ଓଡ଼ିଶା ମୋ ଓଡ଼ିଶା କେଡ଼େ ସୁନ୍ଦର ରାଇଜ ମୋର - Odisha mo Odisha Kede sundar raija mora Lyrics
== ଓଡ଼ିଆ ==
ଗୀତ: ଓଡ଼ିଶା ମୋ ଓଡ଼ିଶା
ଭାଷା: ଓଡ଼ିଆ
ଗୀତିକାର: ସ୍ଵରୂପ ନାୟକ
ସଂଗୀତ ନିର୍ଦ୍ଦେଶକ : ସ୍ଵରୂପ ନାୟକ
(ଝି+ପୁ)
ଓଡ଼ିଶା... ମୋ ଓଡ଼ିଶା
ଓଡ଼ିଶା... ମୋ ଓଡ଼ିଶା
ଓଡ଼ିଶା... ମୋ ଓଡ଼ିଶା
ଓଡ଼ିଶା... ମୋ ଓଡ଼ିଶା
(ଝି)
କେଡ଼େ ସୁନ୍ଦର ରାଇଜ ମୋର
କେଡ଼େ ମିଠା ମୋ ଭାଷା
(ଝି+ପୁ)
କେଡ଼େ ସୁନ୍ଦର ରାଇଜ ମୋର
କେଡ଼େ ମିଠା ମୋ ଭାଷା
ଓଡ଼ିଶା... ମୋ ଓଡ଼ିଶା
(ଝି)
ଓ...
(ଝି+ପୁ)
ଓଡ଼ିଶା... ମୋ ଓଡ଼ିଶା
ଓଡ଼ିଶା... ମୋ ଓଡ଼ିଶା ॥୧॥
(ପୁ)
ନଈ ବଜାଏ ସାହାନାଇ ଏଠି
ପବନ ବଜାଏ ଢୋଲ
ଝରଣା ବଜାଏ ବୀଣା ଏଠି
ମେଘ ବଜାଏ ମାଦଲ
(ପୁ)
ଏଇ ପାଣି ମୋ ପାଇଁ ପାଦୁକ
ଏ ମାଟି ମୋ ଚନ୍ଦନ
ସେଇ ଚନ୍ଦନେ ଲେଖାଅଛି
ଜୀବନ ଚାଳିସା
(ଝି+ପୁ)
ଓଡ଼ିଶା... ମୋ ଓଡ଼ିଶା
ଓଡ଼ିଶା... ମୋ ଓଡ଼ିଶା
(ପୁ)
କେଡ଼େ ସୁନ୍ଦର ରାଇଜ ମୋର
(ଝି)
କେଡ଼େ ମିଠା ମୋ ଭାଷା
(ଝି+ପୁ)
ଓଡ଼ିଶା... ମୋ ଓଡ଼ିଶା
ଓଡ଼ିଶା... ମୋ ଓଡ଼ିଶା ॥୨॥
ହୁର୍... ଆହା.. ଅହ..
(ପୁ)
ଲଙ୍ଗଳ କଥା ବୁଝୁଛି କ୍ଷେତ
କ୍ଷେତ କଥା ବୁଝେ ଚଷା
ଓଡ଼ିଆ ମନ ଓଡ଼ିଆ ପ୍ରାଣ
ବୁଝେ ପଖାଳ କଂସା
(ପୁ)
ସେଇ କଂସାରେ ଢେଉ ଖେଳୁଛି
ସବୁ ଓଡ଼ିଆ ଙ୍କ ଆଶା
ସେଇ ଆଶାରେ ବୁଣେସେ ନିତି
ବାଇ ଚଢ଼େଇ ବଷା
(ଝି)
ଓଡ଼ିଶା... ମୋ ଓଡ଼ିଶା
(ଝି+ପୁ)
ଓଡ଼ିଶା... ମୋ ଓଡ଼ିଶା
ଓଡ଼ିଶା... ମୋ ଓଡ଼ିଶା
(ପୁ)
କେଡ଼େ ସୁନ୍ଦର ରାଇଜ ମୋର
(ଝି)
କେଡ଼େ ମିଠା ମୋ ଭାଷା
(ଝି+ପୁ)
ଓଡ଼ିଶା... ମୋ ଓଡ଼ିଶା
ଓଡ଼ିଶା... ମୋ ଓଡ଼ିଶା
ଓଡ଼ିଶା... ମୋ ଓଡ଼ିଶା
ଓଡ଼ିଶା... ମୋ ଓଡ଼ିଶା ॥୩॥

Bande utkala janani
ReplyDeleteବନ୍ଦେ ଉତ୍କଳ ଜନନୀ ! ଆପଣଙ୍କ ବହୁମୂଲ୍ଯ ମତାମତ ପଢ଼ି ଖୁସି ହେଲୁ । ଲେଖାଟିକୁ ଆପଣଙ୍କ ସାଙ୍ଗ ସାଥିଙ୍କ ସହିତ share କରିବାକୁ ଭୁଲିବେନି । ଆଉ କେଉଁ ଗୀତ/ଗପ ଆପଣ ପଢ଼ିବାପାଇଁ ଚାହୁଁଛନ୍ତି ଜଣାଇବେ ।
Delete- "ଦି ସ୍ମରଣିକା" ଟିମ୍