Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ନୂଆ ଗୀତ ପଢ଼ନ୍ତୁ ଏଇଠି ➨ Smaranika.in ରେ

Computer ରେ ଓଡ଼ିଆ ଲେଖିବା କେମିତି - ଭାଗ ୨

ଉପାୟ - ୨: Google Transliteration Tool
ଉପାୟ - ୧ ରେ ଆମେ Microsoft Indic Language Input Tool ବିଷୟରେ ଶିଖି ଥିଲୁ। ଏବେ Google Transliteration Tool ବିଷୟ ରେ ଶିଖିବୁ।

ଏ Google Transliteration tool ଟିକୁ use କରି ଭାରତର ପ୍ରାୟ ସବୁ ଭାଷାରେ ଆପଣ ଲେଖି ପାରିବେ ଗୋଟିଏ editor ରେ।

ତଳ link କୁ right click କରି "Open link in New Tab" option select କରନ୍ତୁ।
http://google.com/transliterate/



Page open ହେଲା ପରେ, ବାମ ପଟେ ଯେଉଁଠି Hindi ଲେଖା ହୋଇଛି ସେଇଠି click କରନ୍ତୁ। 
Dropdown ରୁ Oriya select କରନ୍ତୁ। 

ତା ପରେ editor ରେ Enhlish ରେ ଆପଣଙ୍କ ନାମ ଲେଖି ଚାଲନ୍ତୁ। Space bar ଦବାଇବା କ୍ଷଣି ଆପଣଙ୍କ English ଲେଖା, ଓଡ଼ିଆରେ ଲେଖି ହୋଇଯିବ।
ବିଶେଷ ସୂଚନା: ଓଡ଼ିଆ ରେ ଠିକ୍ ଭାବେ ପଢିବା ଓ ଲେଖିବା ପାଇଁ ନୂଆ Operating System, Windows Vista, Windows 7 ବ୍ୟବହାର କରନ୍ତୁ। ଆପଣ ଯଦି ପୁରୁଣା Operating System ଯଥା Windows XP ବ୍ୟବହାର କରୁଥାନ୍ତି, ଓଡ଼ିଆ ଶବ୍ଦ ଗୁଡ଼ିକ Computer ରେ ଠିକ୍ ଭାବେ ଦେଖାଯିବ ନାହିଁ।
... ... କ୍ରମଶଃ।

ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...


Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ - Aahe nila saila prabala matta barana Lyrics

କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ - Kene Gheni Jauchha Jagannathanku Lyrics

ରୂପରେଖ ନାହିଁ ହେ ଶୂନ୍ୟଦେହୀ - Ruparekha Nahin He Shunyadehi Lyrics

ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ - Mo Prabhu Jagannatha Se Je Kamalakanta Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ