Posts
Showing posts from June, 2021
Google ରେ ଓଡ଼ିଆରେ ହିଁ search କରନ୍ତୁ!
ସମସ୍ତ ଓଡ଼ିଆ କ୍ୟାଲେଣ୍ଡର
Facebook ରେ ଯୋଡ଼ନ୍ତୁ
|
Twitter ରେ ଯୋଡ଼ନ୍ତୁ
Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page
== ଓଡ଼ିଆ == ଗୀତ : ବାଟବଣା ହେଲା ମୋ ପ୍ରେମ ଫିମେଲ୍ ଭର୍ଜନ ଭାଷା : ଓଡ଼ିଆ କଣ୍ଠ : ଅସୀମା ପଣ୍ଡା ଗୀତିକାର : ମୃତ୍ୟୁଞ୍ଜୟ ମିଶ୍ର ସଂଗୀତ ନିର୍ଦ୍ଦେଶକ : ସୁଶୀଲ ଦଳାଇ ମସିହା : ୨୦୨୦ ହୁଁ..ଉଁ..ଉଁ..ଉଁ ହୁଁ..ଉଁ..ଉଁ..ଉଁ ତୋ କଥା ମୁଁ ମାନିନିଏ ସବୁ ରାତିକୁ କହିଲେ ଦିନ ଏ କଥାବି ମାନିଲି ସହଜେ ସୂର୍ଯ୍ୟକୁ କହିଲୁ ଜହ୍ନ କେମିତି ମାନିବି ଏଇ କଥା ତୋର କେମିତି ମାନିବି ଏଇ କଥା ତୋର ନାହିଁ ତୋର ମୋ ପାଇଁ ପ୍ରେମ ବାଟବଣା ହେଲା ମୋ ପ୍ରେମ ବାଟବଣା ହେଲା ମୋ ପ୍ରେମ ବାଟବଣା ହେଲା ମୋ ପ୍ରେମ ବାଟବଣା ହେଲା ମୋ ପ୍ରେମ ॥ ରାତି ମୋର କଟିଯାଏ ତୋ ସପନ ବାଟ ଦେଇ ମେଘ ହେଇ ବରଷିଲୁ ମୋ ପଲକ ଫାଙ୍କ ଦେଇ ଓ..ଓ.. ରାତି ମୋର କଟିଯାଏ ତୋ ସପନ ବାଟ ଦେଇ ମେଘ ହେଇ ବରଷିଲୁ ମୋ ପଲକ ଫାଙ୍କ ଦେଇ ଛାତିରେ ସାଇତା ସବୁ ସ୍ମୃତି ତୋର ଛାତିରେ ସାଇତା ସବୁ ସ୍ମୃତି ତୋର ହବନାହିଁ କେବେବି ଶୂନ୍ୟ ବାଟବଣା ହେଲା ମୋ ପ୍ରେମ ବାଟବଣା ହେଲା ମୋ ପ୍ରେମ ବାଟବଣା ହେଲା ମୋ ପ୍ରେମ ବାଟବଣା ହେଲା ମୋ ପ୍ରେମ ॥୧॥ ଚାଲୁଥିଲୁ ସାଥେ ସାଥେ ଛାଇଟିଏ ମୋର ହେଇ ତୁ ଗଲା ପରେ ପରେ ରହିଛି ତୋ ବାଟଚାହିଁ ହୋ..ଓ..ଓ.. ଚାଲୁଥିଲୁ ସାଥେ ସାଥେ ଛାଇଟିଏ ମୋର ହେଇ ତୁ ଗଲା ପରେ ପରେ ରହିଛି ତୋ ବାଟଚାହିଁ ଆଜି ବି ବିଶ୍ୱାସ ଅଛି ଦିନେ ତୋର ଆଜି ବି ବିଶ୍ୱାସ ଅଛି ଦିନେ ତୋର ବରଷିବ ମୋ ପାଇଁ ପ୍ରେମ ବାଟବଣା ହେଲା ମୋ ପ୍ରେମ ବାଟବଣା ହେଲା ମୋ ପ୍ରେମ ବାଟବଣା ହେଲା ମୋ...
ସେଇ ଚୂନା ଚୂନା ତାରାଫୁଲେ ଆଜି - Sei Chuna Chuna Taraphule Aaji Lyrics
- Get link
- X
- Other Apps
== ଓଡ଼ିଆ == ଫିଲ୍ମଗୀତ : ସେଇ ଚୂନା ଚୂନା ତାରାଫୁଲେ ଆଜି ଭାଷା : ଓଡ଼ିଆ ଚଳଚିତ୍ର : ସୂର୍ଯ୍ୟମୁଖୀ କଣ୍ଠ : ଲତା ମଙ୍ଗେସକର ଗୀତିକାର : ଗୁରୁକୃଷ୍ଣ ଗୋସ୍ୱାମୀ ସଙ୍ଗୀତ ନିର୍ଦ୍ଦେଶକ: ଶାନ୍ତନୁ ମହାପାତ୍ର ମସିହା : ୧୯୬୩ ସେଇ ଚୂନା ଚୂନା ତାରାଫୁଲ ଆଜି କିଏ ଚୁମି ଚୁମି ଗଲା ହାଏ ହଜି କିମ୍ପା ତାର ମଧୁଛୁଆଁ ଆଣେ ଏ ନିଶୀଥେ ମାୟା କିମ୍ପା ତାର ମଧୁଛୁଆଁ ଆଣେ ଏ ନିଶୀଥେ ମାୟା ପାରେନାହିଁ ମୁହିଁ ବୁଝି ହାଏ ପାଏନା ମୁଁ ତା'ରେ ଖୋଜି ସେଇ ଚୂନା ଚୂନା ତାରାଫୁଲେ ଆଜି ॥ ସେ ଯେ ଭରା ବଉଳର ମିଠା ମିଠା ମହକରେ କିମ୍ପା ଆଣେ ଶିହରଣ ମରମେ ପୁଲକ ଭରେ ଧିମା ଧିମା ସମୀରରେ ଝିଲ୍ଲୀର ସୁରେ ସୁରେ ଅତୀତ ମୋ ଦେଲା ଭାଜି ପାଏନା ମୁଁ ତା'ରେ ଖୋଜି ସେଇ ଚୂନା ଚୂନା ତାରାଫୁଲେ ଆଜି କିଏ ଚୁମିଚୁମି ଗଲା ହାଏ ହଜି ॥୧॥ ଆଖିରେ ମୋ ଦେଇଗଲା କୁହୁକ କଜଳ ଯେ ପାଇଁକି ଦିଶେ ସବୁ ସବୁଜ ମଧୁର ସେ ଯେ ଝରା ଶିଶିରରେ ଟୋପା ଟୋପା ଅଭିମାନ ଦେଇଗଲା ଉପହାର ତୋଳିନେଲା ମୋର ମନ ଚୂନା ଚୂନା ଭାବନାରେ ରଙ୍ଗୀନ କରି ଧୀରେ ଆଗତ ମୋ ଦେଲା ସାଜି ଆଗତ ମୋ ଦେଲା ସାଜି ଏଇ ଚୂନା ଚୂନା ତାରାଫୁଲେ ଆଜି ଏଇ ଚୂନା ଚୂନା ତାରାଫୁଲେ ଆଜି ॥୨॥ YouTube ରେ ସେଇ ଚୂନା ଚୂନା ତାରାଫୁଲେ ଆଜି ସେଇ ଚୂନା ଚୂନା ତାରାଫୁଲେ ଆଜି: ଲତା ମଙ୍ଗେସକର ଙ୍କ କଣ୍ଠରେ, ଶାନ୍ତନୁ ମହାପାତ୍ର ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଗୁରୁକୃଷ୍ଣ ଗୋସ୍ୱା...
ରାତି ପାହିଗଲା ଶେଯରେ ଶେଯରେ ରାଧା ଶୋଇନାହିଁ - Rati Pahigala Sejare Sejare Radha Shoinahin Lyrics
- Get link
- X
- Other Apps
ଏହି ଗୀତଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ଜଣେ ପାଠକ ୬ ଜୁନ୍ ୨୦୨୧ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ । == ଓଡ଼ିଆ == ଗୀତ : ରାତି ପାହିଗଲା ଶେଯରେ ଶେଯରେ ରାଧା ଭାଷା : ଓଡ଼ିଆ ଆଲବମ : ସୁନା ସବାରିରେ ଯିବୁ ସ୍ୱର୍ଗପୂରେ କଣ୍ଠ : ସୁରେଶ ୱାଡ଼କର ଗୀତିକାର : ଗଣେଶ୍ୱର ମହାପାତ୍ର ସଂଗୀତ ନିର୍ଦ୍ଦେଶନା : ମଳୟ ମିଶ୍ର ମସିହା : ୨୦୦୮ ରାତି ପାହିଗଲା ଶେଯରେ ରାଧା ଶୋଇନାହିଁ ନିଦରେ ହୋ..ରାତି ପାହିଗଲା ଶେଯରେ ଶେଯରେ ରାଧା ଶୋଇନାହିଁ ନିଦରେ ସୁରୁଜ ଉଇଁଲେ କାହ୍ନୁ ଚାଲିଯିବ ସୁରୁଜ ଉଇଁଲେ କାହ୍ନୁ ଚାଲିଯିବ ତା ବଇଁଶୀ ତା ନୂପୁର ତା ବଇଁଶୀ ତା ନୂପୁର ଶୁଭିବନି କୁଞ୍ଜରେ ରାତି ପାହିଗଲା ଶେଯରେ ଶେଯରେ ରାଧା ଶୋଇନାହିଁ ନିଦରେ ହୋ..ରାତି ପାହିଗଲା ଶେଯରେ ଶେଯରେ ରାଧା ଶୋଇନାହିଁ ନିଦରେ ॥ ଗୋପରେ ଲିଭିବ ସେ ଗୋପଚନ୍ଦ୍ରମା ଡର ଲାଗେ କାଳେ ଫେରିବନି ଜମା ହୋ..ଗୋପରେ ଲିଭିବ ସେ ଗୋପଚନ୍ଦ୍ରମା ଡର ଲାଗେ କାଳେ ଫେରିବନି ଜମା ଯମୁନା ବଢ଼ିବ ରାଧାର ଲୁହରେ ଗୋଠ ଭରିଯିବ ବଉଳ କୋହରେ କିଏ ଆଉ ଯିବ କାହିଁ କିଏ ଆଉ ଯିବ କାହିଁ ଯମୁନା କୁ ସଞ୍ଜରେ ରାତି ପାହିଗଲା ଶେଯରେ ଶେଯରେ ରାଧା ଶୋଇନାହିଁ ନିଦରେ ହୋ..ରାତି ପାହିଗଲା ଶେଯରେ ଶେଯରେ ରାଧା ଶୋଇନାହିଁ ନିଦରେ ॥୧॥ ସକାଳ ସୁରୁଜ ଆସିଲେ ଦେଖିବ ଗୋପପୁର ସାର...
ଝୁମ୍କା ଟିକେ ତୁ ତ ହଲେଇଦେ - Jhumka Tike Tu Ta Haleide Lyrics
- Get link
- X
- Other Apps
== ଓଡ଼ିଆ == ଗୀତ : ଝୁମ୍କା ଟିକେ ତୁ ତ ହଲେଇଦେ ଭାଷା : ଓଡ଼ିଆ ଚଳଚିତ୍ର : ଚିହ୍ନା ଅଚିହ୍ନା କଣ୍ଠ : ତାନ୍ସେନ୍ ସିଂ ଗୀତିକାର : ବିନୋଦ ନନ୍ଦ ସଂଗୀତ ନିର୍ଦ୍ଦେଶକ : ବାସୁଦେବ ରଥ ମସିହା : ୧୯୭୯ ଝୁମ୍କା ଟିକେ ତୁ ତ ହଲେଇଦେ ରୁମ୍ଝୁମ୍ କରି ଟିକେ ବଜେଇଦେ ଝୁମ୍କା ଟିକେ ତୁ ତ ହଲେଇଦେ ରୁମ୍ଝୁମ୍ କରି ଟିକେ ବଜେଇଦେ ବଜେଇଦେ..ବଜେଇଦେ..ବଜେଇଦେ.. ବେଣୀ ତୋ ହଲିବ ମନ ମୋ ନାଚିବ ଗେଲି ତୁ ହସିଲେ ମୁକୁତା ଝରିବ ବେଣୀ ତୋ ହଲିବ ମନ ମୋ ନାଚିବ ଗେଲି ତୁ ହସିଲେ ମୁକୁତା ଝରିବ ଆଲୋ ତୁ ତ ମୋର ପରି ଆରେ କିଏ ହେବ ତୋର ସରି ଆଲୋ ତୁ ତ ମୋର ପରି ଆରେ କିଏ ହେବ ତୋର ସରି ହେ..ଏଇ..ଏଇ..ଏଇ..ଏଇ ଝୁମ୍କା ଟିକେ ତୁ ତ ହଲେଇଦେ ରୁମ୍ଝୁମ୍ କରି ଟିକେ ବଜେଇଦେ ଝୁମ୍କା ଟିକେ ତୁ ତ ହଲେଇଦେ ॥ ଝୁଲି ଝୁଲି ତୁହି ଚାଲୁଚୁ ଏମିତି ମନକୁ ନଉଚୁ ଟାଣି ମନ ମୋ ଚାହୁଁଚି ଏଇଲାଗି ତୋତେ କରନ୍ତିକି ପାଟରାଣୀ ଝୁଲି ଝୁଲି ତୁହି ଚାଲୁଚୁ ଏମିତି ମନକୁ ନଉଚୁ ଟାଣି ମନ ମୋ ଚାହୁଁଚି ଏଇଲାଗି ତୋତେ କରନ୍ତିକି ପାଟରାଣୀ ତୋରି ପାଇଁ ମୁଁ ସବୁ ଭୁଲିଲି ଭଲା ମୁଁ ତୋତେ ଭଲପାଇଲି ହେଲେ ଜାଣି ତୁ ଅଜଣା କାହିଁକି ମନ ଖୋଲି କହିଦେ ଝୁମ୍କା ଟିକେ ତୁ ତ ହଲେଇଦେ ରୁମ୍ଝୁମ୍ କରି ଟିକେ ବଜେଇଦେ ଝୁମ୍କା ଟିକେ ତୁ ତ ହଲେଇଦେ ॥୧॥ ଯାହା ତୁ କହିବୁ ତାହା ମୁଁ କରିବି ସିନେମା ଦେଖେଇ ନେବି ଘରେ ତୁ ବସିବୁ ରୋଷେଇ ନ କରି ହୋଟେଲରେ ଖୁଆଇବି ଯାହା ତ...
ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ
== ଓଡ଼ିଆ == ଶ୍ଳୋକ : ଦାମୋଦର ଅଷ୍ଟକଂ, ପଦ୍ମପୁରାଣ ଭାଷା : ସଂସ୍କୃତ ଗୀତିକାର : ବ୍ୟାସଦେବ ନମାମିଶ୍ଵରଂ ସଚ୍ଚିଦାନନ୍ଦ ରୂପମ୍ ଲସତ୍ କୁଣ୍ଡଲଂ ଗୋକୁଲେ ଭ୍ରାଜମାନମ୍ ୟଶୋଦା ଭିୟୋଲୁଖଲାଦ୍ ଧାବମାନଂ ପରାମୃଷ୍ଟମ୍ ଅତ୍ୟନ୍ତତୋ ଦୃତ୍ୟ ଗୋପ୍ୟା ॥ ୧ ॥ ରୁଦନ୍ତଂ ମୁହୁର୍ ନେତ୍ର ୟୁଗ୍ମଂ ମୃଜନ୍ତମ୍ କରାମ୍ଭୋଜ ୟୁଗ୍ମେନ ସାତଙ୍କ ନେତ୍ରମ୍ ମୁହୁଃ ଶ୍ଵାସ କମ୍ପ ତ୍ରିରେଖାଙ୍କ କଣ୍ଠ ସ୍ଥିତ ଗ୍ରୈବଂ ଦାମୋଦରଂ ଭକ୍ତି ବଦ୍ଧମ୍ ॥ ୨ ॥ ଇତିଦୃକ୍ ସ୍ଵଲୀଲାଭିର୍ ଆନନ୍ଦ କୁଣ୍ଡେ ସ୍ଵଘୋଷମ୍ ନିମଜ୍ଜନ୍ତମ୍ ଆଖ୍ୟାପୟନ୍ତମ୍ ତଦୀୟେଷିତ ଜ୍ଞେଷୁ ଭକ୍ତୈର୍ ଜିତତ୍ବଂ ପୁନଃ ପ୍ରେମତସ୍ ତଂ ଶତାବୃତ୍ତି ବନ୍ଦେ ॥ ୩ ॥ ବରଂ ଦେବ ମୋକ୍ଷଂ ନ ମୋକ୍ଷାବଧିଂ ବା ନ ଚାନ୍ୟମ୍ ବୃଣେ ‘ହଂ ବରେଷାଦ୍ ଅପିହ ଇଦଂ ତେ ବପୁର୍ ନାଥ ଗୋପାଲ ବାଲଂ ସଦା ମେ ମନସ୍ୟାବିରାସ୍ତାଂ କିମ୍ ଅନୈଃ ॥ ୪ ॥ ଇଦଂ ତେ ମୁଖାମ୍ଭୋଜମ୍ ଅତ୍ୟନ୍ତ ନୀଲୈର୍ ବୃତଂ କୁନ୍ତଲୈଃ ସ୍ନିଗ୍ଧ ରକ୍ତୈଶ୍ଚ ଗୋପ୍ୟା ମୁହୁଶ୍ ଚୁମ୍ବିତଂ ବିମ୍ବ ରକ୍ତାଧରଂ ମେ ମନସ୍ୟାବିରାସ୍ତାମଲଂ ଲକ୍ଷ ଲାଭୈଃ ॥ ୫ ॥ ନମୋ ଦେବ ଦାମୋଦରାନନ୍ତ ବିଷ୍ଣୋ ପ୍ରସୀଦ ପ୍ରଭୋ ଦୁଃଖ ଜାଲାବ୍ଦ୍ଧି ମଗ୍ନମ୍ କୃପା ଦୃଷ୍ଟି ବୃଷ୍ଟ୍ଯାତି ଦୀନଂବତାନୁ ଗୃହାଣେସ ମାମଜ୍ଞମ୍ ଏଧ୍ୟକ୍ଷି ଦୃଶ୍ୟହଃ ॥ ୬ ॥ କୁବେରାତ୍ମଜୌ ବଦ୍ଧ ମୂର୍ତୈବ ୟବ୍ଦତ୍ ତ୍ଵୟା ମୋଚିତୌ ଭକ୍ତି ଭାଜୌ କୃତୌ ଚ ତଥା ପ୍ର...
ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics
== ଓଡ଼ିଆ == ଗୀତ : ଶ୍ରିତ କମଲା କୁଚ ମଣ୍ଡଲ ଭାଷା : ସଂସ୍କୃତ ପୋଥି / ପୁସ୍ତକ : ଗୀତ ଗୋବିନ୍ଦ କଣ୍ଠ : ନମିତା ଅଗ୍ରୱାଲ ଗୀତିକାର : ଶ୍ରୀ ଜୟଦେବ ଗୋସ୍ଵାମୀ ସଙ୍ଗୀତ ନିର୍ଦ୍ଦେଶକ : ରାଖାଲ ମହାନ୍ତି ମସିହା : ୨୦୦୬ ଶ୍ରିତ-କମଲା-କୁଚ-ମଣ୍ଡଲ, ଧୃତ-କୁଣ୍ଡଲ କଲିତ-ଲଲିତ-ବନମାଲ, ଜୟ ଜୟ ଦେବ ହରେ ॥୧॥ ଦିନମଣି-ମଣ୍ଡଲ-ମଣ୍ଡନ, ଭବ-ଖଣ୍ଡନ ମୁନିଜନ-ମାନସ-ହଂସ, ଜୟ ଜୟ ଦେବ ହରେ ॥୨॥ କାଲିୟ-ବିଷଧର-ଗଞ୍ଜନ, ଜନ-ରଞ୍ଜନ ୟଦୁକୁଲ-ନଲିନ-ଦିନେଶ, ଜୟ ଜୟ ଦେବ ହରେ ॥୩॥ ମଧୁ-ମୁର-ନରକ-ବିନାଶନ, ଗରୁଡ଼ାସନ ସୁରକୁଲ-କେଲି-ନିଦାନ, ଜୟ ଜୟ ଦେବ ହରେ ॥୪॥ ଅମଲ-କମଲ-ଦଲ-ଲୋଚନ, ଭବ-ମୋଚନ ତ୍ରିଭୁବନ-ଭବନ-ନିଧାନ, ଜୟ ଜୟ ଦେବ ହରେ ॥୫॥ ଜନକ-ସୁତାକୃତ-ଭୂଷଣ, ଜିତ-ଦୂଷଣ ସମର-ଶମିତ-ଦଶକଣ୍ଠ, ଜୟ ଜୟ ଦେବ ହରେ ॥୬॥ ଅଭିନବ-ଜଲଧର-ସୁନ୍ଦର, ଧୃତ-ମନ୍ଦର ଶ୍ରୀମୁଖ-ଚନ୍ଦ୍ର-ଚକୋର, ଜୟ ଜୟ ଦେବ ହରେ ॥୭॥ ତବ ଚରଣେ ପ୍ରଣତାବୟମ୍, ଇତି ଭାବୟ କୁରୁ କୁଶଲଂ ପ୍ରଣତେଷୁ, ଜୟ ଜୟ ଦେବ ହରେ ॥୮॥ ଶ୍ରୀ-ଜୟଦେବ-କବେରିଦଂ, କୁରୁତେ ମୁଦମ୍ ମଙ୍ଗଳମ୍-ଉଜ୍ଜ୍ୱଳ-ଗୀତଂ, ଜୟ ଜୟ ଦେବ ହରେ ॥୯॥ ଇତି ଶ୍ରୀ ଜୟଦେବ ବିରଚିତଂ ମଙ୍ଗଲଗୀତଂ ସମ୍ପୂର୍ଣ୍ଣମ୍ ॥ Note on usage of filler words hey (है), E (ए), Hari (हरि) etc: Numerous artists around the w...
ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics
== ଓଡ଼ିଆ == ଗୀତ : ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି ଭାଷା : ଓଡ଼ିଆ କଣ୍ଠ : ଲକ୍ଷ୍ମୀକାନ୍ତ ପାଲିତ ଗୀତିକାର : ଗୋଦାବରୀଶ ମହାପାତ୍ର ସଂଗୀତ ନିର୍ଦ୍ଦେଶକ : ଲକ୍ଷ୍ମୀକାନ୍ତ ପାଲିତ ଦୁର୍ଗମ ଗିରି ଦୁର୍ଗ ପ୍ରାଚୀର ଜୀର୍ଣ୍ଣ ଦୁଆରେ ବସି, ଡାକେ ତାନ୍ତ୍ରିକ ମନ୍ତ୍ର ସାଧନେ ଜାଗ୍ରତ ପୁରବାସୀ ! ପୃଥ୍ଵୀ ବିଦାରି ବାରବାଟୀ ମଡ଼ା ଉଠ ଉଠ ଚଞ୍ଚଳ, ଖୋରଧାର ଶତ ସରଦାର ଶିର କର ଉନ୍ନତତର ! ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି, ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି ॥୧॥ ମେଘାସନ ତଳ ମନ୍ଦ୍ର-ନିନାଦ ବାଜେ ଫୁଲଝର ବୁକେ, ରାଇବଣିଆର ରଣ ସଙ୍ଗୀତ ଗଞ୍ଜାମ ପଥେ ଡାକେ । ସିଂଭୂମ କହେ ମରଣ ଦୁଆରେ ବିଶାଖାପାଟଣା ଚାହିଁ, ସନ୍ତାନ ମୁଖେ, ଶମଶାନ ବୁକେ ପ୍ରାଣ ସଙ୍କେତ ନାହିଁ । ଉଠ ଦୁର୍ବଳ, ଜାଗ କଙ୍କାଳ, ଛିଡ଼ୁ ଶୃଙ୍ଖଳ ଆଜି, ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି ॥୨॥ ଚିର ବନ୍ଦିତା ବନ୍ଦିନୀ ମାଆ ବନ୍ଧନ ଫେଇବାରେ, ସମ୍ବଲପୁର ସମ୍ବଳ ବୀର ଦମ୍ଭ କି ନାହିଁ ଧରେ ? ଗଙ୍ଗା ଧୋଇଲା ଚିକୁର ଯାହାର, କୃଷ୍ଣା ଚରଣ ତଳ, ଶମଶାନ ଆଜି ମଡ଼ାଦେଶ ଆଜି, ଏହି ସେ ଉତ୍କଳ । ଜାଗ ଦୁର୍ବଳ, ଛିଡ଼ୁ ଶୃଙ୍ଖଳ, ଉଠ କଙ୍କାଳ ଆଜି, ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି ॥୩॥ ନିଜାମ ଭୁବନେ କଳବର୍ଗର ଅର୍ଗଳ ଏଡ଼ି ଦିନେ, ଗଜପତି ବୀର ‘ବେରାର’ ଭେଦିଲା ଜୟ ଗୌରବ ଗାନେ । ଦୁର୍ବାର ଗଡ଼,...
ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics
== ଓଡ଼ିଆ == ଭଜନ : ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ ଭାଷା : ଓଡ଼ିଆ ଆଲବମ : ମୟୂର ଚନ୍ଦ୍ରିକା କଣ୍ଠ : ସୋନୁ ନିଗମ ଗୀତିକାର : ଶ୍ରୀକାନ୍ତ ଗୌତମ ସଂଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ ଲେବେଲ : ଟି ସିରିଜ୍ ମସିହା : ୧୯୯୪ ତୋ ଆଗରେ କିଛି ଧୂପ, ମୋ ଆଗରେ କିଛି ଧୂପ ତୋ ଦେହରେ କିଛି ଫୁଲ, ମୋ ଦେହରେ କିଛି ଫୁଲ ତୋ ପାଇଁ ଦୀପ ଟିଏ, ମୋ ପାଇଁ ଦୀପ ଟିଏ ତୋ ବେକରେ ମାଳ ଟିଏ, ମୋ ବେକରେ ମାଳ ଟିଏ ତୁ ବଡ଼ ଦାଣ୍ଡେ ଯିବୁ, ମୁଁ ବଡ଼ ଦାଣ୍ଡେ ଯିବୁ ତତେ ଟାଣି ଟାଣି ନେବେ, ମୋତେ ବୋହି ବୋହି ନେବେ ନନ୍ଦିଘୋଷରେ ତୁ ଯିବୁ, ମୁଁ ଯେ କୋକେଇରେ ଯିବି ଶ୍ରୀଗୁଣ୍ଡିଚାକୁ ତୁ ଯିବୁ, ମୁଁ ଯେ ସ୍ଵର୍ଗଦ୍ଵାର ଯିବି ନନ୍ଦିଘୋଷରେ ତୁ ଯିବୁ, ମୁଁ ଯେ କୋକେଇରେ ଯିବି ଶ୍ରୀଗୁଣ୍ଡିଚାକୁ ତୁ ଯିବୁ, ମୁଁ ଯେ ସ୍ଵର୍ଗଦ୍ଵାର ଯିବି କାଳିଆ...ରେ କାଳିଆ...କାଳିଆ... ॥୧॥ ତୋ ଆଗେ ହରିବୋଲ, ମୋ ଆଗେ ରାମ ନାମ ତୋ ଦେହେ ପାଟ ଲୁଗା, ମୋ ଦେହେ ଧଳା ଲୁଗା ତୋ ଆଗେ ହରିବୋଲ, ମୋ ଆଗେ ରାମ ନାମ ତୋ ଦେହେ ପାଟ ଲୁଗା, ମୋ ଦେହେ ଧଳା ଲୁଗା ତୋ ମଥାରେ ସିନ୍ଦୁର, ମୋ ମଥାରେ ଅଭିର ତୁ ବସି ବସି ଯିବୁ, ମୁଁ ଶୋଇ ଶୋଇ ଯିବି ତୁ ହାତେ ହାତେ ଯିବୁ, ମୁଁ କାନ୍ଧେ କାନ୍ଧେ ଯିବି ତୁ ଆଖି ମେଲି ଥିବୁ, ମୁଁ ଆଖି ବୁଜିଥିବି ତୁ ସଭିଙ୍କୁ ଦେଖୁଥିବୁ, ମୁଁ ଦେଖି ନପାରିବି ନନ୍ଦିଘୋଷରେ ତୁ ଯିବୁ, ମୁ...
ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics
== ଓଡ଼ିଆ == ଭଜନ : ଷାଠିଏ ପଉଟି ଭୋଗରୁ ତୁମର ଭାଷା : ଓଡ଼ିଆ ଆଲବମ : ଭଜନ ଶରଧା କଣ୍ଠ : ଭିକା ରି ବଳ ଗୀତିକାର : ରାଧାନାଥ ଦାସ ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ ମସିହା : ୧୯୮୯ ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି କୁହ ତେବେ କେଉଁ ଅପରାଧେ ମୋତେ କୁହ ତେବେ କେଉଁ ଅପରାଧେ ମୋତେ କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି କୁହ ତେବେ କେଉଁ ଅପରାଧେ ମୋତେ କୁହ ତେବେ କେଉଁ ଅପରାଧେ ମୋତେ କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ॥ ଭିକାରି କରିବା ଯେବେ ତୁମ ଇଚ୍ଛା ଭିକାରି କରିବା ଯେବେ ତୁମ ଇଚ୍ଛା ନାହିଁ ମୋ ମନରେ ଦୁଃଖ ସିଂହଦ୍ଵାର ବିନା ଆନ ଦୁଆରକୁ ସିଂହଦ୍ଵାର ବିନା ଆନ ଦୁଆରକୁ ମୁଁ ମାଗି ଯିବି ନାହିଁ ଭିକ ଆହେ ଇଚ୍ଛାମୟ ଇଚ୍ଛାରେ ତୁମରି ଆହେ ଇଚ୍ଛାମୟ ଇଚ୍ଛାରେ ତୁମରି ଦିଅ ମୋର ଥାଳ ଭରି କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ॥୧॥ ଜାଣିଶୁଣି ଯେବେ ଚେଇଁ ଶୋଇଥିବ ପ୍ରଭୁହେ..ପ୍ରଭୁ.. ... ଜାଣିଶୁଣି ଯେବେ ଚେଇଁ ଶୋଇଥିବ ମୁଁ କହିବି କାହାକୁ ଆଉ ଆଉ କାହା ପାଶେ ପତାଇବି ହାତ ତୁମେ ପ୍ରଭୁ ଥାଉ ଥାଉ ଖାଲି ହାତେ ପଛେ ଫେରିଯିବି ପ୍ରଭୁ ଖାଲି ହାତେ...