Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ନୂଆ ଗୀତ ପଢ଼ନ୍ତୁ ଏଇଠି ➨ Smaranika.in ରେ

ନନ୍ଦିଘୋଷ ତୋର ଅଟକି ଗଲା ବଡ଼ଶଙ୍ଖ ଠାରେ - Nandighosa Tora Ataki Gala Badashankha Thare lyrics

== ଓଡ଼ିଆ ==

ଗୀତ : ନନ୍ଦିଘୋଷ ତୋର ଅଟକି ଗଲା
ଭାଷା : ଓଡ଼ିଆ
କଣ୍ଠ : ବସନ୍ତ ପାତ୍ର
ଗୀତିକାର : ଅରବିନ୍ଦ ମୁଦୁଲି
ସଂଗୀତ ନିର୍ଦ୍ଦେଶକ : ଅରବିନ୍ଦ ମୁଦୁଲି
ମସିହା : ୨୦୦୪



ନନ୍ଦିଘୋଷ ତୋର…
ଅଟକି ଗଲା...
ବଡ଼ଶଙ୍ଖ ଠାରେ 
ନନ୍ଦିଘୋଷ ତୋର ଅଟକି ଗଲା
ବଡ଼ଶଙ୍ଖ ଠାରେ (୨)
କିଏ ସେ ଭକତ ଏତେ ଆପଣାର (୨)
ଡ଼ାକିଲା ଚନ୍ଦନପୁରେ (୨)
କାଳିଆରେ କାଳିଆରେ କାଳିଆରେ
ଡ଼ାକିଲା ଚନ୍ଦନପୁରେ
ନନ୍ଦିଘୋଷ ତୋର ଅଟକି ଗଲା
ବଡ଼ଶଙ୍ଖ ଠାରେ
ନନ୍ଦିଘୋଷ ତୋର… ॥

ତୁଯେ ଭକତର ଭକତ ତୋହର,
ସେଲାଗି ଉଡ଼ାଉ ନେତ (୨)
ଭକତର ଦୁଃଖ କେମିତି ସହିବୁ (୨)
ତେଣୁ ତୁ ରଖିଲୁ ରଥ
ପଡ଼ିଗଲା ହୁରି ଚଉଦିଗ ପୁରି (୨)
ଭକ୍ତ ଆସେ ନୀଳାଚଳେ (୨)
କାଳିଆରେ କାଳିଆରେ କାଳିଆରେ
ଡ଼ାକିଲା ଚନ୍ଦନପୁରେ

ନନ୍ଦିଘୋଷ ତୋର ଅଟକି ଗଲା
ବଡ଼ଶଙ୍ଖ ଠାରେ
ନନ୍ଦିଘୋଷ ତୋର… ॥୧॥

ମା ଯାଚିଥିଲା ପୁଅଟିଏ ହେଲେ,
ଟାଣିବ ତୋ ନନ୍ଦିଘୋଷ (୨)
ଭାବଗ୍ରାହି ତୁହି ଭକ୍ତ ଭାବ ବୁଝି (୨)
ଦେଲୁ ମା ଓଠରେ ହସ
ବାର ବରଷରେ ଲାଗିଲା ତୋ ଡୋରି (୨)
ଭକ୍ତ ରୁଣ ସୁଝ ପରେ (୨)
କାଳିଆରେ କାଳିଆରେ କାଳିଆରେ     
ଭକ୍ତ ରୁଣ ସୁଝ ପରେ 

ନନ୍ଦିଘୋଷ ତୋର ଅଟକି ଗଲା
ବଡ଼ଶଙ୍ଖ ଠାରେ (୨)
କିଏ ସେ ଭକତ ଏତେ ଆପଣାର (୨)
ଡ଼ାକିଲା ଚନ୍ଦନପୁରେ (୨)
କାଳିଆରେ କାଳିଆରେ କାଳିଆରେ
ଡ଼ାକିଲା ଚନ୍ଦନପୁରେ (୩) ॥୨॥



YouTube ରେ ନନ୍ଦିଘୋଷ ତୋର ଅଟକି ଗଲା


== English ==

Song : Nandighosa Tora Ataki Gala
Language : Odia
Singer : Basanta Patra
Lyricist : Arabinda Muduli
Music Director : Arabinda Muduli
Year : 2004



Nandighosa tora…
Ataki gala...
Badasankha thare 
Nandighosa tora ataki gala
Badasankha thare (2)
Kie se bhakata ete apanara (2)
Dakila chandanapure (2)
Kalia re kalia re kalia re
Dakila chandanapure
Nandighosa tora ataki gala
Badasankha thare
Nandighosa tora… ॥

Tuje bhakatara bhakata tohara
Selagi udau neta (2)
Bhakatara Duhkha kemiti sahibu (2)
Tenu tu rakhilu ratha
Padigala huri caudiga puri (2)
Bhakta aase niachale (2)
Kaliare kaliare kaliare
Dakila chandanapure

Nandighosa tora ataki gala
Badasankha thare
Nandighosa tora… ॥1॥

Maa jachithila puatie hele,
Taniba to nandi ghosa (2)
Bhabagrahi tuhi bhakta bhaba bujhi (2)
delu maa othare hasa
Bara barasa re lagila to dori (2)
Bhakta runa sujha pare (2)
Kaliare kaliare kaliare
Bhakta runa sujha pare 

Nandighosa tora ataki gala
Badasankha thare (2)
Kie se bhakata ete apanara (2)
Dakila chandanapure (2)
Kalia re kalia re kalia re
Dakila chandanapure (3) ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...


Comments

  1. Just amazing 😍

    ReplyDelete
    Replies
    1. ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ । ଆଉ କେଉଁ ଗୀତ/ଗପ ଆପଣ ପଢ଼ିବାପାଇଁ ଚାହୁଁଛନ୍ତି ଜଣାଇବେ ।

      - "ଦି ସ୍ମରଣିକା" ଟିମ୍

      Delete
  2. Nila lagichhi re nilacholore

    ReplyDelete
    Replies
    1. ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଖୁବ୍ ଶୀଘ୍ର ଦେବା ପାଇଁ ଚେଷ୍ଟା କରିବୁ ।

      - ଦି ସ୍ମରଣିକା ଟିମ୍

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ - Aahe nila saila prabala matta barana Lyrics

କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ - Kene Gheni Jauchha Jagannathanku Lyrics

ରୂପରେଖ ନାହିଁ ହେ ଶୂନ୍ୟଦେହୀ - Ruparekha Nahin He Shunyadehi Lyrics

ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ - Mo Prabhu Jagannatha Se Je Kamalakanta Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ