae To Premara Rangoli Lyrics

Image
ଏ ଗୀତଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର  ଜଣେ  ପାଠକ ୧୦ ଜୁନ ୨୦୧୯ ରେ ଅନୁରୋଧ କରିଥିଲେ । == ଓଡ଼ିଆ== ଫିଲ୍ମଗୀତ : ହାଏ ତୋ ପ୍ରେମର ରଙ୍ଗୋଲି ଭାଷା : ଓଡ଼ିଆ ଚଳଚିତ୍ର : ବ୍ଲାକମେଲ୍ କଣ୍ଠ : ଉଦିତ ନାରାୟଣ, ଦିପ୍ତୀରେଖା ଗୀତିକାର : ବସନ୍ତ ରାଜ ସାମଲ ସଙ୍ଗୀତ ନିର୍ଦ୍ଦେଶକ : ପ୍ରେମ ଆନନ୍ଦ ମସିହା : ୨୦୧୮ (ପୁ) ହାଏ ତୋ ହାଏ ତୋ ପ୍ରେମର ପ୍ରେମର ରଙ୍ଗୋଲି ରାତିରେ କଲା ଦିୱାଲି ହାଏ ତୋ ହାଏ ତୋ ପ୍ରେମର ପ୍ରେମର ରଙ୍ଗୋଲି ଛାତିରେ କଲା କବାଲି (ଝି) ତୋ ପ୍ରେମର ନିଶା ଯେବେ ଗଲା ଚହଲି କିଛି ପାଇବା ଆଶା ମୋତେ କଲା ଚଗଲି ହାଏ ତୋ ହାଏ ତୋ ପ୍ରେମର ପ୍ରେମର ରଙ୍ଗୋଲି ରାତିରେ କଲା ଦିୱାଲି ହାଁ.. ଛାତିରେ କଲା କବାଲି ॥ (ପୁ) ହୋ.. ଆଜିକାଲି ସିଲିସିଲି ଏଇ ମନ ଚୋରା ବାଲି ଖସି ଖସି ଯାଏ ଖସି ଯାଏରେ (ଝି) ହାଁ.. ଆଜିକାଲି ମତୁଆଲି ଏଇ ମନ କଚି କଲି ଲିସି ଲିସି ହୁଏ ତୋଠି ହାଏରେ (ପୁ) ତୋ' ରୂପର ନଈ ଯେବେ ଗଲା ଉଛୁଳି ଏଇ ଦିଲ ଦିୱାନା ଗଲା ଗୋରି ପହଲି (ଝି) ହାଏ ତୋ ହାଏ ତୋ ପ୍ରେମର ପ୍ରେମର ରଙ୍ଗୋଲି ପାଣିକି କଲା ମହୁଲି ହାଁ.. ଲାଜକୁ କଲା ଫାଜିଲି ॥୧॥ (ଝି) ହାଁ.. ରଙ୍ଗ ରଙ୍ଗ ମନ ରଙ୍ଗ ଖୋଜେ ଖାଲି ପ୍ରେମ ପାଗ ଛଟପଟ ଛାତି ଖାଲି ହୁଏରେ (ପୁ) ଦାଗ ଦାଗ ଲାଗେ ଦାଗ ହୁଏ ଯେବେ ପ୍ରେମ ରୋଗ ଦିନ ରାତି କିଛି କିଛି ହୁଏରେ (ଝି) ତୋ ପ୍ରେମର ନିଆଁ ଯେ...

ଦେଖୁଥା କାଳିଆ ମୋତେ ଦେଖୁଥା ମୋତେ - Dekhutha Kalia Mote Dekhutha Mote Lyrics

Image
== ଓଡ଼ିଆ == ଗୀତ : ଦେଖୁଥା କାଳିଆ ମୋତେ ଦେଖୁଥା ମୋତେ ଭାଷା : ଓଡ଼ିଆ ଆଲବମ : ଆସୁଛି କାଳିଆ ରାଜା କଣ୍ଠ : କବିତା କୃଷ୍ଣମୂର୍ତ୍ତି ଗୀତିକାର : ରମାକାନ୍ତ ଦାସ ସଙ୍ଗୀତ ନିର୍ଦ୍ଦେଶକ : କାଜଲ, ସରୋଜ ମସିହା :୧୯୮୯ ଦେଖୁଥା କାଳିଆ ମୋତେ ଦେଖୁଥା ମୋତେ ଦେଖୁଥା କାଳିଆ ମୋତେ ଦେଖୁଥା ମୋତେ ତୋ କଳା ବଦନ ଦେଖି ତୋ କଳା ବଦନ ଦେଖି ତୋ ଶରଧା ବାଲି ମାଖି ତୋ କଳା ବଦନ ଦେଖି ତୋ ଶରଧା ବାଲି ମାଖି ମୋ ଦିନ ବିତେରେ.. ମୋ ଦିନ ବିତେ ଦେଖୁଥା କାଳିଆ ମୋତେ ଦେଖୁଥା ମୋତେ ଦେଖୁଥା କାଳିଆ ମୋତେ ଦେଖୁଥା ମୋତେ ॥ ଜହ୍ନ ପରି ହସୁଥାଉ କି ସୁନ୍ଦର ଦିଶୁଥାଉ ଜହ୍ନ ପରି ହସୁଥାଉ କି ସୁନ୍ଦର ଦିଶୁଥାଉ ମୋ ଆଖିରେ ନାଚିଯାଉ ମୋତେ ଅବା ଡାକୁଥାଉ ମୋ ଆଖିରେ ନାଚିଯାଉ ମୋତେ ଅବା ଡାକୁଥାଉ କହରେ କାଳିଆ ସତେ ତୋ ଆଶିଷ-ସପନ ରେଣୁ କହରେ କାଳିଆ ସତେ ତୋ ଆଶିଷ-ସପନ ରେଣୁ ମିଳିବ ମୋତେରେ.. ମିଳିବ ମୋତେ ଦେଖୁଥା କାଳିଆ ମୋତେ ଦେଖୁଥା ମୋତେ ଦେଖୁଥା କାଳିଆ ମୋତେ ଦେଖୁଥା ମୋତେ ॥୧॥ ନୀଳଚକ୍ର ବାନା ଦେଖି ଲାଖିଯାଏ ଏଇ ଆଖି ନୀଳଚକ୍ର ବାନା ଦେଖି ଲାଖିଯାଏ ଏଇ ଆଖି ଗରୁଡ଼ ଖମ୍ବକୁ ଧରି ତୋତେ ହୁଏ ମୁହିଁ ଝୁରି ଗରୁଡ଼ ଖମ୍ବକୁ ଧରି ତୋତେ ହୁଏ ମୁହିଁ ଝୁରି କହରେ କାଳିଆ କହ ତୋ କରୁଣା ଫୁଲ ଟିଏ କହରେ କାଳିଆ କହ ତୋ କରୁଣା ଫୁଲ ଟିଏ ଦେବୁ ମୋ ହାତେରେ.. ଦେବୁ ମୋ ହାତେ ଦେଖୁଥା କାଳିଆ ମୋତେ ଦେଖୁଥା ମୋତେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on mangale ailaa usha lyrics odia: “Mata Sita nka darshana pain kie apekhya karichhi?”

Anonymous commented on kala manikare dhire ghena lyrics odia: “ପଶିବଇଁ ଶବ୍ଦର ଅର୍ଥ କ'ଣ?”

The Smaranika commented on utha kankala chhidu shrun lyrics odia: “Here it is:https://thesmaranika.blogspot.com/2019/11/vande-utkala-janani-v2-lyrics-odia.html”

Anonymous commented on utha kankala chhidu shrun lyrics odia: “Bande utkal janani”

The Smaranika commented on hasi hasaiba sakala jane lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on hasi hasaiba sakala jane lyrics odia: “ଅତି ସୁନ୍ଦର ଧ୍ଵନ୍ୟାତ୍ମକ କବିତା; ଆଜିର ପାଠ୍ୟପୁସ୍ତକରେ ସେ ସବୁର ଆଦର କାହିଁ ”

Anonymous commented on shrita kamla kucha mandala mangala geetam shri jayadev krita gita govinda lyrics odia sanskrit english: “ମୁଁ ଆସିଛି ଦେଖୀ ମୋ କଳା ବଦନ କୁ ଭଜନ ଦରକାର୍ ”

The Smaranika commented on bana o bani dekhila kuna lyrics odia: “ଏମିତି ବହୁ କବିତା ଅଛି ଜାହାର ରଚୟିତାଙ୍କ ନାମ ବହିରେ ନାହିଁ । ସେଥିପାଇଁ ଆମେ କବି / ଲେଖକଙ୍କ ନାମ ଦେଇପାରିନାହୁଁ ସେଇ ସବୁ ଲେଖା ଗୁଡ଼ିକରେ ।…”

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ