Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

କେଉଁ ନାମ ଧରି ଡ଼ାକିବୁ ତୁମକୁ - Keun nama dhari dakibu tumaku Lyrics

ଗୀତ: କେଉଁ ନାମ ଧରି ଡ଼ାକିବୁ ତୁମକୁ 
ଚଳଚିତ୍ର: ସିନ୍ଦୁର ବିନ୍ଦୁ  
ଭାଷା: ଓଡ଼ିଆ 
କଣ୍ଠ: ପ୍ରଣବ ପଟ୍ଟନାୟକ, ବାଣି ଜୟରାମ
ଗୀତିକାର: କାଳିନ୍ଦୀ ଚରଣ ପାଣିଗ୍ରାହୀ
ସଙ୍ଗୀତ ନିର୍ଦେଶକ: ପ୍ରଫୁଲ୍ଲ କର
ମସିହା: ୧୯୭୬
== ଓଡ଼ିଆ ==

(ପୁ)
କେଉଁ ନାମ ଧରି ଡ଼ାକିବୁ ତୁମକୁ
ତୁମେଯେ ସର୍ବନାମ
(ସମସ୍ତେ)
କେଉଁ ନାମ ଧରି ଡ଼ାକିବୁ ତୁମକୁ
ତୁମେଯେ ସର୍ବନାମ
କେଉଁ ନାମ ଧରି...


(ପୁ)
ଆଲୋକ ତୁମକୁ ନପାରେ ଦେଖାଇ (୨)
ତୁମେ ଯେ ଦେଖାଅ ତାହାରେ
(ସମସ୍ତେ)
ଆ...ଆ...ଆ...
(ପୁ) 
ତୁମେ ଯେ ବେଢ଼ିଛ କୋଟି ବିଶ୍ଵର
(ସମସ୍ତେ)
ତୁମେ ଯେ ବେଢ଼ିଛ କୋଟି ବିଶ୍ଵର
(ପୁ) 
ସବୁରି ଭିତରେ ବାହାରେ
ସକଳ ପରାଣ ଝୁରଇ ତୁମକୁ
ତୁମେ ହେ ବିଶ୍ଵପ୍ରାଣ ॥ ୧ ॥
(ସମସ୍ତେ)
କେଉଁ ନାମ ଧରି
ଆ...ଆ...ଆ... 


(ପୁ)
ଲୁହ ହୋଇ ତୁମେ ଝରି ପଡ଼ ପରା
କେତେ ନୟନର କୋଣରୁ
(ସମସ୍ତେ)
ଆ...ଆ...ଆ...
(ପୁ)
ହସ ହୋଇ ପୁଣି ଫୁଲ ପରି ଫୁଟ
(ସମସ୍ତେ)
ହସ ହୋଇ ପୁଣି ଫୁଲ ପରି ଫୁଟ
(ପୁ)
କେତେ ଯେ ନରମ ଅଧରୁ
ସବୁରି ଅନ୍ତରେ ଭରି ଦିଅ ପ୍ରଭୁ
ତୁମରି ଅମୃତ ପ୍ରେମ ॥ ୨ ॥
(ସମସ୍ତେ)   
କେଉଁ ନାମ ଧରି ଡ଼ାକିବୁ ତୁମକୁ
ତୁମେଯେ ସର୍ବନାମ
କେଉଁ ନାମ ଧରି... ॥


YouTube re କେଉଁ ନାମ ଧରି ଡ଼ାକିବୁ ତୁମକୁ



== English ==

(M)
Keun nama dhari dakibu tumaku
Tume je sarbanama
(All)
Keun nama dhari dakibu tumaku
Tume je sarbanama
Keun nama dhari…


(M)
Aaloka tumaku napare dekhai (2)
Tume je dekha tahare
(All)
Aa...aa...aa…
(M)
Tume je bedhichha koti biswara
(All)
Tume je bedhichha koti biswara
(M)
Saburi bhitare bahare
Sakala parana jhurai tumaku
Tume he biswaprana ॥ 1 ॥
(All)
Keun nama dhari dakibu tumaku
Aa...aa...aa…


(M)
Luha hoi tume jhari pada para
Kete nayana ra konaru
(All)
Aa...aa...aa…
(M)
Hasa hoi puni phula pari phuta
(All)
Hasa hoi puni phula pari phuta
(M)
Kete je narama adharu
Saburi antare bhari dia prabhu
Tumari amruta prema ॥ 2 ॥
(All)
Keun nama dhari dakibu tumaku
Tume je sarba nama
Keun nama dhari... ॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ