Posts
Showing posts from 2012
Google ରେ ଓଡ଼ିଆରେ ହିଁ search କରନ୍ତୁ!
ସମସ୍ତ ଓଡ଼ିଆ କ୍ୟାଲେଣ୍ଡର
Facebook ରେ ଯୋଡ଼ନ୍ତୁ
|
Twitter ରେ ଯୋଡ଼ନ୍ତୁ
Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page
== ଓଡ଼ିଆ == ଗୀତ : ଆହେ ଦୟାମୟ ବିଶ୍ଵବିହାରୀ ଭାଷା : ଓଡ଼ିଆ ଚଳଚିତ୍ର : ବଳିଦାନ କଣ୍ଠ : ପ୍ରଫୁଲ୍ଲ କର, ବାଣୀ ଜୟରାମ ଗୀତିକାର : ରାମକୃଷ୍ଣ ନନ୍ଦ ସଙ୍ଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର ମସିହା : ୧୯୭୮ ଆହେ ଦୟାମୟ ବିଶ୍ଵବିହାରୀ ଘେନ ଦୟାବହି ମୋର ଗୁହାରି ॥ ଜଳ ସ୍ଥଳ ବନ ଗିରି ଆକାଶ ତୁମ ଲୀଳା ସବୁଠାରେ ପ୍ରକାଶ ॥ ତୁମେ ଶୁଭ ବୁଦ୍ଧି ପରା ଶିଖାଅ ମୋତେ ଭଲ ବାଟ ପରା ଦେଖାଅ ॥ ମୋର କାମକୁ କରାଅ ସରସ ମୋର ମୁଖେ ଦିଅ ଚିର ହରଷ ॥ ମୋତେ ଖଳ ଅଳସୁଆ ନିକଟେ ନିଅ ନାହିଁ ସୁଖେ ଅବା ସଙ୍କଟେ ॥ ଦୁଃଖି ଅରକ୍ଷିତ ସେବା କାରଣେ ବଳ ଦିଅ ମୋର କର ଚରେଣେ ॥ ତୁମ ଚରଣ ରେ ମୋର ଭକତି ଦିଅ ବିପଦେ ସାହସ ଶକତି ॥ କୁଟ କପଟ ସ୍ଵଭାବ ଯାହାର ତାଙ୍କୁ ଦୂରୁ ମୁଁ କରଇ ଜୁହାର ॥ ମୋତେ ନମିଶାଅ ତାଙ୍କ ସାଥିରେ ସଦା ରଖ ସାଧୁଜନ କତିରେ ॥ ଦୟା ବିନୟ ହେଉ ମୋ ଭୂଷଣ କାହା ମନେ ନ ଦିଏ ମୁଁ କଷଣ ॥ ସତ କହିବାକୁ କିଆଁ ଡରିବି ସତ କହି ପଛେ ମାଲେ ମରିବି ॥ ମୋତେ ଏତିକି ଶିଖାଅ ସାଇଁ ହେ ମୋର ଧନ ଜନ ଲୋଡା ନାହିଁ ହେ ॥ YouTube ରେ ଆହେ ଦୟାମୟ ବିଶ୍ଵ ବିହାରୀ == English == Song : Ahe dayamaya Biswabihari Language : Odia Film : Balidana Singer : Prafulla Kara, Vani Jayaram Lyricist : Ramakrushna Nanda Music Director : Prafulla Kara Nanda Year : 1978 Ahe d...
ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics
- Get link
- X
- Other Apps
By
Satyaranjan Mohanty
-
== ଓଡ଼ିଆ == ଶ୍ଳୋକ / ଭଜନ : ଶ୍ରୀ ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) ଭାଷା : ସଂସ୍କୃତ କଣ୍ଠ : ପଣ୍ଡିତ ସୂର୍ୟନାରାୟଣ ରଥଶର୍ମା ଗୀତିକାର : ଆଦି ଶଙ୍କାରାଚାର୍ଯ୍ୟ କଦାଚିତ୍ କାଳିନ୍ଦୀ ତଟ ବିପିନ ସଙ୍ଗୀତ କରବୋ ମୁଦାଭୀରୀ ନାରୀ ବଦନ କମଳାସ୍ଵାଦ ମଧୁପଃ ରମା ଶମ୍ଭୁ ବ୍ରହ୍ମାମର ପତି ଗଣେଶାର୍ଚିତ ପଦୋ ଜଗନ୍ନାଥଃ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ ॥୧॥ ଭୁଜେ ସବ୍ୟେ ବେଣୁଂ ଶିରସି ଶିଖି ପୁଛଂ କଟି ତଟେ ଦୁକୂଳଂ ନେତ୍ରାନ୍ତେ ସହଚର କଟାକ୍ଷଂ ବିଦଧତେ ସଦା ଶ୍ରୀମଦ ବୃନ୍ଦାବନ ବସତି ଲୀଲା ପରିଚୟୋ ଜଗନ୍ନାଥଃ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ ॥୨॥ ମହାମ୍ଭୋଧେସ୍ତୀରେ କନକ ରୁଚିରେ ନୀଳ ଶିଖରେ ବସନ୍ ପ୍ରାସାଦାନ୍ତଃ ସହଜ ବଲଭଦ୍ରେଣ ବଳିନା ସୁଭଦ୍ରା ମଧ୍ୟସ୍ଥଃ ସକଳ ସୁର ସେବା ବସରଦୋ ଜଗନ୍ନାଥଃ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ ॥୩॥...
Computer ରେ ଓଡ଼ିଆ ଲେଖିବା କେମିତି - ଭାଗ ୨
- Get link
- X
- Other Apps
By
Satyaranjan Mohanty
-

ଉପାୟ - ୨: Google Transliteration Tool ଉପାୟ - ୧ ରେ ଆମେ Microsoft Indic Language Input Tool ବିଷୟରେ ଶିଖି ଥିଲୁ। ଏବେ Google Transliteration Tool ବିଷୟ ରେ ଶିଖିବୁ। ଏ Google Transliteration tool ଟିକୁ use କରି ଭାରତର ପ୍ରାୟ ସବୁ ଭାଷାରେ ଆପଣ ଲେଖି ପାରିବେ ଗୋଟିଏ editor ରେ। ତଳ link କୁ right click କରି "Open link in New Tab" option select କରନ୍ତୁ। http://google.com/transliterate/ Page open ହେଲା ପରେ, ବାମ ପଟେ ଯେଉଁଠି Hindi ଲେଖା ହୋଇଛି ସେଇଠି click କରନ୍ତୁ। Dropdown ରୁ Oriya select କରନ୍ତୁ। ତା ପରେ editor ରେ Enhlish ରେ ଆପଣଙ୍କ ନାମ ଲେଖି ଚାଲନ୍ତୁ। Space bar ଦବାଇବା କ୍ଷଣି ଆପଣଙ୍କ English ଲେଖା, ଓଡ଼ିଆରେ ଲେଖି ହୋଇଯିବ। ବିଶେଷ ସୂଚନା: ଓଡ଼ିଆ ରେ ଠିକ୍ ଭାବେ ପଢିବା ଓ ଲେଖିବା ପାଇଁ ନୂଆ Operating System, Windows Vista, Windows 7 ବ୍ୟବହାର କରନ୍ତୁ। ଆପଣ ଯଦି ପୁରୁଣା Operating System ଯଥା Windows XP ବ୍ୟବହାର କରୁଥାନ୍ତି, ଓଡ଼ିଆ ଶବ୍ଦ ଗୁଡ଼ିକ Computer ରେ ଠିକ୍ ଭାବେ ଦେଖାଯିବ ନାହିଁ। ... ... କ୍ରମଶଃ। ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Computer ରେ ଓଡ଼ିଆ ଲେଖିବା କେମିତି - ଭାଗ ୧
- Get link
- X
- Other Apps
By
Satyaranjan Mohanty
-

Computer ରେ ଓଡ଼ିଆ ଲେଖିବା ଏବେ ସହଜ ହେଇଗଲାଣି। ଏବେ ଚାଲାନ୍ତୁ ସବୁଠୁ ସହଜ ଉପାୟରେ ଓଡ଼ିଆ ଲେଖିବା। ମାନେ ରଖନ୍ତୁ, English keyboard ସାହାଯ୍ୟରେ ବି ଓଡ଼ିଆ ଲେଖି ହେବ। English ରେ ଓଡ଼ିଆ ଲେଖିବା କୁ Transliteration କହନ୍ତି । Transliteration ଉଦାହରଣ: Apana ebe Smaranika padhuchhanti. Translation ଉଦାହରଣ: You are now reading The Smaranika. ଉପାୟ - ୧: Microsoft Indic Language Input Tool ତଳ link କୁ right click କରି "Open link in New Tab" option select କରନ୍ତୁ। http://specials.msn.co.in/ilit/Oriya.aspx Page open ହେଲା ପରେ, ଓଡ଼ିଆ ରେ ଲେଖିବା ପାଇଁ ଗୋଟେ box ଦେଖିବେ। ସେଇଠି କିଛି ଲେଖନ୍ତୁ, ଯେପରି, ଆପଣଙ୍କ ନାମ - ଯେମିତି English ରେ ଲେଖନ୍ତି, ସେମିତି ଲେଖନ୍ତୁ। ତଳ ଉଦାହରଣ ରେ smaraNiKa ଲେଖା ହୋଇଛି, ଯେଉଁଠି N ଓ K capital letter ରେ ଲେଖା ହୋଇଛି ଆ କାର ଫଳା ବା ମାତ୍ରା ପାଇଁ। ଏ ବିଷୟ ରେ ପରେ ଜଣାଇବି। Space bar hit କରିବା କ୍ଷଣି ଆପଣଙ୍କ ନାମ ଓଡ଼ିଆରେ ଲେଖି ହୋଇଯିବ। ଏବେ ଆପଣଙ୍କ ଲେଖା ସବୁ Offline access କରିବା ପାଇଁ Microsoft Word ବା ଅନ୍ୟ Word Processing editor ରେ copy paste କରି ଦିଅନ୍ତୁ। ତାପରେ file କୁ save କରି ଦିଅନ୍ତୁ। ବିଶେଷ ସୂଚନା: ଓ...
ସ୍ମରଣିକା ର ଅଭିପ୍ରାୟ
- Get link
- X
- Other Apps
By
Satyaranjan Mohanty
-
"ଦି ସ୍ମରଣିକା " (thesmaranika.blogspot.in) ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ କିଛି ଲେଖିବା ପାଇଁ ତାର କ୍ଷୁଦ୍ର ପ୍ରୟାସ ଆରମ୍ଭ କରୁଛି। ଭାରତ ର ଅନ୍ୟ ଭାଷା ମାନଙ୍କ ତୁଳନା ରେ ଓଡ଼ିଆ ୱେବସାଇଟ (website) ଓ ବ୍ଲଗ (blog) ର ଅଭାବ ରହିଛି। ସେଇ ଅଭାବ କୁ ଦୂର କରିବା ପାଇଁ ସ୍ମରଣିକା ତାର କ୍ଷୁଦ୍ର ଅବଦାନ ଜାରି ରଖିବ। ଆଶା, ସ୍ମରଣିକା ର ଲେଖା ଆପଣଙ୍କ ମନଛୁଆଁ ହେବ। ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ
== ଓଡ଼ିଆ == ଗୀତ : ଶ୍ରିତ କମଲା କୁଚ ମଣ୍ଡଲ ଭାଷା : ସଂସ୍କୃତ ପୋଥି / ପୁସ୍ତକ : ଗୀତ ଗୋବିନ୍ଦ କଣ୍ଠ : ନମିତା ଅଗ୍ରୱାଲ ଗୀତିକାର : ଶ୍ରୀ ଜୟଦେବ ଗୋସ୍ଵାମୀ ସଙ୍ଗୀତ ନିର୍ଦ୍ଦେଶକ : ରାଖାଲ ମହାନ୍ତି ମସିହା : ୨୦୦୬ ଶ୍ରିତ-କମଲା-କୁଚ-ମଣ୍ଡଲ, ଧୃତ-କୁଣ୍ଡଲ କଲିତ-ଲଲିତ-ବନମାଲ, ଜୟ ଜୟ ଦେବ ହରେ ॥୧॥ ଦିନମଣି-ମଣ୍ଡଲ-ମଣ୍ଡନ, ଭବ-ଖଣ୍ଡନ ମୁନିଜନ-ମାନସ-ହଂସ, ଜୟ ଜୟ ଦେବ ହରେ ॥୨॥ କାଲିୟ-ବିଷଧର-ଗଞ୍ଜନ, ଜନ-ରଞ୍ଜନ ୟଦୁକୁଲ-ନଲିନ-ଦିନେଶ, ଜୟ ଜୟ ଦେବ ହରେ ॥୩॥ ମଧୁ-ମୁର-ନରକ-ବିନାଶନ, ଗରୁଡ଼ାସନ ସୁରକୁଲ-କେଲି-ନିଦାନ, ଜୟ ଜୟ ଦେବ ହରେ ॥୪॥ ଅମଲ-କମଲ-ଦଲ-ଲୋଚନ, ଭବ-ମୋଚନ ତ୍ରିଭୁବନ-ଭବନ-ନିଧାନ, ଜୟ ଜୟ ଦେବ ହରେ ॥୫॥ ଜନକ-ସୁତାକୃତ-ଭୂଷଣ, ଜିତ-ଦୂଷଣ ସମର-ଶମିତ-ଦଶକଣ୍ଠ, ଜୟ ଜୟ ଦେବ ହରେ ॥୬॥ ଅଭିନବ-ଜଲଧର-ସୁନ୍ଦର, ଧୃତ-ମନ୍ଦର ଶ୍ରୀମୁଖ-ଚନ୍ଦ୍ର-ଚକୋର, ଜୟ ଜୟ ଦେବ ହରେ ॥୭॥ ତବ ଚରଣେ ପ୍ରଣତାବୟମ୍, ଇତି ଭାବୟ କୁରୁ କୁଶଲଂ ପ୍ରଣତେଷୁ, ଜୟ ଜୟ ଦେବ ହରେ ॥୮॥ ଶ୍ରୀ-ଜୟଦେବ-କବେରିଦଂ, କୁରୁତେ ମୁଦମ୍ ମଙ୍ଗଳମ୍-ଉଜ୍ଜ୍ୱଳ-ଗୀତଂ, ଜୟ ଜୟ ଦେବ ହରେ ॥୯॥ ଇତି ଶ୍ରୀ ଜୟଦେବ ବିରଚିତଂ ମଙ୍ଗଲଗୀତଂ ସମ୍ପୂର୍ଣ୍ଣମ୍ ॥ Note on usage of filler words hey (है), E (ए), Hari (हरि) etc: Numerous artists around the w...
ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics
== ଓଡ଼ିଆ == ଭଜନ : ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ ଭାଷା : ଓଡ଼ିଆ ଆଲବମ : ମୟୂର ଚନ୍ଦ୍ରିକା କଣ୍ଠ : ସୋନୁ ନିଗମ ଗୀତିକାର : ଶ୍ରୀକାନ୍ତ ଗୌତମ ସଂଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ ଲେବେଲ : ଟି ସିରିଜ୍ ମସିହା : ୧୯୯୪ ତୋ ଆଗରେ କିଛି ଧୂପ, ମୋ ଆଗରେ କିଛି ଧୂପ ତୋ ଦେହରେ କିଛି ଫୁଲ, ମୋ ଦେହରେ କିଛି ଫୁଲ ତୋ ପାଇଁ ଦୀପ ଟିଏ, ମୋ ପାଇଁ ଦୀପ ଟିଏ ତୋ ବେକରେ ମାଳ ଟିଏ, ମୋ ବେକରେ ମାଳ ଟିଏ ତୁ ବଡ଼ ଦାଣ୍ଡେ ଯିବୁ, ମୁଁ ବଡ଼ ଦାଣ୍ଡେ ଯିବୁ ତତେ ଟାଣି ଟାଣି ନେବେ, ମୋତେ ବୋହି ବୋହି ନେବେ ନନ୍ଦିଘୋଷରେ ତୁ ଯିବୁ, ମୁଁ ଯେ କୋକେଇରେ ଯିବି ଶ୍ରୀଗୁଣ୍ଡିଚାକୁ ତୁ ଯିବୁ, ମୁଁ ଯେ ସ୍ଵର୍ଗଦ୍ଵାର ଯିବି ନନ୍ଦିଘୋଷରେ ତୁ ଯିବୁ, ମୁଁ ଯେ କୋକେଇରେ ଯିବି ଶ୍ରୀଗୁଣ୍ଡିଚାକୁ ତୁ ଯିବୁ, ମୁଁ ଯେ ସ୍ଵର୍ଗଦ୍ଵାର ଯିବି କାଳିଆ...ରେ କାଳିଆ...କାଳିଆ... ॥୧॥ ତୋ ଆଗେ ହରିବୋଲ, ମୋ ଆଗେ ରାମ ନାମ ତୋ ଦେହେ ପାଟ ଲୁଗା, ମୋ ଦେହେ ଧଳା ଲୁଗା ତୋ ଆଗେ ହରିବୋଲ, ମୋ ଆଗେ ରାମ ନାମ ତୋ ଦେହେ ପାଟ ଲୁଗା, ମୋ ଦେହେ ଧଳା ଲୁଗା ତୋ ମଥାରେ ସିନ୍ଦୁର, ମୋ ମଥାରେ ଅଭିର ତୁ ବସି ବସି ଯିବୁ, ମୁଁ ଶୋଇ ଶୋଇ ଯିବି ତୁ ହାତେ ହାତେ ଯିବୁ, ମୁଁ କାନ୍ଧେ କାନ୍ଧେ ଯିବି ତୁ ଆଖି ମେଲି ଥିବୁ, ମୁଁ ଆଖି ବୁଜିଥିବି ତୁ ସଭିଙ୍କୁ ଦେଖୁଥିବୁ, ମୁଁ ଦେଖି ନପାରିବି ନନ୍ଦିଘୋଷରେ ତୁ ଯିବୁ, ମୁ...
ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics
== ଓଡ଼ିଆ == ଭଜନ : ନୀଳାଚଳ ଧାମ ଯାଇ ମୁଁ ପାରୁନି ଭାଷା : ଓଡ଼ିଆ କଣ୍ଠ : ଶ୍ରୀଚରଣ ମହାନ୍ତି ଗୀତିକାର : ଅରୁଣ ମନ୍ତ୍ରୀ ହେ.... ଜଗନ୍ନାଥ... ହେ... ଜଗନ୍ନାଥ... ଜଗନ୍ନାଥ... ହେ... ଜଗନ୍ନାଥ... ନୀଳାଚଳ ଧାମ ଯାଇ ମୁଁ ପାରୁନି (୨) ଏଇଠି କରୁଚି ଦଣ୍ଡବତ ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ତୁମ ନନ୍ଦିଘୋଷ ଟାଣି ମୁଁ ପାରୁନି (୨) ଏଇଠି ଗଢ଼ିଚି ବାଲି ରଥ ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ॥ ଜୀବନର ବାଟ ଭାରି ଅଙ୍କା ବଙ୍କା ବିଚରା ବାଟୋଇ ଛାତିରେ ଛନକା ମୁଁ ସେଇ ବାଟୋଇ ଭାରି ଏକା ଏକା ପାଦେ ପାଦେ ଆଜି ଦଉଚି ପରୀକ୍ଷା ଏଇଠି ଥାଇ ମୁଁ ଯାଚୁଚି ନଡ଼ିଆ (୨) ବଢ଼େଇ ନିଅ ହେ ତୁମ ହାତ ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ॥୧॥ ଭାରି ଛନ୍ଦା ଛନ୍ଦି ପାପୁଲି ର ରେଖା ଘଟୁଚି ଘଟିବ ଯାହା ଅଛି ଲେଖା କଉ ଦିନ ପ୍ରଭୁ ହବ ତୁମ ଦେଖା ସେଦିନ ସେ ଯାଏଁ କରିଚି ଅପେକ୍ଷା ଜୀବ ଯିବା ଯାଏଁ ତୁମ କୃପା ଥାଉ (୨) ମାଗୁନି ସରଗ ପାରିଜାତ ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ॥୨॥ ନୀଳାଚଳ ଧାମ ଯାଇ ମୁଁ ପାରୁନି (୨) ଏଇଠି କରୁଚି ଦଣ୍ଡବତ ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ॥ YouTube ରେ ନୀଳାଚଳ ଧାମ ଯାଇ ମୁଁ ପାରୁନି =...
ନନ୍ଦିଘୋଷ ତୋର ଅଟକି ଗଲା ବଡ଼ଶଙ୍ଖ ଠାରେ - Nandighosa Tora Ataki Gala Badashankha Thare lyrics
== ଓଡ଼ିଆ == ଗୀତ : ନନ୍ଦିଘୋଷ ତୋର ଅଟକି ଗଲା ଭାଷା : ଓଡ଼ିଆ କଣ୍ଠ : ବସନ୍ତ ପାତ୍ର ଗୀତିକାର : ଅରବିନ୍ଦ ମୁଦୁଲି ସଂଗୀତ ନିର୍ଦ୍ଦେଶକ : ଅରବିନ୍ଦ ମୁଦୁଲି ମସିହା : ୨୦୦୪ ନନ୍ଦିଘୋଷ ତୋର… ଅଟକି ଗଲା... ବଡ଼ଶଙ୍ଖ ଠାରେ ॥ ନନ୍ଦିଘୋଷ ତୋର ଅଟକି ଗଲା ବଡ଼ଶଙ୍ଖ ଠାରେ (୨) କିଏ ସେ ଭକତ ଏତେ ଆପଣାର (୨) ଡ଼ାକିଲା ଚନ୍ଦନପୁରେ (୨) କାଳିଆରେ କାଳିଆରେ କାଳିଆରେ ଡ଼ାକିଲା ଚନ୍ଦନପୁରେ ନନ୍ଦିଘୋଷ ତୋର ଅଟକି ଗଲା ବଡ଼ଶଙ୍ଖ ଠାରେ ନନ୍ଦିଘୋଷ ତୋର… ॥ ତୁଯେ ଭକତର ଭକତ ତୋହର, ସେଲାଗି ଉଡ଼ାଉ ନେତ (୨) ଭକତର ଦୁଃଖ କେମିତି ସହିବୁ (୨) ତେଣୁ ତୁ ରଖିଲୁ ରଥ ପଡ଼ିଗଲା ହୁରି ଚଉଦିଗ ପୁରି (୨) ଭକ୍ତ ଆସେ ନୀଳାଚଳେ (୨) କାଳିଆରେ କାଳିଆରେ କାଳିଆରେ ଡ଼ାକିଲା ଚନ୍ଦନପୁରେ ନନ୍ଦିଘୋଷ ତୋର ଅଟକି ଗଲା ବଡ଼ଶଙ୍ଖ ଠାରେ ନନ୍ଦିଘୋଷ ତୋର… ॥ ୧ ॥ ମା ଯାଚିଥିଲା ପୁଅଟିଏ ହେଲେ, ଟାଣିବ ତୋ ନନ୍ଦିଘୋଷ (୨) ଭାବଗ୍ରାହି ତୁହି ଭକ୍ତ ଭାବ ବୁଝି (୨) ଦେଲୁ ମା ଓଠରେ ହସ ବାର ବରଷରେ ଲାଗିଲା ତୋ ଡୋରି (୨) ଭକ୍ତ ରୁଣ ସୁଝ ପରେ (୨) କାଳିଆରେ କାଳିଆରେ କାଳିଆରେ ଭକ୍ତ ରୁଣ ସୁଝ ପରେ ॥ ୨ ॥ ନନ୍ଦିଘୋଷ ତୋର ଅଟକି ଗଲା ବଡ଼ଶଙ୍ଖ ଠାରେ (୨) କିଏ ସେ ଭକତ ଏତେ ଆପଣାର (୨) ଡ଼ାକିଲା ଚନ୍ଦନପୁରେ (୨) କାଳିଆରେ କାଳିଆରେ କାଳିଆରେ ଡ଼ାକିଲା ଚନ୍ଦନପୁରେ (୩) ॥ YouTube ରେ...
ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ - Aahe nila saila prabala matta barana Lyrics
== ଓଡ଼ିଆ == ଭଜନ : ଆହେ ନୀଳ ଶଇଳ ପ୍ରବଳ ମତ୍ତ ଭାଷା : ଓଡ଼ିଆ କଣ୍ଠ : ଭିକାରି ବଳ ଗୀତିକାର : ସାଲବେଗ ସଂଗୀତ ନିର୍ଦ୍ଦେଶକ : ଶ୍ରୀ ଭୁବନ ମସିହା : ୧୯୮୨ ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ ମୋ ଆରତ ନଳିନୀବନ କୁ କର ଦଳନ ଆହେ ନୀଳ ଶଇଳ ॥ ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ ମୋ ଆରତ ନଳିନୀବନ କୁ କର ଦଳନ ଆହେ ନୀଳ ଶଇଳ ॥ ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ ଚକ୍ର ପେଷି ନକ୍ର ନାଶି ଉଦ୍ଧାରିଲ ଆପଣ ଆହେ ନୀଳ ଶଇଳ ॥ ଘୋରବନେ ମୃଗୁଣୀକି ପଡ଼ିଥିଲା କଷଣ କେଡ଼େ ବଡ଼ ବିପତ୍ତିରୁ ରକ୍ଷାକଲ ଆପଣ ଆହେ ନୀଳ ଶଇଳ ॥ କୁରୁସଭା ତଳେ ଶୁଣି ଦ୍ରୌପଦୀର ଜଣାଣ କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜା କଲ ବାରଣ ଆହେ ନୀଳ ଶଇଳ ॥ ରାବଣର ଭାଇ ବିଭୀଷଣ ଗଲା ଶରଣ ଶରଣ ସମ୍ଭାଳି ତାଙ୍କୁ ଲଙ୍କେ କଲ ରାଜନ ॥ ଆହେ ନୀଳ ଶଇଳ ॥ ପ୍ରହଲ୍ଲାଦ ପିତା ସେ ଯେ ବଡ଼ ଦୁଷ୍ଟ ଦାରୁଣ ସ୍ତମ୍ଭରୁ ବାହାରି ତାକୁ ବିଦାରିଲ ତକ୍ଷଣ ॥ ଆହେ ନୀଳ ଶଇଳ ॥ କହେ ସାଲବେଗ ହୀନ ଜାତିରେ ମୁଁ ଯବନ ଶ୍ରୀରଙ୍ଗା ଚରଣ ତଳେ କରୁଅଛି ଜଣାଣ ଆହେ ନୀଳ ଶଇଳ ॥ ଆହେ ନୀଳ ଶଇଳ, ପ୍ରବଳ ମତ୍ତ ବାରଣ ମୋ ଆରତ ନଳିନୀ ବନ କୁ କର ଦଳନ ଆହେ ନୀଳ ଶଇଳ ॥ YouTub...
ନିକଟରେ ମିଳିଥିବା ମନ୍ତବ୍ୟ ସବୁ
Anonymous commented on kala manikare dhire ghena lyrics odia: “Odia meaning of Dankuni”
Anonymous commented on kala manikare dhire ghena lyrics odia: “Dankuni ଓଡ଼ିଆ ଅର୍ଥ ”
Anonymous commented on baichadhei o pimpudi bhai lyrics odia: “Thank u Google”
The Smaranika commented on sita lo aji jaluchhi jahara lyrics odia: “ମତାମତ ପାଇଁ ଅଶେଷ ଧନ୍ୟବାଦ ।– ଦି ସ୍ମରଣିକା ଟିମ୍”
Anonymous commented on sita lo aji jaluchhi jahara lyrics odia: “Very helpful ”
The Smaranika commented on nari tuhi debi puni mamata lyrics odia: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”
Anonymous commented on nari tuhi debi puni mamata lyrics odia: “Bahut sundar ”
Anonymous commented on dinabandhu ehi ali chhamu lyrics odia: “Please provide with meaning of this wonderful bhajan”
Anonymous commented on kala manikare dhire ghena lyrics odia: “Dankuni ଓଡ଼ିଆ ଅର୍ଥ ”
Anonymous commented on baichadhei o pimpudi bhai lyrics odia: “Thank u Google”
The Smaranika commented on sita lo aji jaluchhi jahara lyrics odia: “ମତାମତ ପାଇଁ ଅଶେଷ ଧନ୍ୟବାଦ ।– ଦି ସ୍ମରଣିକା ଟିମ୍”
Anonymous commented on sita lo aji jaluchhi jahara lyrics odia: “Very helpful ”
The Smaranika commented on nari tuhi debi puni mamata lyrics odia: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”
Anonymous commented on nari tuhi debi puni mamata lyrics odia: “Bahut sundar ”
Anonymous commented on dinabandhu ehi ali chhamu lyrics odia: “Please provide with meaning of this wonderful bhajan”