Posts

Showing posts from November, 2021

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ମାଣବସା ଗୁରୁବାର / ଲକ୍ଷ୍ମୀ ପୁରାଣ ବହି ଗୀତ (ନମସ୍ତେ କମଳା ମାଗୋ ସାଗର ଦୁଲଣୀ) - Manabasa Gurubara / Lakhmi Purana Bahi Gita (Namaste Kamala Maago Sagara Dulani) Lyrics

Image
== ଓଡ଼ିଆ == ଗୀତ : ମାଣବସା ଲକ୍ଷ୍ମୀ ପୁରାଣ (ନମସ୍ତେ କମଳା ମାଗୋ ସାଗର ଦୁଲଣୀ) ଭାଷା : ଓଡ଼ିଆ କଣ୍ଠ : ଗୀତା ଦାସ, ନମିତା ଅଗ୍ରୱାଲ ଗୀତିକାର : ବଳରାମ ଦାସ ସଙ୍ଗୀତ ନିର୍ଦ୍ଦେଶକ : ଭାରତୀକୃଷ୍ଣ ପୋଥି / ପୁସ୍ତକ : ମହାଲକ୍ଷ୍ମୀ ପୁରାଣ ମସିହା : ୧୯୯୨ ସ୍ତୁତି ପାଠ § 1 - ନାରଦ ଓ ପରାଶର ସମ୍ବାଦ (୧-୧୭) - Video Play Time: (0:00:00) § 2 - ମହାଲକ୍ଷ୍ମୀ ନଗର ବୁଲିଗଲେ (୧୮-୩୭) - Video Play Time: (0:05:00) § 3 - ମହାଲକ୍ଷ୍ମୀ ବ୍ରତ କେମିତି କରାଯାଏ ? (୩୮-୫୬) - Video Play Time: (0:09:00) § 4 - ଗୁରୁବାର ଦିନ ଯେଉଁ କଥା ବାରଣ ? (୫୭-୮୦) - Video Play Time: (0:11:00) § 5 - ଲକ୍ଷ୍ମୀଦେବୀଙ୍କ ସାଧବାଣୀକୁ ଲକ୍ଷ୍ମୀବ୍ରତ କରିବାକୁ ଉପଦେଶ (୮୧-୧୩୩) - Video Play Time: (0:18:00) § 6 - ଶ୍ରୀୟା ଚଣ୍ଡାଳୁଣୀ ଘରେ ମା' ଲକ୍ଷ୍ମୀ (୧୩୪-୧୭୫) - Video Play Time: (0:27:00) § 7 - ଜଗନ୍ନାଥଙ୍କ ଲକ୍ଷ୍ମୀଦେବୀଙ୍କୁ ତିରସ୍କାର (୧୭୬-୨୩୨) - Video Play Time: (0:33:00) § 8 - ଲକ୍ଷ୍ମୀଦେବୀଙ୍କ ଶ୍ରୀ ଜଗନ୍ନାଥଙ୍କୁ ଅଭିଶାପ ଓ ଶ୍ରୀମନ୍ଦିର ତ୍ୟାଗ (୨୩୩-୨୫୬) - Video Play Time: (0:50:00) § 9 - ଲକ୍ଷ୍ମୀଦେବୀଙ୍କୁ ବିଶ୍ୱକର୍ମା ଓ ଅଷ୍ଟ ବେତାଳଙ୍କ ସହଯୋଗ (୨୫୭-୨୯୯) - Video Play Time: (0:56:00) § 10 - ଜଗନ୍ନାଥ ଓ ବଳଦେବଙ୍କ ଭିକ୍ଷା କରିବାକୁ ...

ଏ ମିଳନ କାହାଣୀ ଆମ ଜୀବନର - E Milana Kahani Aama Jibanara Lyrics

Image
== ଓଡ଼ିଆ== ଫିଲ୍ମଗୀତ : ଏ ମିଳନ କାହାଣୀ ଆମ ଜୀବନର ଭାଷା : ଓଡ଼ିଆ ଚଳଚିତ୍ର : ପୁଅ ମୋର କଳା ଠାକୁର କଣ୍ଠ : କବିତା କୃଷ୍ଣମୂର୍ତ୍ତି, ଉଦିତ ନାରାୟଣ ଗୀତିକାର : ଦେବଦାସ ଛୋଟରାୟ, ଶୀର୍ଷାନନ୍ଦ ଦାସ କାନୁନଗୋ   ସଙ୍ଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି ମସିହା : ୧୯୮୮ (ଝି) ଉଁ..ଉଁ..ଆ..ଆ.. ଏ ମିଳନ କାହାଣୀ ଆମ ଜୀବନର ଏ ମିଳନ କାହାଣୀ ଆମ ଜୀବନର କାଲି ତମେ ଥିଲ ଅଚିହ୍ନା ଅଜଣା କାଲି ତମେ ଥିଲ ଅଚିହ୍ନା ଅଜଣା ଆଜି ତ ନିଜଠୁ ନିଜର ଏ ମିଳନ କାହାଣୀ ଆମ ଜୀବନର ॥ (ଝି) ମୁଁ ଜାଣିନଥିଲି ଏତେ ମିଠା ସତେ ଘରକରଣା ଘରକରଣା ପଥର ଛାତିରେ ବୋହିଯିବ ବୋଲି ସୁନା ଝରଣା ସୁନା ଝରଣା ଏ ଝରଣା ଲହରି ସେ ହୃଦୟର ଏ ଝରଣା ଲହରି ସେ ହୃଦୟର ତାହାରି ଛୁଆଁରେ ସବୁଦିନ ରାତି ତାହାରି ଛୁଆଁରେ ସବୁଦିନ ରାତି ଲାଗେତ ଆହୁରି ମଧୁର ଏ ମିଳନ କାହାଣୀ ଆମ ଜୀବନର ॥୧॥ (ଝି) ତୁମରି ଘରେ ମୁଁ ବିଜୁଳି ପରିକା ଝଲସୁଥିବି ଝଲସୁଥିବି ତୁମରି ଛାତିରେ ନୂଆ ମେଘ ପରି ବରଷୁଥିବି ବରଷୁଥିବି (ପୁ) ଏ ବରଷା ତଥାପି ଲାଗୁଚି ଡର ଏ ବରଷା ତଥାପି ଲାଗୁଚି ଡର କେତେ ସୁଖ ସତେ ସହିକି ପାରିବି କେତେ ସୁଖ ସତେ ସହିକି ପାରିବି ପଚାରୁଛି ମନ ମୋର ଏ ବରଷା ତଥାପି ଲାଗୁଚି ଡର ॥୨॥ (ପୁ) ମୁଁ ତ ନିଜେ ଥିଲି ଅଜଣା ଅଖୋଜା ସାରା ଜୀବନ ସାରା ଜୀବନ ତୁମେ ଆଜି ମୋତେ ଉପହାର ଦେଲ ସୁନେଲି ଜହ୍ନ ସୁନେଲି ଜହ୍ନ (ଝି) ଏ ଜହ୍ନ କାହାଣୀ ଆମ ସପନର ଏ ଜହ୍ନ କାହାଣୀ ଆମ ସପନର...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ