Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଚିଠି ମୋର ଟିକି ଚଢେଇ - Chithi Mora Tiki Chadhei Lyrics

== ଓଡ଼ିଆ ==
 
ଫିଲ୍ମଗୀତ: ଚିଠି ମୋର ଟିକି ଚଢ଼େଇ 
ଭାଷା: ଓଡ଼ିଆ 
କଣ୍ଠ: ଅକ୍ଷୟ ମହାନ୍ତି, ଅନୁରାଧା ପୌଡ଼ୱାଲ 
ଗୀତିକାର : ଅକ୍ଷୟ ମହାନ୍ତି
ସଂଗୀତ ନିର୍ଦ୍ଦେଶକ: ଅକ୍ଷୟ ମହାନ୍ତି
ଚଳଚିତ୍ର: ସ୍ଵପ୍ନ ସାଗର
ମସିହା: ୧୯୮୩


(ପୁ)
ଚିଠି ମୋର ଟିକି ଚଢ଼େଇ (୨)
ଫୁର୍ କିନା ଦେଲି ଉଡ଼େଇ
ସେଇ ଚଢ଼େଇ
(ଝି)
ଲା ଲା ଲା ଲା ଲା
(ପୁ)
କହିବ ଯାଇ
(ଝି)
ଲା ଲା ଲା ଲା ଲା
(ପୁ)
ସେଇ ଚଢ଼େଇ କହିବ ଯାଇ
ଲେଖିଛି ଯିଏ ଏଇ ଚିଠି ସେ

ସେ ତୋରି ପାଇଁ, ତୋ ପାଇଁ
ତୋରି ପାଇଁ, ତୋ ପାଇଁ ॥


(ଝି)
ସାଗର ସାଗର ସାଗର ବୁକୁରେ,
ଲହରୀରେ ଢେଉ ଢେଉକା
ସାଗର ସାଗର ସାଗର ବୁକୁରେ,
ଲହରୀରେ ଢେଉ ଢେଉକା
(ପୁ)
ଲହରୀ ଲହରୀ ଲହରୀ ବୁକୁରେ
ପାଇଚି ମୁଁ ମୋ ଶାମୁକା
ଶାମୁକା ମୋର ଅତି ନିଜର
ଜାଣେନା ସେ ତ କାହାର ପାଇଁ
(ଝି)
ସେ ତୋରି ପାଇଁ ତୋ ପାଇଁ
ତୋରି ପାଇଁ ତୋ ପାଇଁ ॥୧॥


(ପୁ)
ଶାମୁକା ଶାମୁକା ଶାମୁକା ଓଠରେ,
ଶିଶିର ହୋଇଚି ସାଇତା
ଶାମୁକା ଶାମୁକା ଶାମୁକା ଓଠରେ,
ଶିଶିର ହୋଇଚି ସାଇତା
(ଝି)
ଜାଣେନା ଜାଣେନା ଜାଣେନା କେବେସେ
ଶିଶିର ହେବ ଯେ ମୁକୁତା
ମୋ ମନର ସେଇ ଶିଶିର
ମୁକୁତା ହେଲେ କାହାର ପାଇଁ
(ପୁ +ଝି)
ସେ ଆମ ପାଇଁ, ଆମ ପାଇଁ
ଆମ ପାଇଁ, ଆମ ପାଇଁ ॥୨॥
(ପୁ)
ଚିଠି ମୋର ଟିକି ଚଢ଼େଇ
(ଝି)
ଆ....
(ପୁ)
ଚିଠି ମୋର ଟିକି ଚଢ଼େଇ
(ଝି)
ଆ....
(ପୁ)
ଫୁର୍ କିନା ଦେଲି ଉଡ଼େଇ
(ଝି)
ଆ...ଆ...ଆ... 
(ପୁ) 
ସେଇ ଚଢ଼େଇ
(ଝି)
ଲା ଲା ଲା ଲା ଲା
(ପୁ)
କହିବ ଯାଇ
(ଝି)
ଲା ଲା ଲା ଲା ଲା
(ପୁ)
ସେଇ ଚଢେଇ କହିବ ଯାଇ
ଲେଖିଛି ଯିଏ ଏଇ ଚିଠି ସେ
(ପୁ+ଝି)
ସେ ତୋରି ପାଇଁ ତୋ ପାଇଁ
ତୋରି ପାଇଁ ତୋ ପାଇଁ ॥


YouTube ରେ ଚିଠି ମୋର ଟିକି ଚଢ଼େଇ



== English ==

Song : Chithi Mora Tiki Chadhei
Language : Odia
Singer : Akshya Mohanty, Anuradha Paudwal
Lyricist: Akshya Mohanty
Music Director : Akshya Mohanty
Movie : Swapna Sagara
Year : 1983


(M)
Chithi mora tiki chadhei (2)
Phur kina deli udei
Sei chadhei
(F)
La la la la la
(M)
Kahiba jai
(F)
La la la la la
(M)
Sei chadhei kahiba jai
Lekhichhi jie ei chithi se

Se tori pain, to pain
Tori pain, to pain ॥


(F)
Sagara sagara sagara bukure,
Laharire dheu dheuka
Sagara sagara sagara bukure,
Laharire dheu dheuka
(M)
Lahari lahari lahari bukure
Paichi mun mo shamuka
Shamuka mora ati nijara
Janena se ta kahara pain
(F)
Se tori pain to pain
Tori pain to pain ॥1॥ 


(M)
Shamuka shamuka shamuka othare,
Shishira hoichi saita
Shamuka shamuka shamuka othare,
Shishira hoichi saita
(F)
Janena janena janena kebese
Shishira heba je mukuta
Mo manara sei shishira
Mukuta hele kahara pain
(M+F)
Se ama pain, ama pain
Ama pain, ama pain ॥2॥ 
(M)
Chithi mora tiki chadhei
(F)
Aa….
(M)
Chithi mora tiki chadhei
(F)
Aa….
(M)
Phur kina deli udei
(F)
Aa…aa…aa...
(M)
Sei chadhei
(F)
La la la la la
(M)
Kahiba jai
(F)
La la la la la
(M)
Sei chadhei kahiba jai
Lekhichhi jie ei chithi se
(M+F)
Se tori pain to pain
Tori pain to pain ॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...


Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ