Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଭିଜେଇ ଦେଇଯା ଥରେ ପ୍ରିୟା ତୋ ପ୍ରେମ ବର୍ଷାରେ - Bhijei Deija Thare Priya To Prema Barshare Lyrics

== ଓଡ଼ିଆ ==

ଗୀତ : ଭିଜେଇ ଦେଇଯା ଥରେ ପ୍ରିୟା ତୋ ପ୍ରେମ ବର୍ଷାରେ      
ଭାଷା : ଓଡ଼ିଆ
କଣ୍ଠ : ହ୍ୟୁମାନ ସାଗର
ଗୀତିକାର : ଅରୁଣ ମନ୍ତ୍ରୀ
ସଙ୍ଗୀତ ନିର୍ଦ୍ଦେଶକ : ଆସାଦ ନିଜାମ୍



ଭିଜେଇ ଦେଇଯା ଥରେ ପ୍ରିୟା ତୋ ପ୍ରେମ ବର୍ଷାରେ
ଆଜି ଏ ସାରା ଦୁନିଆ ଜଳିଲେ ଜଳୁ ଇର୍ଷାରେ (୨)
ତୋତେ ଚାହିଁ ଶୋଇ ନାହିଁ ମୁଁ କାଲି ରାତିରେ
ହୋ ...
ତୋତେ ଚାହିଁ ଶୋଇ ନାହିଁ ମୁଁ କାଲି ରାତିରେ
ଥା ପଛେ ଯେତେ ଦୂରେ, ଆ ଥରେ ଆ ଥରେ (୨)

ଭିଜେଇ ଦେଇଯା ଥରେ ପ୍ରିୟା ତୋ ପ୍ରେମ ବର୍ଷାରେ
ଆଜି ଏ ସାରା ଦୁନିଆ ଜଳିଲେ ଜଳୁ ଇର୍ଷାରେ ॥



ତୁ ନାହୁଁ ସବୁ ତୋ  ଅଧା
ବହୁ ଦିନୁ ହେଇନି ଓଦା
ଦର ମରା ମୁଁ ତୋ  ବିନା

ମନ ମୋର ଶୁଖିଲା ମାଟି
ଛିଟା ତୋର ଦେଇଯା ଛାଟି
କରୁ କାଇଁ ତୁ ବାହାନା

ଏକା ଏକା ଲାଗେ ଏକା ତୋ ବିନା ସାଥିରେ
ହୋ…
ଏକା ଏକା ଲାଗେ ଏକା ତୋ ବିନା ସାଥିରେ
ଥା ପଛେ ଯେତେ ଦୂରେ, ଆ ଥରେ ଆ ଥରେ (୨)

ଭିଜେଇ ଦେଇଯା ଥରେ ପ୍ରିୟା ତୋ ପ୍ରେମ ବର୍ଷାରେ
ଆଜି ଏ ସାରା ଦୁନିଆ ଜଳିଲେ ଜଳୁ ଇର୍ଷାରେ ॥୧॥



ତୁ ଥରେ ଆସିବୁ ବୋଲି
ମତେ ଆସି ଡାକିବୁ ବୋଲି
ଖୋଲା ଅଛି ମୋ ଝରକା

କହେ ଆସି ଶ୍ରାବଣ ଋତୁ
ମନେ କାଇଁ ରଖିଚୁ କିନ୍ତୁ
ମତେ ବାଧେରେ ଅଧିକା

ତୋ  ଚେହେରା ନାଚେ ପରା ମୋ ଦୁଇ ଆଖିରେ
ହୋ...
ତୋ ଚେହେରା ନାଚେ ପରା ମୋ ଦୁଇ ଆଖିରେ
ଥା ପଛେ ଯେତେ ଦୂରେ, ଆ ଥରେ ଆ ଥରେ (୨)

ଭିଜେଇ ଦେଇଯା ଥରେ ପ୍ରିୟା ତୋ ପ୍ରେମ ବର୍ଷାରେ
ଆଜି ଏ ସାରା ଦୁନିଆ ଜଳିଲେ ଜଳୁ ଇର୍ଷାରେ ॥୨॥


YouTube ରେ ଭିଜେଇ ଦେଇଯା ଥରେ ପ୍ରିୟା ତୋ  ପ୍ରେମ ବର୍ଷାରେ



== English ==

Song : Bhijei Deija Thare Priya To Prema Barshare
Language : Odia
Singer : Humane Sagar
Lyrics : Arun Mantri
Music Director : Asad Nizam



Bhijei dei jaa thare priya to prema barshare
Aaji e sara dunia jalile jalu irshare (2)
Tote chahin soi nahin mun kali ratire
Ho...
Tote chahin soi nahin mun kali ratire
Thaa pachhe jete dure, aa thare aa thare (2)

Bhijei dei jaa thare priya to prema barshare
Aaji e sara dunia jalile jalu irshare ॥



Tu nahun sabu to adha
Bahu dinu heini oda
Dara mara mun to bina

Mana mora sukhila mati
Chhita tora dei jaa chhati
Karu kain tu bahana

Eka eka lage eka to bina sathire
Ho…
Eka eka lage eka to bina sathire
Thaa  pachhe jete dure, aa thare aa thare (2)

Bhijei dei jaa thare priya to prema barshare
Aaji e sara dunia jalile jalu irshare ॥1॥



Tu thare aasibu boli
Mate aasi dakibu boli
Khola achhi mo jharaka

Kahe aasi srabana rutu
Mane kain rakhichu kintu
Mate badhere adhika

To chehera nache para mo dui aakhire
Ho…
To chehera nache para mo dui aakhire
Tha pache jete dure, aa thare aa thare (2)

Bhijei dei jaa thare priya to prema barshare
Aaji e sara dunia jalile jalu irshare ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଗାଁ ମଝିରେ ଚାନ୍ଦିନୀ ଚାନ୍ଦିନୀ ପାଖେ କୂଅ - Gaan Majhire Chandini Chandini Pakhe Kua Lyrics

ଶିଳ୍ପୀ ଆମେ ଶ୍ରମିକ ଆମେ କାମରେ ଥାଉ ମାତି - Shilpi Aame Shramika Aame Kamare Thau Mati Lyrics

କଳାମାଣିକରେ, ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ - Kalamanikare, Dhire Ghena Kananare Krushna Bilambita Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ