Posts

Showing posts from June, 2019

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ରଙ୍ଗବତୀ ରଙ୍ଗବତୀ କନକଲତା ହସି ପଦେ କହଲୋ କଥା - Rangabati Rangabati Kanakalata Hasi Pade Kahala Katha Lyrics

Image
ଗୀତଟିରେ କିଛି ଭୁଲ ଥିଲେ ତଳେ comment କରି ଜଣାଇବାକୁ ଅନୁରୋଧ । == ଓଡ଼ିଆ == ଗୀତ : ରଙ୍ଗବତୀ ରଙ୍ଗବତୀ କନକଲତା  ଭାଷା : ସମ୍ବଲପୁରୀ କଣ୍ଠ : ଜିତେନ୍ଦ୍ର ହରିପାଲ, କ୍ରିଷ୍ଣା ପଟେଲ ଗୀତିକାର : ମିତ୍ରଭାନୁ ଗୌନ୍ତିଆ ସଙ୍ଗୀତ ନିର୍ଦ୍ଦେଶକ : ପ୍ରଭୂଦତ୍ତ ପ୍ରଧାନ  ମସିହା : ୧୯୭୯ (ପୁ) ହେ ରଙ୍ଗବତୀ ରେ ରଙ୍ଗବତୀ ହୋ ରଙ୍ଗବତୀ ରେ ରଙ୍ଗବତୀ ହେ.. ରଙ୍ଗବତୀ ରଙ୍ଗବତୀ କନକଲତା ହସି ପଦେ କହଲୋ କଥା ହାଏ.. ରଙ୍ଗବତୀ ରଙ୍ଗବତୀ କନକଲତା ହସି ପଦେ କହଲୋ କଥା (ଝି) ହଇଗୋ ଲାଜେ ଲାଜେ ଗୋ ଲାଜେ ଲାଜେ ଏ ଲାଜେ ଲାଜେ ଗୋ ଲାଜେ ଲାଜେ ହାଏ.. ଲାଜେ ଲାଜେ ନଇଁ ଯାଇଛେ ମଥା ଗୋ ନାଇଁକର ନାଇଁକର ଅଥା ଏ.. ଲାଜେ ଲାଜେ ନଇଁ ଯାଉଛେ ମଥା ଗୋ ନାଇଁକର ନାଇଁକର ଅଥା (ପୁ + ଝି) ସପନ ରଜା ସପନ ସପନ ରଜା ସପନ ରାନି ତାଗେ ସୁତା ମାଲେ ହେଲାତ ଗୁଁଥା (ପୁ) ରଙ୍ଗବତୀ ରଙ୍ଗବତୀ ॥ (ଝି) ଇ ଆଖି ଆସିଛେ କେତେ ସପନ ଏ ଜୀବର୍ ଧନ ଜୀବର୍ ଜୀବନ ଗଲା ରତନ ରେ ହେ.. ଇ ଆଖି ଆସିଛେ କେତେ ସପନ ଏ ଜୀବର୍ ଧନ ଜୀବର୍ ଜୀବନ ଗଲା ରତନ ରେ (ପୁ) ମନେ ମଲି ମହକନ ଗୋ ମନେ ମଲି ମହକନ ମନେ ମଲି ମହକନ ଆହା ମୋର୍ ଧନ କେଡ଼େ ମିଲନ ଛନ ଛନ ହେସି ମନ ହାଏ.. ଆହା ମୋର୍ ଧନ କେଡ଼େ ମିଲନ ଛନ ଛନ ହେସି ମନ (ପୁ + ଝି) ଦିହି ଖଞ୍ଜି ଗଲା ସାଙ୍ଗର୍ ସରିସା ଦିହି ଖଞ୍ଜି ଗଲା ସାଙ୍ଗର୍ ସରିସା ଟୁହୁ ଟୁହ...

ତୋ ଛାତି ଭିତରେ କରିଦେବି ସର୍ଜିକାଲ ସ୍ଟ୍ରାଇକ୍ - To Chhati Bhitare Karidebi Surgical Strike Lyrics

Image
== ଓଡ଼ିଆ == ଫିଲ୍ମଗୀତ: ତୋ ଛାତି ଭିତରେ କରିଦେବି ସର୍ଜିକାଲ ସ୍ଟ୍ରାଇକ୍ ଭାଷା: ଓଡ଼ିଆ ଚଳଚିତ୍ର: ଗୋଲ୍ ମାଲ୍ ଲଭ କଣ୍ଠ: ହ୍ୟୁମାନ ସାଗର ଗୀତିକାର: ନିର୍ମଳ ନାୟକ ସଙ୍ଗୀତ ନିର୍ଦ୍ଦେଶକ: ଅଭିଜିତ ମଜୁମଦାର ମସିହା: ୨୦୧୯ କେତେ ଗୁଳି ଫୁଟଉଛୁ ଆଖିରେ.. ଆଖିରେ.. ମୋତେ ଶୁଆଇ ଦଉନୁ ରାତିରେ.. ରାତିରେ.. କେତେ ଗୁଳି ଫୁଟଉଛୁ ଆଖିରେ.. ଆଖିରେ.. ମୋତେ ଶୁଆଇ ଦଉନୁ ରାତିରେ.. ରାତିରେ.. ଆ ବଡ଼ର ଡ଼େଇଁ ଚାଲିଆ ଥରେ କଥା ହେଇଯିବା ଶାନ୍ତିରେ ମମ୍ମୀ କସମ୍ ମୋତେ ଯଦି ମମ୍ମୀ କସମ୍ ମୋତେ ଯଦି କରିବୁନି ତୁ ଲାଇକ.. ଲାଇକ.. ଲାଇକ.. ତୋ ଛାତି ଭିତରେ କରିଦେବି ସର୍ଜିକାଲ ସ୍ଟ୍ରାଇକ୍ ଲୋ ବେବି ସର୍ଜିକାଲ ସ୍ଟ୍ରାଇକ୍ ତୋ ଛାତି ଭିତରେ କରିଦେବି ସର୍ଜିକାଲ ସ୍ଟ୍ରାଇକ୍ ଲୋ ବେବି ସର୍ଜିକାଲ ସ୍ଟ୍ରାଇକ୍ ତୋ ଛାତିଭିତରେ.. କରିଦେବି.. ସର୍ଜିକାଲ ସ୍ଟ୍ରାଇକ୍ ଲୋ ବେବି ସର୍ଜିକାଲ ସ୍ଟ୍ରାଇକ୍ ସର୍ଜିକାଲ ସ୍ଟ୍ରାଇକ୍ ଲୋ ବେବି ସର୍ଜିକାଲ ସ୍ଟ୍ରାଇକ୍ ॥ ଆରେ ତୋର ମୋର ଲଭ ଷ୍ଟୋରି ଚର୍ଚ୍ଚା ଏବେ ଉଠେ ତୁ ତ ମୋର ଟାର୍ଗେଟ ବୋଲି ସଭିଙ୍କ ଛାତି ଫାଟେ ହାଁ.. ତୋର ମୋର ଲଭ ଷ୍ଟୋରି ଚର୍ଚ୍ଚା ଏବେ ଉଠେ ତୁ ତ ମୋର ଟାର୍ଗେଟ ବୋଲି ସଭିଙ୍କ ଛାତି ଫାଟେ କେତେ ମିସାଇଲ୍ ଛାଡ଼ୁ ଓଠରେ.. ଓଠରେ.. ମନ ଚିପିକି ଗଲାଣି ତୋ'ଠାରେ.. ତୋ'ଠାରେ.. ପ୍ରେମ ଏଲୋସି ଡ଼େଇଁ ଆଲୋ ଧାଇଁ ରହୁଛି ଭାରି କଷ୍ଟରେ ମମ୍ମୀ କସମ୍...

ନାହିଁ ମୋ ପାଦେ ଆଜି ନୂପୁର - Nahin Mo Pade Aaji Nupura Lyrics

Image
== ଓଡ଼ିଆ == ଫିଲ୍ମଗୀତ : ନାହିଁ ମୋ ପାଦେ ଆଜି ନୂପୁର ଭାଷା : ଓଡ଼ିଆ ଚଳଚିତ୍ର : ଫୁଲଚନ୍ଦନ କଣ୍ଠ : ଅଲକା ୟାଗ୍ନିକ ଗୀତିକାର : ନିଜାମ୍  ସଙ୍ଗୀତ ନିର୍ଦ୍ଦେଶକ : ସରୋଜ ପଟ୍ଟନାୟକ ମସିହା : ୧୯୮୨ (ପୁ) ଯୁଯୁ.. ଯୁ ଯୁ ଯୁ.. ଯୁଯୁଯୁ.. ଯୁଯୁ.. ଯୁ ଯୁ ଯୁ.. ଯୁ.. (ଝି)   ଲାଲା.. ଲା ଲା ଲା.. ଲାଲାଲା.. ଲାଲା.. ଲା ଲା ଲା.. ଲା.. (ଝି)   ନାହିଁ ମୋ ପାଦେ ଆଜି ନୂପୁର, ରୁମ୍ ଝୁମ୍ ଶୁଭେ ଏ କାହା ସୁର ନାହିଁ ମୋ ପାଦେ ଆଜି ନୂପୁର, ରୁମ୍ ଝୁମ୍ ଶୁଭେ ଏ କାହା ସୁର ଜାଣେନା କେ କଲା କିମିଆଁ ନାଚେ ସାରା ଦୁନିଆ (ସମସ୍ତେ) ଓ.. ନାଚେ ସାରା ଦୁନିଆ  (ପୁ) ଯୁଯୁ.. ଯୁ ଯୁ ଯୁ.. ଯୁଯୁଯୁ.. ଯୁଯୁ.. ଯୁ ଯୁ ଯୁ.. ଯୁ.. (ଝି)   ଲାଲା.. ଲା ଲା ଲା.. ଲାଲାଲା.. ଲାଲା.. ଲା ଲା ଲା.. ଲା.. ॥୧॥   (ଝି) ମୁଁ ପିନ୍ଧିନି ମଥାରେ ସେ ଚାନ୍ଦର ଟିକିଲି, ତଥାପି ଚାନ୍ଦ ପରି ମୁଁ ଦିଶେ ଝିଲିମିଲି ମୁଁ ପିନ୍ଧିନି ମଥାରେ ସେ ଚାନ୍ଦର ଟିକିଲି, ତଥାପି ଚାନ୍ଦ ପରି ମୁଁ ଦିଶେ ଝିଲିମିଲି ମୋ ନିଜ ଛବି ଦେଖି ଓ.. ମୋ ନିଜ ଛବି ଦେଖି  ପଚାରେ ନିଜେ ଆଜି, କରିଛି କେ ମତେ କିମିଆଁ ନାଚେ ସାରା ଦୁନିଆ (ସମସ୍ତେ) ଓ.. ନାଚେ ସାରା ଦୁନିଆ (ଝି) ନାହିଁ ମୋ ପାଦେ ଆଜି ନୂପୁର, ରୁମ୍ ଝୁମ୍ ଶୁଭେ ଏ କାହା ସୁର ଜାଣେନା କେ କଲା କିମିଆଁ...

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

Image
ଫଟୋ କ୍ରେଡିଟ୍ : ଗାଈ ଫଟୋ ୱିକିପିଡିଆ ଓ ଘୁଷୁରି ଫଟୋ ୱିକିମିଡିଆ କମନ୍ସ ରୁ ସଂଗୃହିତ ଗୀତ : ଜଗତେ କେବଳ ଜନେ ହସିବେ ଭାଷା : ଓଡ଼ିଆ କଣ୍ଠ : ନମିତା ଅଗ୍ରୱାଲ ଗୀତିକାର : କବିସୂର୍ଯ୍ୟ ବଳଦେବ ରଥ (୧୭୮୯-୧୮୪୫) ଲେବେଲ : ସାର୍ଥକ ମ୍ୟୁଜିକ ମସିହା : ୨୦୦୩ ଜଗତେ କେବଳ         ଜନେ ହସିବେ ଏହି ତହୁଁ ଫଳ ଜଟିଳ କରି ସ୍କନ୍ଧରୋମରାଜି         ଶିଖରୀ ଦରୀରେ ମରୁ ଗରଜି କୁଟିଳ କରି ଭ୍ରୁକୁଟିକୁ ଚାହୁଁ        ସରମା କଣ୍ଠୀରବ ହେବ କାହୁଁ ॥୧॥   ଅଲକତ ଦ୍ରବ ନୟନେ ବୋଳି        ରସାଳ ଗହଳ ଶାଖାରେ ଖେଳି କବଳ କରୁ ତା କଳିକଳାପ        କାକ କି କରିବ ପଞ୍ଜମାଳାପ ॥୨॥   ବରଜୀବ ରସେ ଦେଇ ମାନସ        ବରଜି ବରଷେ ଅମେଧ୍ୟ ଗ୍ରାସ ଦେହେ ମନ୍ଦାକିନୀ ରଜ ଲଗାଇ        ଗ୍ରାମ ଶୂକରୀ କି ହୋଇବ ଗାଈ ॥୩॥   ଚଞ୍ଚୁ ଚରଣେ ଲଗାଇ ହିଙ୍ଗୁଳ        ନିଜ ତୁଣ୍ଡେ ମଣ୍ଡି ଖଣ୍ଡ-ମୃଣାଳ ଚାଲୁଁ ପୂର୍ବ ଅଙ୍ଗ ବୁଲାଇ ବକୀ        ...

ତମେ ମୋ ପାଖରେ ଥିଲ ହେଲେ ଲାଗୁଥିଲ ଦୂର ଦୂର - Tame mo pakhare thila hele laguthila dura dura Lyrics

Image
ଏହି ଗୀତଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର  ଜଣେ  ପାଠକ ୨୨ ଅପ୍ରେଲ ୨୦୧୯ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ । ଫିଲ୍ମଗୀତ: ତମେ ମୋ ପାଖରେ ଥିଲ ହେଲେ ଲାଗୁଥିଲ ଦୂର ଦୂର ଭାଷା: ଓଡ଼ିଆ  ଚଳଚିତ୍ର: ଚକା ଚକା ଭଉଁରୀ    କଣ୍ଠ: ତପୁ ମିଶ୍ର, କୁମାର ବାପି   ଗୀତିକାର: ଅରୁଣ ମନ୍ତ୍ରୀ ସଙ୍ଗୀତ ନିର୍ଦ୍ଦେଶକ: ଶରତ ନାୟକ  ମସିହା: ୨୦୦୭ == ଓଡ଼ିଆ == (ପୁ) ତମେ ମୋ ପାଖରେ ଥିଲ ହେଲେ ଲାଗୁଥିଲ ଦୂର ଦୂର (ଝି) ତମେ ମୋ ପାଖରେ ଥିଲ ହେଲେ ଲାଗୁଥିଲ ଦୂର ଦୂର (ପୁ) କାହାକୁ ନଥିଲା ଖବର ମୋ ନିଜଠାରୁ ପ୍ରିୟା ତମେ ଏତେ ନିଜର ମନ ମୋର ଚୋରିକଲା ତମ ଚୋରା ନଜର  ମନ ମୋର ଚୋରିକଲା ତମ ଚୋରା ନଜର (ଝି) ତମେ ମୋ ପାଖରେ ଥିଲ ହେଲେ ଲାଗୁଥିଲ ଦୂର ଦୂର (ପୁ) ତମେ ମୋ ପାଖରେ ଥିଲ ହେଲେ ଲାଗୁଥିଲ ଦୂର ଦୂର ॥୧॥ (ପୁ) ଆଖିରେ ମୋ ନିଦ ଥିଲା ନିଦରେ ସପନ ଥିଲା  ସେଇ ସପନରେ ଖାଲି ତମେ ନଥିଲ (ଝି) ଓଠରେ ମୋ କଥା ଥିଲା କଥାରେ କାହାଣୀ ଥିଲା ସେଇ କାହାଣୀରେ ଖାଲି ତମେ ନଥିଲ  (ପୁ) କାହାକୁ ନଥିଲା ଖବର ସେଇକଥା ସେ କାହାଣୀ ଏତେ ମଧୁର ମଧୁଝରା ତମ ପ୍ରେମ ମନ କଲା ଅଧିର ମଧୁଝରା ତମ ପ୍ରେମ ମନ କଲା ଅଧିର (ଝି) ତମେ ମୋ ପାଖରେ ଥିଲ ହେଲେ ଲାଗୁଥିଲ ଦୂର ଦୂ...

ଡ଼ାର୍ଲିଂଙ୍ଗ ପ୍ରେମରେ ତୋ ଫଲିଙ୍ଗ - Darling premare to falling Lyrics

Image
ଫିଲ୍ମଗୀତ: ଡ଼ାର୍ଲିଂଙ୍ଗ ପ୍ରେମରେ ତୋ ଫଲିଙ୍ଗ ଭାଷା: ଓଡ଼ିଆ  ଚଳଚିତ୍ର: ସେଲଫିସ୍ ଦିଲ୍  କଣ୍ଠ: ହ୍ୟୁମାନ ସାଗର, ଅସୀମା ପଣ୍ଡା  ଗୀତିକାର: ନିର୍ମଳ ନାୟକ ସଙ୍ଗୀତ ନିର୍ଦ୍ଦେଶକ: ସୌମିତ୍ର ପଲ୍ଲାଇ == ଓଡ଼ିଆ == (ପୁ) ହାଏରେ.. ହାଏରେ ହାଏରେ.. ହାଏରେ ହାଏରେ.. ହାଏରେ.. ହାଏରେ ହାଏରେ.. ହାଏରେ.. ହାଏରେ ହାଏରେ ମୋ ଅନାରକଲି ଦେଖିଲା ଦିନୁ ତୋତେ ଦିଲ୍ ଦେଇଦେଲି (ଝି) ଆରେ ମୋ ହିରୋ କଉଠି ତୁ ଥିଲୁ ଆଖିରେ ଯେବେଠୁ ମିସ୍ କଲ ଦେଲୁ ଛାତିରେ ବାଜେ ଟ୍ରିନ୍ ଟ୍ରିନ୍ (ପୁ) ଡାଡା ଡାଡା ଡାର୍ଲିଂଙ୍ଗ ପ୍ରେମରେ ତୋ ଫଲିଙ୍ଗ ଏକଥା ମାର୍କେଟରେ ଚାରିଆଡ଼େ ହାଉଲିଙ୍ଗ (ଝି) ଡାଡା ଡାଡା ଡାର୍ଲିଂଙ୍ଗ ପ୍ରେମରେ ତୋ ଫଲିଙ୍ଗ ଏକଥା ମାର୍କେଟରେ ଚାରିଆଡ଼େ ହାଉଲିଙ୍ଗ ॥୧॥ (ଝି) ଆଜି ଯାଏ ମୋ ପାଇଁ ତୁ ଥିଲୁରେ କୁଆଁରା ପଡ଼ିଗଲୁ ଏବେ ଧରା (ପୁ) ହେ.. ତୁତୁ ତାରା ମନମୋର ତୋ ପାଇଁ ଆୱାର ଆଲୋ ମୋ ରଙ୍ଗିଲି ପାରା (ଝି) ତୋ ବିନା ଏକା ମୁଁ ରହି ପାରୁନାହିଁ ଊଡ଼େଇ ନେ ମୋତେ ସୁପରମ୍ୟାନ ହୋଇ କରିନେ ତୋ ହିରୋଇନ୍ (ପୁ) ଡାଡା ଡାଡା ଡାର୍ଲିଂଙ୍ଗ ପ୍ରେମରେ ତୋ ଫଲିଙ୍ଗ ଏକଥା ମାର୍କେଟରେ ଚାରିଆଡ଼େ ହାଉଲିଙ୍ଗ (ଝି) ଡାଡା ଡାଡା ଡାର୍ଲିଂଙ୍ଗ ପ୍ରେମରେ ତୋ ଫଲିଙ୍ଗ ଏକଥା ମାର୍କେଟରେ ଚାରିଆଡ଼େ ହାଉଲିଙ୍ଗ ॥୨॥ YouTube ରେ ଡ଼ାର୍ଲିଂଙ୍ଗ ପ୍ରେମରେ ତୋ ଫର୍ଲିଙ୍ଗ == ...

ରାନୁ ଲୋ ରାନୁ ଆଜିକାଲି ଭାରି ଦୁଷ୍ଟ ହେଲୁଣୁ - Ranu Lo Ranu Ajikali Bhari Dusta Helunu Lyrics

Image
== ଓଡ଼ିଆ == ଗୀତ : ରାନୁ ଲୋ ରାନୁ ଆଜିକାଲି ଭାରି ଦୁଷ୍ଟ ହେଲୁଣୁ ଭାଷା : ଓଡ଼ିଆ କଣ୍ଠ : ପପୁ ପମ ପମ, ଅସୀମା ପଣ୍ଡା ଗୀତିକାର : ନିର୍ମଳ ନାୟକ ସଙ୍ଗୀତ ନିର୍ଦ୍ଦେଶକ : ବୈଦ୍ୟନାଥ ଦାସ (ପୁ ) ଆଲୋ ରାନୁ.. ଆଲୋ ରାନୁ ଇଆଡ଼େ ଟିକେ ଅନଉନୁ ଏ ରା.. ଏ ନୁ.. ଏ ରାନୁ.. (ଝି) ହୁ.. ଉ.. ଉ..    ହୁ.. ଉ.. ଉ.. (ପୁ) ଆଲୋଲୋ.. ହୁଳୁହୁଳି କାଇଁ ପକଉଚୁ (ଝି) ହୁ.. ଉ.. ଉ..    (ପୁ) ଆଲୋ.. ହୁଳୁହୁଳି କାଇଁ ପକଉଚୁ (ଝି) ହୁ.. ଉ.. ଉ.. ଯଉ ଦିନ ମୁଁ ଛାଡ଼ିଦେଲି ସ୍କୁଲଡ୍ରେସ ମୋ ପଛେ ପଛେ ପୁଅଙ୍କର ଲମ୍ବା ରେସ୍ ସୁଇଟ ବେବି ପସନ୍ଦ ମୋର ଡ଼ିଜେ ବେସ୍ ମୋବାଇଲରେ ଚାଲିଚି ଡ଼େଲି କେସ ହେ..ଏ.. ମେରା ରସକେ କମର ମେରି ଜଲତି ଉମର ଯିଏ ଦେଖେ ସିଏ କହେ ହଟକେ ଫିଗର କିଏ ଡ଼ାକେ ବେବି ବେବି କିଏ ଡ଼ାକେ ଜାନୁ  (ପୁ) ରାନୁ ଲୋ ରାନୁ.. ରାନୁ ଲୋ ରାନୁ ଆଜିକାଲି ଭାରି ଦୁଷ୍ଟ ହେଲୁଣୁ ରାନୁ ଲୋ ରାନୁ.. ରାନୁ ଲୋ ରାନୁ ଆଜିକାଲି ଭାରି ଦୁଷ୍ଟ ହେଲୁଣୁ ଆଜିକାଲି ଭାରି ଦୁଷ୍ଟ ହେଲୁଣୁ ॥୧॥ (ପୁ) ତତେ ସେ ମୋବାଇଲ ଫିଙ୍ଗି ଦିଅନ୍ତି ତୁ ବାଟକୁ ଆସିବୁ ଇଲୋ ବେକ ବଙ୍କାହେଇଯିବ ଲୋ (ଝି) ମୋ ନା'ରେ କେତେ ଖଟି ଚାଲିଲାଣି ଦିନରାତି ଭଲପିଲା ମୋ ପାଇଁ କି ହେଲେଣିରେ ବୋତଲ ପାର୍ଟି ହେ..ଏ.. ମେରି ଚଡ଼ତି ଜବାନୀ ମେରି ଚାଲ ମସ୍ତାନି ହନି ହନି ହସରେ ମୋ ଦିଲହେ ପାନି ପ...

ଜୀବନ ଜାତକ ମୋ କରିଦେ ଶେଷ - Jibana jataka mo karide shesa Lyrics

Image
== ଓଡ଼ିଆ ==  ଗୀତ : ଜୀବନ ଜାତକ ମୋ କରିଦେ ଶେଷ ଭାଷା : ଓଡ଼ିଆ  କଣ୍ଠ : ନମିତା ଅଗ୍ରୱାଲ  ଗୀତିକାର : ବସନ୍ତରାଜ ସାମଲ  ସଙ୍ଗୀତ ନିର୍ଦ୍ଦେଶକ : ମନ୍ମଥ ମିଶ୍ର   ଜୀବନ ଜାତକ ମୋ କରିଦେ ଶେଷ ଜୀବନ ଜାତକ ମୋ କରିଦେ ଶେଷ ରେ କଳା ଜ୍ୟୋତିଷ ରେ କଳା ଜ୍ୟୋତିଷ ଲୋଡ଼ା ନାହିଁ ଆଉ ଏଇ ଲୋଡ଼ା ନାହିଁ ଆଉ ଏଇ, ସଂସାର ଫାଶ ରେ କଳା ଜ୍ୟୋତିଷ ରେ କଳା ଜ୍ୟୋତିଷ ଜୀବନ ଜାତକ ମୋ କରିଦେ ଶେଷ ॥୧॥ ଯାହାତୁ ଲେଖିଚୁ ମୋର କପାଳ ଲିଖନ ଯାହାତୁ ଲେଖିଚୁ ମୋର କପାଳ ଲିଖନ ଆଦରି ନେଇଚି ସବୁ ଭାବି ତୋର ଦାନ ସେଥିପାଇଁ ହୋଇ ନାହିଁ ସେଥିପାଇଁ ହୋଇ ନାହିଁ, କେବେ ନିରାଶ ରେ କଳା ଜ୍ୟୋତିଷ ରେ କଳା ଜ୍ୟୋତିଷ ଜୀବନ ଜାତକ ମୋ କରିଦେ ଶେଷ ॥୨॥ ତୋ ହାତରେ ଜାତକ ତୋ ହାତରେ ମୋ ଭାଗ୍ୟ ତୋ ହାତରେ ଜାତକ ତୋ ହାତରେ ମୋ ଭାଗ୍ୟ ଜୀବ ଯିବାବେଳେ ପ୍ରଭୁ ହେଉ ଏଇ ଯୋଗ ସରଗ ଦୁଆରେ ଲଭେ ସରଗ ଦୁଆରେ ଲଭେ, ଶେଷ ପରଶ ରେ କଳା ଜ୍ୟୋତିଷ ରେ କଳା ଜ୍ୟୋତିଷ ଜୀବନ ଜାତକ ମୋ କରିଦେ ଶେଷ ॥୩॥ ଜୀବନ ଜାତକ ମୋ କରିଦେ ଶେଷ ରେ କଳା ଜ୍ୟୋତିଷ ରେ କଳା ଜ୍ୟୋତିଷ ଜୀବନ ଜାତକ ମୋ କରିଦେ ଶେଷ ଜୀବନ ଜାତକ ମୋ କରିଦେ ଶେଷ ରେ କଳା ଜ୍ୟୋତିଷ ରେ କଳା ଜ୍ୟୋତିଷ ଲୋଡ଼ା ନାହିଁ ଆଉ ଏଇ ଲୋଡ଼ା ନାହିଁ ଆଉ ଏଇ, ସାଂସର ଫାଶ ରେ କଳା ଜ୍ୟୋତିଷ ରେ କଳା ଜ୍ୟୋତିଷ ରେ କଳା ଜ୍ୟୋତିଷ ରେ କ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

କୋଠ ଭୋଗ ଖିଆ ମୋ ଚକା ଆଖିଆ - Kotha Bhoga Khia Mo Chaka Akhia Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”

The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”

The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on gachha o kathuria raha are lyrics odia: “Beautiful ”

The Smaranika commented on mo prabhu jagannatha se lyrics odia: “ମତାମତ ପାଇଁ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍‌”

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ