Posts

Showing posts from May, 2021

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ସଭିଏଁ ଏକା ପରି (କିଏ ତ କଳା କିଏ ଗୋରା ହଳଦି ରଙ୍ଗ କିଏ) - Sabhien Eka Pari (Kie Ta Kala Kie Ta Gora Haladi Ranga Kie) Lyrics

Image
ଏହି କବିତାଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ଜଣେ ପାଠକ ୧୪ ମଇ ୨୦୨୧ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ । ଫଟୋ କ୍ରେଡିଟ୍ : ଉପର ଫଟୋଟି ଅନ୍‌ସ୍ପ୍ଲାସ୍‌ ରୁ ସଂଗୃହିତ କିଏ ତ କଳା କିଏ ତ ଗୋରା                 ହଳଦୀ ରଙ୍ଗ କିଏ କେଉଁ ପିଲାର ବାଦାମି ଦେହ                 ଗୋଲାପି ଦିଶେ କିଏ ॥୧॥ ରଙ୍ଗ ସିନା ଭଳିକି ଭଳି                 ଢଙ ଏକା ପରି ପିଲାଏ ପରା ଦୁନିଆ ସାରା                 ସଭିଏଁ ଏକା ପରି ॥୨॥ ଖାଏ କେ ଭାତ ଖାଏ କେ ମାଛ                 ମାଉଁସ ଅବା ରୁଟି ଖାଇବ କ୍ଷୀରି କରଇ ଅଳି                 ସକାଳୁ କିଏ ଉଠି ॥୩॥ ଆହାର ସିନା ଭଳିକି ଭଳି   ...

ତତେ ମୋ ରାଣ ଦେଲି ଆଲୋ ବାଇଚଢ଼େଇ - Tate Mo Rana Deli Aalo Baichadhei Lyrics

Image
== ଓଡ଼ିଆ == ଗୀତ : ତତେ ମୋ ରାଣ ଦେଲି ଆଲୋ ଭାଷା : ଓଡ଼ିଆ ଆଲବମ : ବାଇଚଢ଼େଇ କଣ୍ଠ : ନିବେଦିତା ଗୀତିକାର : ଅଲେଖ ବିଶ୍ୱାଳ ସଂଗୀତ ନିର୍ଦ୍ଦେଶକ : ସୁବାସ ଦାସ ମସିହା : ୧୯୯୯ ତତେ ମୋ ରାଣ ଦେଲି ଆଲୋ ବାଇଚଢ଼େଇ ତୁ କାହାରିକୁ ବେଶି ଭଲପାଇବୁ ନାହିଁ ତତେ ମୋ ରାଣ ଦେଲି ଆଲୋ ବାଇଚଢ଼େଇ ତୁ କାହାରିକୁ ବେଶି ଭଲପାଇବୁ ନାହିଁ ଭୋକ ହଉଥିଲେ ଖାଇପାରିବୁନି ନିଦ ଲାଗୁଥିଲେ ଶୋଇପାରିବୁନି ଯେତେ ଭାବୁଥିଲେ କଥା ସରିବନି ଯେତେ ବାଧୁଥିଲେ କହିପାରିବୁନି ଭଲପାଇ ମୋ ପରି ଭଲପାଇ ମୋ ପରି ହୋଇବୁ ନାହିଁ ତୋତେ ମୋ ରାଣ ଦେଲି ଆଲୋ ବାଇଚଢ଼େଇ ତୁ କାହାରିକୁ ବେଶି ଭଲ ଭଲପାଇବୁ ନାହିଁ ॥ ବଞ୍ଚିବାର ମାନେ ତ ଭଲପାଇବା ବେଶି ଭଲପାଇବାରେ ଅଡ଼ୁଆ ସଞ୍ଜବେଳେ ଜହ୍ନକୁ ରାତିରେ ଝଡ଼ ଭାଙ୍ଗିଯାଏ ସପନର କୁଡ଼ିଆ ବଞ୍ଚିବାର ମାନେ ତ ଭଲପାଇବା ବେଶି ଭଲପାଇବାରେ ଅଡ଼ୁଆ ସଞ୍ଜବେଳେ ଜହ୍ନକୁ ରାତିରେ ଝଡ଼ ଭାଙ୍ଗିଯାଏ ସପନର କୁଡ଼ିଆ ଦୋଷ ଦେଖୁଥିଲେ ନିନ୍ଦିପାରିବୁନି ଲୁହ ଆସୁଥିଲେ କାନ୍ଦିପାରିବୁନି ଜଳି ମରୁଥିବୁ ଭୁଲିପାରିବୁନି ବିଷ ଧରିଥିବୁ ପିଇପାରିବୁନି ଭଲପାଇ ମୋ ପରି ଭଲପାଇ ମୋ ପରି ହୋଇବୁନାହିଁ ତତେ ମୋ ରାଣ ଦେଲି ଆଲୋ ବାଇଚଢ଼େଇ ତୁ କାହାରିକୁ ବେଶି ଭଲପାଇବୁ ନାହିଁ ॥୧॥ ଜୀବନର ମାନେ ତ ମହାନାଟକ ଅଭିନୟ କରିବୁନି କାହିଁକି ? ପ୍ରେମ ଏକ କାହାଣୀ ଭାରି ପୁରୁଣା ଚଢ଼େଇ ଲୋ ତୋତେ ଜଣାନାହିଁ କି ? ଜୀବନର ମାନେ ତ ମହାନାଟକ ଅଭିନୟ କରିବୁନି କାହିଁକି ?...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ