Posts

Showing posts from January, 2021

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ସଖୀ ସଙ୍ଗେ ଗେଲେ ରହ ନଦିଆ କା ଧାରେ - Sakhi Sange Gele Raha Nadia Ka Dhare Lyrics

Image
ଲେଖାରେ କିଛି ଭୁଲ ଥିଲେ ତଳେ କମେଣ୍ଟ କରି ଜଣାଇବାକୁ ଅନୁରୋଧ । == ଓଡ଼ିଆ == ଗୀତ : ସଖୀ ସଙ୍ଗେ ଗେଲେ ରହ ନଦିଆ କା ଧାରେ ଭାଷା : ଝୁମର କଣ୍ଠ : ଅସୀମା ପଣ୍ଡା ଗୀତିକାର : ମାଷ୍ଟର ସନ୍ତୋଷ ସଂଗୀତ ନିର୍ଦ୍ଦେଶକ : ଧର୍ମେନ୍ଦ୍ର ମହାନ୍ତ ମସିହା : ୨୦୧୯ ସଖୀ ସଙ୍ଗେ ଗେଲେ ରହ ନଦିଆକା ଧାରେ ଓହୋରେ ଓହୋରେ ଓହୋରେ ଓହୋରେ ନାଗରେ ଟାନଲା ଆଞ୍ଚରେ ସଖୀ ସଙ୍ଗେ ଗେଲେ ରହ ନଦିଆକା ଧାରେ ସଖୀ ସଙ୍ଗେ ଗେଲେ ରହ ନଦିଆକା ଧାରେ ଓହୋରେ ଓହୋରେ ଓହୋରେ ଓହୋରେ ନାଗରେ ଟାନଲା ଆଞ୍ଚରେ ଓହୋରେ ଓହୋରେ ଓହୋରେ ଓହୋରେ ନାଗରେ ଟାନଲା ଆଞ୍ଚରେ ଶିରାଇଗେଲ ଲାଜେ ମାରି ଟାନିନେଲା କୋରେ ଶିରାଇଗେଲ ଲାଜେ ମାରି ଟାନିନେଲା କୋରେ ଓହୋରେ ଓହୋରେ ଓହୋରେ ଓହୋରେ ନାଗରେ ଧରଲା ଆଞ୍ଚରେ ଓହୋରେ ଓହୋରେ ଓହୋରେ ଓହୋରେ ନାଗରେ ଧରଲା ଆଞ୍ଚରେ ॥ ଏକ୍‌ଲା ସେଇଖାନେ ଇଗୁନି ସେଇଖନେ ଧକ୍ ଧକ୍ କରେ ମୋର୍ ହିଆ ଘନେ ଘନେ ଏକ୍‌ଲା ସେଇଖାନେ ଇଗୁନି ସେଇଖନେ ଧକ୍ ଧକ୍ କରେ ମୋର୍ ହିଆ ଘନେ ଘନେ ଗାଗରିଆ ଖସିଗେଲେ ଧରଲା କମରେ ଗାଗରିଆ ଖସିଗେଲେ ଧରଲା କମରେ ଓହୋରେ ଓହୋରେ ଓହୋରେ ଓହୋରେ ନାଗରେ ଟାନଲା ଆଞ୍ଚରେ ଓହୋରେ ଓହୋରେ ଓହୋରେ ଓହୋରେ ନାଗରେ ଟାନଲା ଆଞ୍ଚରେ ॥୧॥ କଦମ୍ କଲେ କଷି ଭମରା ବଦମାସି ନାନାରଙ୍ଗେ ଛଳକରି ଫୁଲେ ଗେଲା ବସି କଦମ୍ କଲେ କଷି ଭମରା ବଦମାସି ନାନାରଙ୍ଗେ ଛଳକରି ଫୁଲେ ଗେଲା ବସି ଏକ ଯୋଳା ଗାଗରିଆ ପାରନି ମୁଇଁ ଭରେ ଏକ ଯୋଳା ଗାଗରିଆ ପାରନି ମୁଇଁ ଭ...

ମୋତେ ମିଳିଗଲା ମୋ ଜୀବନ ସାଥୀ (ଆଜିକାଲି କାଇଁ ଭଲଲାଗେ ସବୁଦିନ ସବୁରାତି) - Mote Miligala Mo Jibana Sathi (Aajikali Kain Bhalalage Sabudina Saburati) Lyrics

Image
== ଓଡ଼ିଆ== ଫିଲ୍ମଗୀତ : ମୋତେ ମିଳିଗଲା ମୋ ଜୀବନ ସାଥୀ ଭାଷା : ଓଡ଼ିଆ ଚଳଚିତ୍ର : ବାବୁ ଆଇ ଲଭ୍ ୟୁ କଣ୍ଠ : ଇରା ମହାନ୍ତି, ରତିକାନ୍ତ ଗୀତିକାର : ବିଜୟ ମଲ୍ଲ ସଙ୍ଗୀତ ନିର୍ଦ୍ଦେଶକ: ବିଜୟ ମଲ୍ଲ ମସିହା : ୨୦୦୫ (ପୁ) ଆଜିକାଲି.. କାଇଁ ଭଲଲାଗେ ସବୁଦିନ ସବୁରାତି (ଝି) ମୋତେ ମିଳିଗଲା ମୋ ଜୀବନ ସାଥୀ (ପୁ) ହୋ..ମୋତେ ମିଳିଗଲା ମୋ ଜୀବନ ସାଥୀ (ଝି) ଆଜିକାଲି.. କାଇଁ ଉଡ଼ିବୁଲେ ମନସାରା ପ୍ରଜାପତି (ପୁ) ମୋତେ ମିଳିଗଲା ମୋ ଜୀବନ ସାଥୀ (ଝି) ଓ..ମୋତେ ମିଳିଗଲା ମୋ ଜୀବନ ସାଥୀ ॥ (ସମସ୍ତେ) ସାସାସାମାପାଗା..ମାଗାରେ ନିନିନିମାମାମା..ଗାରେସା ସାସାସାମାପାଗା..ମାଗାରେ ନିନିନିମାମାମା..ଗାରେସା ଗାସାଗାଗାଗାଗା..ରେସାନି (ଝି) ପଞ୍ଜୁରୀ ଥିଲା ଶିକୁଳି ଥିଲା ଉଡ଼ିଯିବା ପାଇଁ ଇଚ୍ଛାଥିଲା (ପୁ) ଇଛାଥିଲା ବୋଲି ଉଡ଼ିବାକୁ ଆକାଶ ପାଖକୁ ଡାକିନେଲା (ଝି) କୁହୁଡ଼ି ଥିଲା ଅନ୍ଧାର ଥିଲା ଚାଲିବାକୁ ମନ କହୁଥିଲା (ପୁ) ହୋ..ମନ ଥିଲା ବୋଲି ମଝି ବାଟେ ମନର ମଣିଷ ମିଳିଗଲା (ଝି) ଆଜିକାଲି.. କାଇଁ ବାଟସାରା ଭରିଯାଏ ହୀରା ମୋତି (ପୁ) ମୋତେ ମିଳିଗଲା ମୋ ଜୀବନ ସାଥୀ (ଝି) ଓ..ମୋତେ ମିଳିଗଲା ମୋ ଜୀବନ ସାଥୀ ॥୧॥ (ସମସ୍ତେ) ସାସାସା..ରେରେରେଗା..ପାଗା ସାସାସା..ରେରେରେଗା..ମାରେ ନିନିନି..ସାସାରେ..ଗାପା..ଗାରେଗା (ପୁ) ସୁଖର ନଈ ଆସିଲା ବହି ଅଜାଣତେ କୂଳ ଛୁଇଁଗଲା (ଝି) ସେଇ ନଈକୂଳେ କୁଆଁରିଟେ ଫୁଲହେଇ ଆଜି ଫୁଟିଗଲା (ପୁ) ଫୁ...

ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ - Putra Snehe Helu Bai Go Joshode Lyrics

Image
== ଓଡ଼ିଆ == ଗୀତ : ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ ଭାଷା : ଓଡ଼ିଆ ଚଳଚିତ୍ର : ମନ ମନ୍ଦିର କଣ୍ଠ : ଚିତ୍ତ ଜେନା ଗୀତିକାର : ପ୍ରଫୁଲ୍ଲ କର ସଂଗୀତ ନିର୍ଦ୍ଦେଶନା : ପ୍ରଫୁଲ୍ଲ କର ମସିହା : ୧୯୭୭ ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ ପୁତ୍ର ସ୍ନେହେ ହେଲୁ ବାଇ ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ ପୁତ୍ର ସ୍ନେହେ ହେଲୁ ବାଇ ଅନ୍ତଚିରି ଜାତ କରିନୁ ସିନା ଲୋ   ଅନ୍ତଚିରି ଜାତ କରିନୁ ସିନା ଲୋ ତୋ ରଙ୍କରତନ ସେହି ଗୋ ଯଶୋଦେ ପୁତ୍ର ସ୍ନେହେ ହେଲୁ ବାଇ ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ ପୁତ୍ର ସ୍ନେହେ ହେଲୁ ବାଇ ॥ ଯତନେ ପିନ୍ଧାଉ ମୟୂର ଚନ୍ଦ୍ରିକା ଗଳାରେ କୁସୁମ ହାର ଖେଳାଇ ବୋଳାଇ ଭୁଞ୍ଜାଉ ବଳାକୁ ଆଦରେ ଲବଣି ସର ଆଖିରୁ ଉହାଡ଼ ହେଲେ ତୋ କୁମର ଆଖିରୁ ଉହାଡ଼ ହେଲେ ତୋ କୁମର ଅଧିରେ ଯାଉ ତୁ ଧାଇଁ ଗୋ ଯଶୋଦେ ପୁତ୍ର ସ୍ନେହେ ହେଲୁ ବାଇ ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ ପୁତ୍ର ସ୍ନେହେ ହେଲୁ ବାଇ ॥୧॥ ବିଧିର ବିଧାନ ମାନି ଶ୍ୟାମଘନ ଯେବେ ଗଲା ମଧୁପୁରେ   ବିକଳେ ମାତା ଗୋ କାନ୍ଦିଲୁ ବାହୁନି ପୁତ୍ର ରହିଗଲା ଦୂରେ ସ୍ତନ ଭାଙ୍ଗି କ୍ଷୀର ଦେଇଥିଲୁ ସିନା ସ୍ତନ ଭାଙ୍ଗି କ୍ଷୀର ଦେଇଥିଲୁ ସିନା ତୋ ଦୁଃଖ ବୁଝିଲା ନାହିଁ ଗୋ ଯଶୋଦେ ପୁତ୍ର ସ୍ନେହେ ହେଲୁ ବାଇ ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ ପୁତ୍ର ସ୍ନେହେ ହେଲୁ ବାଇ ଅନ୍ତଚିରି ଜାତ କରିନୁ ସିନା ଲୋ   ଅନ୍ତଚିରି ଜାତ କରିନୁ ସିନା ଲୋ ତୋ ରଙ...

ତମେ ଏତେ ଡେରିକଲ ଖୋକା ଭାଇ (ପାଉଥିଲି ଭଲ ଗୋଟେ ତରକା ଝିଅକୁ) - Tame Ete Derikala Khoka Bhai (Pauthili Bhala Gote Taraka Jhiaku) Lyrics

Image
ଏହି ଗୀତଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ଜଣେ ପାଠକ ୩୦ ନଭେମ୍ବର ୨୦୨୦ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ । == ଓଡ଼ିଆ == ଗୀତ : ତମେ ଏତେ ଡେରିକଲ ଖୋକା ଭାଇ ଭାଷା : ଓଡ଼ିଆ କଣ୍ଠ : ଅକ୍ଷୟ ମହାନ୍ତି ଗୀତିକାର : ଶୀର୍ଷାନନ୍ଦ ଦାସ କାନୁନଗୋ ସଂଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି ମସିହା : ୧୯୮୦ ଆରେ ହେ.. ପାଉଥିଲି ଭଲ ଗୋଟେ ତରକା ଝିଅକୁ ଆରେ ସେ.. ମତେ ଦିନେ ଡାକିଥିଲା ତାହାରି ଘରକୁ କହିଥିଲା ସଞ୍ଜବେଳେ ରହିବନି ଆଈ ରାତି ଦଶଟାକେ ତମେ ରହିପାର ଖୋକା ଭାଇ ହେଲେ ମୁଁ ଯେବେ ପହଞ୍ଚେ ତା ଘରେ ତରକି ତରକି କହେ ସେ ମତେ ଜମା ପନ୍ଦର ମିନିଟ୍ ବାକି ଦଶଟା ବାଜିବାକୁ ଜମା ପନ୍ଦର ମିନିଟ୍ ବାକି ଦଶଟା ବାଜିବାକୁ ତମେ ଏତେ ଡେରିକଲ ଖୋକା ଭାଇ ମୁଁ ବସି ବସି ଗଲି ବୋର୍ ହୋଇ ଏଇନା ଆସି ପହଞ୍ଚିବ ମୋର ଆଈ ॥ (ସଂଳାପ) ଖୋକା ଭାଇ ତମର କଥାର ଗୋଟେ କିଛି ଠିକ୍ ନାହିଁ । ମୁଁ ସନ୍ଧ୍ୟାବେଳରୁ ତମକୁ ଅପେକ୍ଷାକରି ବସିଛି । ଆଈ ଯାଇଛି, ଆଈ ଫେରିଆସିବ । ଯଦି ଦେଖିବ, କ'ଣ କହିବ ? ଖୋକା ଭାଇ ତମେ ଛାଡ଼ିଦିଅ ପ୍ଳିଜ୍..ପ୍ଳିଜ୍ । ଆରେ ହେ.. ଆଈ ତାଡ଼ି ତାର ଆଈ ଆସୁ ପଛେ ସିଏ ଆରେ ହେ.. ଦୁଷ୍ଟାମୀ ନଥାଇ ପ୍ରେମ ପ୍ରେମ ନୁହେଁ କାନି ତା'ର ଧରି ନେଲି ରୋମାଣ୍ଟିକ୍ ହୋଇ ତରକି ତରକି ଗଲା ସିଏ ମୋତେ କହି ଜମା ଦଶ ମିନିଟ୍ ବାକି ଦଶଟା ବାଜିବାକୁ ଜ...

ଜହ୍ନ ଗୋ ତୁମେ ଝରନା ଝରାଇ ଲୁହ - Janha Go Tume Jharana Jharai Luha Lyrics

Image
== ଓଡ଼ିଆ== ଫିଲ୍ମଗୀତ : ଜହ୍ନ ଗୋ ତୁମେ ଝରନା ଝରାଇ ଲୁହ ଭାଷା : ଓଡ଼ିଆ ଚଳଚିତ୍ର : ଆରତୀ କଣ୍ଠ : ଆଶା ଭୋସ୍‌ଲେ ଗୀତିକାର : ସୁରେନ୍ଦ୍ର ବିଦ୍ୟାଧର ସଙ୍ଗୀତ ନିର୍ଦ୍ଦେଶକ : ବାସୁଦେବ ରଥ ମସିହା : ୧୯୮୧ (ଝି) ଆ..ଆ..ଆ..ଆ..ଆ..ଆ ଆ..ଆ..ଆ..ଆ..ଆ..ଆ ଜହ୍ନ ଗୋ ତୁମେ ଝରନା ଝରାଇ ଲୁହ ଜୋଛନା ମନ ଝୁରେ ଯାହା ଲାଗି ମନ ଝୁରେ ଯାହା ଲାଗି ସେ ତ କେବେ ବୁଝେନା ଜହ୍ନ ଗୋ ତୁମେ ଝରନା ଝରାଇ ଲୁହ ଜୋଛନା ॥ ଯଦି କେବେ ଆକାଶରୁ ତାରା ଫୁଲ ଖସୁଛି ନୀରବରେ ଏ ଆଖିରୁ ଲୁହଧାର ଝରୁଚି ଯଦି କେବେ ଆକାଶରୁ ତାରା ଫୁଲ ଖସୁଛି ନୀରବରେ ଏ ଆଖିରୁ ଲୁହଧାର ଝରୁଚି ହଜିଲା ଦିନର କଥା ତୁମ ମନେପଡ଼େନା ହଜିଲା ଦିନର କଥା ତୁମ ମନେପଡ଼େନା ଜହ୍ନ ଗୋ ତୁମେ ଝରନା ଝରାଇ ଲୁହ ଜୋଛନା ॥୧॥ ଯେତେ ଦୂରେ ଥାଅ ପଛେ ତୁମ କଥା ଭାବିବି ଭୁଲିଗଲେ ଯାଅ ପଛେ ଜଳି ଜଳି ମରିବି ଯେତେ ଦୂରେ ଥାଅ ପଛେ ତୁମ କଥା ଭାବିବି ଭୁଲିଗଲେ ଯାଅ ପଛେ ଜଳି ଜଳି ମରିବି ଏ ଜୀବନେ ତୁମ ବିନା ଆଉ କିଛି ଚାହେଁନା ଏ ଜୀବନେ ତୁମ ବିନା ଆଉ କିଛି ଚାହେଁନା ଜହ୍ନ ଗୋ ତୁମେ ଝରନା ଝରାଇ ଲୁହ ଜୋଛନା ମନ ଝୁରେ ଯାହା ଲାଗି ମନ ଝୁରେ ଯାହା ଲାଗି ସେ ତ କେବେ ବୁଝେନା ଜହ୍ନ ଗୋ ତୁମେ ଝରନା ଝରାଇ ଲୁହ ଜୋଛନା ॥୨॥ ଜହ୍ନ ଗୋ ତୁମେ ଝରନା ଝରାଇ ଲୁହ ଜୋଛନା: ଆଶା ଭୋସ୍‌ଲେ ଙ୍କ କଣ୍ଠରେ, ବାସୁଦେବ ରଥ ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ସୁରେନ୍ଦ୍ର ବିଦ୍ୟାଧର ଙ୍କ ରଚିତ ୧୯୮୧ ମସିହାର ଓଡ଼ିଆ ଚଳଚ...

କିଛି ଲୁହ ଝରିଥିଲା ଖୁସିରେ - Kichhi Luha Jharithila Khusire Lyrics

Image
== ଓଡ଼ିଆ == ଗୀତ : କିଛି ଲୁହ ଝରିଥିଲା ଖୁସିରେ ଭାଷା : ଓଡ଼ିଆ ଆଲବମ : ଫେରିଆସ ତମେ କଣ୍ଠ : ହ୍ୟୁମାନ ସାଗର ଗୀତିକାର : ଶିବନ ସ୍ୱାଇଁ ସଂଗୀତ ନିର୍ଦ୍ଦେଶକ : ଏସ୍‌.ଏସ୍. ପ୍ରସାଦ ମସିହା : ୨୦୧୮ କିଛି ଲୁହ ଝରିଥିଲା ଖୁସିରେ ତତେ ପାଇଗଲା ପରେ ବାକି ଲୁହ ଝରେ ଆଜି ଦୁଃଖରେ ତୁ ଚାଲିଗଲା ପରେ କିଛି ଲୁହ ଝରିଥିଲା ଖୁସିରେ ତତେ ପାଇଗଲା ପରେ ବାକି ଲୁହ ଝରେ ଆଜି ଦୁଃଖରେ ତୁ ଚାଲିଗଲା ପରେ ନୀରବ ରହିଚି ହୃଦୟ ଲୋ ମୋର ନିଗାଡ଼ି ଦଉଚି ଆଖିଲୁହ ମୋର ତତେ ଲୋ ଦେଖୁଛି ଖାଲି ସେ ଲୁହ ଭିତରେ କିଛି ଲୁହ ଝରିଥିଲା ଖୁସିରେ ତତେ ପାଇଗଲା ପରେ ବାକି ଲୁହ ଝରେ ଆଜି ଦୁଃଖରେ ତୁ ଚାଲିଗଲା ପରେ ॥ ଫେରିବୁକି ନାହିଁ ଜାଣିନି ମୁଁ ପ୍ରିୟା ତଥାପି ରହିବି ଚାହିଁ ଜୀବନ ସାରା ଗୋଟିଏ ପ୍ରେମକୁ ଯୁଗଟେ ନିଅଣ୍ଟ କେମିତି ଦବୁଲ ଆଉ କାହାକୁ ଧରା ଓ..ଫେରିବୁକି ନାହିଁ ଜାଣିନି ମୁଁ ପ୍ରିୟା ତଥାପି ରହିବି ଚାହିଁ ଜୀବନ ସାରା ଗୋଟିଏ ପ୍ରେମକୁ ଯୁଗଟେ ନିଅଣ୍ଟ କେମିତି ଦବୁଲ ଆଉ କାହାକୁ ଧରା ଇଚ୍ଛା ମୋ ହଉଚି ନିଘୋଡ଼ ନିଦରେ ସବୁଦିନ ପାଇଁ ଶୋଇଯାଆନ୍ତିରେ ତତେ ଲୋ ଅପେକ୍ଷା କରି ସବୁ ଜନମରେ କିଛି ଲୁହ ଝରିଥିଲା ଖୁସିରେ ତତେ ପାଇଗଲା ପରେ ବାକି ଲୁହ ଝରେ ଆଜି ଦୁଃଖରେ ତୁ ଚାଲିଗଲା ପରେ ॥୧॥ ଫେରି ଯଦି ହୁଏ ସେ ପିଲାଦିନକୁ ଦୁରେଇ ରୁହନ୍ତି ମୁଁ ପ୍ରେମଠାରୁ ନିଜକୁ ଆଉ ଥରେ ଗଢ଼ି ମୁଁ ତୋଳନ୍ତି ଜୀବନରେ ପ୍ରେମ ନ କରିବାକୁ ଓ..ଫେରି ଯଦି ହୁଏ ସେ ପିଲାଦ...

ରାଜା କହେ ରାଣୀ ଶୁଣଲୋ କାହାଣୀ ସୀତା ରାମଙ୍କର ଅଲିଭା ବାଣୀ - Raja Kahe Rani Sunalo kahani Sita Ramankara Alibha Bani Lyrics

Image
== ଓଡ଼ିଆ == ଗୀତ : ରାଜା କହେ ରାଣୀ ଶୁଣଲୋ କାହାଣୀ ଭାଷା : ଓଡ଼ିଆ ଆଲବମ : ନୀଳକନ୍ଦର କଣ୍ଠ : ମହମ୍ମଦ ଅଜିଜ୍ ଗୀତିକାର : ସ୍ଵାମୀ ଅରୂପାନନ୍ଦ ମସିହା : ୨୦୦୦ (ସମସ୍ତେ) ରାଜା କହେ ରାଣୀ ଶୁଣଲୋ କାହାଣୀ ସୀତା ରାମଙ୍କର ଅଲିଭା ବାଣୀ ରାଜା କହେ ରାଣୀ ଶୁଣଲୋ କାହାଣୀ ସୀତା ରାମଙ୍କର ଅଲିଭା ବାଣୀ (ପୁ) ଯେତେ କରିଲେ କରମ ଯେତେ କରିଲେ ଧରମ ଯେତେ କରିଲେ କରମ ଯେତେ କରିଲେ ଧରମ ହେଲେ ଭଙ୍ଗା ଦୁନିଆରେ ଏକା ସତ ରାମନାମ ସତ ମୁଁ କହୁଚି ତୋ ରାଣ ଖାଉଚି ସତ ମୁଁ କହୁଚି ତୋ ରାଣ ଖାଉଚି ॥ (ପୁ) କେତେ ଯୁଗରୁ କାହିଁ ଚାହିଁଥିଲା ଧୀବର ଆସିଲେ ପ୍ରଭୁ ରାମ ଧୋଇଦେଲା ପୟର କେତେ ଯୁଗରୁ କାହିଁ ଚାହିଁଥିଲା ଧୀବର ଆସିଲେ ପ୍ରଭୁ ରାମ ଧୋଇଦେଲା ପୟର ବସାଇ ନାଆରେ ନେଲା ସେ ବାହିରେ ବସାଇ ନାଆରେ ନେଲା ସେ ବାହିରେ ॥୧॥   (ପୁ) ଜନମେ ରାମନାମ ମରଣରେ ଶ୍ରୀରାମ ସବୁରି ପାଇଁ ରାମ ରାଜା ପୁରୁଷୋତ୍ତମ ଜନମେ ରାମନାମ ମରଣରେ ଶ୍ରୀରାମ ସବୁରି ପାଇଁ ରାମ ରାଜା ପୁରୁଷୋତ୍ତମ ଏ କଳି ଯୁଗରେ ଭଜ ଗୋ ଶ୍ରୀରାମ ଏ କଳି ଯୁଗରେ ଭଜ ଗୋ ଶ୍ରୀରାମ (ସମସ୍ତେ) ରାଜା କହେ ରାଣୀ ଶୁଣଲୋ କାହାଣୀ ସୀତା ରାମଙ୍କର ଅଲିଭା ବାଣୀ ରାଜା କହେ ରାଣୀ ଶୁଣଲୋ କାହାଣୀ ସୀତା ରାମଙ୍କର ଅଲିଭା ବାଣୀ (ପୁ) ଯେତେ କରିଲେ କରମ ଯେତେ କରିଲେ ଧରମ ଯେତେ କରିଲେ କରମ ଯେତେ କରିଲେ ଧରମ ହେଲେ ଭଙ୍ଗା ଦୁନିଆରେ ଏକା ସତ ରାମନାମ ସତ ମୁଁ କହୁଚି ତୋ ରାଣ ଖାଉଚି ସତ ମୁଁ କହୁଚି...

ପ୍ୟାର୍‌ ଇଟ୍‌ସ ଓନ୍‌ଲି ପ୍ୟାର୍‌ ଦେଖୋନା ହୁଆ ହେ ପେହେଲି ବାର୍‌ (ମୋ ଦୁନିଆ ତୋ'ରି ପାଇଁ) - Pyar It's Only Pyar Dekhona Hua He Peheli Baar (Mo Dunia Tori Pain) Lyrics

Image
== ଓଡ଼ିଆ== ଫିଲ୍ମଗୀତ : ପ୍ୟାର୍‌ ଇଟ୍‌ସ ଓନ୍‌ଲି ପ୍ୟାର୍‌ ଦେଖୋନା ଭାଷା : ଓଡ଼ିଆ ଚଳଚିତ୍ର : ଲୋଫର୍   କଣ୍ଠ : ସାନ୍, ତପୁ ମିଶ୍ର ଗୀତିକାର : ବାପୁ ଗୋସ୍ଵାମୀ ସଙ୍ଗୀତ ନିର୍ଦ୍ଦେଶକ: ଗୁଡ଼ଲି ରଥ ମସିହା : ୨୦୧୧ (ସମସ୍ତେ) ଓଠ ତୁନି ରହେ ପ୍ରେମ ଯେବେ ହୁଏ ଆଖି କଥାକୁହେ ପ୍ରେମ ଯେବେ ହୁଏ ତେରେ ଇସ୍କ ମେଁ ମେ ଜିଉଁ ତେରେ ଇସ୍କ ମେଁ ମେ ମରୁଁ ତେରେ ବିନ୍ ମେ କୁଛ୍ ଭି ନେହିଁ   ବସ୍ ତେରା ସଜ୍‌ଦା କରୁଁ (ପୁ) ମୋ ଦୁନିଆ ତୋରି ପାଇଁ ସାତରଙ୍ଗୀ ଲାଗେ କାଇଁ ସବୁଠି ତୋ ଛାଇ (ଝି) ମୋ ବାଟରେ ଖରା ଛାଇ ମୋ ସାଥିରେ ଖେଳେ କାଇଁ ଏ ସବୁ ତୋ ପାଇଁ (ପୁ) ଅଳପ ନିଦରେ ଶୋଉଚି ଚେଉଁଚି (ଝି) ଖୋଲିଲେ ଏ ଆଖି ତୋ ମୁହଁ ନାଚୁଚି (ପୁ) ଶୀତ କି ବସନ୍ତ ସଞ୍ଜ କି ସକାଳ ରାତି ହଉକି ୱୋ.. ପ୍ୟାର୍‌ ଇଟ୍‌ସ ଓନ୍‌ଲି ପ୍ୟାର୍‌ ଦେଖୋନା ହୁଆ ହେ ପେହେଲି ବାର୍‌ (ଝି) ପ୍ୟାର୍‌ ଇଟ୍‌ସ ଓନ୍‌ଲି ପ୍ୟାର୍‌ ଦେଖୋନା ହୁଆ ହେ ପେହେଲି ବାର୍‌ (ପୁ+ଝି) ପ୍ୟାର୍‌ ଇଟ୍‌ସ ଓନ୍‌ଲି ପ୍ୟାର୍‌ ଦେଖୋନା ହୁଆ ହେ ପେହେଲି ବାର୍‌ ॥ (ସମସ୍ତେ) ନିସାପା..ଗାମାଗାପାରେ.. ସାରେନିସା..ଗାରେମାଗା.. ରେମାରେ..ସାନି.. (ଝି) ଲାଲାଲା..ଲାଲା.. (ସମସ୍ତେ) ଗାମାରେ..ନିସାଧାପା..ମାପାଗାମାରେସାନି ସାଗାମାଗାନିସାଗାମାପା.. (ପୁ) ହଜାରେ ଥର ମୁଁ ପଚାରେ କହରେ ଜହ୍ନ ତୁ କହରେ କାହିଁକି ତୋ ମୁହଁ ତା'ପରି ଦିଶେରେ (ଝି) ପୁନେଇ ଜୋଛନା ରାତିରେ ତାରାରେ ତାରା...

ଛାଡ଼ିକି ପାରିବି ତୋତେ ନିଶ୍ଵାସ ମୁଁ ଛାଡ଼ିବା ଆଗରୁ - Chhadiki Paribi Tote Nishwas Mun Chadiba Agaru Lyrics

Image
== ଓଡ଼ିଆ == ଗୀତ : ଛାଡ଼ିକି ପାରିବି ତୋତେ ନିଶ୍ଵାସ ମୁଁ ଭାଷା : ଓଡ଼ିଆ ଆଲବମ : ସୀମାହୀନ କଣ୍ଠ : ସତ୍ୟଜିତ, ଲୋପାମୁଦ୍ରା   ଗୀତିକାର : ଶରତ କୁମାର ଦାସ ସଂଗୀତ ନିର୍ଦ୍ଦେଶକ : ପ୍ରେମ ଆନନ୍ଦ ମସିହା : ୨୦୧୮ (ପୁ) ଛାଡ଼ିକି ପାରିବି ତୋତେ ନିଶ୍ଵାସ ମୁଁ ଛାଡ଼ିବା ଆଗରୁ ଉପେକ୍ଷା ପାରିବି କରି ଅପେକ୍ଷାର କାଳ ସରୁ ସରୁ (ଝି) ଆଚ୍ଛନ୍ନ କରିଛି ରୂପ ଚମତ୍କାର ଦୁର୍ଲଭ ଯା ସର୍ବତ୍ର ମହୀରେ ଆଚ୍ଛନ୍ନ କରିଛି ରୂପ ଚମତ୍କାର ଦୁର୍ଲଭ ଯା ସର୍ବତ୍ର ମହୀରେ ଆଖିରେ ଲେଖି ସପନ ବହୁ ବର୍ଣ୍ଣ ଭବ୍ୟ ସମାହରେ (ପୁ) ଛାଡ଼ିକି ପାରିବି ତୋତେ ନିଶ୍ଵାସ ମୁଁ ଛାଡ଼ିବା ଆଗରୁ ଉପେକ୍ଷା ପାରିବି କରି ଅପେକ୍ଷାର କାଳ ସରୁ ସରୁ ॥ (ଝି) ଜୀବନ ବିବର୍ଣ୍ଣ ଯଦି ରଙ୍ଗ ତୋର ନଦେଖି ନୟନ ବଞ୍ଚିବା ନିଷ୍ଫଳ ଯଦି ତୋର ସ୍ମୃତି ନଆଣେ କମ୍ପନ (ପୁ) କେମିତି ବା ବୁଝାଇବି ଭାଷା ଶବ୍ଦ ସ୍ୱପ୍ନ ସବୁ ଭୂଲୁଣ୍ଠିତ ତୋ ମୋ ସମ୍ପର୍କ କି କଷ୍ଟପ୍ରଦ ଅବୁଝା ଗଣିତ (ଝି) ଆଚ୍ଛନ୍ନ କରିଛି ରୂପ ଚମତ୍କାର ଦୁର୍ଲଭ ଯା ସର୍ବତ୍ର ମହୀରେ ଆଚ୍ଛନ୍ନ କରିଛି ରୂପ ଚମତ୍କାର ଦୁର୍ଲଭ ଯା ସର୍ବତ୍ର ମହୀରେ ଆଖିରେ ଲେଖି ସପନ ବହୁ ବର୍ଣ୍ଣ ଭବ୍ୟ ସମାହାରେ (ପୁ) ଛାଡ଼ିକି ପାରିବି ତୋତେ ନିଶ୍ଵାସ ମୁଁ ଛାଡ଼ିବା ଆଗରୁ ଉପେକ୍ଷା ପାରିବି କରି ଅପେକ୍ଷାର କାଳ ସରୁ ସରୁ ॥୧॥ (ପୁ) କହିବାର ନାହିଁ ଶକ୍ତି ବୟସର ବୟଷ୍କ ଲଗନେ ତୁହି ମୋ ରଜନୀଗନ୍ଧା ଭାବନାର ମୌମ୍ୟ ଉପବନେ (ଝି) କରୁଣାରେ ବିଜ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on mangale ailaa usha lyrics odia: “Mata Sita nka darshana pain kie apekhya karichhi?”

Anonymous commented on kala manikare dhire ghena lyrics odia: “ପଶିବଇଁ ଶବ୍ଦର ଅର୍ଥ କ'ଣ?”

The Smaranika commented on utha kankala chhidu shrun lyrics odia: “Here it is:https://thesmaranika.blogspot.com/2019/11/vande-utkala-janani-v2-lyrics-odia.html”

Anonymous commented on utha kankala chhidu shrun lyrics odia: “Bande utkal janani”

The Smaranika commented on hasi hasaiba sakala jane lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on hasi hasaiba sakala jane lyrics odia: “ଅତି ସୁନ୍ଦର ଧ୍ଵନ୍ୟାତ୍ମକ କବିତା; ଆଜିର ପାଠ୍ୟପୁସ୍ତକରେ ସେ ସବୁର ଆଦର କାହିଁ ”

Anonymous commented on shrita kamla kucha mandala mangala geetam shri jayadev krita gita govinda lyrics odia sanskrit english: “ମୁଁ ଆସିଛି ଦେଖୀ ମୋ କଳା ବଦନ କୁ ଭଜନ ଦରକାର୍ ”

The Smaranika commented on bana o bani dekhila kuna lyrics odia: “ଏମିତି ବହୁ କବିତା ଅଛି ଜାହାର ରଚୟିତାଙ୍କ ନାମ ବହିରେ ନାହିଁ । ସେଥିପାଇଁ ଆମେ କବି / ଲେଖକଙ୍କ ନାମ ଦେଇପାରିନାହୁଁ ସେଇ ସବୁ ଲେଖା ଗୁଡ଼ିକରେ ।…”

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ