Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଡ଼ାର୍ଲିଂଙ୍ଗ ପ୍ରେମରେ ତୋ ଫଲିଙ୍ଗ - Darling premare to falling Lyrics

ଫିଲ୍ମଗୀତ: ଡ଼ାର୍ଲିଂଙ୍ଗ ପ୍ରେମରେ ତୋ ଫଲିଙ୍ଗ
ଭାଷା: ଓଡ଼ିଆ 
ଚଳଚିତ୍ର: ସେଲଫିସ୍ ଦିଲ୍ 
କଣ୍ଠ: ହ୍ୟୁମାନ ସାଗର, ଅସୀମା ପଣ୍ଡା 
ଗୀତିକାର: ନିର୍ମଳ ନାୟକ
ସଙ୍ଗୀତ ନିର୍ଦ୍ଦେଶକ: ସୌମିତ୍ର ପଲ୍ଲାଇ


== ଓଡ଼ିଆ ==

(ପୁ)
ହାଏରେ.. ହାଏରେ
ହାଏରେ.. ହାଏରେ

ହାଏରେ.. ହାଏରେ.. ହାଏରେ
ହାଏରେ.. ହାଏରେ.. ହାଏରେ

ହାଏରେ ମୋ ଅନାରକଲି
ଦେଖିଲା ଦିନୁ ତୋତେ ଦିଲ୍ ଦେଇଦେଲି
(ଝି)
ଆରେ ମୋ ହିରୋ କଉଠି ତୁ ଥିଲୁ
ଆଖିରେ ଯେବେଠୁ ମିସ୍ କଲ ଦେଲୁ
ଛାତିରେ ବାଜେ ଟ୍ରିନ୍ ଟ୍ରିନ୍
(ପୁ)
ଡାଡା ଡାଡା ଡାର୍ଲିଂଙ୍ଗ
ପ୍ରେମରେ ତୋ ଫଲିଙ୍ଗ
ଏକଥା ମାର୍କେଟରେ ଚାରିଆଡ଼େ ହାଉଲିଙ୍ଗ
(ଝି)
ଡାଡା ଡାଡା ଡାର୍ଲିଂଙ୍ଗ
ପ୍ରେମରେ ତୋ ଫଲିଙ୍ଗ
ଏକଥା ମାର୍କେଟରେ ଚାରିଆଡ଼େ ହାଉଲିଙ୍ଗ ॥୧॥


(ଝି)
ଆଜି ଯାଏ ମୋ ପାଇଁ ତୁ ଥିଲୁରେ କୁଆଁରା
ପଡ଼ିଗଲୁ ଏବେ ଧରା
(ପୁ)
ହେ.. ତୁତୁ ତାରା ମନମୋର ତୋ ପାଇଁ ଆୱାର
ଆଲୋ ମୋ ରଙ୍ଗିଲି ପାରା
(ଝି)
ତୋ ବିନା ଏକା ମୁଁ ରହି ପାରୁନାହିଁ
ଊଡ଼େଇ ନେ ମୋତେ ସୁପରମ୍ୟାନ ହୋଇ
କରିନେ ତୋ ହିରୋଇନ୍
(ପୁ)
ଡାଡା ଡାଡା ଡାର୍ଲିଂଙ୍ଗ
ପ୍ରେମରେ ତୋ ଫଲିଙ୍ଗ
ଏକଥା ମାର୍କେଟରେ ଚାରିଆଡ଼େ ହାଉଲିଙ୍ଗ
(ଝି)
ଡାଡା ଡାଡା ଡାର୍ଲିଂଙ୍ଗ
ପ୍ରେମରେ ତୋ ଫଲିଙ୍ଗ
ଏକଥା ମାର୍କେଟରେ ଚାରିଆଡ଼େ ହାଉଲିଙ୍ଗ ॥୨॥


YouTube ରେ ଡ଼ାର୍ଲିଂଙ୍ଗ ପ୍ରେମରେ ତୋ ଫର୍ଲିଙ୍ଗ



== English ==

(M)
Haere.. haere
Haere.. haere

Haere.. haere.. haere
Haere.. haere.. haere

Haere mo anarakali
Dekhila dinu tote dil deideli
(F)
Aare mo hiro kauthi tu thilu
Aakhire jebethu miss call delu
Chhatire baje trin trin
(M)
Dada dada darling
Premare to falling
Ekatha marketre chariade hauling
(F)
Dada dada darling
Premare ta falling
Ekatha marketre chariade hauling ॥1॥


(F)
Aaji jae mo pain tu thilure kuanra
Padigalu ebe dhara
(M)
He.. tutu tara mana mora to pain awara
Aalo mo rangili para
(F)
To bina eka mun rahi parunahin
Udei ne mote supermyana hoi
Karine to hiroin
(M)
Dada dada darling
Premare ta falling
Ekatha marketre hauling
(F)
Dada dada darling
Premare ta falling
Ekatha marketre hauling ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ