Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ସୁନ୍ ଜରା ସୁନ୍ ଜରା, ପ୍ରେମ କୁମାର - Sun Zara Sun Zara, prem kumar, odia song Lyrics

== ଓଡ଼ିଆ ==

ଫିଲ୍ମ ଗୀତ : ସୁନ୍ ଜରା ସୁନ୍ ଜରା             
ଭାଷା : ଓଡ଼ିଆ
ଚଳଚିତ୍ର : ପ୍ରେମ୍ କୁମାର 
କଣ୍ଠ : ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ୍ ନନ୍ଦ 
ଗୀତିକାର : ବସନ୍ତରାଜ ସାମଲ
ସଙ୍ଗୀତ ନିର୍ଦ୍ଦେଶକ : ପ୍ରେମ ଆନନ୍ଦ
ମସିହା : ୨୦୧୮



(ପୁ)
ସୁନ୍ ଜରା ସୁନ୍ ଜରା,
ସିଲ୍ ସିଲ୍ ତୋ ଚେହେରା
ତୋ ପାଇଁ ତୋ ପାଇଁ,
ନିଦ ନାହିଁ ରାତି ସାରା
ଓ... ... ...
ଓ... ... ...

ସୁନ୍ ଜରା ସୁନ୍ ଜରା,
ସିଲ୍ ସିଲ୍ ତୋ ଚେହେରା
ତୋ ପାଇଁ ତୋ ପାଇଁ,
ନିଦ ନାହିଁ ରାତି ସାରା
(ଝି)
ସପନରେ ତୁ ଆସି, ଏମିତି ତୁ ଗଲୁ ମିଶି
ଛିଡ଼ିଗଲା ଛିଡ଼ିଗଲା  ଛିଡ଼ିଗଲା ଛିଡ଼ିଗଲା
ମୋ ଗଜରା
ଓ... ... ...
ଓ... ... ...

ନା ନା ନା… ନା ନା ନା ନା… ନା ନା ନା…



(ପୁ)
ତତେ ଦେଖିଦେଲା ପରେ
କାହାକୁ ମୁଁ ଦେଖିନାହିଁ … ଦେଖିନାହିଁ
(ଝି)
ତତେ ପାଇଗଲା ପରେ
ଆଉ କିଛି ଖୋଜିନାହିଁ … ଖୋଜିନାହିଁ
ଓ… … …
(ପୁ)
ସୁନ୍ ଜରା ସୁନ୍ ଜରା,
ନାମ୍ କିନ ତୋ ନାଖରା
ତୋ ପାଇଁ ତୋ ପାଇଁ,
ମେଘ ଟୋପା ମୋତି ଝରା
(ଝି)
ସାରା ରାତି ଚେଇଁବାକୁ, ଭାବନାରେ ରହିବାକୁ
ମିଳିଗଲା ମିଳିଗଲା ମିଳିଗଲା ମିଳିଗଲା
ତୋ ଆଶରା
ଓ... ... ...
ଓ... ... ...



(ଝି)
ତତେ କଥା ଦେଲା ପରେ
ଆଉ କିଛି କଥା ନାହିଁ କଥା ନାହିଁ
(ପୁ)
ତତେ ବୁଝିଗଲା ପରେ ଅବୁଝା ତ
କିଛି ନାହିଁ କିଛି ନାହିଁ
(ଝି)
ସୁନ୍ ଜରା ସୁନ୍ ଜରା,
ସିମ୍ ସିମ୍ ତୋ ଚେହେରା
ତୋ ପାଇଁ ତୋ ପାଇଁ,
ଜୀବନଟା ଭରା ଭରା
(ପୁ)
ଭଲ ପାଇ ଗଲା ପରେ, ମୁଁ ନାହିଁ ମୋ ପାଖରେ
ଝୁମେଇଲା  ଝୁମେଇଲା ଝୁମେଇଲା  ଝୁମେଇଲା
ତୋ ଇଶାରା
ଓ... ... ...
ଓ... ... ...॥


YouTube ରେ ସୁନ୍ ଜରା ସୁନ୍ ଜରା 



== English ==

Movie Song : Sun Zara Sun Zara
Language : Odia
Movie : Premkumar
Singer : Humane Sagar, Ananya Sritam Nanda
Lyrics : Basantraj Samal
Music Director : Prem Anand
Year : 2018



(M)
Sun zaraa sun zaraa,
Silsil to chehera
To pain to pain,
Nida nahi rati sara
O... ... ...
O... ... ...

Sun zaraa sun zaraa,
Silsil to chehera
To pain to pain,
Nida nahi rati sara
(F)
Sapanare tu aasi, emiti tu galu misi
Chidigala chidigala chidigala chidigala
mo gajara
O... ... ...
O... ... ...

Na na na... na na na na... na na na...



(M)
Tate dekhidela pare
Kahaku mun dekhinahin … dekhinahin
(F)
Tate paigala pare
aau kichhi khojinahi … Khojinahi
O… … …
(M)
Sun zaraa sun zaraa,
namkin to nakhara
To pain to pain,
Megha topa moti jhara
(F)
Sara rati cheinbaku, bhabanare rahibaku
Miligala miligala miligala miligala
To ashaara
O... ... ...
O... ... ...



(F)
Tate katha dela pare
Aau kichhi katha nahi katha nahi
(M)
Tate bujhigala pare abujha ta
kichi nahi kichi nahi
(F)
sunjaara sunjaara
sim sim to chehera
to pain to pain jibanata bhara bhara
bhala pai gala pare mun nahi mo pakhare
jhumeila jhumeila jhumeila jhumeila
to ishara
O... ... ...
O... ... ...॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଗାଁ ମଝିରେ ଚାନ୍ଦିନୀ ଚାନ୍ଦିନୀ ପାଖେ କୂଅ - Gaan Majhire Chandini Chandini Pakhe Kua Lyrics

ଶିଳ୍ପୀ ଆମେ ଶ୍ରମିକ ଆମେ କାମରେ ଥାଉ ମାତି - Shilpi Aame Shramika Aame Kamare Thau Mati Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

କଳାମାଣିକରେ, ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ - Kalamanikare, Dhire Ghena Kananare Krushna Bilambita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ