Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ନୂଆ ଗୀତ ପଢ଼ନ୍ତୁ ଏଇଠି ➨ Smaranika.in ରେ

ଜଗବନ୍ଧୁ ହେ ଗୋସାଇଁ - Jagabandhu he gosain Lyrics

 == ଓଡ଼ିଆ ==

ଗୀତ: ଜଗବନ୍ଧୁ ହେ ଗୋସାଇଁ 

ଭାଷା: ଓଡ଼ିଆ
କଣ୍ଠ: ଶ୍ରୀ ଭିକାରି ବଳ
ଗୀତିକାର:  ଭକ୍ତ ସାଲବେଗ 
ସଂଗୀତ ନିର୍ଦ୍ଦେଶକ: ଶ୍ରୀ ଭୁବନ 


ଜଗବନ୍ଧୁ ହେ.. ଏ..
ଜଗବନ୍ଧୁ ହେ ଗୋସାଇଁ.. ଇ..
ଜଗବନ୍ଧୁ ହେ ଗୋସାଇଁ

ତୁମ୍ଭ ଶ୍ରୀଚରଣ ବିନୁ, ଅନ୍ୟ ଗତି ନାହିଁ
ତୁମ୍ଭ ଶ୍ରୀଚରଣ ବିନୁ, ଅନ୍ୟ ଗତି ନାହିଁ
ଜଗବନ୍ଧୁ ହେ ଗୋସାଇଁ.. ଇ..
ଜଗବନ୍ଧୁ ହେ ଗୋସାଇଁ ॥


ରଥ ଚାରିପାଶେ ଲମ୍ବେ, ମୁକୁତାର ଝରା
ଝଲ ମଲ ଦିଶୁଥାଇ, ପ୍ରଭୁ ଚକାଡ଼ୋଳା

ରଥ ଚାରିପାଶେ ଲମ୍ବେ, ମୁକୁତାର ଝରା
ଝଲ ମଲ ଦିଶୁଥାଇ, ପ୍ରଭୁ ଚକାଡ଼ୋଳା
ଜଗବନ୍ଧୁ ହେ ଗୋସାଇଁ.. ଇ..
ଜଗବନ୍ଧୁ ହେ ଗୋସାଇଁ ॥୧॥


ଆଗେ ଚଳେ ବଳଭଦ୍ର, ମଧ୍ୟେ ଚାନ୍ଦମମୁହିଁରେ
ପଛେ ଆସୁଛି କାଳିଆ, ଗହଳ ଲଗାଇରେ

ଆଗେ ଚଳେ ବଳଭଦ୍ର, ମଧ୍ୟେ ଚାନ୍ଦମମୁହିଁରେ
ପଛେ ଆସୁଛି କାଳିଆ, ଗହଳ ଲଗାଇରେ
ଜଗବନ୍ଧୁ ହେ ଗୋସାଇଁ.. ଇ..
ଜଗବନ୍ଧୁ ହେ ଗୋସାଇଁ ॥୨॥


ସାତସପଞ୍ଚାଶ କୋଷ, ଚାଲି ନପାରଇ
ମୋହ ଯିବା ଯାଏ, ନନ୍ଦିଘୋଷେ ଥିବରହି   

ସାତସପଞ୍ଚାଶ କୋଷ, ଚାଲି ନପାରଇ
ମୋହ ଯିବା ଯାଏ, ନନ୍ଦିଘୋଷେ ଥିବରହି
ମୋହ ଯିବା ଯାଏ, ନନ୍ଦିଘୋଷେ ଥିବରହି
ଜଗବନ୍ଧୁ ହେ ଗୋସାଇଁ
ଜଗବନ୍ଧୁ ହେ ଗୋସାଇଁ
ଜଗବନ୍ଧୁ ହେ ଗୋସାଇଁ ॥୩॥


YouTube ରେ ଜଗବନ୍ଧୁ ହେ ଗୋସାଇଁ 

 

== English ==

Song : Jagabandhu He Gosain
Language : Odia
Lyricist : Bhakta Salabega
Singer : Bhikari Bal
Music Director : Shri Bhubana



Jagabandhu he.. e..
Jagabandhu he gosain.. i..
Jagabandhu he gosain

Tumbha sricharana binu, anya gati nahin
Tumbha sricharana binu, anyagati nahin
Jagabandhu he gosain.. i..
Jagabandhu he gosain ॥


Ratha charipashe lambe, mukutara jhara
Jhala mala dishuthai, prabhu Chakadola

Ratha charipashe lambe, mukutara jhara
Jhala mala dishuthai, prabhu Chakadola
Jagabandhu he gosain.. i..
Jagabandhu he gosain ॥1॥


Aage chale balabhadra, madhye Chandamunhire
Pachhe asuchhi kalia, gahala lagaire

Aage chale balabhadra, madhye Chandamunhire
Pachhe asuchhi kalia, gahala lagaire
Jagabandhu he gosain.. i..
Jagabandhu he gosain ॥2॥


Satasapanchasha kosha, chali naparai
Moha jiba jae, Nandighose thibarahi

Satasapanchasha kosha, chali naparai
Moha jiba jae, Nandighose thibarahi
Moha jiba jae,  Nandighose thibarahi
Jagabandhu he gosain
Jagabandhu he gosain
Jagabandhu he gosain ॥3॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. Aau nahi ki lyrics atick gita ta

    ReplyDelete
    Replies
    1. ପ୍ରଶ୍ନ ପାଇଁ ଅଶେଷ ଧନ୍ୟବାଦ । ଭଜନ ସମ୍ରାଟ ଭିକାରୀ ବଳ ଯେମିତି ଗାଇଛନ୍ତି ସେମିତି ଏଇଠି ଲେଖିଛୁ । ନ ଜାଣିଥିବା ଲୋକ ବି ଭିଡିଓ ଦେଖି ଲେଖା ପଢ଼ି ସୁବିଧାରେ ଶିଖି ପାରିବ – ଏହା ହିଁ ଉଦ୍ଦେଶ୍ୟ l
      ମୂଳ ଗୀତରେ ୫ଟି ପଦ ଅଛି । ସେଥିରେ "ସାତଶ ପଞ୍ଚାଶ କୋଶ ଚାଲି ନ ପାରଇ" ହେଉଛି ପ୍ରଥମ ପଦ ।

      - "ଦି ସ୍ମରଣିକା" ଟିମ୍‌

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ - Aahe nila saila prabala matta barana Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କୋଠ ଭୋଗ ଖିଆ ମୋ ଚକା ଆଖିଆ - Kotha Bhoga Khia Mo Chaka Akhia Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ