Posts

Showing posts with the label ସ୍ମରଣିକା

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

Computer ରେ ଓଡ଼ିଆ ଲେଖିବା କେମିତି - ଭାଗ ୨

Image
ଉପାୟ - ୨: Google Transliteration Tool ଉପାୟ - ୧ ରେ ଆମେ Microsoft Indic Language Input Tool ବିଷୟରେ ଶିଖି ଥିଲୁ। ଏବେ Google Transliteration Tool ବିଷୟ ରେ ଶିଖିବୁ। ଏ Google Transliteration tool ଟିକୁ use କରି ଭାରତର ପ୍ରାୟ ସବୁ ଭାଷାରେ ଆପଣ ଲେଖି ପାରିବେ ଗୋଟିଏ editor ରେ। ତଳ link କୁ right click କରି "Open link in New Tab" option select କରନ୍ତୁ। http://google.com/transliterate/ Page open ହେଲା ପରେ, ବାମ ପଟେ ଯେଉଁଠି Hindi ଲେଖା ହୋଇଛି ସେଇଠି click କରନ୍ତୁ।  Dropdown ରୁ Oriya select କରନ୍ତୁ।  ତା ପରେ editor ରେ Enhlish ରେ ଆପଣଙ୍କ ନାମ ଲେଖି ଚାଲନ୍ତୁ। Space bar ଦବାଇବା କ୍ଷଣି ଆପଣଙ୍କ English ଲେଖା, ଓଡ଼ିଆରେ ଲେଖି ହୋଇଯିବ। ବିଶେଷ ସୂଚନା:  ଓଡ଼ିଆ ରେ ଠିକ୍ ଭାବେ ପଢିବା ଓ ଲେଖିବା ପାଇଁ ନୂଆ Operating System, Windows Vista, Windows 7 ବ୍ୟବହାର କରନ୍ତୁ। ଆପଣ ଯଦି ପୁରୁଣା Operating System ଯଥା Windows XP ବ୍ୟବହାର କରୁଥାନ୍ତି, ଓଡ଼ିଆ ଶବ୍ଦ ଗୁଡ଼ିକ Computer ରେ ଠିକ୍ ଭାବେ ଦେଖାଯିବ ନାହିଁ। ... ... କ୍ରମଶଃ। ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Computer ରେ ଓଡ଼ିଆ ଲେଖିବା କେମିତି - ଭାଗ ୧

Image
Computer ରେ ଓଡ଼ିଆ ଲେଖିବା ଏବେ ସହଜ ହେଇଗଲାଣି। ଏବେ ଚାଲାନ୍ତୁ ସବୁଠୁ ସହଜ ଉପାୟରେ ଓଡ଼ିଆ ଲେଖିବା। ମାନେ ରଖନ୍ତୁ, English keyboard ସାହାଯ୍ୟରେ ବି ଓଡ଼ିଆ ଲେଖି ହେବ। English ରେ ଓଡ଼ିଆ ଲେଖିବା କୁ Transliteration କହନ୍ତି । Transliteration ଉଦାହରଣ: Apana ebe Smaranika padhuchhanti. Translation ଉଦାହରଣ: You are now reading The Smaranika. ଉପାୟ - ୧: Microsoft Indic Language Input Tool ତଳ link କୁ right click କରି "Open link in New Tab" option select କରନ୍ତୁ। http://specials.msn.co.in/ilit/Oriya.aspx Page open ହେଲା ପରେ, ଓଡ଼ିଆ ରେ ଲେଖିବା ପାଇଁ ଗୋଟେ box ଦେଖିବେ। ସେଇଠି କିଛି ଲେଖନ୍ତୁ, ଯେପରି, ଆପଣଙ୍କ ନାମ - ଯେମିତି English ରେ ଲେଖନ୍ତି, ସେମିତି ଲେଖନ୍ତୁ। ତଳ ଉଦାହରଣ ରେ smaraNiKa ଲେଖା ହୋଇଛି, ଯେଉଁଠି N ଓ K capital letter ରେ ଲେଖା ହୋଇଛି ଆ କାର ଫଳା ବା ମାତ୍ରା ପାଇଁ। ଏ ବିଷୟ ରେ ପରେ ଜଣାଇବି। Space bar hit କରିବା କ୍ଷଣି ଆପଣଙ୍କ ନାମ ଓଡ଼ିଆରେ ଲେଖି ହୋଇଯିବ। ଏବେ ଆପଣଙ୍କ ଲେଖା ସବୁ Offline access କରିବା ପାଇଁ Microsoft Word ବା ଅନ୍ୟ Word Processing editor ରେ copy paste କରି ଦିଅନ୍ତୁ। ତାପରେ file କୁ save କରି ଦିଅନ୍ତୁ। ବିଶେଷ ସୂଚନା: ଓ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ