Posts

Showing posts with the label ଜନାର୍ଦ୍ଦନ ଭୂୟାଁ

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ବଜାନାରେ କାହ୍ନା ବଇଁଶୀ ବଜାନା ଝୁରେ କଦମ୍ବ ଆଉ ଝୁରେ ଯମୁନା - Bajanare Kanha Bainshi Bajana Bainshi Bajana Jhure Kadamba aau Jhure Jamuna Lyrics

Image
ଏହି କବିତାଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ଜଣେ ପାଠକ ୧୯ ସେପ୍ଟେମ୍ବର ୨୦୨୧ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ । == ଓଡ଼ିଆ == ଗୀତ : ବଜାନାରେ କାହ୍ନା ବଇଁଶୀ ବଜାନା ଭାଷା : ଓଡ଼ିଆ ଆଲବମ : ଦହି ହାଣ୍ଡି କଣ୍ଠ : କୁମାର ବାପି ଗୀତିକାର : ଜନାର୍ଦ୍ଦନ ଭୂୟାଁ ସଂଗୀତ ନିର୍ଦ୍ଦେଶକ : ଜନାର୍ଦ୍ଦନ ଭୂୟାଁ ମସିହା : ୨୦୦୩ ବଜାନାରେ କାହ୍ନା ବଇଁଶୀ ବଜାନା ବଜାନାରେ କାହ୍ନା ବଇଁଶୀ ବଜାନା ଝୁରେ କଦମ୍ବ ଆଉ ଝୁରେ ଯମୁନା ଝୁରେ କଦମ୍ବ ଆଉ ଝୁରେ ଯମୁନା ରାଧା ଆସିବନି ତାକୁ ହୋଇଛି ମନା ରାଧା ଆସିବନି ତାକୁ ହୋଇଛି ମନା ଝୁରେ କଦମ୍ବ ଆଉ ଝୁରେ ଯମୁନା ଝୁରେ କଦମ୍ବ ଆଉ ଝୁରେ ଯମୁନା ॥ ପାଦରେ ନୂପୁର ବାନ୍ଧି ମଉନେ ରାଧିକା କୃଷ୍ଣଙ୍କୁ ସେ ଝୁରୁଛନ୍ତି ଶୂନ୍ୟ ହୃଦେ ଏକା ନୟନ ଦେଖିବ କେବେ ଚତୁର୍ଦ୍ଧା ମୂରତି ନିଷିଦ୍ଧ ଶିକୁଳି ଡେଇଁ ଯିବେ ସେ କେମିତି ବାହୁନି ବାହୁନି ରାଈ ପଡ଼ିଛନ୍ତି ଘୁମାଇ ବାହୁନି ବାହୁନି ରାଈ ପଡ଼ିଛନ୍ତି ଘୁମାଇ ମୋ କଳା କହ୍ନେଇ ଅବୁଝା ହୁଅନା ମୋ କଳା କହ୍ନେଇ ଅବୁଝା ହୁଅନା ଝୁରେ କଦମ୍ବ ଆଉ ଝୁରେ ଯମୁନା ଝୁରେ କଦମ୍ବ ଆଉ ଝୁରେ ଯମୁନା ॥୧॥ କୋକିଳ କଣ୍ଠରୁ ଝରେ ମଧୁର ମୂର୍ଚ୍ଛନା ବସନ୍ତ ମୃଦୁ ମଳୟେ ଅଧୀର ଯମୁନା ଶିହରଣେ କମ୍ପି ଉଠେ ତନିମା ରାଧିକା କେବେ ପୁଣି କଳା କାହ୍ନୁ ଦେବେ ତାଙ୍କୁ ଦେଖା କାଳେ ଅପଯଶ ହେବ କିଏ କଳଙ୍କ ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ