Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ସଂସାରର ସଂଜ୍ଞା - Sansarara Sanjna Odia Kabita


ଗୀତ : ସଂସାରର ସଂଜ୍ଞା 
ଭାଷା : ଓଡ଼ିଆ 
ଗୀତିକାର : ଶ୍ରୀ ଗୌରୀକାନ୍ତ କର

ଦୁଇ ଉପନଦୀ କେଉଁ ଅଦ୍ରିରୁ ବାହାରି,
ମିଶିଗଲେ ଦୁଇଧାର ଏକ ନଦୀ ହୋଇ
ପୁଣି ପ୍ରକୃତିର ଝଡ଼ ଝଞ୍ଜା ସୁଖ ଦୁଃଖ ନେଇ,
ପ୍ରବାହିତ ତଟିନୀଟି ଧାଇଁ ଯାଏ ମିଶିବାକୁ
ଶାଖା ଓ ପ୍ରଶାଖା ମେଲି ସଂସାର ସାଗରେ,
ଅବଶେଷ ନିଶ୍ଚିହ୍ନ ହୋଇଯାଏ ॥         

କେତେବେଳେ ଜୁଆର ଓ ଭଟ୍ଟା,
ତରଙ୍ଗରେ ଭାସି ଭାସି ସ୍ମୃତି ଅନୁଭୁତି
ମୁଣ୍ଡପିଟେ ବେଳାଭୂମିପରେ
ଛାଡ଼ିଯାଏ ବାଲୁକା ଶେଯରେ
କି ସୁନ୍ଦର ଶାମୁକା ଓ ଶଙ୍ଖ
ଅବା, କେତେବେଳେ କୁତ୍ସିତ ଶବ ଏବଂ ଅସ୍ଥିମାଳ
ବୁଝିପାରେ ନାହିଁ ସୃଷ୍ଟିର ନିୟମ
ସତରେ କି ଏହା ଅଟେ "ସଂସାରର ସଂଜ୍ଞା" ॥

Image: ଗୀତିକାର "ଶ୍ରୀ ଗୌରୀକାନ୍ତ କର" ପତ୍ନୀଙ୍କ ସହିତ


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ