Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ତମେ ମୋ ପାଖରେ ଥିଲ ହେଲେ ଲାଗୁଥିଲ ଦୂର ଦୂର - Tame mo pakhare thila hele laguthila dura dura Lyrics

ଏହି ଗୀତଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ଜଣେ ପାଠକ ୨୨ ଅପ୍ରେଲ ୨୦୧୯ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ

ଫିଲ୍ମଗୀତ: ତମେ ମୋ ପାଖରେ ଥିଲ ହେଲେ ଲାଗୁଥିଲ ଦୂର ଦୂର
ଭାଷା: ଓଡ଼ିଆ 
ଚଳଚିତ୍ର: ଚକା ଚକା ଭଉଁରୀ   
କଣ୍ଠ: ତପୁ ମିଶ୍ର, କୁମାର ବାପି  
ଗୀତିକାର: ଅରୁଣ ମନ୍ତ୍ରୀ
ସଙ୍ଗୀତ ନିର୍ଦ୍ଦେଶକ: ଶରତ ନାୟକ 
ମସିହା: ୨୦୦୭


== ଓଡ଼ିଆ ==

(ପୁ)
ତମେ ମୋ ପାଖରେ ଥିଲ
ହେଲେ ଲାଗୁଥିଲ ଦୂର ଦୂର
(ଝି)
ତମେ ମୋ ପାଖରେ ଥିଲ
ହେଲେ ଲାଗୁଥିଲ ଦୂର ଦୂର
(ପୁ)
କାହାକୁ ନଥିଲା ଖବର ମୋ ନିଜଠାରୁ
ପ୍ରିୟା ତମେ ଏତେ ନିଜର
ମନ ମୋର ଚୋରିକଲା ତମ ଚୋରା ନଜର 
ମନ ମୋର ଚୋରିକଲା ତମ ଚୋରା ନଜର
(ଝି)
ତମେ ମୋ ପାଖରେ ଥିଲ
ହେଲେ ଲାଗୁଥିଲ ଦୂର ଦୂର
(ପୁ)
ତମେ ମୋ ପାଖରେ ଥିଲ
ହେଲେ ଲାଗୁଥିଲ ଦୂର ଦୂର ॥୧॥


(ପୁ)
ଆଖିରେ ମୋ ନିଦ ଥିଲା ନିଦରେ ସପନ ଥିଲା 
ସେଇ ସପନରେ ଖାଲି ତମେ ନଥିଲ
(ଝି)
ଓଠରେ ମୋ କଥା ଥିଲା କଥାରେ କାହାଣୀ ଥିଲା
ସେଇ କାହାଣୀରେ ଖାଲି ତମେ ନଥିଲ 
(ପୁ)
କାହାକୁ ନଥିଲା ଖବର ସେଇକଥା
ସେ କାହାଣୀ ଏତେ ମଧୁର
ମଧୁଝରା ତମ ପ୍ରେମ ମନ କଲା ଅଧିର
ମଧୁଝରା ତମ ପ୍ରେମ ମନ କଲା ଅଧିର
(ଝି)
ତମେ ମୋ ପାଖରେ ଥିଲ
ହେଲେ ଲାଗୁଥିଲ ଦୂର ଦୂର
(ପୁ)
ତମେ ମୋ ପାଖରେ ଥିଲ
ହେଲେ ଲାଗୁଥିଲ ଦୂର ଦୂର ॥୨॥


(ଝି)
ବାଟ ଥିଲା ପାଦ ଥିଲା ଏକା ଏକା ଲାଗୁଥିଲା
ହାତଧରି ଚାଲିବାକୁ ତମେ ଆସିଲ
(ପୁ)
ଫୁଲ ଥିଲା ଋତୁ ଥିଲା ଫିକା ଫିକା ଲାଗୁଥିଲା
ସାତରଙ୍ଗ ଧରି ଆଜି ତମେ ଆସିଲ
(ଝି)
କାହାକୁ ନଥିଲା ଖବର ସେଇ ରଙ୍ଗ ସେଇ ଋତୁ
ଏତେ ସୁନ୍ଦର
ନୂଆ ନୂଆ ଲାଗେ ସାଥି ଏଇ ସ୍ଵପ୍ନ ଆମର 
ନୂଆ ନୂଆ ଲାଗେ ସାଥି ଏଇ ସ୍ଵପ୍ନ ଆମର 
(ପୁ)
ତମେ ମୋ ପାଖରେ ଥିଲ
ହେଲେ ଲାଗୁଥିଲ ଦୂର ଦୂର
(ଝି)
ତମେ ମୋ ପାଖରେ ଥିଲ
ହେଲେ ଲାଗୁଥିଲ ଦୂର ଦୂର ॥ ୩॥






==English ==

(M)
Tame mo pakhare thila
Hele laguthila dura dura
(F)
Tame mo pakhare thila
Hele laguthila dura dura
(M)
Kahaku nathila khabara mo nijatharu
Priya tame ete nijara
Mana mora chorikala tama chora najara
Mana mora chorikala tama chora najara
(F)
Tame mo pakhare thila
Hele laguthila dura dura
(M)
Tame mo pakhare thila
Hele laguthila dura dura ॥1॥


(M)
Aakhire mo nida thila nidare sapana thila
Sei sapanare khali tame nathila
(F)
Othare mo katha thila kathare kahani thila
Sei kahanire khali tame nathila
(M)
Kahaku nathila khabara seikatha
Se kahani ete madhura
Madhujhara tama prema mana kala adhira
Madhujhara tama prema mana kala adhira
(F)
Tame mo pakhare thila
Hele laguthila dura dura
(M)
Tame mo pakhare thila
Hele laguthila dura dura ॥2॥


(F)
Bata thila pada thila eka eka laguthila
Hatadhari chalibaku tame asila
(M)
Phula thila rutu thila
 phika phika laguthila
Sataranga dhari aji tame asila
(F)
Kahaku nathila khabara sei ranga rutu
Ete sundara
Nua nua lage sathi ei swapna amara
Nua nua lage sathi ei swapna amara
(M)
Tame mo pakhare thila
Hele laguthila dura dura
(F)
Tame mo pakhare thila
Hele laguthila dura dura ॥3॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...


Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ