Computer ରେ ଓଡ଼ିଆ ଲେଖିବା କେମିତି - ଭାଗ ୧
Transliteration ଉଦାହରଣ: Apana ebe Smaranika padhuchhanti.
Translation ଉଦାହରଣ: You are now reading The Smaranika.
ଉପାୟ - ୧: Microsoft Indic Language Input Tool
ତଳ link କୁ right click କରି "Open link in New Tab" option select କରନ୍ତୁ।
http://specials.msn.co.in/ilit/Oriya.aspx
Page open ହେଲା ପରେ, ଓଡ଼ିଆ ରେ ଲେଖିବା ପାଇଁ ଗୋଟେ box ଦେଖିବେ। ସେଇଠି କିଛି ଲେଖନ୍ତୁ, ଯେପରି, ଆପଣଙ୍କ ନାମ - ଯେମିତି English ରେ ଲେଖନ୍ତି, ସେମିତି ଲେଖନ୍ତୁ।
ତଳ ଉଦାହରଣ ରେ smaraNiKa ଲେଖା ହୋଇଛି, ଯେଉଁଠି N ଓ K capital letter ରେ ଲେଖା ହୋଇଛି ଆ କାର ଫଳା ବା ମାତ୍ରା ପାଇଁ। ଏ ବିଷୟ ରେ ପରେ ଜଣାଇବି।
Space bar hit କରିବା କ୍ଷଣି ଆପଣଙ୍କ ନାମ ଓଡ଼ିଆରେ ଲେଖି ହୋଇଯିବ।
ଏବେ ଆପଣଙ୍କ ଲେଖା ସବୁ Offline access କରିବା ପାଇଁ Microsoft Word ବା ଅନ୍ୟ Word Processing editor ରେ copy paste କରି ଦିଅନ୍ତୁ। ତାପରେ file କୁ save କରି ଦିଅନ୍ତୁ।
ବିଶେଷ ସୂଚନା: ଓଡ଼ିଆ ରେ ଠିକ୍ ଭାବେ ପଢିବା ଓ ଲେଖିବା ପାଇଁ ନୂଆ Operating System, Windows Vista, Windows 7 ବ୍ୟବହାର କରନ୍ତୁ। ଆପଣ ଯଦି ପୁରୁଣା Operating System ଯଥା Windows XP ବ୍ୟବହାର କରୁଥାନ୍ତି, ଓଡ଼ିଆ ଶବ୍ଦ ଗୁଡ଼ିକ Computer ରେ ଠିକ୍ ଭାବେ ଦେଖାଯିବ ନାହିଁ।
ଉପାୟ - ୨: ... ... କ୍ରମଶଃ ।
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...