ନିଶ୍ଵକର ହେ ମୋତେ ବିଶ୍ଵବିହାରୀ - Niswa Kara He Mate Bishwabihari Lyrics
ଭଜନ : ନିଶ୍ଵକର ହେ ମୋତେ ବିଶ୍ଵବିହାରୀ
ଭାଷା : ଓଡ଼ିଆ
କଣ୍ଠ : କୁମାର ବାପି
ଆଲବମ : କ୍ଷମା ସାଗର
ଗୀତିକାର : ଅଲେଖ ବିଶ୍ଵାଳ
ସଂଗୀତ ନିର୍ଦ୍ଦେଶକ : ସଞ୍ଜୟ
ମସିହା : ୨୦୦୯
ନିଶ୍ଵକର ହେ ମୋତେ ବିଶ୍ଵବିହାରୀ
ନିଶ୍ଵକର ହେ ମୋତେ ବିଶ୍ଵବିହାରୀ
ଖାଲି ଖାଲି ଆସିଥିଲି
ଖାଲି ଖାଲି ଆସିଥିଲି
ଖାଲି ଯିବି ଫେରି
ଏତିକି ବୁଝିବା ମୋର ହେଇଗଲା ଡେରି
ନିଶ୍ଵକର ହେ ମୋତେ ବିଶ୍ଵବିହାରୀ ॥
ଅଳପ ଚାହିଁଲି ଅନେକ ପାଇଲି ଆଉ କିଛି ଚାହେଁନା
ଅମୃତ ଭାବନା କରେ ଆନମନା କିଛି ଭଲ ଲାଗେନା
ଅ..ଅ..ଅ..
ଅଳପ ଚାହିଁଲି ଅନେକ ପାଇଲି ଆଉ କିଛି ଚାହେଁନା
ଅମୃତ ଭାବନା କରେ ଆନମନା କିଛି ଭଲ ଲାଗେନା
ଜୀବନଟା ଲାଗିଲାଣି ଏବେ ଭାରି ଭାରି
ଏତିକୀ ବୁଝିବା ମୋର ହେଇଗଲା ଡେରି
ନିଶ୍ଵ କରହେ ମୋତେ ବିଶ୍ଵବିହାରୀ ॥୧॥
ମଳୟ ପରଶ ନପାଇ ପାଇଲି ବାଶ ନାହିଁ ଚନ୍ଦନେ
ତୁମକୁ ନପାଇ ଯେତେ ଯା ପାଇଲି
ଶାନ୍ତୀ ନାହିଁ ଜୀବନେ
ମଳୟ ପରଶ ନପାଇ ପାଇଲି ବାଶ ନାହିଁ ଚନ୍ଦନେ
ତୁମକୁ ନପାଇ ଯେତେ ଯା ପାଇଲି
ଶାନ୍ତୀ ନାହିଁ ଜୀବନେ
ଅଶାନ୍ତି ରୁ ପ୍ରଶାନ୍ତି କୁ ଅଶାନ୍ତି ରୁ ପ୍ରଶାନ୍ତି କୁ
ପ୍ରାଣ ହୁଏ ଝୁରି
ଏତିକୀ ବୁଝିବା ମୋର ହେଇଗଲା ଡେରି
ନୀଶ୍ଵ କରହେ ମୋତେ ବିଶ୍ଵବିହାରୀ
ଖାଲି ଖାଲି ଆସିଥିଲି
ଖାଲି ଖାଲି ଆସିଥିଲି
ଖାଲି ଯିବି ଫେରି
ଏତିକି ବୁଝିବା ମୋର ହେଇଗଲା ଡେରି
ନିଶ୍ଵକର ହେ ମୋତେ ବିଶ୍ଵବିହାରୀ ॥୨॥
YouTube ରେ ନିଶ୍ଵକର ହେ ମୋତେ ବିଶ୍ଵବିହାରୀ
== English ==
Song : Niswa Kara He Mate Bishwabihari
Language : Odia
Album : Khyama Sagara
Singer : Kumar Bapi
Lyricist : Alekh Biswal
Music Director : Sanjay
Year : 2009
Niswa kara he mate bishwabihari
Niswa kara he mate bishwabihari
Khali khali asithili
Khali khali asithili
Khali jibi pheri
Etiki bujhiba mora heigala deri
Niswa kara he mate bishwabihari ॥
Alapa chahinli aneka paili aau kichhi chahena
Amruta bhabana kare aanamana kichhi bhala lagena
o..o..o
Alapa chahinli aneka paili aau kichhi chahena
Amruta bhabana kare aanamana kichhi bhala lagena
Jibanata lagilani ebe bhari bhari
Etiki bujhiba mora heigala deri
Niswa kara he mate bishwabihari ॥1॥
Malaya parasha napai paili basha nahin chandane
Tumaku napai jete ja paili
Shanti nahin jibane
Malaya parasha napai paili basha nahin chandane
Tumaku napai jete ja paili
Shanti nahin jibane
Ashanti ru prashanti ku ashanti ru prashanti ku prana hue jhuri
Etiki bujhiba mora heigala deri
Niswa kara he mate bishwabihari
Khali khali asithili
Khali khali asithili
Khali jibi pheri
Etiki bujhiba mora heigala deri
Niswa kara he mate bishwabihari ॥2॥
ଆଜ୍ଞା ୧୧ ସଂଖ୍ଯା ଧାଡିରେ କିଛି ଭୁଲ ଅଛି
ReplyDeleteଆପଙ୍କ ବହୁମୂଲ୍ୟ ମତାମତ ପାଇଁ ଧନ୍ୟବାଦ । "ଶାନ୍ତି" ଶାନ୍ତୀ ହେଇଯାଇଛି । ଭ୍ରମ ସଂଶୋଧନ କରିବୁ ।
Delete