ଉଡ଼ି ଉଡ଼ି ଉଡ଼ି ଯାଆରେ ଉଡ଼ି - Udi udi udi jaare udi Lyrics
ଭାଷା: ଓଡ଼ିଆ
କଣ୍ଠ: ଅକ୍ଷୟ ମହାନ୍ତି
ଗୀତିକାର: ନାରାୟଣ ପ୍ରସାଦ ସିଂହ
ସଙ୍ଗୀତ ନିର୍ଦ୍ଦେଶକ: ଅକ୍ଷୟ ମହାନ୍ତି
ଚଳଚିତ୍ର: କିଏ କାହାର
ମସିହା: ୧୯୬୮
== ଓଡ଼ିଆ ==
ଓ.. ହୋ..
ହୋ..ହୋହୋ..ହୋ..ହୋହୋ
ଉଡ଼ି ଉଡ଼ି ଉଡ଼ି..
ଉଡ଼ି ଉଡ଼ି ଉଡ଼ି.. ଯାଆରେ ଉଡ଼ି
ଏ ମୋର ଗୁଡ଼ି ଖାଆନା ଖାଆନା ତୁ କାନି
ଏ ମୋର ଲଚକମାଣି, ଏ ମୋର ଲଚକମାଣି (୨) ॥
କଲିକତି ଲଟେଇ ମୋର
ନମ୍ବରୀ ସୂତାରେ ମାଞ୍ଜା
କଲିକତି ଲଟେଇ ମୋର
ନମ୍ବରୀ ସୂତାରେ ମାଞ୍ଜା
ପଟାଦାର ବନିଯା ରାଣୀ ହାଏ..
ପଟାଦାର ବନିଯା ରାଣୀ
ମୋ ଠିକିରି ହେବ ତୋ ରାଜା
ଟିକିଏ ସୁରକି ନେଲେ
ଟିକିଏ..
ଟିକିଏ ସୁରକି ନେଲେ
ନେଇ ଯା ଯା ଯା ଲୋଟଣି ହୋ..
ଏ ମୋର ଲଚକମାଣି, ଏ ମୋର ଲଚକମାଣି (୨) ॥
ଆହାଲୋ ଗଙ୍ଗା ଯମୁନା
ମୋ ଠିକିରି ତୋରି ବାବା
ଆହାଲୋ ଗଙ୍ଗା ଯମୁନା
ମୋ ଠିକିରି ତୋରି ବାବା
ଆକାଶେ ବୁରୁନ୍ଦୁ ହୋଇ ହେ..
ଆକାଶେ ବୁରୁନ୍ଦୁ ହୋଇ
ତୋତେ ମୁଁ କରିବ କାବା
ପଡ଼ିବ ପେଁଚ୍ ତୋ ସାଥେ
ପଡ଼ିବ..
ପଡ଼ିବ ପେଁଚ୍ ତୋ ସାଥେ
ସାରିଦେବ ତୋର ରଙ୍ଗ୍ ଯବାନି ଇଁ..
ଏ ମୋର ଲଚକମାଣି, ଏ ମୋର ଲଚକମାଣି (୨)
ଉଡ଼ି ଉଡ଼ି ଉଡ଼ି.. ଯାଆରେ ଉଡ଼ି
ଏ ମୋର ଗୁଡ଼ି ଖାଆନା ଖାଆନା ତୁ କାନି
ଏ ମୋର ଲଚକମାଣି, ଏ ମୋର ଲଚକମାଣି (୨) ॥
YouTube ରେ ଉଡ଼ି ଉଡ଼ି ଉଡ଼ି ଯାଆରେ ଉଡ଼ି
== English ==
O.. ho..
Ho.. hoho..ho..hoho
Udi udi udi..
Udi udi udi.. jaare udi
E mora gudi khaana khaana tu kani
E mora lachakamani, e mora lachakamani (2) ॥
Kalikati latei mora
Nambari sutare manja
Kalikati latei mora
Nambari sutare manja
Patadara banija rani hae..
Patadara banija rani
Mo thikiri heba to raja
Tikie suraki nele
Tikie..
Nei ja ja ja lotani ho..
E mora lachakamani, e mora lachakamani (2) ॥
Aahalo Ganga Jamuna
Mo thikiri tori baba
Aahalo Ganga Jamuna
Mo thikiri tori baba
Akashe burundu he..
Akashe burundu hoi
Tote mun karibi kaba
Padiba pench to sathe
Padiba..
Padiba pench to sathe
Sarideba tora ranga jabani in..
hun...
E mora lachakamani, mora lachakamani (2)
Udi udi udi.. jaare udi
E mora gudi khaana khaana tu kani
E mora lachakamani, mora lachakamani (2) ॥
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...