Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ନିଶ୍ଵକର ହେ ମୋତେ ବିଶ୍ଵବିହାରୀ - Niswa Kara He Mate Bishwabihari Lyrics

== ଓଡ଼ିଆ ==

ଭଜନ : ନିଶ୍ଵକର ହେ ମୋତେ ବିଶ୍ଵବିହାରୀ
ଭାଷା : ଓଡ଼ିଆ
କଣ୍ଠ : କୁମାର ବାପି
ଆଲବମ : କ୍ଷମା ସାଗର
ଗୀତିକାର : ଅଲେଖ ବିଶ୍ଵାଳ
ସଂଗୀତ ନିର୍ଦ୍ଦେଶକ : ସଞ୍ଜୟ
ମସିହା : ୨୦୦୯



ନିଶ୍ଵକର ହେ ମୋତେ ବିଶ୍ଵବିହାରୀ
ନିଶ୍ଵକର ହେ ମୋତେ ବିଶ୍ଵବିହାରୀ
ଖାଲି ଖାଲି ଆସିଥିଲି
ଖାଲି ଖାଲି ଆସିଥିଲି
ଖାଲି ଯିବି ଫେରି
ଏତିକି ବୁଝିବା ମୋର ହେଇଗଲା ଡେରି
ନିଶ୍ଵକର ହେ ମୋତେ ବିଶ୍ଵବିହାରୀ ॥


ଅଳପ ଚାହିଁଲି ଅନେକ ପାଇଲି ଆଉ କିଛି ଚାହେଁନା
ଅମୃତ  ଭାବନା କରେ ଆନମନା କିଛି ଭଲ ଲାଗେନା
ଅ..ଅ..ଅ..
ଅଳପ ଚାହିଁଲି ଅନେକ ପାଇଲି ଆଉ କିଛି ଚାହେଁନା
ଅମୃତ  ଭାବନା କରେ ଆନମନା କିଛି ଭଲ ଲାଗେନା
ଜୀବନଟା ଲାଗିଲାଣି ଏବେ ଭାରି ଭାରି
ଏତିକୀ ବୁଝିବା ମୋର  ହେଇଗଲା ଡେରି
ନିଶ୍ଵ କରହେ ମୋତେ  ବିଶ୍ଵବିହାରୀ ॥୧॥


ମଳୟ ପରଶ ନପାଇ ପାଇଲି ବାଶ ନାହିଁ ଚନ୍ଦନେ
ତୁମକୁ ନପାଇ ଯେତେ ଯା ପାଇଲି
ଶାନ୍ତୀ  ନାହିଁ ଜୀବନେ
ମଳୟ ପରଶ ନପାଇ ପାଇଲି ବାଶ ନାହିଁ ଚନ୍ଦନେ
ତୁମକୁ ନପାଇ ଯେତେ ଯା ପାଇଲି
ଶାନ୍ତୀ  ନାହିଁ ଜୀବନେ
ଅଶାନ୍ତି ରୁ ପ୍ରଶାନ୍ତି କୁ ଅଶାନ୍ତି ରୁ ପ୍ରଶାନ୍ତି କୁ
ପ୍ରାଣ ହୁଏ ଝୁରି
ଏତିକୀ ବୁଝିବା ମୋର  ହେଇଗଲା ଡେରି
ନୀଶ୍ଵ କରହେ ମୋତେ ବିଶ୍ଵବିହାରୀ
ଖାଲି ଖାଲି ଆସିଥିଲି
ଖାଲି ଖାଲି ଆସିଥିଲି
ଖାଲି ଯିବି ଫେରି
ଏତିକି ବୁଝିବା ମୋର ହେଇଗଲା ଡେରି
ନିଶ୍ଵକର ହେ ମୋତେ ବିଶ୍ଵବିହାରୀ ॥୨॥



YouTube ରେ ନିଶ୍ଵକର ହେ ମୋତେ ବିଶ୍ଵବିହାରୀ  



== English ==

Song : Niswa Kara He Mate Bishwabihari
Language : Odia
Album : Khyama Sagara
Singer : Kumar Bapi
Lyricist : Alekh Biswal
Music Director : Sanjay
Year : 2009



Niswa kara he mate bishwabihari
Niswa kara he mate bishwabihari
Khali khali asithili
Khali khali asithili
Khali jibi pheri
Etiki bujhiba mora heigala deri
Niswa kara he mate bishwabihari ॥


Alapa chahinli aneka paili aau kichhi chahena
Amruta bhabana kare aanamana kichhi bhala lagena
o..o..o
Alapa chahinli aneka paili aau kichhi chahena
Amruta bhabana kare aanamana kichhi bhala lagena
Jibanata lagilani ebe bhari bhari
Etiki bujhiba mora heigala deri
Niswa kara he mate bishwabihari ॥1॥  


Malaya parasha napai paili basha nahin chandane
Tumaku napai jete ja paili
Shanti nahin jibane
Malaya parasha napai paili basha nahin chandane
Tumaku napai jete ja paili
Shanti nahin jibane
Ashanti ru prashanti ku ashanti ru prashanti ku prana hue jhuri
Etiki bujhiba mora heigala deri
Niswa kara he mate bishwabihari
Khali khali asithili
Khali khali asithili
Khali jibi pheri
Etiki bujhiba mora heigala deri
Niswa kara he mate bishwabihari ॥2॥




ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. ଆଜ୍ଞା ୧୧ ସଂଖ୍ଯା ଧାଡିରେ କିଛି ଭୁଲ ଅଛି

    ReplyDelete
    Replies
    1. ଆପଙ୍କ ବହୁମୂଲ୍ୟ ମତାମତ ପାଇଁ ଧନ୍ୟବାଦ । "ଶାନ୍ତି" ଶାନ୍ତୀ ହେଇଯାଇଛି । ଭ୍ରମ ସଂଶୋଧନ କରିବୁ ।

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ