Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ବାଟବଣା ହେଲା ମୋ ପ୍ରେମ ଫିମେଲ୍ ଭର୍ଜନ (ତୋ କଥା ମୁଁ ମାନିନିଏ ସବୁ ରାତିକୁ କହିଲେ ଦିନ) - Batabana Hela Mo Prema Female Version (To Katha Mun Maninie Sabu Rati Ku Kahile Dina) Lyrics

== ଓଡ଼ିଆ ==

ଗୀତ : ବାଟବଣା ହେଲା ମୋ ପ୍ରେମ ଫିମେଲ୍ ଭର୍ଜନ
ଭାଷା : ଓଡ଼ିଆ
କଣ୍ଠ : ଅସୀମା ପଣ୍ଡା
ଗୀତିକାର : ମୃତ୍ୟୁଞ୍ଜୟ ମିଶ୍ର
ସଂଗୀତ ନିର୍ଦ୍ଦେଶକ : ସୁଶୀଲ ଦଳାଇ
ମସିହା : ୨୦୨୦



ହୁଁ..ଉଁ..ଉଁ..ଉଁ
ହୁଁ..ଉଁ..ଉଁ..ଉଁ
ତୋ କଥା ମୁଁ ମାନିନିଏ ସବୁ
ରାତିକୁ କହିଲେ ଦିନ
ଏ କଥାବି ମାନିଲି ସହଜେ
ସୂର୍ଯ୍ୟକୁ କହିଲୁ ଜହ୍ନ
କେମିତି ମାନିବି ଏଇ କଥା ତୋର
କେମିତି ମାନିବି ଏଇ କଥା ତୋର
ନାହିଁ ତୋର ମୋ ପାଇଁ ପ୍ରେମ
ବାଟବଣା ହେଲା ମୋ ପ୍ରେମ
ବାଟବଣା ହେଲା ମୋ ପ୍ରେମ
ବାଟବଣା ହେଲା ମୋ ପ୍ରେମ
ବାଟବଣା ହେଲା ମୋ ପ୍ରେମ ॥


ରାତି ମୋର କଟିଯାଏ ତୋ ସପନ ବାଟ ଦେଇ
ମେଘ ହେଇ ବରଷିଲୁ ମୋ ପଲକ ଫାଙ୍କ ଦେଇ
ଓ..ଓ..
ରାତି ମୋର କଟିଯାଏ ତୋ ସପନ ବାଟ ଦେଇ
ମେଘ ହେଇ ବରଷିଲୁ ମୋ ପଲକ ଫାଙ୍କ ଦେଇ
ଛାତିରେ ସାଇତା ସବୁ ସ୍ମୃତି ତୋର
ଛାତିରେ ସାଇତା ସବୁ ସ୍ମୃତି ତୋର
ହବନାହିଁ କେବେବି ଶୂନ୍ୟ
ବାଟବଣା ହେଲା ମୋ ପ୍ରେମ
ବାଟବଣା ହେଲା ମୋ ପ୍ରେମ
ବାଟବଣା ହେଲା ମୋ ପ୍ରେମ
ବାଟବଣା ହେଲା ମୋ ପ୍ରେମ ॥୧॥


ଚାଲୁଥିଲୁ ସାଥେ ସାଥେ ଛାଇଟିଏ ମୋର ହେଇ
ତୁ ଗଲା ପରେ ପରେ ରହିଛି ତୋ ବାଟଚାହିଁ
ହୋ..ଓ..ଓ..
ଚାଲୁଥିଲୁ ସାଥେ ସାଥେ ଛାଇଟିଏ ମୋର ହେଇ
ତୁ ଗଲା ପରେ ପରେ ରହିଛି ତୋ ବାଟଚାହିଁ
ଆଜି ବି ବିଶ୍ୱାସ ଅଛି ଦିନେ ତୋର
ଆଜି ବି ବିଶ୍ୱାସ ଅଛି ଦିନେ ତୋର
ବରଷିବ ମୋ ପାଇଁ ପ୍ରେମ
ବାଟବଣା ହେଲା ମୋ ପ୍ରେମ
ବାଟବଣା ହେଲା ମୋ ପ୍ରେମ
ବାଟବଣା ହେଲା ମୋ ପ୍ରେମ
ବାଟବଣା ହେଲା ମୋ ପ୍ରେମ ॥୨॥


YouTube ରେ ହବାଟବଣା ହେଲା ମୋ ପ୍ରେମ



ବାଟବଣା ହେଲା ମୋ ପ୍ରେମ ଫିମେଲ୍ ଭର୍ଜନ:
ଅସୀମା ପଣ୍ଡା ଙ୍କ କଣ୍ଠରେ, ସୁଶୀଲ ଦଳାଇ ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ମୃତ୍ୟୁଞ୍ଜୟ ମିଶ୍ର ଙ୍କ ରଚିତ ୨୦୨୦ ମସିହାର ଓଡ଼ିଆ ଆଲବମ ଗୀତ “ବାଟବଣା ହେଲା ମୋ ପ୍ରେମ ଫିମେଲ୍ ଭର୍ଜନ.. ତୋ କଥା ମୁଁ ମାନିନିଏ ସବୁ ରାତିକୁ କହିଲେ ଦିନ..” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ । ଗୀତରେ ମୁଖ୍ୟ ଅଭିନୟରେ ଅଛନ୍ତି ସାଇ ସୁମନ (ଗୁଡ୍ଡୁ) ପ୍ରିୟାଙ୍କା ପାଣିଗ୍ରାହୀ (ଡେଜି)




== English ==

Song : Batabana Hela Mo Prema Female Version
Language : Odia
Singer : Aseema Panda
Lyricist : Mrutyunjaya Mishra
Music Director : Sushil Dalai  
Year : 2020



Hun..Un..Un..Un
Hun..Un..Un..Un
To katha mun maninie sabu
Ratiku kahile dina
E katha bi manili sahaje
Surjyaku kahilu janha
Kemiti manibi ei katha tora
Kemiti manibi ei katha tora
Nahin tora mo pain prema
Batabana hela mo prema
Batabana hela mo prema
Batabana hela mo prema
Batabana hela mo prema ॥


Rati mora katijae to sapana bata dei
Megha hei barasilu mo palaka phanka dei
O..O..
Rati mora katijae to sapana bata dei
Megha hei barasilu mo palaka phanka dei
Chhatire saita sabu smruti tora
Chhatire saita sabu smruti tora
Habanahin kebebi shunya
Batabana hela mo prema
Batabana hela mo prema
Batabana hela mo prema
Batabana hela mo prema ॥1॥


Chaluthilu sathe sathe chhaitie mora hei
Tu gala pare pare rahichhi to batachahin
Ho..O..O..
Chaluthilu sathe sathe chhaitie mora hei
Tu gala pare pare rahichhi to batachahin
Aajibi bishwasa achhi dine tora
Aajibi bishwasa achhi dine tora
Barasiba dine tora prema
Batabana hela mo prema
Batabana hela mo prema
Batabana hela mo prema
Batabana hela mo prema ॥2॥


Batabana Hela Mo Prema Female Version:
Lyrics of song “Batabana Hela Mo Prema Female Version.. To katha mun maninie sabu ratiku kahile dina..”, sung by Aseema Panda, music directed by Sushil Dalai, lyrics by Mrutyunjaya Mishra, released in the year 2020, on “The Smaranika” in Odia and English. The protagonists in this song are Sai Suman (Guddu) & Priyanka Panigrahi (Dazy).


Keywords: Batabana Hela Mo Prema Female Version, Odia Album Song, Aseema Panda, Mrutyunjaya Mishra, Sushil Dalai, Odia Album Song Released in Year 2020, ବାଟବଣା ହେଲା ମୋ ପ୍ରେମ ଫିମେଲ୍ ଭର୍ଜନ, ଅସୀମା ପଣ୍ଡା, ସୁଶୀଲ ଦଳାଇ, ମୃତ୍ୟୁଞ୍ଜୟ ମିଶ୍ର, ୨୦୨୦ ମସିହାର ଓଡ଼ିଆ ଆଲବମ ଗୀତ


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on kala manikare dhire ghena lyrics odia: “Dhire ghena kanana re krushna bilambita ra meaning in idia”

The Smaranika commented on olata brukhe kheluchhi lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

indiramishra commented on olata brukhe kheluchhi lyrics odia: “Beautiful song, ହୃଦୟସ୍ପର୍ଶୀ ଖୁବ ମର୍ମ ସ୍ପର୍ଶୀ ”

Anonymous commented on mangale ailaa usha lyrics odia: “Mata Sita nka darshana pain kie apekhya karichhi?”

Anonymous commented on kala manikare dhire ghena lyrics odia: “ପଶିବଇଁ ଶବ୍ଦର ଅର୍ଥ କ'ଣ?”

The Smaranika commented on utha kankala chhidu shrun lyrics odia: “Here it is:https://thesmaranika.blogspot.com/2019/11/vande-utkala-janani-v2-lyrics-odia.html”

Anonymous commented on utha kankala chhidu shrun lyrics odia: “Bande utkal janani”

The Smaranika commented on hasi hasaiba sakala jane lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ