ତୋତେ ଖାଲି ଦେଖିବାକୁ ଆଖି ମାଗେ ମଞ୍ଜୁରୀ - Tote Khali Dekhibaku Aakhi Mage Manjuri Lyrics
ଫିଲ୍ମଗୀତ : ତୋତେ ଖାଲି ଦେଖିବାକୁ ଆଖି ମାଗେ ମଞ୍ଜୁରୀ
ଭାଷା : ଓଡ଼ିଆ
ଚଳଚିତ୍ର : ଲୋକାଲ ଟୋକା ଲଭ୍ ଚୋଖା
କଣ୍ଠ : ବାବୁସାନ୍, ଅନନ୍ୟା ଶ୍ରୀତମ୍ ନନ୍ଦ
ଗୀତିକାର : ବାପୁ ଗୋସ୍ୱାମୀ
ସଙ୍ଗୀତ ନିର୍ଦ୍ଦେଶକ : ବୈଦ୍ୟନାଥ ଦାସ
ମସିହା : ୨୦୧୮
(ପୁ)
ତୋତେ ଖାଲି ଦେଖିବାକୁ ଆଖି ମାଗେ ମଞ୍ଜୁରୀ
ସ୍ଵପ୍ନ ଚାହେଁ ତୋ ନିଦରେ କରିବାକୁ ହଜୁରୀ
ମନ ସାରା ମହକେ ତୋ ପ୍ରେମ କସ୍ତୁରୀ
(ଝି)
ସନ ସନ ସନ ନ ନ ଶାୟାରୀ
ତୁ ସର୍ ସର୍ ସରଗମ୍ ବାଁସୁରି (୨) ॥
(ପୁ)
ସୁରମୟୀ ଆଖି ତୋର କଲା କିମିଆଁ
ତୋ ପ୍ରେମରେ ପଡ଼ିଗଲି ଓ ପ୍ରିୟା
(ଝି)
ନହ୍ନା ମୁନା ତୋ ହୃଦୟ ଏତେ ପାଗଳ
କିଣିନେଲା ମୋର ସଞ୍ଜ ସକାଳ
(ପୁ)
ତୋତେ ଖାଲି ପ୍ରେମ ଟିକେ ମୁଁ ମାଗେ ଉଧାରି
ଋତୁପର୍ଣ୍ଣା ରାଣୀ ତୁ ଲୋ ମନ ମୟୂରୀ
ଛୁଇଁ ଦେଲେ ପବନରେ ବାଜେ ମହୁରୀ
(ଝି)
ସନ ସନ ସନ ନ ନ ଶାୟାରୀ
ତୁ ସର୍ ସର୍ ସରଗମ୍ ବାଁସୁରି (୧)
(ଝି)
ଏମିତି ତୁ ରହିଗଲୁ ଆଖି ପଲକେ
ସାତରଙ୍ଗୀ ସମାୟଟା ଅଟକେ
(ପୁ)
ଓ... ସୁନାରଙ୍ଗୀ ତୋ ଚେହେରା ସୁନା ପତିଆ
ଝଲସେଇ ଦେଲା ମୋର ଦୁନିଆ
(ଝି)
ଲାଗୁ କାଇଁ ମୋ ପାଇଁ କି ତୁ ଏତେ ଜରୁରୀ
ରହିଯିବ ଜୀବନଟା ତୋ ବିନା ଅଧୁରୀ
ତୋ ପ୍ରେମରେ ମନ ମୋର ଯାଏ ବାହାରି
(ପୁ)
ସନ ସନ ସନ ନ ନ ଶାୟାରୀ
ତୁ ସର୍ ସର୍ ସରଗମ୍ ବାଁସୁରି (୨) ॥
(ଝି)
ସନ ସନ ସନ ନ ନ ଶାୟାରୀ
ତୁ ସର୍ ସର୍ ସରଗମ୍ ବାଁସୁରି
(ପୁ)
ସନ ସନ ସନ ନ ନ ଶାୟାରୀ
ତୁ ସର୍ ସର୍ ସରଗମ୍ ବାଁସୁରି
(ଝି)
ସନ ସନ ସନ ନ ନ...
YouTube re ତୋତେ ଖାଲି ଦେଖିବାକୁ ଆଖି ମାଗେ ମଞ୍ଜୁରୀ
== English ==
Movie Song : Tote Khali Dekhibaku Aakhi Mage Manjuri
Language : Odia
Film : Local Toka Love Chokha
Singer : Babushan, Ananya Sritam Nanda
Lyrics : Bapu Goswami
Music Director : Baidyanath Das
Year : 2018
(M)
Tote khali dekhibaku aakhi mage manjuri
Swapna chahen to nida re karibaku hajuri
Mana sara mahake to prema kasturi
(F)
San san san na na shayari
Tu sar sar sargam bansuri (2) ॥
(M)
Surmayee akhi tora kala kimiyan
To prema re padigali o priya
(F)
Nanha muna to hrudaya ete pagala
Kini nela mora sanja sakala
(M)
Tote khali prema tike mun mage udhari
Rutuparna rani tu lo mo mana mayuri
Chhuin dele pabana re baje mahuri
(F)
San san san na na shayari
Tu sar sar sargam bansuri (1)
(F)
Emiti tu rahigalu akhi palake
Satarangi samaya ta atake
(M)
O... Sunarangi to chehera suna patiaa
Jhalasei dela mora dunia
(F)
Lagu kain mo pain ki tu ete jaruri
Rahi jiba jibana ta to bina adhuri
To prema re mana mora jaye bahari
(M)
San san san na na shayari
Tu sar sar sargam bansuri (2) ॥
(F)
San san san na na shayari
Tu sar sar sargam bansuri
(M)
San san san na na shayari
Tu sar sar sargam bansuri
(F)
San san san na na...
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...