Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ସଂସାରର ସଂଜ୍ଞା - Sansarara Sanjna Odia Kabita


ଗୀତ : ସଂସାରର ସଂଜ୍ଞା 
ଭାଷା : ଓଡ଼ିଆ 
ଗୀତିକାର : ଶ୍ରୀ ଗୌରୀକାନ୍ତ କର

ଦୁଇ ଉପନଦୀ କେଉଁ ଅଦ୍ରିରୁ ବାହାରି,
ମିଶିଗଲେ ଦୁଇଧାର ଏକ ନଦୀ ହୋଇ
ପୁଣି ପ୍ରକୃତିର ଝଡ଼ ଝଞ୍ଜା ସୁଖ ଦୁଃଖ ନେଇ,
ପ୍ରବାହିତ ତଟିନୀଟି ଧାଇଁ ଯାଏ ମିଶିବାକୁ
ଶାଖା ଓ ପ୍ରଶାଖା ମେଲି ସଂସାର ସାଗରେ,
ଅବଶେଷ ନିଶ୍ଚିହ୍ନ ହୋଇଯାଏ ॥         

କେତେବେଳେ ଜୁଆର ଓ ଭଟ୍ଟା,
ତରଙ୍ଗରେ ଭାସି ଭାସି ସ୍ମୃତି ଅନୁଭୁତି
ମୁଣ୍ଡପିଟେ ବେଳାଭୂମିପରେ
ଛାଡ଼ିଯାଏ ବାଲୁକା ଶେଯରେ
କି ସୁନ୍ଦର ଶାମୁକା ଓ ଶଙ୍ଖ
ଅବା, କେତେବେଳେ କୁତ୍ସିତ ଶବ ଏବଂ ଅସ୍ଥିମାଳ
ବୁଝିପାରେ ନାହିଁ ସୃଷ୍ଟିର ନିୟମ
ସତରେ କି ଏହା ଅଟେ "ସଂସାରର ସଂଜ୍ଞା" ॥

Image: ଗୀତିକାର "ଶ୍ରୀ ଗୌରୀକାନ୍ତ କର" ପତ୍ନୀଙ୍କ ସହିତ


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ