Posts
Showing posts from November, 2018
Google ରେ ଓଡ଼ିଆରେ ହିଁ search କରନ୍ତୁ!
ସମସ୍ତ ଓଡ଼ିଆ କ୍ୟାଲେଣ୍ଡର
Facebook ରେ ଯୋଡ଼ନ୍ତୁ
|
Twitter ରେ ଯୋଡ଼ନ୍ତୁ
Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page
== ଓଡ଼ିଆ == ଗୀତ : ଦିନର ସୁରୁଜ ତୁ ମୋ ରାତିର ତାରା ଭାଷା : ଓଡ଼ିଆ କଣ୍ଠ : ମହମ୍ମଦ ଅଜିଜ୍ ଗୀତିକାର : ଗଣେଶ୍ଵର ମହାପାତ୍ର ସଂଗୀତ ନିର୍ଦ୍ଦେଶକ : ମଳୟ ମିଶ୍ର ମସିହା : ୨୦୦ ୭ ଦିନର ସୁରୁଜ ତୁ ମୋ ରାତିର ତାରା ତତେ ନ ଦେଖିଲେ ଜୀବ ଯିବନିପରା ଆରେ କାଳିଆ ଦେ ରେ ଧରା... ରା ରା ରା ରୁ ରୁ ରା ରା ରା ରା ରା ରା ରୁ ରୁ ରା ରା ରା ସୁଖର ସପନ ତୁ ମୋ ଦୁଃଖ ପାସରା ତତେ ଚାହିଁ ଚାହିଁ ଆଖି ଲୁହରେ ଭରା ଆରେ କାଳିଆ ଦେ ରେ ଧରା... ରା ରା ରା ରୁ ରୁ ରା ରା ରା ରା ରା ରା ରୁ ରୁ ରା ରା ରା ॥ ତୁ ତ ମୋର ଆଶାର ବାଡ଼ି ଅନ୍ଧ ଲଉଡ଼ି ତୋରି ପାଇଁ ଚାଲୁଚି ବାଟ ମୁଁ ଉଠି ପଡ଼ି ଆଣିଲୁ ଯଦି ଏ ଯାଏଁ ଟାଣି ଆଉ ଅଳପ ଥରୁଟେ ଆସି ଦେ ରେ ଦେଖା ସରୁ ଗଳପ କଳା ମାଣିକରେ ମୋ ସୁନାଟା ପରା ଝାଞ୍ଜି ବୈଶାଖେ ତୁ ମୋ ମେଘ ଆସରା ଆରେ କାଳିଆ ଦେ ରେ ଧରା... ରା ରା ରା ରୁ ରୁ ରା ରା ରା ରା ରା ରା ରୁ ରୁ ରା ରା ରା ॥୧॥ ଏଇନେ ଖରା ଏଇନେ ଛାଇ ଏଇନେ ମେଘ କିଏ ଜାଣେ କେତେବେଳେ କୋକେଇ ଯୋଗ ଏଇଠି ନଈ ଏଇଠି ପାଣି ତଥାପି ଶୋଷ ପାଣିରେ ମିସିନି ବୋଲି ତୁଳସୀ ବାସ ନିଶ୍ଵାସକୁ ନାହିଁ ଯମା ବିଶ୍ଵାସ ପରା ଚାନ୍ଦ ଦିସିଲାଣି ଏବେ ଲିଭିବ ଖରା ଆରେ କାଳିଆ ଦେ ରେ ଧରା... ରା ରା ରା ରୁ ରୁ ରା ରା ରା ରା ରା ରା ରୁ ରୁ ରା ରା ରା ରା ରା ରା ରୁ ରୁ ରା ରା ରା ରା ରା ରା… ରୁ ରୁ ରା ରା ରା ॥୨॥ YouTube ରେ ଦିନର ସୁରୁଜ ତୁ ମୋ...
ତୋତେ ଖାଲି ଦେଖିବାକୁ ଆଖି ମାଗେ ମଞ୍ଜୁରୀ - Tote Khali Dekhibaku Aakhi Mage Manjuri Lyrics
- Get link
- X
- Other Apps
== ଓଡ଼ିଆ== ଫିଲ୍ମଗୀତ : ତୋତେ ଖାଲି ଦେଖିବାକୁ ଆଖି ମାଗେ ମଞ୍ଜୁରୀ ଭାଷା : ଓଡ଼ିଆ ଚଳଚିତ୍ର : ଲୋକାଲ ଟୋକା ଲଭ୍ ଚୋଖା କଣ୍ଠ : ବାବୁସାନ୍, ଅନନ୍ୟା ଶ୍ରୀତମ୍ ନନ୍ଦ ଗୀତିକାର : ବାପୁ ଗୋସ୍ୱାମୀ ସଙ୍ଗୀତ ନିର୍ଦ୍ଦେଶକ : ବୈଦ୍ୟନାଥ ଦାସ ମସିହା : ୨୦୧୮ (ପୁ) ତୋତେ ଖାଲି ଦେଖିବାକୁ ଆଖି ମାଗେ ମଞ୍ଜୁରୀ ସ୍ଵପ୍ନ ଚାହେଁ ତୋ ନିଦରେ କରିବାକୁ ହଜୁରୀ ମନ ସାରା ମହକେ ତୋ ପ୍ରେମ କସ୍ତୁରୀ (ଝି) ସନ ସନ ସନ ନ ନ ଶାୟାରୀ ତୁ ସର୍ ସର୍ ସରଗମ୍ ବାଁସୁରି (୨) ॥ (ପୁ) ସୁରମୟୀ ଆଖି ତୋର କଲା କିମିଆଁ ତୋ ପ୍ରେମରେ ପଡ଼ିଗଲି ଓ ପ୍ରିୟା (ଝି) ନହ୍ନା ମୁନା ତୋ ହୃଦୟ ଏତେ ପାଗଳ କିଣିନେଲା ମୋର ସଞ୍ଜ ସକାଳ (ପୁ) ତୋତେ ଖାଲି ପ୍ରେମ ଟିକେ ମୁଁ ମାଗେ ଉଧାରି ଋତୁପର୍ଣ୍ଣା ରାଣୀ ତୁ ଲୋ ମନ ମୟୂରୀ ଛୁଇଁ ଦେଲେ ପବନରେ ବାଜେ ମହୁରୀ (ଝି) ସନ ସନ ସନ ନ ନ ଶାୟାରୀ ତୁ ସର୍ ସର୍ ସରଗମ୍ ବାଁସୁରି (୧) (ଝି) ଏମିତି ତୁ ରହିଗଲୁ ଆଖି ପଲକେ ସାତରଙ୍ଗୀ ସମାୟଟା ଅଟକେ (ପୁ) ଓ... ସୁନାରଙ୍ଗୀ ତୋ ଚେହେରା ସୁନା ପତିଆ ଝଲସେଇ ଦେଲା ମୋର ଦୁନିଆ (ଝି) ଲାଗୁ କାଇଁ ମୋ ପାଇଁ କି ତୁ ଏତେ ଜରୁରୀ ରହିଯିବ ଜୀବନଟା ତୋ ବିନା ଅଧୁରୀ ତୋ ପ୍ରେମରେ ମନ ମୋର ଯାଏ ବାହାରି (ପୁ) ସନ ସନ ସନ ନ ନ ଶାୟାରୀ ତୁ ସର୍ ସର୍ ସରଗମ୍ ବାଁସୁରି (୨) ॥ (ଝି) ସନ ସନ ସନ ନ ନ ଶାୟାରୀ ...
ଚାଲ ବେଗି ବେଗି ଯିବା ସଙ୍ଗାତ - Chal Begi Begi Jiba Sangata Lyrics
- Get link
- X
- Other Apps
== ଓଡ଼ିଆ == ଗୀତ : ଚାଲ ବେଗି ବେଗି ଯିବା ସଙ୍ଗାତ ଭାଷା : ଓଡ଼ିଆ କଣ୍ଠ : ସୋନୁ ନିଗମ ଗୀତିକାର : ଶୁଭାଶିଷ୍ ନାୟକ ସଙ୍ଗୀତ ନିର୍ଦ୍ଦେଶକ : ଅମରେନ୍ଦ୍ର ମହାନ୍ତି ମସିହା : ୧୯୯୭ ଭକ୍ତ ସାଲବେଗ ନୁହେଁ ମୁଁ ନୁହେଁ ବଳରାମ ଦାସ କାହିଁ ରହିବ ମୋ ପାଇଁ ବଡ଼ଦାଣ୍ଡେ ନନ୍ଦିଘୋଷ ବଡ଼ଦାଣ୍ଡେ ନନ୍ଦିଘୋଷ ଚାଲ ବେଗି ବେଗି ଯିବା ସଙ୍ଗାତ କାଳେ ରଥ ଟଣା ହେବ ଶେଷ ଚାଲ ବେଗି ବେଗି ଯିବା ସଙ୍ଗାତ କାଳେ ରଥ ଟଣା ହେବ ଶେଷ ରଥରେ ଦେଖିବା କାଳିଆ ଠାକୁର ଆହା ଆହା..ଆହା ତାର ଅଧା ଅଧା ନାଲି ହସ ତାର ଅଧା ଅଧା ନାଲି ହସ ଚାଲ ବେଗି ବେଗି ଯିବା ସଙ୍ଗାତ କାଳେ ରଥ ଟଣା ହେବ ଶେଷ ଚାଲ ବେଗି ବେଗି ଯିବା ସଙ୍ଗାତ କାଳେ ରଥ ଟଣା ହେବ ଶେଷ ॥ ପହଣ୍ଡି ସାରି ଠାକୁରେ ବସିଥିବେ ରଥ ଉପରେ ଚାହିଁ ଥିବେ ଲୋକ ଭିଡ଼ରେ ଠିଆହୋଇ ବଡ଼ ଦାଣ୍ଡରେ ଆଗେ ଥିବ ହାତୀ ଛତି ପଛରେ ପାଲିଙ୍କି ପାଲିଙ୍କିରେ ଆସୁଥିବେ ପୁରୀ ଗଜପତି ଦେଖିଲେ ପରା ଛେରା ପହଁରା ଆହା ଆହା..ଆହା ମରି ଯାଆନ୍ତା ମନର ଶୋଷ ମରି ଯାଆନ୍ତା ମନର ଶୋଷ ଚାଲ ବେଗି ବେଗି ଯିବା ସଙ୍ଗାତ କାଳେ ରଥ ଟଣା ହେବ ଶେଷ ଚାଲ ବେଗି ବେଗି ଯିବା ସଙ୍ଗାତ କାଳେ ରଥ ଟଣା ହେବ ଶେଷ ॥୧॥ ଘଣ୍ଟ ଶୁଭୁଥିବ ଠାଉ ଠାଉ ତପ ପଢୁଥିବା ମହାବାହୁ ଝାଞ୍ଜ ବାଜୁଥିବ ଝାଊ ଝାଊ ନୀଳାଚଳେ ନୀଳା ଲାଗି ଥାଉ ବଡ଼ ଦେଉଳର ସୁଖ ପକାଇ ପଛକୁ ଆସିଛି କାଳିଆ ସୁନା ଭକତ ପାଖକୁ ଭୁଜ ବଢେଇ ନେବ କ...
ଫଗୁଣରେ ଫଗୁଣ ମୁଁ ଦେଇଚି ସିନ୍ଦୁର - Phagunare Phaguna Mun Deichi Sindura lyrics
- Get link
- X
- Other Apps
== ଓଡ଼ିଆ== ଫିଲ୍ମଗୀତ : ଫଗୁଣରେ ଫଗୁଣ ମୁଁ ଦେଇଚି ସିନ୍ଦୁର ଭାଷା : ଓଡ଼ିଆ ଚଳଚିତ୍ର : ସନ୍ତାନ କଣ୍ଠ : ବାବୁଲ୍ ସୁପ୍ରିୟୋ, ଇରା ମହାନ୍ତି ମସିହା : ୧୯୯୮ ଆ… ଆ… ଆ… (ପୁ) ଫଗୁଣରେ ଫଗୁଣ ମୁଁ ଦେଇଚି ସିନ୍ଦୁର ଫୁଲରେ ସଜେଇ ତାକୁ ତୁ କରିଦେ ସୁନ୍ଦର ଗଭାରେ ଗଜରା ହାର କାନେ ଫୁଲ ଝୁମୁକା ଫୁଲ ପିନ୍ଧି ପ୍ରିୟା ମୋର ଲାଗୁ ଫୁଲ ପରିକା ଫୁଲ ପରି ମହକିବ ଏ ଜୀବନ ଆମର ଲାଗେ ଡର କାଳେ କାର ଲାଗିଯିବ ନଜର ॥ (ଝି) ଫଗୁଣରେ ଫଗୁଣ ଦେଇ ଗାରେ ସିନ୍ଦୁର ଜନମ ଜନମ ପାଇଁ କଲା ମୋତେ ନିଜର ପୁନେଇ ର ଜହ୍ନ ସାଜି ଓଢ଼ଣା ରେ ହସିବି ତୋ ଫୁଲ ଗହଣା ପିନ୍ଧି ମନ ତାର ତୋଷିବି ବଞ୍ଚିଥିବି ଯେତେ ଦିନ ମୁଁ ଏକା ତୁମର ମୁଁ ଯେ ତୁମ ପୂଜାରିଣି ତମେ ଦେବତା ମୋର (ପୁ) ଫଗୁଣରେ ଫଗୁଣ ମୁଁ ଦେଇଚି ସିନ୍ଦୁର (ଝି) ଜନମ ଜନମ ପାଇଁ କଲ ମୋତେ ନିଜର ॥ ଆ… ଆ… ଆ… (ପୁ) ଶ୍ରାବଣ ତୁ ଦେ ମୋତେ ତୋର ମେଘ ପାଲିଙ୍କି ପାଲିଙ୍କି ଚଢି ମୁଁ ଯିବି ଝୁଲି ଝୁଲିକି (ଝି) ପବନ ତୁ ସୁରେ ସୁରେ ବଜେଇଦେ ମହୁରି କୋଇଲି ପକା ଲୋ ଶୁଭ ହୁଳ ହୁଳି (ପୁ) କନିଆ ମେଲାଣି ନବ ଯିବ ଶାଶୁଘର ନାହିଁ ବେଦୀ ହୋମନିଆଁ ସାକ୍ଷୀ ଏଇ ସିନ୍ଦୁର (ସମସ୍ତେ) ବାନ୍ଧି ନେଲୁ ବନ୍ଧନ ଆମେ ଯୁଗ ଯୁଗର (ପୁ) ଫଗୁଣରେ ଫଗୁଣ ମୁଁ ଦେଇଚି ସିନ୍ଦୁର (ଝି) ଜନମ ଜନମ ପାଇଁ କଲ ମୋତେ ନିଜର ॥ ୧ ॥ ଆ… ଆ… ଆ… (ଝି) ଇନ୍ଦ୍ରଧନୁ ଭରି ଦେ ତୁ ସତରଙ୍...
ଲୋ ଚାନ୍ଦ ମୁହିଁ ଯାଉଚି ଦାରୁ ଖୋଜି ମୁହିଁ - Lo Chanda Muhin Jauchi Daru Khoji Muhin Lyrics
- Get link
- X
- Other Apps
== ଓଡ଼ିଆ == ଗୀତ : ଲୋ ଚାନ୍ଦ ମୁହିଁ ଭାଷା : ଓଡ଼ିଆ କଣ୍ଠ : ଦୁଖିଶ୍ୟାମ ତ୍ରିପାଠୀ ଗୀତିକାର : ପ୍ରଫୁଲ୍ଲ କର ବିଶ୍ଵାବସୁ କୁଳେ ଜନମ ମୋହର... ବୋଲାଏ ଦଇତାପତି... ଇ... ଇ... ଇ... ମହାପ୍ରଭୁ ମୋର ଛାଡ଼ିବେ ଶରୀର ଫାଟି ଯାଉଅଛି ଛାତି ଚାନ୍ଦ ମୁହିଁ ଲୋ ଲୋ ଚାନ୍ଦ ମୁହିଁ ଯାଉଚି ଦାରୁ ଖୋଜି ମୁହିଁ ଲୋ ଚାନ୍ଦ ମୁହିଁ ଯାଉଚି ଦାରୁ ଖୋଜି ମୁହିଁ ଦାରୁ ନ ପାଇଲେ ପ୍ରାଣ ଝାସିବି ସମୁଦ୍ରେ ଯାଇ ଦାରୁ ନ ପାଇଲେ ପ୍ରାଣ ଝାସିବି ସମୁଦ୍ରେ ଯାଇ ଚାନ୍ଦ ମୁହିଁ ଯାଉଚି ଦାରୁ ଖୋଜି ମୁହିଁ ଲୋ ଚାନ୍ଦ ମୁହିଁ ଯାଉଚି ଦାରୁ ଖୋଜି ମୁହିଁ ॥ ଆଜ୍ଞାମାଳ ପାଇଲେ ମୁଁ ଯିବି ତୁରିତେ ଅଧିଆ ପଡ଼ିବି ଯାଇ ମଙ୍ଗଳା ପୀଠେ ଆଜ୍ଞାମାଳ ପାଇଲେ ମୁଁ ଯିବି ତୁରିତେ ଅଧିଆ ପଡ଼ିବି ଯାଇ ମଙ୍ଗଳା ପୀଠେ ସପନେଇବେ ସତେ ମା ମଙ୍ଗଳା ମୋତେ ସେ ମହାମେରୁ ଦାରୁ ଠାବ କରିବୁ ପଦେ ଶ୍ରୀକ୍ଷେତ୍ରେ ଫେରିବି ମୁଁ ବ୍ରହ୍ମ ଦାରୁ ସହିତେ ବସିଥିବୁ ଫେରିବା ବାଟ ମୋର ଚାହିଁ ଲୋ ଚାନ୍ଦ ମୁହିଁ ଯାଉଚି ଦାରୁ ଖୋଜି ମୁହିଁ ଲୋ ଚାନ୍ଦ ମୁହିଁ ଯାଉଚି ଦାରୁ ଖୋଜି ମୁହିଁ ॥୧॥ କାହିଁକି ଲୋ ବସିଅଛୁ ମନକୁ ମାରି ମହାପ୍ରଭୁ କାହିଁ ଯିବେ ଆମକୁ ଛାଡ଼ି କାହିଁକି ଲୋ ବସିଅଛୁ ମନକୁ ମାରି ମହାପ୍ରଭୁ କାହିଁ ଯିବେ ଆମକୁ ଛାଡ଼ି ଏ ମର୍ତ୍ତ୍ୟ ମଣ୍ଡଳରେ ଦେହ ଯିଏ ଧରଇ ଦେବତା ହୋଇ ପୁଣି ସେ ଅବଶ୍ୟ ମରଇ ସେ କେବେ ମରି ପାରେ ଅଖଣ୍ଡ ବ୍ରହ୍ମ ସେହି ଘଟ ଛାଡ଼ି ପଶିବ ନ...
ଭିଜେଇ ଦେଇଯା ଥରେ ପ୍ରିୟା ତୋ ପ୍ରେମ ବର୍ଷାରେ - Bhijei Deija Thare Priya To Prema Barshare Lyrics
- Get link
- X
- Other Apps
== ଓଡ଼ିଆ == ଗୀତ : ଭିଜେଇ ଦେଇଯା ଥରେ ପ୍ରିୟା ତୋ ପ୍ରେମ ବର୍ଷାରେ ଭାଷା : ଓଡ଼ିଆ କଣ୍ଠ : ହ୍ୟୁମାନ ସାଗର ଗୀତିକାର : ଅରୁଣ ମନ୍ତ୍ରୀ ସଙ୍ଗୀତ ନିର୍ଦ୍ଦେଶକ : ଆସାଦ ନିଜାମ୍ ଭିଜେଇ ଦେଇଯା ଥରେ ପ୍ରିୟା ତୋ ପ୍ରେମ ବର୍ଷାରେ ଆଜି ଏ ସାରା ଦୁନିଆ ଜଳିଲେ ଜଳୁ ଇର୍ଷାରେ (୨) ତୋତେ ଚାହିଁ ଶୋଇ ନାହିଁ ମୁଁ କାଲି ରାତିରେ ହୋ ... ତୋତେ ଚାହିଁ ଶୋଇ ନାହିଁ ମୁଁ କାଲି ରାତିରେ ଥା ପଛେ ଯେତେ ଦୂରେ, ଆ ଥରେ ଆ ଥରେ (୨) ଭିଜେଇ ଦେଇଯା ଥରେ ପ୍ରିୟା ତୋ ପ୍ରେମ ବର୍ଷାରେ ଆଜି ଏ ସାରା ଦୁନିଆ ଜଳିଲେ ଜଳୁ ଇର୍ଷାରେ ॥ ତୁ ନାହୁଁ ସବୁ ତୋ ଅଧା ବହୁ ଦିନୁ ହେଇନି ଓଦା ଦର ମରା ମୁଁ ତୋ ବିନା ମନ ମୋର ଶୁଖିଲା ମାଟି ଛିଟା ତୋର ଦେଇଯା ଛାଟି କରୁ କାଇଁ ତୁ ବାହାନା ଏକା ଏକା ଲାଗେ ଏକା ତୋ ବିନା ସାଥିରେ ହୋ… ଏକା ଏକା ଲାଗେ ଏକା ତୋ ବିନା ସାଥିରେ ଥା ପଛେ ଯେତେ ଦୂରେ, ଆ ଥରେ ଆ ଥରେ (୨) ଭିଜେଇ ଦେଇଯା ଥରେ ପ୍ରିୟା ତୋ ପ୍ରେମ ବର୍ଷାରେ ଆଜି ଏ ସାରା ଦୁନିଆ ଜଳିଲେ ଜଳୁ ଇର୍ଷାରେ ॥୧॥ ତୁ ଥରେ ଆସିବୁ ବୋଲି ମତେ ଆସି ଡାକିବୁ ବୋଲି ଖୋଲା ଅଛି ମୋ ଝରକା କହେ ଆସି ଶ୍ରାବଣ ଋତୁ ମନେ କାଇଁ ରଖିଚୁ କିନ୍ତୁ ମତେ ବାଧେରେ ଅଧିକା ତୋ ଚେହେରା ନାଚେ ପରା ମୋ ଦୁଇ ଆଖିରେ ହୋ... ତୋ ଚେହେରା ନାଚେ ପରା ମୋ ଦୁଇ ଆଖିରେ ଥା ପଛେ ଯେତେ...
ଜହ୍ନ ଆମକୁ ଲୁଚି ଦେଖୁଚି - Janha amaku luchi dekhuchi Lyrics
- Get link
- X
- Other Apps
== ଓଡ଼ିଆ == ଫିଲ୍ମଗୀତ : ଜହ୍ନ ଆମକୁ ଲୁଚି ଦେଖୁଚି ଭାଷା : ଓଡ଼ିଆ ଚଳଚିତ୍ର : ମାନିନୀ କଣ୍ଠ : ମହମ୍ମଦ ଅଜିଜ୍, ଅନୁରାଧା ପୌଡ଼ୱାଲ ଗୀତିକାର : ନିଜାମ୍ ସଙ୍ଗୀତ ନିର୍ଦ୍ଦେଶକ : ରାଧାକୃଷ୍ଣ ଭଞ୍ଜ ମସିହା : ୧୯୮୬ (ଝି) ଜହ୍ନ ଆମକୁ ଲୁଚି ଦେଖୁଚି, ଲୁଚି ଲୁଚି ଆମ କଥା ଶୁଣୁଚି ରୁହ ଆଉ ଟିକେ ରୁହ, ଦୂରେ ରହି କଥା କୁହ (ପୁ) କାହିଁକି… (ଝି) ଆରେ ଦେଖୁନ ସେ ଜହ୍ନ ପରା ଚାହିଁଚି ଜହ୍ନ ଆମକୁ ଲୁଚି ଦେଖୁଚି ॥ (ପୁ) ଆକାଶର ତାରା ଫୁଲ ହୋଇ ଆଜି, ସଜାଇଲେ ଶେଯ ଜୋଛନାରେ ଭିଜି (ଝି) ଏଇ ମଧୁରାତି ଯାଏ ଝୁମି ଝୁମି ଆଖି କହେ କଥା ଓଠ ଯାଏ ଚୁମି (ପୁ) ତୁମ ଛୁଆଁରେ, ମିଠା ନିଆଁରେ ଏଇ ମନ ଜଳି ଜଳି ଯାଉଚି (ଝି) ଜହ୍ନ ଆମକୁ ଦେଖି ହସୁଚି ଚୁପି ଚୁପି ଆମ କଥା କହୁଚି ॥ (ଝି) ରଖିବି ତୁମକୁ ପଣତେ ଲୁଚାଇ, ସପନ ପରି ମୋ ଆଖିରେ ସଜାଇ (ପୁ) ପଥର ଦେହରେ ଫୁଟାଇଚ ଫୁଲ, କାଚ କୁ ଦେଇଚ କାଞ୍ଚନର ମୂଲ (ଝି) ବାହୁରେ ତୁମ ଏଇ ଜୀବନ, ଥାଇ ଝୁଲି ଝୁଲି ଜାଉଚି ଥରି ଥରି ଦୀପ ଆଜି ଜଳୁଚି, ଜଳି ଜଳି ଏଇ କଥା କହୁଚି ତୁମେ ଆଉ ମୁଁ ମିଶି, ସବୁ ସହିବା ହସି ଆମ ପାଇଁ ଦୀପ ସାଖି ରହିଚି ଜହ୍ନ ଆମକୁ ଲୁଚି ଦେଖୁଚି ହୁଁ … ହୁଁ ... ଲା ... ଲା ... ॥ YouTube ରେ ଜହ୍ନ ଆମକୁ ଲୁଚି ଦେଖୁଚି == English == Song : Janha Amaku Luchi Dekhuchi Language : Odia Fil...
ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia
- Get link
- X
- Other Apps
== ଓଡ଼ିଆ == ଶ୍ଳୋକ : ଦାମୋଦର ଅଷ୍ଟକଂ, ପଦ୍ମପୁରାଣ ଭାଷା : ସଂସ୍କୃତ ଗୀତିକାର : ବ୍ୟାସଦେବ ନମାମିଶ୍ଵରଂ ସଚ୍ଚିଦାନନ୍ଦ ରୂପମ୍ ଲସତ୍ କୁଣ୍ଡଲଂ ଗୋକୁଲେ ଭ୍ରାଜମାନମ୍ ୟଶୋଦା ଭିୟୋଲୁଖଲାଦ୍ ଧାବମାନଂ ପରାମୃଷ୍ଟମ୍ ଅତ୍ୟନ୍ତତୋ ଦୃତ୍ୟ ଗୋପ୍ୟା ॥ ୧ ॥ ରୁଦନ୍ତଂ ମୁହୁର୍ ନେତ୍ର ୟୁଗ୍ମଂ ମୃଜନ୍ତମ୍ କରାମ୍ଭୋଜ ୟୁଗ୍ମେନ ସାତଙ୍କ ନେତ୍ରମ୍ ମୁହୁଃ ଶ୍ଵାସ କମ୍ପ ତ୍ରିରେଖାଙ୍କ କଣ୍ଠ ସ୍ଥିତ ଗ୍ରୈବଂ ଦାମୋଦରଂ ଭକ୍ତି ବଦ୍ଧମ୍ ॥ ୨ ॥ ଇତିଦୃକ୍ ସ୍ଵଲୀଲାଭିର୍ ଆନନ୍ଦ କୁଣ୍ଡେ ସ୍ଵଘୋଷମ୍ ନିମଜ୍ଜନ୍ତମ୍ ଆଖ୍ୟାପୟନ୍ତମ୍ ତଦୀୟେଷିତ ଜ୍ଞେଷୁ ଭକ୍ତୈର୍ ଜିତତ୍ବଂ ପୁନଃ ପ୍ରେମତସ୍ ତଂ ଶତାବୃତ୍ତି ବନ୍ଦେ ॥ ୩ ॥ ବରଂ ଦେବ ମୋକ୍ଷଂ ନ ମୋକ୍ଷାବଧିଂ ବା ନ ଚାନ୍ୟମ୍ ବୃଣେ ‘ହଂ ବରେଷାଦ୍ ଅପିହ ଇଦଂ ତେ ବପୁର୍ ନାଥ ଗୋପାଲ ବାଲଂ ସଦା ମେ ମନସ୍ୟାବିରାସ୍ତାଂ କିମ୍ ଅନୈଃ ॥ ୪ ॥ ଇଦଂ ତେ ମୁଖାମ୍ଭୋଜମ୍ ଅତ୍ୟନ୍ତ ନୀଲୈର୍ ବୃତଂ କୁନ୍ତଲୈଃ ସ୍ନିଗ୍ଧ ରକ୍ତୈଶ୍ଚ ଗୋପ୍ୟା ମୁହୁଶ୍ ଚୁମ୍ବିତଂ ବିମ୍ବ ରକ୍ତାଧରଂ ମେ ମନସ୍ୟାବିରାସ୍ତାମଲଂ ଲକ୍ଷ ଲାଭୈଃ ॥ ୫ ॥ ନମୋ ଦେବ ଦାମୋଦରାନନ୍ତ ବିଷ୍ଣୋ ପ୍ରସୀଦ ପ୍ରଭୋ ଦୁଃଖ ଜାଲାବ୍ଦ୍ଧି ମଗ୍ନମ୍ କୃପା ଦୃଷ୍ଟି ବୃଷ୍ଟ୍ଯାତି ଦୀନଂବତାନୁ ଗୃହାଣେସ ମାମଜ୍ଞମ୍ ଏଧ୍ୟକ୍ଷି ଦୃଶ୍ୟହଃ ॥ ୬ ॥ କୁବେରାତ୍ମଜୌ ବଦ୍ଧ ମୂର୍ତୈବ ୟବ୍ଦତ୍ ତ୍ଵୟା ମୋଚିତୌ ଭକ୍ତି ଭାଜୌ କୃତୌ ଚ ତଥା ପ୍ର...
ସୁନ୍ ଜରା ସୁନ୍ ଜରା, ପ୍ରେମ କୁମାର - Sun Zara Sun Zara, prem kumar, odia song Lyrics
- Get link
- X
- Other Apps
== ଓଡ଼ିଆ == ଫିଲ୍ମ ଗୀତ : ସୁନ୍ ଜରା ସୁନ୍ ଜରା ଭାଷା : ଓଡ଼ିଆ ଚଳଚିତ୍ର : ପ୍ରେମ୍ କୁମାର କଣ୍ଠ : ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ୍ ନନ୍ଦ ଗୀତିକାର : ବସନ୍ତରାଜ ସାମଲ ସଙ୍ଗୀତ ନିର୍ଦ୍ଦେଶକ : ପ୍ରେମ ଆନନ୍ଦ ମସିହା : ୨୦୧୮ (ପୁ) ସୁନ୍ ଜରା ସୁନ୍ ଜରା, ସିଲ୍ ସିଲ୍ ତୋ ଚେହେରା ତୋ ପାଇଁ ତୋ ପାଇଁ, ନିଦ ନାହିଁ ରାତି ସାରା ଓ... ... ... ଓ... ... ... ସୁନ୍ ଜରା ସୁନ୍ ଜରା, ସିଲ୍ ସିଲ୍ ତୋ ଚେହେରା ତୋ ପାଇଁ ତୋ ପାଇଁ, ନିଦ ନାହିଁ ରାତି ସାରା (ଝି) ସପନରେ ତୁ ଆସି, ଏମିତି ତୁ ଗଲୁ ମିଶି ଛିଡ଼ିଗଲା ଛିଡ଼ିଗଲା ଛିଡ଼ିଗଲା ଛିଡ଼ିଗଲା ମୋ ଗଜରା ଓ... ... ... ଓ... ... ... ନା ନା ନା… ନା ନା ନା ନା… ନା ନା ନା… (ପୁ) ତତେ ଦେଖିଦେଲା ପରେ କାହାକୁ ମୁଁ ଦେଖିନାହିଁ … ଦେଖିନାହିଁ (ଝି) ତତେ ପାଇଗଲା ପରେ ଆଉ କିଛି ଖୋଜିନାହିଁ … ଖୋଜିନାହିଁ ଓ… … … (ପୁ) ସୁନ୍ ଜରା ସୁନ୍ ଜରା, ନାମ୍ କିନ ତୋ ନାଖରା ତୋ ପାଇଁ ତୋ ପାଇଁ, ମେଘ ଟୋପା ମୋତି ଝରା (ଝି) ସାରା ରାତି ଚେଇଁବାକୁ, ଭାବନାରେ ରହିବାକୁ ମିଳିଗଲା ମିଳିଗଲା ମିଳିଗଲା ମିଳିଗଲା ତୋ ଆଶରା ଓ... ... ... ଓ... ... ... (ଝି) ତତେ କଥା ଦେଲା ପରେ ଆଉ କିଛି କଥା ନାହିଁ କଥା ନାହିଁ (ପୁ)...
କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics
- Get link
- X
- Other Apps

== ଓଡ଼ିଆ == କବିତା : କାଳିଜାଈରେ ସନ୍ଧ୍ୟା ଗୀତିକାର : ଡମ୍ବରୁଧର ପରିଡ଼ା କାତ ଧରି ଧୀରେ ନାଉରି ନାଆ ଦେଇଛି ମେଲି, ଉତ୍ତରା ପବନ ଆଗକୁ ଦିଏ ତଲେଇ ଠେଲି ॥ ନାଚି ନାଚି ଚାଲେ ତରଣୀ ନାଚେ ଶତ ତରଙ୍ଗ, ଉଡି ଆସି ଜଳେ ଭାସନ୍ତି କାହିଁ କେତେ ବିହଙ୍ଗ ॥ ହଂସ ହଂସରାଳୀ ଖେଳନ୍ତି ଢେଉ ଦୋଳିରେ ଖେଳ, ଆସିଲାଣି ଖରା ମଉଳି ଛାଇ ଲେଉଟା ବେଳ ॥ ମାଛରଙ୍କା ପକ୍ଷୀ ଉଡ଼ଇ ଡେଣା ଝାଡ଼ି ଆକାଶେ, ଲକ୍ଷ୍ୟ ରଖି ଜଳେ ବୁଡ଼ଇ ମୀନ ଧରିବା ଆଶେ ॥ ଚାହୁଁ ଚାହୁଁ ଯାଇ ଗଭୀର ଜଳେ ପଡିଲା ନାଆ, ଅକାତ ପାଣି ସେ ଗଣ୍ଡରେ କାଳିଜାଈ ତା ନାଆଁ ॥ କାତ ରଖି ନାବେ ନାଉରି ନେଲା ଆହୁଲା କରେ, ମା କାଳିଜାଈ ସୁମରି ମଙ୍ଗ ସଳଖି ଧରେ ॥ ନୀଳ ଊର୍ମିମାଳା ଉଠଇ ବହେ ପବନ ଖର, ଛିଟିକି ପଡ଼ଇ ନାଆରେ ପାଣି ଥରକୁ ଥର ॥ ନାଆ ପାଶେ ଖେଳେ ମଗର ବୁଡ଼ି ଛଟକି ଉଠେ, ଖେଳେ ଶିଶୁମାର ଶାଙ୍କୁଚ ପୁଣି ଲାଙ୍ଗୁଡ଼ ପିଟେ ॥ ପାରି ହୋଇ ଗଣ୍ଡ ବିଷମ ନାଆ ଲାଗିଲା କୂଳେ, ସୁଷମା ନିରେଖି ଉଠିଲା ଶ୍ୟାମ ଶଇଳ ଚୁଳେ ॥ ବୁଡ଼ି ଯାଉଥିଲେ ସବିତା ଦୂର ଭାଲେରି ଶିଖେ, ଉଡ଼ି ଆସୁଥିଲେ ବିହଙ୍ଗେ ସୁଖେ ଜଟିଆ ମୁଖେ ॥ ଅସ୍ତଗାମୀ ରବି କିରଣ ପଡ଼ି ଚିଲିକା ଜଳେ, ଦିଶଇ ପ୍ରବାଳ ବରଣ ଶୋଭା ବଚନ ବଳେ ॥ ଚଢେଇଗୁହାର ଶିଖକୁ ଚାହିଁ ଉଡ଼ଇ ଏରା, ଲୋହିତ ଧବଳ ପକ୍ଷରେ କେଡ଼େ ଦିଶଇ ତୋରା ॥ ଭାଲେରୀ ପାହାଡ଼ ଉହାଡ଼େ ଲୁଚି ଗଲେଣି ରବି, ପଶ୍ଚିମ ଆକାଶେ ଝଟକେ ...
ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ
== ଓଡ଼ିଆ == ଶ୍ଳୋକ : ଦାମୋଦର ଅଷ୍ଟକଂ, ପଦ୍ମପୁରାଣ ଭାଷା : ସଂସ୍କୃତ ଗୀତିକାର : ବ୍ୟାସଦେବ ନମାମିଶ୍ଵରଂ ସଚ୍ଚିଦାନନ୍ଦ ରୂପମ୍ ଲସତ୍ କୁଣ୍ଡଲଂ ଗୋକୁଲେ ଭ୍ରାଜମାନମ୍ ୟଶୋଦା ଭିୟୋଲୁଖଲାଦ୍ ଧାବମାନଂ ପରାମୃଷ୍ଟମ୍ ଅତ୍ୟନ୍ତତୋ ଦୃତ୍ୟ ଗୋପ୍ୟା ॥ ୧ ॥ ରୁଦନ୍ତଂ ମୁହୁର୍ ନେତ୍ର ୟୁଗ୍ମଂ ମୃଜନ୍ତମ୍ କରାମ୍ଭୋଜ ୟୁଗ୍ମେନ ସାତଙ୍କ ନେତ୍ରମ୍ ମୁହୁଃ ଶ୍ଵାସ କମ୍ପ ତ୍ରିରେଖାଙ୍କ କଣ୍ଠ ସ୍ଥିତ ଗ୍ରୈବଂ ଦାମୋଦରଂ ଭକ୍ତି ବଦ୍ଧମ୍ ॥ ୨ ॥ ଇତିଦୃକ୍ ସ୍ଵଲୀଲାଭିର୍ ଆନନ୍ଦ କୁଣ୍ଡେ ସ୍ଵଘୋଷମ୍ ନିମଜ୍ଜନ୍ତମ୍ ଆଖ୍ୟାପୟନ୍ତମ୍ ତଦୀୟେଷିତ ଜ୍ଞେଷୁ ଭକ୍ତୈର୍ ଜିତତ୍ବଂ ପୁନଃ ପ୍ରେମତସ୍ ତଂ ଶତାବୃତ୍ତି ବନ୍ଦେ ॥ ୩ ॥ ବରଂ ଦେବ ମୋକ୍ଷଂ ନ ମୋକ୍ଷାବଧିଂ ବା ନ ଚାନ୍ୟମ୍ ବୃଣେ ‘ହଂ ବରେଷାଦ୍ ଅପିହ ଇଦଂ ତେ ବପୁର୍ ନାଥ ଗୋପାଲ ବାଲଂ ସଦା ମେ ମନସ୍ୟାବିରାସ୍ତାଂ କିମ୍ ଅନୈଃ ॥ ୪ ॥ ଇଦଂ ତେ ମୁଖାମ୍ଭୋଜମ୍ ଅତ୍ୟନ୍ତ ନୀଲୈର୍ ବୃତଂ କୁନ୍ତଲୈଃ ସ୍ନିଗ୍ଧ ରକ୍ତୈଶ୍ଚ ଗୋପ୍ୟା ମୁହୁଶ୍ ଚୁମ୍ବିତଂ ବିମ୍ବ ରକ୍ତାଧରଂ ମେ ମନସ୍ୟାବିରାସ୍ତାମଲଂ ଲକ୍ଷ ଲାଭୈଃ ॥ ୫ ॥ ନମୋ ଦେବ ଦାମୋଦରାନନ୍ତ ବିଷ୍ଣୋ ପ୍ରସୀଦ ପ୍ରଭୋ ଦୁଃଖ ଜାଲାବ୍ଦ୍ଧି ମଗ୍ନମ୍ କୃପା ଦୃଷ୍ଟି ବୃଷ୍ଟ୍ଯାତି ଦୀନଂବତାନୁ ଗୃହାଣେସ ମାମଜ୍ଞମ୍ ଏଧ୍ୟକ୍ଷି ଦୃଶ୍ୟହଃ ॥ ୬ ॥ କୁବେରାତ୍ମଜୌ ବଦ୍ଧ ମୂର୍ତୈବ ୟବ୍ଦତ୍ ତ୍ଵୟା ମୋଚିତୌ ଭକ୍ତି ଭାଜୌ କୃତୌ ଚ ତଥା ପ୍ର...
ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics
== ଓଡ଼ିଆ == ଗୀତ : ଶ୍ରିତ କମଲା କୁଚ ମଣ୍ଡଲ ଭାଷା : ସଂସ୍କୃତ ପୋଥି / ପୁସ୍ତକ : ଗୀତ ଗୋବିନ୍ଦ କଣ୍ଠ : ନମିତା ଅଗ୍ରୱାଲ ଗୀତିକାର : ଶ୍ରୀ ଜୟଦେବ ଗୋସ୍ଵାମୀ ସଙ୍ଗୀତ ନିର୍ଦ୍ଦେଶକ : ରାଖାଲ ମହାନ୍ତି ମସିହା : ୨୦୦୬ ଶ୍ରିତ-କମଲା-କୁଚ-ମଣ୍ଡଲ, ଧୃତ-କୁଣ୍ଡଲ କଲିତ-ଲଲିତ-ବନମାଲ, ଜୟ ଜୟ ଦେବ ହରେ ॥୧॥ ଦିନମଣି-ମଣ୍ଡଲ-ମଣ୍ଡନ, ଭବ-ଖଣ୍ଡନ ମୁନିଜନ-ମାନସ-ହଂସ, ଜୟ ଜୟ ଦେବ ହରେ ॥୨॥ କାଲିୟ-ବିଷଧର-ଗଞ୍ଜନ, ଜନ-ରଞ୍ଜନ ୟଦୁକୁଲ-ନଲିନ-ଦିନେଶ, ଜୟ ଜୟ ଦେବ ହରେ ॥୩॥ ମଧୁ-ମୁର-ନରକ-ବିନାଶନ, ଗରୁଡ଼ାସନ ସୁରକୁଲ-କେଲି-ନିଦାନ, ଜୟ ଜୟ ଦେବ ହରେ ॥୪॥ ଅମଲ-କମଲ-ଦଲ-ଲୋଚନ, ଭବ-ମୋଚନ ତ୍ରିଭୁବନ-ଭବନ-ନିଧାନ, ଜୟ ଜୟ ଦେବ ହରେ ॥୫॥ ଜନକ-ସୁତାକୃତ-ଭୂଷଣ, ଜିତ-ଦୂଷଣ ସମର-ଶମିତ-ଦଶକଣ୍ଠ, ଜୟ ଜୟ ଦେବ ହରେ ॥୬॥ ଅଭିନବ-ଜଲଧର-ସୁନ୍ଦର, ଧୃତ-ମନ୍ଦର ଶ୍ରୀମୁଖ-ଚନ୍ଦ୍ର-ଚକୋର, ଜୟ ଜୟ ଦେବ ହରେ ॥୭॥ ତବ ଚରଣେ ପ୍ରଣତାବୟମ୍, ଇତି ଭାବୟ କୁରୁ କୁଶଲଂ ପ୍ରଣତେଷୁ, ଜୟ ଜୟ ଦେବ ହରେ ॥୮॥ ଶ୍ରୀ-ଜୟଦେବ-କବେରିଦଂ, କୁରୁତେ ମୁଦମ୍ ମଙ୍ଗଳମ୍-ଉଜ୍ଜ୍ୱଳ-ଗୀତଂ, ଜୟ ଜୟ ଦେବ ହରେ ॥୯॥ ଇତି ଶ୍ରୀ ଜୟଦେବ ବିରଚିତଂ ମଙ୍ଗଲଗୀତଂ ସମ୍ପୂର୍ଣ୍ଣମ୍ ॥ Note on usage of filler words hey (है), E (ए), Hari (हरि) etc: Numerous artists around the w...
ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics
== ଓଡ଼ିଆ == ଭଜନ : ଷାଠିଏ ପଉଟି ଭୋଗରୁ ତୁମର ଭାଷା : ଓଡ଼ିଆ ଆଲବମ : ଭଜନ ଶରଧା କଣ୍ଠ : ଭିକା ରି ବଳ ଗୀତିକାର : ରାଧାନାଥ ଦାସ ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ ମସିହା : ୧୯୮୯ ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି କୁହ ତେବେ କେଉଁ ଅପରାଧେ ମୋତେ କୁହ ତେବେ କେଉଁ ଅପରାଧେ ମୋତେ କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି କୁହ ତେବେ କେଉଁ ଅପରାଧେ ମୋତେ କୁହ ତେବେ କେଉଁ ଅପରାଧେ ମୋତେ କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ॥ ଭିକାରି କରିବା ଯେବେ ତୁମ ଇଚ୍ଛା ଭିକାରି କରିବା ଯେବେ ତୁମ ଇଚ୍ଛା ନାହିଁ ମୋ ମନରେ ଦୁଃଖ ସିଂହଦ୍ଵାର ବିନା ଆନ ଦୁଆରକୁ ସିଂହଦ୍ଵାର ବିନା ଆନ ଦୁଆରକୁ ମୁଁ ମାଗି ଯିବି ନାହିଁ ଭିକ ଆହେ ଇଚ୍ଛାମୟ ଇଚ୍ଛାରେ ତୁମରି ଆହେ ଇଚ୍ଛାମୟ ଇଚ୍ଛାରେ ତୁମରି ଦିଅ ମୋର ଥାଳ ଭରି କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ॥୧॥ ଜାଣିଶୁଣି ଯେବେ ଚେଇଁ ଶୋଇଥିବ ପ୍ରଭୁହେ..ପ୍ରଭୁ.. ... ଜାଣିଶୁଣି ଯେବେ ଚେଇଁ ଶୋଇଥିବ ମୁଁ କହିବି କାହାକୁ ଆଉ ଆଉ କାହା ପାଶେ ପତାଇବି ହାତ ତୁମେ ପ୍ରଭୁ ଥାଉ ଥାଉ ଖାଲି ହାତେ ପଛେ ଫେରିଯିବି ପ୍ରଭୁ ଖାଲି ହାତେ...
ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics
== ଓଡ଼ିଆ == ଭଜନ : ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ ଭାଷା : ଓଡ଼ିଆ ଆଲବମ : ମୟୂର ଚନ୍ଦ୍ରିକା କଣ୍ଠ : ସୋନୁ ନିଗମ ଗୀତିକାର : ଶ୍ରୀକାନ୍ତ ଗୌତମ ସଂଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ ଲେବେଲ : ଟି ସିରିଜ୍ ମସିହା : ୧୯୯୪ ତୋ ଆଗରେ କିଛି ଧୂପ, ମୋ ଆଗରେ କିଛି ଧୂପ ତୋ ଦେହରେ କିଛି ଫୁଲ, ମୋ ଦେହରେ କିଛି ଫୁଲ ତୋ ପାଇଁ ଦୀପ ଟିଏ, ମୋ ପାଇଁ ଦୀପ ଟିଏ ତୋ ବେକରେ ମାଳ ଟିଏ, ମୋ ବେକରେ ମାଳ ଟିଏ ତୁ ବଡ଼ ଦାଣ୍ଡେ ଯିବୁ, ମୁଁ ବଡ଼ ଦାଣ୍ଡେ ଯିବୁ ତତେ ଟାଣି ଟାଣି ନେବେ, ମୋତେ ବୋହି ବୋହି ନେବେ ନନ୍ଦିଘୋଷରେ ତୁ ଯିବୁ, ମୁଁ ଯେ କୋକେଇରେ ଯିବି ଶ୍ରୀଗୁଣ୍ଡିଚାକୁ ତୁ ଯିବୁ, ମୁଁ ଯେ ସ୍ଵର୍ଗଦ୍ଵାର ଯିବି ନନ୍ଦିଘୋଷରେ ତୁ ଯିବୁ, ମୁଁ ଯେ କୋକେଇରେ ଯିବି ଶ୍ରୀଗୁଣ୍ଡିଚାକୁ ତୁ ଯିବୁ, ମୁଁ ଯେ ସ୍ଵର୍ଗଦ୍ଵାର ଯିବି କାଳିଆ...ରେ କାଳିଆ...କାଳିଆ... ॥୧॥ ତୋ ଆଗେ ହରିବୋଲ, ମୋ ଆଗେ ରାମ ନାମ ତୋ ଦେହେ ପାଟ ଲୁଗା, ମୋ ଦେହେ ଧଳା ଲୁଗା ତୋ ଆଗେ ହରିବୋଲ, ମୋ ଆଗେ ରାମ ନାମ ତୋ ଦେହେ ପାଟ ଲୁଗା, ମୋ ଦେହେ ଧଳା ଲୁଗା ତୋ ମଥାରେ ସିନ୍ଦୁର, ମୋ ମଥାରେ ଅଭିର ତୁ ବସି ବସି ଯିବୁ, ମୁଁ ଶୋଇ ଶୋଇ ଯିବି ତୁ ହାତେ ହାତେ ଯିବୁ, ମୁଁ କାନ୍ଧେ କାନ୍ଧେ ଯିବି ତୁ ଆଖି ମେଲି ଥିବୁ, ମୁଁ ଆଖି ବୁଜିଥିବି ତୁ ସଭିଙ୍କୁ ଦେଖୁଥିବୁ, ମୁଁ ଦେଖି ନପାରିବି ନନ୍ଦିଘୋଷରେ ତୁ ଯିବୁ, ମୁ...
ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics
== ଓଡ଼ିଆ == ଗୀତ : ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି ଭାଷା : ଓଡ଼ିଆ କଣ୍ଠ : ଲକ୍ଷ୍ମୀକାନ୍ତ ପାଲିତ ଗୀତିକାର : ଗୋଦାବରୀଶ ମହାପାତ୍ର ସଂଗୀତ ନିର୍ଦ୍ଦେଶକ : ଲକ୍ଷ୍ମୀକାନ୍ତ ପାଲିତ ଦୁର୍ଗମ ଗିରି ଦୁର୍ଗ ପ୍ରାଚୀର ଜୀର୍ଣ୍ଣ ଦୁଆରେ ବସି, ଡାକେ ତାନ୍ତ୍ରିକ ମନ୍ତ୍ର ସାଧନେ ଜାଗ୍ରତ ପୁରବାସୀ ! ପୃଥ୍ଵୀ ବିଦାରି ବାରବାଟୀ ମଡ଼ା ଉଠ ଉଠ ଚଞ୍ଚଳ, ଖୋରଧାର ଶତ ସରଦାର ଶିର କର ଉନ୍ନତତର ! ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି, ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି ॥୧॥ ମେଘାସନ ତଳ ମନ୍ଦ୍ର-ନିନାଦ ବାଜେ ଫୁଲଝର ବୁକେ, ରାଇବଣିଆର ରଣ ସଙ୍ଗୀତ ଗଞ୍ଜାମ ପଥେ ଡାକେ । ସିଂଭୂମ କହେ ମରଣ ଦୁଆରେ ବିଶାଖାପାଟଣା ଚାହିଁ, ସନ୍ତାନ ମୁଖେ, ଶମଶାନ ବୁକେ ପ୍ରାଣ ସଙ୍କେତ ନାହିଁ । ଉଠ ଦୁର୍ବଳ, ଜାଗ କଙ୍କାଳ, ଛିଡ଼ୁ ଶୃଙ୍ଖଳ ଆଜି, ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି ॥୨॥ ଚିର ବନ୍ଦିତା ବନ୍ଦିନୀ ମାଆ ବନ୍ଧନ ଫେଇବାରେ, ସମ୍ବଲପୁର ସମ୍ବଳ ବୀର ଦମ୍ଭ କି ନାହିଁ ଧରେ ? ଗଙ୍ଗା ଧୋଇଲା ଚିକୁର ଯାହାର, କୃଷ୍ଣା ଚରଣ ତଳ, ଶମଶାନ ଆଜି ମଡ଼ାଦେଶ ଆଜି, ଏହି ସେ ଉତ୍କଳ । ଜାଗ ଦୁର୍ବଳ, ଛିଡ଼ୁ ଶୃଙ୍ଖଳ, ଉଠ କଙ୍କାଳ ଆଜି, ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି ॥୩॥ ନିଜାମ ଭୁବନେ କଳବର୍ଗର ଅର୍ଗଳ ଏଡ଼ି ଦିନେ, ଗଜପତି ବୀର ‘ବେରାର’ ଭେଦିଲା ଜୟ ଗୌରବ ଗାନେ । ଦୁର୍ବାର ଗଡ଼,...
ନିକଟରେ ମିଳିଥିବା ମନ୍ତବ୍ୟ ସବୁ
ଲେଖା ସମୂହର ବିଭାଗୀକରଣ
ଲେଖା ସମୂହର ବିଭାଗୀକରଣ
ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା
ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା
-
-
-
- ଦିନର ସୁରୁଜ ତୁ ମୋ ରାତିର ତାରା - Dinara Suruja Tu Mo ...
- ତୋତେ ଖାଲି ଦେଖିବାକୁ ଆଖି ମାଗେ ମଞ୍ଜୁରୀ - Tote Khali D...
- ଚାଲ ବେଗି ବେଗି ଯିବା ସଙ୍ଗାତ - Chal Begi Begi Jiba Sa...
- ଫଗୁଣରେ ଫଗୁଣ ମୁଁ ଦେଇଚି ସିନ୍ଦୁର - Phagunare Phaguna ...
- ଲୋ ଚାନ୍ଦ ମୁହିଁ ଯାଉଚି ଦାରୁ ଖୋଜି ମୁହିଁ - Lo Chanda M...
- ଭିଜେଇ ଦେଇଯା ଥରେ ପ୍ରିୟା ତୋ ପ୍ରେମ ବର୍ଷାରେ - Bhijei D...
- ଜହ୍ନ ଆମକୁ ଲୁଚି ଦେଖୁଚି - Janha amaku luchi dekhuchi...
- ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics i...
- ସୁନ୍ ଜରା ସୁନ୍ ଜରା, ପ୍ରେମ କୁମାର - Sun Zara Sun Zara...
- କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics
-
-
-