Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ତୋ ଛାତି ଭିତରେ କରିଦେବି ସର୍ଜିକାଲ ସ୍ଟ୍ରାଇକ୍ - To Chhati Bhitare Karidebi Surgical Strike Lyrics

== ଓଡ଼ିଆ ==

ଫିଲ୍ମଗୀତ: ତୋ ଛାତି ଭିତରେ କରିଦେବି ସର୍ଜିକାଲ ସ୍ଟ୍ରାଇକ୍
ଭାଷା: ଓଡ଼ିଆ
ଚଳଚିତ୍ର: ଗୋଲ୍ ମାଲ୍ ଲଭ
କଣ୍ଠ: ହ୍ୟୁମାନ ସାଗର
ଗୀତିକାର: ନିର୍ମଳ ନାୟକ
ସଙ୍ଗୀତ ନିର୍ଦ୍ଦେଶକ: ଅଭିଜିତ ମଜୁମଦାର
ମସିହା: ୨୦୧୯


କେତେ ଗୁଳି ଫୁଟଉଛୁ ଆଖିରେ.. ଆଖିରେ..
ମୋତେ ଶୁଆଇ ଦଉନୁ ରାତିରେ.. ରାତିରେ..
କେତେ ଗୁଳି ଫୁଟଉଛୁ ଆଖିରେ.. ଆଖିରେ..
ମୋତେ ଶୁଆଇ ଦଉନୁ ରାତିରେ.. ରାତିରେ..

ଆ ବଡ଼ର ଡ଼େଇଁ ଚାଲିଆ ଥରେ
କଥା ହେଇଯିବା ଶାନ୍ତିରେ
ମମ୍ମୀ କସମ୍ ମୋତେ ଯଦି
ମମ୍ମୀ କସମ୍ ମୋତେ ଯଦି
କରିବୁନି ତୁ ଲାଇକ.. ଲାଇକ.. ଲାଇକ..
ତୋ ଛାତି ଭିତରେ କରିଦେବି
ସର୍ଜିକାଲ ସ୍ଟ୍ରାଇକ୍ ଲୋ ବେବି ସର୍ଜିକାଲ ସ୍ଟ୍ରାଇକ୍
ତୋ ଛାତି ଭିତରେ କରିଦେବି
ସର୍ଜିକାଲ ସ୍ଟ୍ରାଇକ୍ ଲୋ ବେବି ସର୍ଜିକାଲ ସ୍ଟ୍ରାଇକ୍
ତୋ ଛାତିଭିତରେ.. କରିଦେବି..
ସର୍ଜିକାଲ ସ୍ଟ୍ରାଇକ୍ ଲୋ ବେବି ସର୍ଜିକାଲ ସ୍ଟ୍ରାଇକ୍
ସର୍ଜିକାଲ ସ୍ଟ୍ରାଇକ୍ ଲୋ ବେବି ସର୍ଜିକାଲ ସ୍ଟ୍ରାଇକ୍ ॥


ଆରେ ତୋର ମୋର ଲଭ ଷ୍ଟୋରି ଚର୍ଚ୍ଚା ଏବେ ଉଠେ
ତୁ ତ ମୋର ଟାର୍ଗେଟ ବୋଲି ସଭିଙ୍କ ଛାତି ଫାଟେ
ହାଁ.. ତୋର ମୋର ଲଭ ଷ୍ଟୋରି ଚର୍ଚ୍ଚା ଏବେ ଉଠେ
ତୁ ତ ମୋର ଟାର୍ଗେଟ ବୋଲି ସଭିଙ୍କ ଛାତି ଫାଟେ
କେତେ ମିସାଇଲ୍ ଛାଡ଼ୁ ଓଠରେ.. ଓଠରେ..
ମନ ଚିପିକି ଗଲାଣି ତୋ'ଠାରେ.. ତୋ'ଠାରେ..
ପ୍ରେମ ଏଲୋସି ଡ଼େଇଁ ଆଲୋ ଧାଇଁ ରହୁଛି ଭାରି କଷ୍ଟରେ

ମମ୍ମୀ କସମ୍ ମୋତେ ଯଦି
ମମ୍ମୀ କସମ୍ ମୋତେ ଯଦି
କରିବୁନି ତୁ ଲାଇକ.. ଲାଇକ.. ଲାଇକ..
ତୋ ଛାତି ଭିତରେ କରିଦେବି 
ସର୍ଜିକାଲ ସ୍ଟ୍ରାଇକ୍ ଲୋ ବେବି ସର୍ଜିକାଲ ସ୍ଟ୍ରାଇକ୍
ହୋଏ ହୋଏ ଛାତି ଭିତରେ କରିଦେବି ସର୍ଜିକାଲ ସ୍ଟ୍ରାଇକ୍ ଲୋ ବେବି ସର୍ଜିକାଲ ସ୍ଟ୍ରାଇକ୍
ତୋ ଛାତି ଭିତରେ.. କରିଦେବି..
ସର୍ଜିକାଲ ସ୍ଟ୍ରାଇକ୍ ଲୋ ବେବି ସର୍ଜିକାଲ ସ୍ଟ୍ରାଇକ୍
ସର୍ଜିକାଲ ସ୍ଟ୍ରାଇକ୍ ଲୋ ବେବି ସର୍ଜିକାଲ ସ୍ଟ୍ରାଇକ୍ ॥୧॥


ଏଟାକ୍ ଯଦି କରିଛୁ ମୋତେ ଛାଡ଼ିବି ନାହିଁ ଜମା
ତୋ ଗୋରା ଗାଲରେ ଗଦେଇ ଦେବି କାର୍ଗିଲି ବାଲା ଚୁମ୍ମା
ହାଁ.. ଏଟାକ୍ ଯଦି କରିଛୁ ମୋତେ ଛାଡ଼ିବି ନାହିଁ ଜମା
ତୋ ଗୋରା ଗାଲରେ ଗଦେଇ ଦେବି କାର୍ଗିଲି ବାଲା ଚୁମ୍ମା
କେତେ ବମ୍ ପକଉଛୁ ହାର୍ଟରେ.. ହାର୍ଟରେ..
ଚାଲ ଲଡ଼େଇ କରିବା ଷ୍ଟାର୍ଟରେ.. ଷ୍ଟାର୍ଟରେ..
ଆରେ ଜଣା ପଡ଼ିବ ଲଭ ଖେଳରେ କିଏ କେତେ ସ୍ମାର୍ଟରେ  

ମମ୍ମୀ କସମ୍ ମୋତେ ଯଦି
ମମ୍ମୀ କସମ୍ ମୋତେ ଯଦି
କରିବୁନି ତୁ ଲାଇକ.. ଲାଇକ.. ଲାଇକ..
ତୋ ଛାତି ଭିତରେ କରିଦେବି
ସର୍ଜିକାଲ ସ୍ଟ୍ରାଇକ୍ ଲୋ ବେବି ସର୍ଜିକାଲ ସ୍ଟ୍ରାଇକ୍
ତୋ ଛାତି ଭିତରେ କରିଦେବି
ସର୍ଜିକାଲ ସ୍ଟ୍ରାଇକ୍ ଲୋ ବେବି ସର୍ଜିକାଲ ସ୍ଟ୍ରାଇକ୍
ତୋ ଛାତି ଭିତରେ.. କରିଦେବି..
ସର୍ଜିକାଲ ସ୍ଟ୍ରାଇକ୍ ଲୋ ବେବି ସର୍ଜିକାଲ ସ୍ଟ୍ରାଇକ୍
ସର୍ଜିକାଲ ସ୍ଟ୍ରାଇକ୍ ଲୋ ବେବି ସର୍ଜିକାଲ ସ୍ଟ୍ରାଇକ୍ ॥୨॥


YouTube ରେ ତୋ ଛାତି ଭିତରେ କରିଦେବି ସର୍ଜିକାଲ ସ୍ଟ୍ରାଇକ୍



== English ==

Movie Song: To Chhati Bhitare Karidebi Surgical Strike
Language: Odia
Movie: Gol Mal Love
Singer: Humane Sagar
Lyricist: Nirmal Nayak
Music Director: Abhijit Majumdar
Year: 2019

Kete guli phutauchhu akhire.. akhire..
Mote shuai daunu ratire.. ratire..
Kete guli phutauchhu akhire.. akhire..
Mote shuai daunu ratire.. ratire..

Aa badara dein chalia thare
Katha heijiba shantire
Mummy kasam mote jadi
Mummy kasam mote jadi
Karibuni tu like.. like.. like..
To chhati bhitare karidebi
Surgical strike lo baby surgical strike

To chhati bhitare karidebi
Surgical strike lo baby surgical strike
To chhati bhitare.. karidebi..
Surgical strike lo baby surgical strike
Surgical strike lo baby surgical strike ॥


Aare tora mora love story charcha ebe uthe
Tu ta mora target boli sabhinka chhati phute
Han.. tora mora love story charcha ebe uthe
Tu ta mora target boli sabhinka chhati phute
Kete missile chhadu othare.. othare..
Mana chipiki galani to’thare.. to’thare..
Prema elosi dein aalo dhain rahichhu bhari kastare

Mummy kasam mote jadi
Mummy kasam mote jadi
Karibuni tu like.. like.. like..
To chhati bhitare karidebi
Surgical strike lo baby surgical strike
Hoe hoe chhati bhitare karidebi surgical strike lo baby surgical strike   
To chhati bhitare.. karidebi..
Surgical strike lo baby surgical strike
Surgical strike lo baby surgical strike ॥1॥


Attack jadi karichhu mote chhadibi nahin jama
To gora galare gadei debi cargilli bala chumma
Han.. attack jadi karichhu mote chhadibi nahin jama
To gora galare gadei debi cargilli bala chumma
Kete bam pakauchhu heartre.. heartre..
Chal ladhei kariba startre.. Startre..
Aare jana padiba love khelare kie kete smartre

Mummy kasam mote jadi
Mummy kasam mote jadi
Karibuni tu like.. like.. like..
To chhati bhitare karidebi
Surgical strike lo baby surgical strike 
To chhati bhitare karidebi
Surgical strike lo baby surgical strike
To chhati bhitare.. Karidebi..
Surgical strike lo baby surgical strike
Surgical strike lo baby surgical strike ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on e jibana jaubana sabu para lyrics odia: “ଅଶେଷ ଧନ୍ୟବାଦ । ଆଉ କେଉଁ ଗୀତ ଆପଣଙ୍କ ପସନ୍ଦ କମେଣ୍ଟ କରି ଜଣାଇବେ ।- "ଦି ସ୍ମରଣିକା" ଟିମ୍”

Anonymous commented on e jibana jaubana sabu para lyrics odia: “Jay Jagannath ”

Anonymous commented on kala manikare dhire ghena lyrics odia: “Dhire ghena kanana re krushna bilambita ra meaning in idia”

The Smaranika commented on olata brukhe kheluchhi lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

indiramishra commented on olata brukhe kheluchhi lyrics odia: “Beautiful song, ହୃଦୟସ୍ପର୍ଶୀ ଖୁବ ମର୍ମ ସ୍ପର୍ଶୀ ”

Anonymous commented on mangale ailaa usha lyrics odia: “Mata Sita nka darshana pain kie apekhya karichhi?”

Anonymous commented on kala manikare dhire ghena lyrics odia: “ପଶିବଇଁ ଶବ୍ଦର ଅର୍ଥ କ'ଣ?”

The Smaranika commented on utha kankala chhidu shrun lyrics odia: “Here it is:https://thesmaranika.blogspot.com/2019/11/vande-utkala-janani-v2-lyrics-odia.html”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ