ମିଛ ଦୁନିଆରେ ଗୋଟିଏ ସତ - Michha Duniare Gotie Sata Jagannatha Se Mo Jagannath Lyrics
ଗୀତ : ମିଛ ଦୁନିଆରେ ଗୋଟିଏ ସତ
ଭାଷା : ଓଡ଼ିଆ
କଣ୍ଠ : ଭିକାରି ବଳ
ଗୀତିକାର : ଶୀର୍ଷାନନ୍ଦ କାନୁନଗୋ
ସଂଗୀତ ନିର୍ଦ୍ଦେଶକ : ଅମରେନ୍ଦ୍ର ମହାନ୍ତି, ସରୋଜ ନନ୍ଦ
ମସିହା : ୧୯୯୨
ମିଛ ଦୁନିଆରେ ଗୋଟିଏ ସତ
ମିଛ ଦୁନିଆରେ ଗୋଟିଏ ସତ
ଜଗନ୍ନାଥ ସେ ମୋ ଜଗନ୍ନାଥ
ଜଗନ୍ନାଥ ସେ ମୋ ଜଗନ୍ନାଥ
ତାରିପାରେ ସେହି ମାରିପାରେ ସେହି
ତାରିପାରେ ସେହି ମାରିପାରେ ସେହି
ଗୋଟିଏ ହାତ
ଜଗନ୍ନାଥ ସେ ମୋ ଜଗନ୍ନାଥ
ଜଗନ୍ନାଥ ସେ ମୋ ଜଗନ୍ନାଥ ॥
ଗାଇ ଗାଇ ରାମାୟଣ ଶୁଣି ଶୁଣି ଗୀତା
ପଢ଼ି ପଢ଼ି ଭାଗବତ ସରେନା ଯା କଥା
ଗାଇ ଗାଇ ରାମାୟଣ ଶୁଣି ଶୁଣି ଗୀତା
ପଢ଼ି ପଢ଼ି ଭାଗବତ ସରେନା ଯା କଥା
ଭଜନ ଜଣାଣ ପୁଣି ପୋଥି କି ପୁରାଣ
ସବୁଠାରେ ବିଜେ ସେହି ପ୍ରଭୁ ନାରାୟଣ
ସବୁଠାରେ ବିଜେ ସେହି ପ୍ରଭୁ ନାରାୟଣ
ପତିତ ଉଦ୍ଧାର ପାଇଁ ଉଡ଼େ ଯା ନେତ
ଜଗନ୍ନାଥ ସେ ମୋ ଜଗନ୍ନାଥ
ଜଗନ୍ନାଥ ସେ ମୋ ଜଗନ୍ନାଥ ॥୧॥
ସେହି ଏକା କହିଥିଲା କୁରୁକ୍ଷେତ୍ରେ ଗୀତା
ସେହି ଏକା ବରଜିଲା ସତୀ ମାତା ସିତା
ସେହି ଏକା କହିଥିଲା କୁରୁକ୍ଷେତ୍ରେ ଗୀତା
ସେହି ଏକା ବରଜିଲା ସତୀ ମାତା ସିତା
ସେହି ଏକା ସହିଥିଲା ବ୍ରାହ୍ମଣ ଗୋଇଠା
ସେହି ଏକା ଖାଇଥିଲା ଶବରି ଅଇଁଠା
ସେହି ଏକା ଖାଇଥିଲା ଶବରି ଅଇଁଠା
ଯାହାର ଇଚ୍ଛାରେ ଚାଲେ ସାରା ଜଗତ
ଜଗନ୍ନାଥ ସେ ମୋ ଜଗନ୍ନାଥ
ଜଗନ୍ନାଥ ସେ ମୋ ଜଗନ୍ନାଥ ॥୨॥
ମିଛ ଦୁନିଆରେ ଗୋଟିଏ ସତ
ମିଛ ଦୁନିଆରେ ଗୋଟିଏ ସତ
ଜଗନ୍ନାଥ ସେ ମୋ ଜଗନ୍ନାଥ
ଜଗନ୍ନାଥ ସେ ମୋ ଜଗନ୍ନାଥ
ତାରିପାରେ ସେହି ମାରିପାରେ ସେହି
ତାରିପାରେ ସେହି ମାରିପାରେ ସେହି
ଗୋଟିଏ ହାତ
ଜଗନ୍ନାଥ ସେ ମୋ ଜଗନ୍ନାଥ
ଜଗନ୍ନାଥ ସେ ମୋ ଜଗନ୍ନାଥ
ମିଛ ଦୁନିଆରେ ଗୋଟିଏ ସତ
ମିଛ ଦୁନିଆରେ ଗୋଟିଏ ସତ
ଜଗନ୍ନାଥ ସେ ମୋ ଜଗନ୍ନାଥ
ଜଗନ୍ନାଥ ସେ ମୋ ଜଗନ୍ନାଥ
ଜଗନ୍ନାଥ ସେ ମୋ ଜଗନ୍ନାଥ ॥୩॥
YouTube ରେ ମିଛ ଦୁନିଆରେ ଗୋଟିଏ ସତ
== English ==
Song : Michha Duniare Gotie Sata
Language : Odia
Singer : Bhikari Bala
Lyricist : Shirshananda Das Kanungo
Music Director : Amarendra Mohanty, Saroj Nanda
Year : 1992
Michha duniare gotie sata
Michha duniare gotie sata
Jagannatha se mo Jagannatha
Jagannatha se mo Jagannatha
Taripare sehi maripare sehi
Taripare sehi maripare sehi
Gotie hata
Jagannatha se mo Jagannatha
Jagannatha se mo Jagannatha ॥
Gaai Gaai Ramayana suni suni Geeta
Padhi padhi Bhagabata sarena jaa katha
Gaai Gaai Ramayana shuni shuni Geeta
Padhi padhi Bhagabata sarena jaa katha
Bhajan janana puni pothi ki purana
Sabuthare bije sehi prabhu narayana
Sabuthare bije sehi prabhu narayana
Patita uddhara pain ude jaa neta
Jagannatha se mo Jagannatha
Jagannatha se mo Jagannatha ॥1॥
Sehi ekaa kahithila kurukhetre Geeta
Sehi ekaa barajila sati mata Sita
Sehi ekaa kahithila kurukhetre Geeta
Sehi ekaa barajila sati mata Sita
Sehi ekaa sahithila brahmana goitha
Sehi ekaa khaithila shabari aintha
Sehi ekaa khaithila shabari aintha
Jahara echhare chale sara jagata
Jagannatha se mo Jagannatha
Jagannatha se mo Jagannatha ॥2॥
Michha duniare gotie sata
Michha duniare gotie sata
Jagannatha se mo Jagannatha
Jagannatha se mo Jagannatha
Taripare sehi maripare sehi
Taripare sehi maripare sehi
Gotie hata
Jagannatha se mo Jagannatha
Jagannatha se mo Jagannatha
Michha duniare gotie sata
Michha duniare gotie sata
Jagannatha se mo Jagannatha
Jagannatha se mo Jagannatha
Jagannatha se mo Jagannatha ॥3॥
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...