Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଜହ୍ନ ଆମକୁ ଲୁଚି ଦେଖୁଚି - Janha amaku luchi dekhuchi Lyrics

== ଓଡ଼ିଆ ==

ଫିଲ୍ମଗୀତ : ଜହ୍ନ ଆମକୁ ଲୁଚି ଦେଖୁଚି
ଭାଷା : ଓଡ଼ିଆ
ଚଳଚିତ୍ର : ମାନିନୀ
କଣ୍ଠ : ମହମ୍ମଦ ଅଜିଜ୍, ଅନୁରାଧା ପୌଡ଼ୱାଲ
ଗୀତିକାର : ନିଜାମ୍
ସଙ୍ଗୀତ ନିର୍ଦ୍ଦେଶକ : ରାଧାକୃଷ୍ଣ ଭଞ୍ଜ
ମସିହା : ୧୯୮୬



(ଝି)
ଜହ୍ନ ଆମକୁ ଲୁଚି ଦେଖୁଚି,
ଲୁଚି ଲୁଚି ଆମ କଥା ଶୁଣୁଚି
ରୁହ ଆଉ ଟିକେ ରୁହ,
ଦୂରେ ରହି କଥା କୁହ

(ପୁ)
କାହିଁକି…

(ଝି)
ଆରେ
ଦେଖୁନ ସେ ଜହ୍ନ ପରା ଚାହିଁଚି
ଜହ୍ନ ଆମକୁ ଲୁଚି ଦେଖୁଚି ॥



(ପୁ)
ଆକାଶର ତାରା ଫୁଲ ହୋଇ ଆଜି,
ସଜାଇଲେ ଶେଯ ଜୋଛନାରେ ଭିଜି
(ଝି)
ଏଇ ମଧୁରାତି ଯାଏ ଝୁମି ଝୁମି
ଆଖି କହେ କଥା ଓଠ ଯାଏ ଚୁମି
(ପୁ)
ତୁମ ଛୁଆଁରେ, ମିଠା ନିଆଁରେ
ଏଇ ମନ ଜଳି ଜଳି ଯାଉଚି
(ଝି)
ଜହ୍ନ ଆମକୁ ଦେଖି ହସୁଚି
ଚୁପି ଚୁପି ଆମ କଥା କହୁଚି ॥



(ଝି)
ରଖିବି ତୁମକୁ ପଣତେ ଲୁଚାଇ,
ସପନ ପରି ମୋ ଆଖିରେ ସଜାଇ
(ପୁ)
ପଥର ଦେହରେ ଫୁଟାଇଚ ଫୁଲ,
କାଚ କୁ ଦେଇଚ କାଞ୍ଚନର ମୂଲ
(ଝି)
ବାହୁରେ ତୁମ ଏଇ ଜୀବନ,
ଥାଇ ଝୁଲି ଝୁଲି ଜାଉଚି

ଥରି ଥରି ଦୀପ ଆଜି ଜଳୁଚି,
ଜଳି ଜଳି ଏଇ କଥା କହୁଚି

ତୁମେ ଆଉ ମୁଁ ମିଶି,
ସବୁ ସହିବା ହସି
ଆମ ପାଇଁ ଦୀପ ସାଖି ରହିଚି
ଜହ୍ନ ଆମକୁ ଲୁଚି ଦେଖୁଚି

ହୁଁ … ହୁଁ ...
ଲା ... ଲା ... ॥


YouTube ରେ ଜହ୍ନ ଆମକୁ ଲୁଚି ଦେଖୁଚି



== English ==

Song : Janha Amaku Luchi Dekhuchi
Language : Odia
Film : Manini
Singer : Mohammad Aziz, Anuradha Paudwal
Lyrics : Nizam
Music Director : Radha Krushna Bhanja
Year : 1986



(F)
Janha amaku luchi dekhuchi,
Luchi luchi ama katha sunuchi
Ruha aau tike ruha,
Dure rahi katha kuha

(M)
Kahinki…

(F)
Aare
Dekhuna se janha pora chahinchi
Janha ama ku luchi dekhuchi ॥



(M)
Aakasha ra tara phula hoi aaji,
Sajaile sheja jochhana re bhiji
(F)
Aei madhu rati jae jhumi jhumi,
Aakhi kahe katha otha jaae chumi
(M)
Tuma chhuaan re, mitha nian re
Ei mana jali jali jauchi
(F)
Janha ama ku dekhi hasuchi
Chupi chupi ama katha kahuchi ॥



(F)
Rakhi bi tuma ku panate luchai,
Sapana pari mo aakhire sajai
(M)
Pathara deha re phutaicha phula,
Kacha ku deicha kanchana ra mula
(F)
Bahure tuma, ei jibana,
Thai jhuli jhuli jauchi


Thari thari dipa aaji jaluchi,
Jali jali ei katha kahuchi

Tume aau mun misi,
Sabu sahiba hasi
Ama pain dipa sakhi rahichi
Janha amaku  luchi dekhuchi
Hun …hun ...
La ... la ... ॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନିଦ ମାଉସୀ ଦେ ଆଉଁସି ଜଗନ ଆଖି ମୋର - Nida Mausi De Aanusi Jagana Aakhi Mora Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”

The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”

The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on gachha o kathuria raha are lyrics odia: “Beautiful ”

The Smaranika commented on mo prabhu jagannatha se lyrics odia: “ମତାମତ ପାଇଁ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍‌”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ