Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଭଲପାଏ ତତେ ମୁଁ ଏମିତି ମରୁଭୂଇଁ ମେଘ ଖୋଜେ ଯେମିତି - Bhalapae Tate Mun Emiti Marubhuin Megha Khoje Jemiti Lyrics

==ଓଡ଼ିଆ==

ଗୀତ : ଭଲପାଏ ତତେ ମୁଁ ଏମିତି   
ଭାଷା : ଓଡ଼ିଆ
କଣ୍ଠ : ଅସୀମା ପଣ୍ଡା, ସବିଶେଷ ମିଶ୍ର   
ଗୀତିକାର : ନିହାର ପ୍ରିୟାଶିଷ
ସଂଗୀତ ନିର୍ଦ୍ଦେଶକ : ସୁମିତ ଦୀକ୍ଷିତ
ମସିହା : ୨୦୧୯



(ଝି)
ଭଲପାଏ ତତେ ମୁଁ ଏମିତି
ମରୁଭୂଇଁ ମେଘ ଖୋଜେ ଯେମିତି
ଭଲପାଏ ତତେ ମୁଁ ଏମିତି
ମରୁଭୂଇଁ ମେଘ ଖୋଜେ ଯେମିତି
ତୁ ମୋର ପ୍ରେମର ପ୍ରଥମ ତିଥି
ତୁ ମୋର ପ୍ରେମର ପ୍ରଥମ ତିଥି
କସ୍ତୁରୀର ତୁ ଚୋରା ଚଇତି
ଖୋଜେ ସାଥୀ ତୋ ପରଶ ନିତି
ତୁ ମୋର ପ୍ରେମର ପ୍ରଥମ ତିଥି
ତୁ ମୋର ପ୍ରେମର ପ୍ରଥମ ତିଥି ॥


(ଝି)
ତୋ ସାଥିରେ ମିଶି ଭୁଲିଚି ମୁଁ ନିଜକୁ
ଏତେ ମିଠା ଏଇ ପ୍ରେମରେ
ଭାବୁଛି ମୁଁ କାଇଁ ପ୍ରଥମରୁ ଥରଟେ
ଭେଟିଲିନି ତୋ ସାଥିରେ
(ପୁ)
ହୃଦୟରେ ଦେଲି ତତେ ସାଇତି
ଆସିଲୁ ତ ଫେରିବୁନି ଯେମିତି
ତୁ ମୋର ପ୍ରେମର ପ୍ରଥମ ତିଥି
ତୁ ମୋର ପ୍ରେମର ପ୍ରଥମ ତିଥି ॥୧॥


(ଝି)
ଯେତେ ଦୂରେ ଥିଲେ ଭୁଲି କେବେ ହବନି
ତୋ ସହ ଯେତେ ସମୟ
ଭଲ ତତେ ପାଇ ଭଲପାଉଥିବି ମୁଁ
ଦେଇଚିରେ ତତେ ହୃଦୟ
(ପୁ)
ତୁ ଯଉଠି ମୁଁ ଥିବି ସେଇଠି
ଆସୁଥିବି ସବୁ ଜନ୍ମେ ଲେଉଟି
ତୁ ମୋର ପ୍ରେମର ପ୍ରଥମ ତିଥି
ତୁ ମୋର ପ୍ରେମର ପ୍ରଥମ ତିଥି
(ଝି)
ଭଲପାଏ ତତେ ମୁଁ ଏମିତି
ମରୁଭୂଇଁ ମେଘ ଖୋଜେ ଯେମିତି
ତୁ ମୋର ପ୍ରେମର ପ୍ରଥମ ତିଥି
ତୁ ମୋର ପ୍ରେମର ପ୍ରଥମ ତିଥି ॥୨॥


YouTube ରେ ଭଲପାଏ ତତେ ମୁଁ ଏମିତି



ଭଲପାଏ ତତେ ମୁଁ ଏମିତି ମରୁଭୂଇଁ ମେଘ ଖୋଜେ ଯେମିତି:
ଅସୀମା ପଣ୍ଡା, ସବିଶେଷ ମିଶ୍ର ଙ୍କ କଣ୍ଠରେ, ସୁମିତ ଦୀକ୍ଷିତ ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ନିହାର ପ୍ରିୟାଶିଷ ଙ୍କ ଲିଖିତ ୨୦୧୯ ମସିହାର ଓଡ଼ିଆ ଆଲବମ ଗୀତ “ଭଲପାଏ ତତେ ମୁଁ ଏମିତି ମରୁଭୂଇଁ ମେଘ ଖୋଜେ ଯେମିତି.” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ ।



==English==

Song : Bhalapae Tate Mun Emiti
Language : Odia
Singer : Aseema Panda, Sabisesh Mishra
Lyricist : Nihar Priyasish
Music Director : Sumit Dikshit
Year : 2019



(F)
Bhalapae tate mun emiti
Marubhuin megha khoje jemiti
Bhalapae tate mun emiti
Marubhuin megha khoje jemiti
Tu mora premara prathama tithi
Tu mora premara prathama tithi
Kasturira tu chora chaiti
Khoje sathi to parasha niti
Tu mora premara prathama tithi
Tu mora premara prathama tithi ॥

 
(F)
To sathire mishi bhulichi mun nijaku
Ete mitha ei premare
Bhabuchhi mun kain prathamaru tharate
Bhetilini to sathire
(M)
Hrudayare deli tate saiti
Asilu ta pheribuni jemiti
Tu mora premara prathama tithi
Tu mora premara prathama tithi ॥1॥


(F)
Jete dure thile bhuli kebe habani
To saha jete samaya
Bhala tate pai bhalapauthibi mun
Deichire tate hrudaya
(M)
Tu jauthi mun thibi seithi
Asuthibi sabu janme leuti
Tu mora premara prathama tithi
Tu mora premara prathama tithi
(F)
Bhalapae tate mun emiti
Marubhuin megha khoje jemiti
Tu mora premara prathama tithi
Tu mora premara prathama tithi ॥2॥


Bhalapae Tate Mun Emiti Marubhuin Megha Khoje Jemiti:
Lyrics of Odia album song “Bhalapae Tate Mun Emiti Marubhuin Megha Khoje Jemiti..”, sung by Aseema Panda, Sabisesh Mishra, music directed by Sumit Dikshit, lyrics by Nihar Priyasish, released in the year 2019 on “The Smaranika” in Odia and English.


Keywords: Bhalapae Tate Mun Emiti Marubhuin Megha Khoje Jemiti, Odia Album Song Lyrics, Aseema Panda, Sabisesh Mishra, Nihar Priyasish, Sumit Dikshit, ଭଲପାଏ ତତେ ମୁଁ ଏମିତି ମରୁଭୂଇଁ ମେଘ ଖୋଜେ ଯେମିତି, ଆଲବମ ଗୀତ ଓଡ଼ିଆ, ଅସୀମା ପଣ୍ଡା, ସବିଶେଷ ମିଶ୍ର, ନିହାର ପ୍ରିୟାଶିଷ, ସୁମିତ ଦୀକ୍ଷିତ


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on olata brukhe kheluchhi lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

indiramishra commented on olata brukhe kheluchhi lyrics odia: “Beautiful song, ହୃଦୟସ୍ପର୍ଶୀ ଖୁବ ମର୍ମ ସ୍ପର୍ଶୀ ”

Anonymous commented on mangale ailaa usha lyrics odia: “Mata Sita nka darshana pain kie apekhya karichhi?”

Anonymous commented on kala manikare dhire ghena lyrics odia: “ପଶିବଇଁ ଶବ୍ଦର ଅର୍ଥ କ'ଣ?”

The Smaranika commented on utha kankala chhidu shrun lyrics odia: “Here it is:https://thesmaranika.blogspot.com/2019/11/vande-utkala-janani-v2-lyrics-odia.html”

Anonymous commented on utha kankala chhidu shrun lyrics odia: “Bande utkal janani”

The Smaranika commented on hasi hasaiba sakala jane lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on hasi hasaiba sakala jane lyrics odia: “ଅତି ସୁନ୍ଦର ଧ୍ଵନ୍ୟାତ୍ମକ କବିତା; ଆଜିର ପାଠ୍ୟପୁସ୍ତକରେ ସେ ସବୁର ଆଦର କାହିଁ ”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ