ଯେଉଁ ମାଟିରେ ବହୁଛି ଗଙ୍ଗା ରେ ସେଇ ମାଟିରେ ଉଡ଼େ ତ୍ରିରଙ୍ଗା (ଓଡ଼ିଆ ଦେଶାତ୍ମବୋଧକ ଗୀତ) ଲିରିକ୍ସ — Jeun Matire Bahuchi Ganga Re Sei Matire Ude Triranga (Odia Patriotic Song) Lyrics

== ଓଡ଼ିଆ ଲିରିକ୍ସ ==
ଗୀତ : ଯେଉଁ ମାଟିରେ ବହୁଛି ଗଙ୍ଗା ରେ
ଭାଷା : ଓଡ଼ିଆ
ଯେଉଁ ମାଟିରେ ବହୁଛି ଗଙ୍ଗା ରେ
ସେଇ ମାଟିରେ ଉଡ଼େ ତ୍ରିରଙ୍ଗା
ଯେଉଁ ମାଟିରେ ବହୁଛି ଗଙ୍ଗା ରେ
ସେଇ ମାଟିରେ ଉଡ଼େ ତ୍ରିରଙ୍ଗା
ମାଟି ନୁହେଁ ସେ ତ ମାଆ ଟି ଆମର
ମାଟି ନୁହେଁ ସେ ତ ମାଆ ଟି ଆମର
ତାର ଜୟଗୀତି ଗାଆ
ଗାଆ ରେ ତାର ଜୟଗୀତି ଗାଆ
ଗାଆ ରେ ତାର ଜୟଗୀତି ଗାଆ ॥
ପ୍ରତି ଧୂଳିକଣା ପତିତପାବନୀ
ପ୍ରତି ଜଳବିନ୍ଦୁ ମୁକତି ଦାୟିନୀ
ସୁଜଳା ସୁଫଳା ଶସ୍ୟ ଶ୍ୟାମଳା
ତା ନାମେ ପୁଲକେ ସସାଗରା ଧରା
ଯାର କୀର୍ତ୍ତିମାଳା ଚିର ଅମଉଳା
ଯାର କୀର୍ତ୍ତିମାଳା ଚିର ଅମଉଳା
ହାତ ଠାରି ଡାକେ ଆ
ଆ ରେ ତାର ଜୟଗୀତି ଗାଆ
ଗାଆ ରେ ତାର ଜୟଗୀତି ଗାଆ
ଯେଉଁ ମାଟିରେ ବହୁଛି ଗଙ୍ଗା ରେ
ସେଇ ମାଟିରେ ଉଡ଼େ ତ୍ରିରଙ୍ଗା ॥୧॥
ଯେ ମାଟି ସେନେହ ଲଭିବା ସକାଶେ
ଦେବତା ସରଗ ସୁଖ ଭୁଲି ଆସେ
ଯେ ମାଟିରେ ପ୍ରତି ଉଦୟ ସୁନ୍ଦର
ଯେ ମାଟିରେ ପ୍ରତି ହୃଦୟ ମନ୍ଦିର
ସୁନା ଠାରୁ ବଳି ଖାଣ୍ଟି ସେଇ ମାଟି
ସୁନା ଠାରୁ ବଳି ଖାଣ୍ଟି ସେଇ ମାଟି
ବିଶ୍ୱ ବନ୍ଦେ ଯାର ନାଁ
ନାଁ ରେ ତାର ଜୟଗୀତି ଗାଆ
ଗାଆ ରେ ତାର ଜୟଗୀତି ଗାଆ ॥୨॥
ଯେଉଁ ମାଟିରେ ବହୁଛି ଗଙ୍ଗା ରେ
ସେଇ ମାଟିରେ ଉଡ଼େ ତ୍ରିରଙ୍ଗା
ଯେଉଁ ମାଟିରେ ବହୁଛି ଗଙ୍ଗା ରେ
ସେଇ ମାଟିରେ ଉଡ଼େ ତ୍ରିରଙ୍ଗା
ମାଟି ନୁହେଁ ସେ ତ ମାଆ ଟି ଆମର
ମାଟି ନୁହେଁ ସେ ତ ମାଆ ଟି ଆମର
ତାର ଜୟଗୀତି ଗାଆ
ଗାଆ ରେ ତାର ଜୟଗୀତି ଗାଆ
ଗାଆ ରେ ତାର ଜୟଗୀତି ଗାଆ
ଗାଆ ରେ ତାର ଜୟଗୀତି ଗାଆ ॥
YouTube ରେ ଯେଉଁ ମାଟିରେ ବହୁଛି ଗଙ୍ଗା ରେ
ଯେଉଁ ମାଟିରେ ବହୁଛି ଗଙ୍ଗା ରେ:
ଓଡ଼ିଆ ଦେଶାତ୍ମବୋଧକ ଗୀତ “ଯେଉଁ ମାଟିରେ ବହୁଛି ଗଙ୍ଗା ରେ ସେଇ ମାଟିରେ ଉଡ଼େ ତ୍ରିରଙ୍ଗା..” ପଢ଼ନ୍ତୁ “ଦି ସ୍ମରଣିକା ବ୍ଲଗ୍” ରେ ଓଡ଼ିଆ ଓ ଇଂରାଜୀରେ ।
== English Lyrics ==
Song : Jeun Matire Bahuchi Ganga Re
Language : Odia
Jeun matire bahuchi Ganga re
Sei matire ude Triranga
Jeun matire bahuchi Ganga re
Sei matire ude Triranga
Mati nuhen se ta maa ti amara
Mati nuhen se ta maa ti amara
Tara jayagiti ga
Ga re tara jayagiti ga
Ga re tara jayagiti ga ॥
Prati dhulikana patitapabani
Prati jalabindu mukati dayini
Sujala suphala shasya shyamala
Ta name pulake sasagara dhara
Jara kirtimala chira amaula
Jara kirtimala chira amaula
Hata thari dake aa
Aa re tara jayagiti ga
Ga re tara jayagiti ga
Jeun matire bahuchi Ganga re
Sei matire ude Triranga ॥1॥
Je mati seneha labhiba sakase
Debata saraga sukha bhuli ase
Je matire prati udaya sundara
Je matire prati hrudaya mandira
Suna tharu bali khanti sei mati
Suna tharu bali khanti sei mati
Bishwa bande jara naa
Naa re tara jayagiti ga
Ga re tara jayagiti ga
Jeun matire bahuchi Ganga re
Sei matire ude Triranga ॥2॥
Jeun matire bahuchi Ganga re
Sei matire ude Triranga
Jeun matire bahuchi Ganga re
Sei matire ude Triranga
Mati nuhen se ta maa ti amara
Mati nuhen se ta maa ti amara
Tara jayagiti ga
Ga re tara jayagiti ga
Ga re tara jayagiti ga
Ga re tara jayagiti ga ॥
Jeun Matire Bahuchi Ganga Re:
Lyrics of Odia patriotic song “Jeun Matire Bahuchi Ganga Re Sei Matire Ude Triranga..” on “The Smaranika Blog” in Odia and English.
ପ୍ରଦୀପ ପଲ୍ଲାଇଙ୍କ କଣ୍ଠରେ..
Keywords: ଓଡ଼ିଆ ଗୀତ ଲିରିକ୍ସ, ଦେଶାତ୍ମବୋଧକ ଗୀତ, ଓଡ଼ିଆ ଦେଶାତ୍ମବୋଧକ ଗୀତ ଲିରିକ୍ସ, ଦେଶଭକ୍ତି ଗୀତ, Odia Song Lyrics, Patriotic Song, Odia Patriotic Song Lyrics, ଯେଉଁ ମାଟିରେ ବହୁଛି ଗଙ୍ଗା ରେ ସେଇ ମାଟିରେ ଉଡ଼େ ତ୍ରିରଙ୍ଗା, ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ ଗୀତ, ଆରଏସଏସ ଗୀତ, Jeun Matire Bahuchi Ganga Re Sei Matire Ude Triranga, Rashtriya Swayamsevak Sangh Song, RSS Song, ଓଡ଼ିଆ ସଂସ୍କୃତି, ଓଡ଼ିଆ ଭାଷା, ଓଡ଼ିଆ ବ୍ଲଗ, ଓଡ଼ିଆ ୱେବସାଇଟ, ଓଡ଼ିଆ ଗୀତ ଲିରିକ୍ସ, ସ୍ମରଣିକା, ସ୍ମରଣିକା ଡଟ୍ ଇନ୍, ଦି ସ୍ମରଣିକା ବ୍ଲଗ୍, Odia culture, Odia Language, Odia Blog, Odia website, Odia Song Lyrics, Smaranika, Smaranika.in, The Smaranika Blog,
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...