Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ତତେ ମୋ ରାଣ ଦେଲି ଆଲୋ ବାଇଚଢ଼େଇ - Tate Mo Rana Deli Aalo Baichadhei Lyrics

== ଓଡ଼ିଆ ==

ଗୀତ : ତତେ ମୋ ରାଣ ଦେଲି ଆଲୋ
ଭାଷା : ଓଡ଼ିଆ
ଆଲବମ : ବାଇଚଢ଼େଇ
କଣ୍ଠ : ନିବେଦିତା
ଗୀତିକାର : ଅଲେଖ ବିଶ୍ୱାଳ
ସଂଗୀତ ନିର୍ଦ୍ଦେଶକ : ସୁବାସ ଦାସ
ମସିହା : ୧୯୯୯



ତତେ ମୋ ରାଣ ଦେଲି ଆଲୋ ବାଇଚଢ଼େଇ
ତୁ କାହାରିକୁ ବେଶି ଭଲପାଇବୁ ନାହିଁ
ତତେ ମୋ ରାଣ ଦେଲି ଆଲୋ ବାଇଚଢ଼େଇ
ତୁ କାହାରିକୁ ବେଶି ଭଲପାଇବୁ ନାହିଁ
ଭୋକ ହଉଥିଲେ ଖାଇପାରିବୁନି
ନିଦ ଲାଗୁଥିଲେ ଶୋଇପାରିବୁନି
ଯେତେ ଭାବୁଥିଲେ କଥା ସରିବନି
ଯେତେ ବାଧୁଥିଲେ କହିପାରିବୁନି
ଭଲପାଇ ମୋ ପରି
ଭଲପାଇ ମୋ ପରି ହୋଇବୁ ନାହିଁ
ତୋତେ ମୋ ରାଣ ଦେଲି ଆଲୋ ବାଇଚଢ଼େଇ
ତୁ କାହାରିକୁ ବେଶି ଭଲ ଭଲପାଇବୁ ନାହିଁ ॥


ବଞ୍ଚିବାର ମାନେ ତ ଭଲପାଇବା
ବେଶି ଭଲପାଇବାରେ ଅଡ଼ୁଆ
ସଞ୍ଜବେଳେ ଜହ୍ନକୁ ରାତିରେ ଝଡ଼
ଭାଙ୍ଗିଯାଏ ସପନର କୁଡ଼ିଆ

ବଞ୍ଚିବାର ମାନେ ତ ଭଲପାଇବା
ବେଶି ଭଲପାଇବାରେ ଅଡ଼ୁଆ
ସଞ୍ଜବେଳେ ଜହ୍ନକୁ ରାତିରେ ଝଡ଼
ଭାଙ୍ଗିଯାଏ ସପନର କୁଡ଼ିଆ
ଦୋଷ ଦେଖୁଥିଲେ ନିନ୍ଦିପାରିବୁନି
ଲୁହ ଆସୁଥିଲେ କାନ୍ଦିପାରିବୁନି
ଜଳି ମରୁଥିବୁ ଭୁଲିପାରିବୁନି
ବିଷ ଧରିଥିବୁ ପିଇପାରିବୁନି
ଭଲପାଇ ମୋ ପରି
ଭଲପାଇ ମୋ ପରି ହୋଇବୁନାହିଁ
ତତେ ମୋ ରାଣ ଦେଲି ଆଲୋ ବାଇଚଢ଼େଇ
ତୁ କାହାରିକୁ ବେଶି ଭଲପାଇବୁ ନାହିଁ ॥୧॥


ଜୀବନର ମାନେ ତ ମହାନାଟକ
ଅଭିନୟ କରିବୁନି କାହିଁକି ?
ପ୍ରେମ ଏକ କାହାଣୀ ଭାରି ପୁରୁଣା
ଚଢ଼େଇ ଲୋ ତୋତେ ଜଣାନାହିଁ କି ?

ଜୀବନର ମାନେ ତ ମହାନାଟକ
ଅଭିନୟ କରିବୁନି କାହିଁକି ?
ପ୍ରେମ ଏକ କାହାଣୀ ଭାରି ପୁରୁଣା
ଚଢ଼େଇ ଲୋ ତୋତେ ଜଣା ନାହିଁକି ?
ଗଛ ପାଉଥିବୁ ବସା ବାନ୍ଧିବୁନି
ଉଡ଼ି ଯାଉଥିବୁ ମନ ଛନ୍ଦିବୁନି
ନଈ ଦେଖୁଥିବୁ ଦେହ ଧୋଇବୁନି
ଫାସ ଦେଖୁଥିବୁ ପାଦ ଥୋଇବୁନି
ଭଲପାଇ ମୋ ପରି
ଭଲପାଇ ମୋ ପରି ହୋଇବୁ ନାହିଁ
ତତେ ମୋ ରାଣ ଦେଲି ଆଲୋ ବାଇଚଢ଼େଇ
ତୁ କାହାରିକୁ ବେଶି ଭଲ ପାଇବୁ ନାହିଁ ॥୨॥


YouTube ରେ ତତେ ମୋ ରାଣ ଦେଲି ଆଲୋ



ତତେ ମୋ ରାଣ ଦେଲି ଆଲୋ ବାଇଚଢ଼େଇ:
ନିବେଦିତା (ନମିତା ଅଗ୍ରୱାଲ) ଙ୍କ କଣ୍ଠରେ, ସୁବାସ ଦାସ ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଅଲେଖ ବିଶ୍ୱାଳ ଙ୍କ ରଚିତ ୧୯୯୯ ମସିହାର ଓଡ଼ିଆ ଆଲବମ “ବାଇଚଢ଼େଇ” ଗୀତ “ତତେ ମୋ ରାଣ ଦେଲି ଆଲୋ ବାଇଚଢ଼େଇ..” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ ।




== English ==

Song : Tate Mo Rana Deli Aalo
Language : Odia
Album : Baichadhei
Singer : Nibedita
Lyricist : Alekh Biswal
Music Director : Subas Das
Year : 1999



Tate mo rana deli aalo baichadhei
Tu kahariku beshi bhala paibu nahin
Tate mo rana deli aalo baichadhei
Tu kahariku beshi bhala paibu nahin
Bhoka hauthile khaiparibuni
Nida laguthile shoiparibuni
Jete bhabuthiel katha saribani
Jete badhuthile kahiparibuni
Bhalapai mo pari hoibu nahin
Tate mo rana deli aalo baichadhei
Tu kahariku beshi bhala paibu nahin ॥


Banchibara mane ta bhalapaiba
Beshi bhalapaibare adua
Sanjabele janhaku ratire jhada
Bhangijae sapanara kudia

Banchibara mane ta bhalapaiba
Beshi bhalapaibare adua
Sanjabele janhaku ratire jhada
Bhangijae sapanara kudia
Dosa dekhuthile nindiparibuni
Jali maruthibu bhuliparibuni
Bisa dharithibu peeparibuni
Bhalapai mo pari
Bhalapai mo pari hoibunahin
Tate mo rana deli aalo baichadhei
Tu kahariku beshi bhala paibu nahin ॥1॥


Jibanara mane ta mahanataka
Abhinaya karibuni kahinki ?
Prama eka kahani bhari puruna
Chadhei lo tote jananahin ki ?

Jibanara mane ta mahanataka
Abhinaya karibuni kahinki ?
Prama eka kahani bhari puruna
Chadhei lo tote jananahin ki ?
Gachha pauthibu basa bandhibuni
Udi jauthibu mana chhandibuni
Nai dekhuthibu deha dhoibuni
Phasa dekhuthibu pada thoibuni
Bhalapai mo pari
Bhalapai mo pari hoibunahin
Tate mo rana deli aalo baichadhei
Tu kahariku beshi bhala paibu nahin ॥2॥


Tate Mo Rana Deli Aalo Baichadhei:
Lyrics of song “Tate Mo Rana Deli Aalo Baichadhei..”, sung by Nibedita (Namita Agrawal), music directed by Subas Das, lyrics by Alekh Biswal, from Odia album "Baichadhei" released in the year 1999, on “The Smaranika” in Odia and English.


Keywords: Tate Mo Rana Deli Aalo Baichadhei, Odia Album Baichadhei, Nibedita, Namita Agrawal, Alekh Biswal, Subas Das, Odia Album Song Released in Year 1999, ତତେ ମୋ ରାଣ ଦେଲି ଆଲୋ ବାଇଚଢ଼େଇ, ଓଡ଼ିଆ ଆଲବମ ବାଇଚଢ଼େଇ, ନିବେଦିତା, ନମିତା ଅଗ୍ରୱାଲ, ଅଲେଖ ବିଶ୍ୱାଳ, ସୁବାସ ଦାସ, ୧୯୯୯ ମସିହାର ଓଡ଼ିଆ ଆଲବମ


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ