Posts

Showing posts from December, 2018

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଛୋଟ ମୋର ଗାଆଁଟି - Chhota mora gaanti Lyrics

Image
ଗୀତ: ଛୋଟ ମୋର ଗାଆଁଟି ଗୀତିକାର: ସଚ୍ଚିଦାନନ୍ଦ ରାଉତରାୟ == ଓଡ଼ିଆ == ଛୋଟ ମୋର ଗାଆଁଟି ଭୂଗୋଳ ପୋଥି ପତରେ ପଛେ ନ ଥାଉ ତାର ନାଆଁଟି, ଛୋଟ ମୋର ଗାଆଁଟି ॥ ମାଟିର ସେଇ ସରଗ ମୋର, ସେଇଠି ଅଛି ମୋ ଷଠିଘର ଜଳିବ ପୁଣି ସେଇଠି ଶେଷେ, ମୋହର ଚିତା ନିଆଁଟି ଛୋଟ ମୋର ଗାଆଁଟି ॥୧॥ ଜନମି ତାର ଏନ୍ତୁଡ଼ି ଶାଳେ, ବୁଲିଛି କେତେ ତା' ତୋଟାମାଳେ ପାଞ୍ଚଟି ମୋର ପଞ୍ଜରା କାଠି, (ଶେଷେ) ସେଇଟି ହେବ ଡାହାଟି ଛୋଟ ମୋର ଗାଆଁଟି ॥୨॥ ତାହାରି ଜଳ ରକତ ହୋଇ, ଶିରାରେ ବହେ ଯେସନ ନଈ ନିଃଶ୍ୱାସେ ମୋର ତାହାରି ବାୟୁ, ଚଳାଏ ପ୍ରାଣ ନାହାଟି ଛୋଟ ମୋର ଗାଆଁଟି ॥୩॥ ତାହାରି ଫୁଲ ଶାଗୁଆ ଲତା, କଣ୍ଠେ ମୋର ଦେଲା ଯେ କଥା ଆଖିରେ ଦେଲା ଚାହାଣି ନୂଆ, (ତା'ର) ଫଗୁଣ ଉଷା ପାହାନ୍ତି ଛୋଟ ମୋର ଗାଆଁଟି ॥୪॥ ଝରଣା ତାର କଲା ଯେ କବି, ନୟନେ ଦେଲା ରୂପର ଛବି ବୁହାଇ ଦେଲା ସପନ ଢେଉ, ପଥର ବୁକେ ନିହାତି ଛୋଟ ମୋର ଗାଆଁଟି ॥୫॥              ତାହାରି ଲଟା, ତାହାରି ବଣ, ତା' ଗାଈଗୋଠ ମୁରଲୀ-ସ୍ଵନ  ଫସଲକଟା ମଧୁର ଗାନ, ସକଳ ମୋର ସାହାଟି ଛୋଟ ମୋର ଗାଆଁଟି ॥୬॥  ଆଲୁଅ ତା'ର କି ମନୋହର, ଅନ୍ଧକାର ତା'ଠାରୁ ଭଲ ଜୀବନପଥେ ସକଳ ତା'ର, ଫିଟାଏ ନୂଆ ରାହାଟି ଛୋଟ ମୋର ଗାଆଁଟି ॥୭॥  ଦୁନିଆଁ କଣେ ଚାଖଣ୍ଡେ ଥାନ, ଅତି ସେ ଛୋଟ ନିହାତି ...

କେଉଁ ନାମ ଧରି ଡ଼ାକିବୁ ତୁମକୁ - Keun nama dhari dakibu tumaku Lyrics

Image
ଗୀତ: କେଉଁ ନାମ ଧରି ଡ଼ାକିବୁ ତୁମକୁ  ଚଳଚିତ୍ର: ସିନ୍ଦୁର ବିନ୍ଦୁ   ଭାଷା: ଓଡ଼ିଆ  କଣ୍ଠ: ପ୍ରଣବ ପଟ୍ଟନାୟକ, ବାଣି ଜୟରାମ ଗୀତିକାର: କାଳିନ୍ଦୀ ଚରଣ ପାଣିଗ୍ରାହୀ ସଙ୍ଗୀତ ନିର୍ଦେଶକ: ପ୍ରଫୁଲ୍ଲ କର ମସିହା: ୧୯୭୬ == ଓଡ଼ିଆ == (ପୁ) କେଉଁ ନାମ ଧରି ଡ଼ାକିବୁ ତୁମକୁ ତୁମେଯେ ସର୍ବନାମ (ସମସ୍ତେ) କେଉଁ ନାମ ଧରି ଡ଼ାକିବୁ ତୁମକୁ ତୁମେଯେ ସର୍ବନାମ କେଉଁ ନାମ ଧରି... (ପୁ) ଆଲୋକ ତୁମକୁ ନପାରେ ଦେଖାଇ (୨) ତୁମେ ଯେ ଦେଖାଅ ତାହାରେ (ସମସ୍ତେ) ଆ...ଆ...ଆ... (ପୁ)  ତୁମେ ଯେ ବେଢ଼ିଛ କୋଟି ବିଶ୍ଵର (ସମସ୍ତେ) ତୁମେ ଯେ ବେଢ଼ିଛ କୋଟି ବିଶ୍ଵର (ପୁ)  ସବୁରି ଭିତରେ ବାହାରେ ସକଳ ପରାଣ ଝୁରଇ ତୁମକୁ ତୁମେ ହେ ବିଶ୍ଵପ୍ରାଣ ॥ ୧ ॥ (ସମସ୍ତେ) କେଉଁ ନାମ ଧରି ଆ...ଆ...ଆ...  (ପୁ) ଲୁହ ହୋଇ ତୁମେ ଝରି ପଡ଼ ପରା କେତେ ନୟନର କୋଣରୁ (ସମସ୍ତେ) ଆ...ଆ...ଆ... (ପୁ) ହସ ହୋଇ ପୁଣି ଫୁଲ ପରି ଫୁଟ (ସମସ୍ତେ) ହସ ହୋଇ ପୁଣି ଫୁଲ ପରି ଫୁଟ (ପୁ) କେତେ ଯେ ନରମ ଅଧରୁ ସବୁରି ଅନ୍ତରେ ଭରି ଦିଅ ପ୍ରଭୁ ତୁମରି ଅମୃତ ପ୍ରେମ ॥ ୨ ॥ (ସମସ୍ତେ)    କେଉଁ ନାମ ଧରି ଡ଼ାକିବୁ ତୁମକୁ ତୁମେଯେ ସର୍ବନାମ କେଉଁ ନାମ ଧରି... ॥ YouTube re କେଉଁ ନାମ ଧରି ଡ଼ାକିବୁ ତୁମକୁ == English == (M) Keun nama dhar...

ହାଏ ତୋ ପ୍ରେମ ଗଜଲ ଗଜଲ - Hae to prema Gajal Gajal Lyrics

Image
== ଓଡ଼ିଆ== ଫିଲ୍ମଗୀତ : ହାଏ ତୋ ପ୍ରେମ ଗଜଲ ଗଜଲ  ଭାଷା : ଓଡ଼ିଆ ଚଳଚିତ୍ର : ଅଭୟ        କଣ୍ଠ : ହ୍ୟୁମାନ ସାଗର, ଦିପ୍ତୀରେଖା  ଗୀତିକାର : ବସନ୍ତରାଜ ସାମଲ ସଙ୍ଗୀତ ନିର୍ଦ୍ଦେଶକ : ପ୍ରେମ ଆନନ୍ଦ ମସିହା : ୨୦୧୭ (ପୁ) ଏତେ ଭଲ ମତେ ପାଇଲୁ ତୁ ହୃଦୟକୁ ଏତେ ଛୁଇଁଲୁ ତୁ ଛାତି ତଳେ ମୋର ହେଲା ହଲ ଚଲ ହାଏ (ଝି) ଏତେ ମିଠା ତୋର ରାଗ ରୁଷା ରାଗ ତଳେ ଏତେ ମହୁ ବର୍ଷା ମନ ତଳେ ମୋର ହେଲା ଝଲ ମଲ (ପୁ) ହସ ତୋର ହାତ ବୁଣା ରେଶମୀ ରୁମାଲ ହାଏ ତୋ ପ୍ରେମ... ଗଜଲ ଗଜଲ, ଗଜଲ ଗଜଲ, ଗଜଲ ଗଜଲ (ଝି) ହାଏ ତୋ ପ୍ରେମ... ଗଜଲ ଗଜଲ, ଗଜଲ ଗଜଲ, ଗଜଲ ଗଜଲ ॥ (ପୁ) ସ୍ଵପ୍ନ... ହଁ ତୁ ସ୍ଵପ୍ନ ଧୀରେ ଧୀରେ ଆସିଲୁ ଆଖି ସାରା ବସିଲୁ ନେଇଗଲୁ ମୋର ମନ (ଝି) ଜହ୍ନ... ହଁ ତୁ ଜହ୍ନ ଧୀରେ ଧୀରେ ଉଇଁଲୁ ଏମିତି ତୁ ଛୁଇଁଲୁ ଦେହ ସାରା ଚିହ୍ନ ଚିହ୍ନ (ପୁ) ନୀଳ ନୀଳ ଆଖି ନିଶା ନିଶା ତାର କସି ତୋର ପରା ନକ୍ସା ଦିନ ରାତି ହାଏ ଝାଲ ମଲ ଓ... ଚାହାଣିରେ ଚୁନା ଚୁନା ଚୁମକିର ପାୟଲ୍ (ଝି) ହାଏ ତୋ ପ୍ରେମ... ଗଜଲ ଗଜଲ, ଗଜଲ ଗଜଲ, ଗଜଲ ଗଜଲ  (ପୁ) ହାଏ ତୋ ପ୍ରେମ... ଗଜଲ ଗଜଲ, ଗଜଲ ଗଜଲ, ଗଜଲ ଗଜଲ ॥ ୧ ॥ (ଝି) ବାସ୍ନା... ହଁ ତ ବାସ୍ନା ଧୀରେ ଧୀରେ ବହିଲୁ ବାଟ ସାରା ଛୁଇଁଲୁ ମାଟି ହେଲା ସୁନା ସୁନା (ପୁ) ସୁନା... ହଁ ତୁ ...

ନନ୍ଦିଘୋଷ ତୋର ଅଟକି ଗଲା ବଡ଼ଶଙ୍ଖ ଠାରେ - Nandighosa Tora Ataki Gala Badashankha Thare lyrics

Image
== ଓଡ଼ିଆ == ଗୀତ : ନନ୍ଦିଘୋଷ ତୋର ଅଟକି ଗଲା ଭାଷା : ଓଡ଼ିଆ କଣ୍ଠ : ବସନ୍ତ ପାତ୍ର ଗୀତିକାର : ଅରବିନ୍ଦ ମୁଦୁଲି ସଂଗୀତ ନିର୍ଦ୍ଦେଶକ : ଅରବିନ୍ଦ ମୁଦୁଲି ମସିହା : ୨୦୦୪ ନନ୍ଦିଘୋଷ ତୋର… ଅଟକି ଗଲା... ବଡ଼ଶଙ୍ଖ ଠାରେ ॥ ନନ୍ଦିଘୋଷ ତୋର ଅଟକି ଗଲା ବଡ଼ଶଙ୍ଖ ଠାରେ (୨) କିଏ ସେ ଭକତ ଏତେ ଆପଣାର (୨) ଡ଼ାକିଲା ଚନ୍ଦନପୁରେ (୨) କାଳିଆରେ କାଳିଆରେ କାଳିଆରେ ଡ଼ାକିଲା ଚନ୍ଦନପୁରେ ନନ୍ଦିଘୋଷ ତୋର ଅଟକି ଗଲା ବଡ଼ଶଙ୍ଖ ଠାରେ ନନ୍ଦିଘୋଷ ତୋର… ॥ ତୁଯେ ଭକତର ଭକତ ତୋହର, ସେଲାଗି ଉଡ଼ାଉ ନେତ (୨) ଭକତର ଦୁଃଖ କେମିତି ସହିବୁ (୨) ତେଣୁ ତୁ ରଖିଲୁ ରଥ ପଡ଼ିଗଲା ହୁରି ଚଉଦିଗ ପୁରି (୨) ଭକ୍ତ ଆସେ ନୀଳାଚଳେ (୨) କାଳିଆରେ କାଳିଆରେ କାଳିଆରେ ଡ଼ାକିଲା ଚନ୍ଦନପୁରେ ନନ୍ଦିଘୋଷ ତୋର ଅଟକି ଗଲା ବଡ଼ଶଙ୍ଖ ଠାରେ ନନ୍ଦିଘୋଷ ତୋର… ॥  ୧ ॥ ମା ଯାଚିଥିଲା ପୁଅଟିଏ ହେଲେ, ଟାଣିବ ତୋ ନନ୍ଦିଘୋଷ (୨) ଭାବଗ୍ରାହି ତୁହି ଭକ୍ତ ଭାବ ବୁଝି (୨) ଦେଲୁ ମା ଓଠରେ ହସ ବାର ବରଷରେ ଲାଗିଲା ତୋ ଡୋରି (୨) ଭକ୍ତ ରୁଣ ସୁଝ ପରେ (୨) କାଳିଆରେ କାଳିଆରେ କାଳିଆରେ      ଭକ୍ତ ରୁଣ ସୁଝ ପରେ ॥ ୨ ॥ ନନ୍ଦିଘୋଷ ତୋର ଅଟକି ଗଲା ବଡ଼ଶଙ୍ଖ ଠାରେ (୨) କିଏ ସେ ଭକତ ଏତେ ଆପଣାର (୨) ଡ଼ାକିଲା ଚନ୍ଦନପୁରେ (୨) କାଳିଆରେ କାଳିଆରେ କାଳିଆରେ ଡ଼ାକିଲା ଚନ୍ଦନପୁରେ (୩) ॥ YouTube ରେ...

ହୃଦୟର ଏଇ ଶୁନ୍ୟତାକୁ - Hrudayara Ei Sunyataku Lyrics

Image
== ଓଡ଼ିଆ = ଫିଲ୍ମ ଗୀତ : ହୃଦୟର ଏଇ ଶୁନ୍ୟତାକୁ ଭାଷା : ଓଡ଼ିଆ  ଚଳଚିତ୍ର : ସମର ସଲିମ ସାଇମନ କଣ୍ଠ : ଶେଖର ଘୋଷ ଗୀତିକାର : ନିଜାମ୍ ସଙ୍ଗୀତ ନିର୍ଦ୍ଦେଶକ : ମୁଷିର୍‌   ମସିହା : ୧୯୭୯ ହୃଦୟର ଏଇ ଶୁନ୍ୟତାକୁ ଆଜି ପଚାରି ମୁଁ ଯେବେ ଶୁଣେ ପ୍ରତାରଣା କିଏ କାହାକୁ ଦେଇଛି ପ୍ରତିଧ୍ୱନି କହେ ତୁମେ... ତୁମେ... ତୁମେ... ॥ ହୃଦୟର ଏଇ ଶୁନ୍ୟତାକୁ ଆଜି ପଚାରି ମୁଁ ଯେବେ ଶୁଣେ ପ୍ରତାରଣା କିଏ କାହାକୁ ଦେଇଛି ପ୍ରତିଧ୍ୱନି କହେ ତୁମେ... ତୁମେ... ତୁମେ... ॥ ତୁମେ ମୋ ମନର ସୀମାରେଖା ଡ଼େଇଁ ସହଜେ ପରିଛ ଯାଇ (୨) ହେଲେ ମୋ ପଦ ଟି ତୁମ ସ୍ମୃତିରେଖା ଟପି  ଯାଇ ପାରି ନାହିଁ ଉଁ... ହେଲେ ମୋ ପଦ ଟି ତୁମ ସ୍ମୃତିରେଖା ଟପି  ଯାଇ ପାରି ନାହିଁ ଆ... ଆ... ଜାଣେନା କାହିଁକି ମୋ ନିରବତା କୁ, ବିରହ ତୁମରି ନିତି ଚୁମେ ପ୍ରତାରଣା କିଏ କାହାକୁ ଦେଇଛି ପ୍ରତିଧ୍ୱନି କହେ ତୁମେ... ତୁମେ... ତୁମେ... ॥ ୧ ॥ ଥିଲା ସେ କିପରି ଭାବ ପ୍ରବଣତା ହସୁଛି ମୁଁ  ମନେ ମନେ (୨) ତୋଳିବାକୁ ଏକ କୁହିଡ଼ିର ଘର ବାହାରି ଥିଲି ମୁଁ  ଦିନେ ଉଁ... ତୋଳିବାକୁ ଏକ କୁହିଡ଼ିର ଘର ବାହାରି ଥିଲି ମୁଁ  ଦିନେ ହା... ଆ... ସେ କୁହୁଡି ଘର ଗଲା ଭାଙ୍ଗି ଯାର ପ୍ରୀତି ର ପ୍ରାଚୀର ଥିଲ ତୁମେ ପ୍ରତାରଣା କିଏ କାହାକୁ ଦେଇଛି ପ୍ରତିଧ୍ୱନି କହେ ତୁମେ... ତୁମେ... ତୁମ...

କି ସୁନ୍ଦର ଆହା କି ଆନନ୍ଦମୟ ଏହି ବିଶାଳ ସଂସାର - Ki Sunadra Aaha Ki Anandamaya Ehi Bishala sansara Lyrics

Image
== ଓଡ଼ିଆ == ଗୀତ : କି ସୁନ୍ଦର ଆହା କି ଆନନ୍ଦମୟ ଭାଷା : ଓଡ଼ିଆ ଚଳଚିତ୍ର : ଗୌରୀ କଣ୍ଠ : ବାଣୀ ଜୟରାମ, ଚିତ୍ତ ଜେନା ଗୀତିକାର : ଭକ୍ତକବି ମଧୁସୂଦନ ରାଓ ସଂଗୀତ ନିର୍ଦ୍ଦେଶନା : ପ୍ରଫୁଲ୍ଲ କର ମସିହା : ୧୯୭୯ କି ସୁନ୍ଦର ଆହା କି ଆନନ୍ଦମୟ ଏହି ବିଶାଳ ସଂସାର ଧନ୍ୟ ମହାପ୍ରଭୁ ମହିମା ତୁମ୍ଭର ଅଟେ ଅନନ୍ତ ଅପାର ଅଟେ ଅନନ୍ତ ଅପାର ॥ ସୂର୍ଯ୍ୟ ଚନ୍ଦ୍ର ତାରା ତୁମ୍ଭରି ଆଜ୍ଞାରେ ବରଷନ୍ତି ଜ୍ୟୋତି ରାଶି ସୂର୍ଯ୍ୟ ଚନ୍ଦ୍ର ତାରା ତୁମ୍ଭରି ଆଜ୍ଞାରେ ବରଷନ୍ତି ଜ୍ୟୋତି ରାଶି ତୁମରି କୁସୁମ ପ୍ରତି ପ୍ରଭାତରେ ହସଇ ଆନନ୍ଦେ ଭାଷି ଧନ୍ୟ ମହାପ୍ରଭୁ ମହିମା ତୁମ୍ଭର ଅଟେ ଅନନ୍ତ ଅପାର ଅଟେ ଅନନ୍ତ ଅପାର ॥୧॥ ଦିଅ ଭକ୍ତି ପ୍ରଭୁ ହୃଦୟେ ମୋହର ବିରାଜ ନିତ୍ୟ ତହିଁରେ ଦିଅ ଭକ୍ତି ପ୍ରଭୁ ହୃଦୟେ ମୋହର ବିରାଜ ନିତ୍ୟ ତହିଁରେ ସତ୍ୟ ପଥେ ରହି ତୁମ୍ଭରି ଆଶ୍ରାରେ ଯାଉ ମୋ ଦିନ ମହୀରେ ଧନ୍ୟ ମହାପ୍ରଭୁ ମହିମା ତୁମ୍ଭର ଅଟେ ଅନନ୍ତ ଅପାର ଅଟେ ଅନନ୍ତ ଅପାର କି ସୁନ୍ଦର ଆହା କି ଆନନ୍ଦମୟ ଏହି ବିଶାଳ ସଂସାର ଧନ୍ୟ ମହାପ୍ରଭୁ ମହିମା ତୁମ୍ଭର ଅଟେ ଅନନ୍ତ ଅପାର ଅଟେ ଅନନ୍ତ ଅପାର ଅଟେ ଅନନ୍ତ ଅପାର ଅଟେ ଅନନ୍ତ ଅପାର ॥୨॥ YouTube ରେ କି ସୁନ୍ଦର ଆହା କି ଆନନ୍ଦମୟ ନମିତା ଅଗ୍ରୱାଲ ଙ୍କ କଣ୍ଠରେ ଏହି ଗୀତଟି ଦେଖନ୍ତୁ YouTube ରେ == English == Song : Ki Sunadra Aaha Ki Ananda...

ମାଗିବୁ ଯଦି ଦେବି ଜୀବନ - Magibu Jadi Debi Jibana Lyrics

Image
== ଓଡ଼ିଆ== ଫିଲ୍ମଗୀତ : ମାଗିବୁ ଯଦି ଦେବି ଜୀବନ ଭାଷା : ଓଡ଼ିଆ ଚଳଚିତ୍ର : ଭାଇଜାନ୍        କଣ୍ଠ : ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ୍ ନନ୍ଦ ଗୀତିକାର : ଅରୁଣ ମନ୍ତ୍ରୀ ସଙ୍ଗୀତ ନିର୍ଦ୍ଦେଶକ : ବୈଦ୍ୟନାଥ ଦାସ ମସିହା : ୨୦୧୮ (ପୁ) ହେଏ.....ଏ... ହୋ.... ଅ... ଦେଲି ରେ ଦେଲି ତତେ ଏ ମନ ମାଗିବୁ ଯଦି ଦେବି ଜୀବନ ଦେଲି ରେ ଦେଲି ତତେ ଏ ମନ ମାଗିବୁ ଯଦି ଦେବି ଜୀବନ ବଞ୍ଚିବା ପାଇଁ ହବ ତୋ ବିନା ନ ଆସୁ କେବେ ଏମିତି ଦିନ (ଝି) ତୁ ଖାଲି ମୋରି ପାଇଁ ତୋ ବିନା ଚାଲେ ନାହିଁ ମୋ ସ୍ପନ୍ଦନ... (ପୁ) ଦେଲି ରେ ଦେଲି ତତେ ଏ ମନ ମାଗିବୁ ଯଦି ଦେବି ଜୀବନ ବଞ୍ଚିବା ପାଇଁ ହବ ତୋ ବିନା ନ ଆସୁ କେବେ ଏମିତି ଦିନ ॥ (ପୁ) ଆଖି ମୋର କରେ ଜିଦି ତୋ ଆଖିରେ ହବ ବନ୍ଦୀ ହୋ… ଆଖି ମୋର କରେ ଜିଦି ତୋ ଆଖିରେ ହବ ବନ୍ଦୀ ଅଲଗା ହେବିନି କେବେ ଖୁଦା ପାଖେ କଲି ସନ୍ଧି (ଝି) ତୋ ଖୁଦା ଠାରୁ ବେଶି ମୁଁ ପାରିବିନି ଖସି ଏ କି ବନ୍ଧନ... (ପୁ) ଦେଲି ରେ ଦେଲି ତତେ ଏ ମନ ମାଗିବୁ ଯଦି ଦେବି ଜୀବନ ବଞ୍ଚିବା ପାଇଁ ହବ ତୋ ବିନା ନ ଆସୁ କେବେ ଏମିତି ଦିନ ॥ ୧ ॥ (ଝି) ହା... ଓ ହୋ... ହା... ଆ...  ଓ… ଓ… (ଝି) ବାଟ ସାରା ଯାଏ ଚାଲି ତୋ ପାଦ ଚିହ୍ନ ଦେଖି ହୋ... ଓ... ବାଟ ସାରା ଯାଏ ଚାଲି ତୋ ପାଦ ଚିହ୍ନ ଦେଖି ସାରା ଜ...

ତୁହି ମା ଜନମ ଭୂମି - Tuhi Maa Janama Bhumi Lyrics

Image
   == ଓଡ଼ିଆ == ଗୀତ : ତୁହି ମା ଜନମ ଭୂମି ଭାଷା : ଓଡ଼ିଆ ଗୀତିକାର : ମଧୁସୂଦନ ରାଓ ତୁହି ମା ଜନମ ଭୂମି          ପବିତ୍ର ଭାରତ ଭୂମି           ତୋହର ସନ୍ତାନ ଆମ୍ଭେ ଅଟୁ ସରବେ ତୋର ଶ୍ରୀଚରଣ ସେବା          ପାଇଁ ମନପ୍ରାଣ  ଦେବା           ଗାଇବା ତୋହର ନାମ ଆନନ୍ଦ ରବେ                ତୋ ଆନନ୍ଦେ ହୋଇବା ସୁଖି… କନ୍ଦିବା ଦୁଃଖରେ ତୋର ହୋଇଣ ଦୁଃଖୀ ॥୧॥ ଧନ୍ୟ ମହିମା ତୋହର          ନାହିଁ ତାର ପଟାନ୍ତର           ମସ୍ତକରେ ହିମାଳୟ ପର୍ବତ ବର ଦୁଇ ପାରୁଶେ ଜଳଧି          ବ୍ରହ୍ମପୁତ୍ର  ସିନ୍ଧୁନଦୀ           ଚରଣରେ ବିରାଜିତ ମହାସାଗର           ବିନ୍ଧ୍ୟ ଗିରିବର କଟିରେ… ଗଙ୍ଗା ଆଦି କେତେ ନଦୀ ଶୋଭେ ଶରୀରେ ॥୨॥ ଜନମିଲେ ତୋ କୋଳରେ          କେତେ ସୁର ବୀର ନରେ           ରାମଚନ୍ଦ୍ର ଭୀଷ୍ମ ଦ୍ରୋଣ କର୍ଣ୍ଣ ଅର୍ଜୁନ ମହାକବି ବେଦବ୍ୟାସ    ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on olata brukhe kheluchhi lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

indiramishra commented on olata brukhe kheluchhi lyrics odia: “Beautiful song, ହୃଦୟସ୍ପର୍ଶୀ ଖୁବ ମର୍ମ ସ୍ପର୍ଶୀ ”

Anonymous commented on mangale ailaa usha lyrics odia: “Mata Sita nka darshana pain kie apekhya karichhi?”

Anonymous commented on kala manikare dhire ghena lyrics odia: “ପଶିବଇଁ ଶବ୍ଦର ଅର୍ଥ କ'ଣ?”

The Smaranika commented on utha kankala chhidu shrun lyrics odia: “Here it is:https://thesmaranika.blogspot.com/2019/11/vande-utkala-janani-v2-lyrics-odia.html”

Anonymous commented on utha kankala chhidu shrun lyrics odia: “Bande utkal janani”

The Smaranika commented on hasi hasaiba sakala jane lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on hasi hasaiba sakala jane lyrics odia: “ଅତି ସୁନ୍ଦର ଧ୍ଵନ୍ୟାତ୍ମକ କବିତା; ଆଜିର ପାଠ୍ୟପୁସ୍ତକରେ ସେ ସବୁର ଆଦର କାହିଁ ”

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ