Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ହୃଦୟର ଏଇ ଶୁନ୍ୟତାକୁ - Hrudayara Ei Sunyataku Lyrics

== ଓଡ଼ିଆ =

ଫିଲ୍ମ ଗୀତ : ହୃଦୟର ଏଇ ଶୁନ୍ୟତାକୁ
ଭାଷା : ଓଡ଼ିଆ 
ଚଳଚିତ୍ର : ସମର ସଲିମ ସାଇମନ
କଣ୍ଠ : ଶେଖର ଘୋଷ
ଗୀତିକାର : ନିଜାମ୍
ସଙ୍ଗୀତ ନିର୍ଦ୍ଦେଶକ : ମୁଷିର୍‌  
ମସିହା : ୧୯୭୯



ହୃଦୟର ଏଇ ଶୁନ୍ୟତାକୁ ଆଜି ପଚାରି ମୁଁ ଯେବେ ଶୁଣେ
ପ୍ରତାରଣା କିଏ କାହାକୁ ଦେଇଛି ପ୍ରତିଧ୍ୱନି କହେ
ତୁମେ... ତୁମେ... ତୁମେ... ॥

ହୃଦୟର ଏଇ ଶୁନ୍ୟତାକୁ ଆଜି ପଚାରି ମୁଁ ଯେବେ ଶୁଣେ
ପ୍ରତାରଣା କିଏ କାହାକୁ ଦେଇଛି ପ୍ରତିଧ୍ୱନି କହେ
ତୁମେ... ତୁମେ... ତୁମେ... ॥


ତୁମେ ମୋ ମନର ସୀମାରେଖା ଡ଼େଇଁ ସହଜେ ପରିଛ ଯାଇ (୨)
ହେଲେ ମୋ ପଦ ଟି ତୁମ ସ୍ମୃତିରେଖା ଟପି  ଯାଇ ପାରି ନାହିଁ
ଉଁ...
ହେଲେ ମୋ ପଦ ଟି ତୁମ ସ୍ମୃତିରେଖା ଟପି  ଯାଇ ପାରି ନାହିଁ
ଆ... ଆ...

ଜାଣେନା କାହିଁକି ମୋ ନିରବତା କୁ, ବିରହ ତୁମରି ନିତି ଚୁମେ
ପ୍ରତାରଣା କିଏ କାହାକୁ ଦେଇଛି ପ୍ରତିଧ୍ୱନି କହେ
ତୁମେ... ତୁମେ... ତୁମେ... ॥ ୧ ॥


ଥିଲା ସେ କିପରି ଭାବ ପ୍ରବଣତା ହସୁଛି ମୁଁ  ମନେ ମନେ (୨)
ତୋଳିବାକୁ ଏକ କୁହିଡ଼ିର ଘର ବାହାରି ଥିଲି ମୁଁ  ଦିନେ
ଉଁ...
ତୋଳିବାକୁ ଏକ କୁହିଡ଼ିର ଘର ବାହାରି ଥିଲି ମୁଁ  ଦିନେ
ହା... ଆ...

ସେ କୁହୁଡି ଘର ଗଲା ଭାଙ୍ଗି ଯାର ପ୍ରୀତି ର ପ୍ରାଚୀର ଥିଲ ତୁମେ
ପ୍ରତାରଣା କିଏ କାହାକୁ ଦେଇଛି ପ୍ରତିଧ୍ୱନି କହେ
ତୁମେ... ତୁମେ... ତୁମେ... ॥ ୨ ॥

ହୃଦୟର ଏଇ ଶୁନ୍ୟତାକୁ ଆଜି ପଚାରି ମୁଁ ଯେବେ ଶୁଣେ
ପ୍ରତାରଣା କିଏ କାହାକୁ ଦେଇଛି ପ୍ରତିଧ୍ୱନି କହେ
ତୁମେ... ତୁମେ... ତୁମେ... ॥


You Tube ରେ ହୃଦୟର ଏଇ ଶୁନ୍ୟତାକୁ 



== English ==


Movie Song : Hrudayara Ei Sunyataku
Language : Odia
Album / Movie : Samar Salim Saiman
Singer : Shekhar Ghosh
Lyricist : Nijam
Music Director : Mushir
Year : 1979


Hrudayara ei sunyataku aji pachari mun jebe sune
Pratarana kie kahaku deichhi pratidhwani kahe
Tume... tume... tume... ॥

Hrudayara aehi sunyataku aji pachari mun jebe sune
Pratarana kie kahaku deichhi pratidhwani kahe
Tume... tume... tume... ॥


Tume mo manara seemarekha dein, sahaje parichha jai (2)
Hele mo pada ti tuma smrutirekha tapi jai pari nahin
Un…
Hele mo pada ti tuma smrutirekha tapi jai pari nahin
Aa… aa...

Janena kahinki mo nirabata ku biraha tumari niti chume
Pratarana kie kahaku deichhi  pratidhwani kahe
Tume... tume... tume... ॥ 1 ॥


Thila se kipari bhaba prabanata, hasuchhi mun mane mane (2)
Tolibaku eka kuhudira ghara,
bahari thili mu dine
Un…
Tolibaku eka kuhudira ghara, bahari thili mu dine
Haa... aa...॥

Se kuhudi ghara gala bhangi  jara priti ra prachira thila tume
Pratarana kie kahaku deichhi, pratidhwani kahe
Tume... tume... tume... ॥ 2 ॥

Hrudayara ei sunyataku aji pachari mun jebe sune
Pratarana kie kahaku deichhi
Pratidhwani kahe
Tume... tume... tume... ॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...


Comments

  1. Ehi post ku lekhithiba pain dhanyabaad!

    ReplyDelete
    Replies
    1. ଲେଖାଟି ଆପଣଙ୍କ ମନକୁ ଛୁଇଁପାରିଲା ଜାଣି ଖୁସିହେଲୁ । ଆଉ କେଉଁ ଗୀତ ଆପଣଙ୍କ ପସନ୍ଦ ଜଣାଇବେ ।

      ଆମ ସହ ଯୋଗାଯୋଗ ପାଇଁ Contact ପେଜ୍ ଦେଖିବେ: https://thesmaranika.blogspot.com/p/contact-us.html?m=1

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”

The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”

The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ