Posts

Showing posts with the label ତାରପ୍ରସାଦ ଜେନା

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ନୂଆ ଗୀତ ପଢ଼ନ୍ତୁ ଏଇଠି ➨ Smaranika.in ରେ

ଦାଦନ ଶ୍ରମିକର ଆତ୍ମକଥା - Dadana Shramikara Atmakatha Lyrics

Image
ଫଟୋ କ୍ରେଡିଟ୍ : ଶ୍ରମିକ ଫଟୋଟି ପିକ୍ସାବେ ରୁ ସଂଗୃହିତ ଗୀତ : ଦାଦନ ଶ୍ରମିକର ଆତ୍ମକଥା ଭାଷା : ଓଡ଼ିଆ ଗୀତିକାର : ତାରାପ୍ରସାଦ ଜେନା ମସିହା : ୨୦୧୭ // ଏକ ଦାଦନିଆ ବୁକୁ ତଳ କଥା // ହାତ ଛାଡ଼ି ଆସିଥିଲି ପ୍ରାଣଧନୀ ମୋର         ପାଖେ ଲାଗୁ, ଛୁଇଁଗଲେ ହୋଇଯାଉ ଦୂର । କରଜକୁ ଗରଜ ମୋ ପଡ଼ିଅଛି ଦଶା         ମୁକୁଳିବା ମନକଲି ଦାଦନକୁ ଆଶା । ପେଟ ପିଠି ଲାଗିଯାଉ ଆସିଛି ମୁଁ ଖଟି         ଟଙ୍କା ନେଇ ଫେରିଯିବି ଦିନେ ଭିଟାମାଟି । କାମକରେ ଏଠି ପଡ଼ି ମନ ଥାଏ ଗାଆଁ         ଗାଆଁ ଭାଇ ଡାକ ହାକ ଶୁଣୁନାହିଁ ନାଆଁ । ଭାତ ଖିଆ ତୁଣ ଶାଗ ସବୁଲାଗେ ତୁଛ         ଅଧା ପ୍ରାଣେ ଭଲ ଅଛି, ବୋଲେ ସିନା ମିଛ । ଖଟି ଖଟି ବଥା ହେଲେ ମନେପଡ଼େ ତତେ         କେମିତିକା ଘଷି ମୋଡ଼ି ଦେଉଥିଲୁ ସତେ ! ଗୁରୁଜନ ବୋଲ ମାନି ଚଳୁଥିବୁ ଖଟି         ସେବା ପଣେ ମନଦେବୁ କରିବୁନି ପାଟି। କାନ୍ଦିବୁନି କେବେ ହେଲେ ଅମଙ୍ଗଳ ହେବ         ବିପଦକୁ ସାହା ଏକା ଗାଆଁ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ - Aahe nila saila prabala matta barana Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କୋଠ ଭୋଗ ଖିଆ ମୋ ଚକା ଆଖିଆ - Kotha Bhoga Khia Mo Chaka Akhia Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ