Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ହେ ଈଶ୍ୱର ଏ କି ସଂଯୋଗ ତୁମର (କେମିତି ଗଢ଼ିଛ ଏମିତି ସମ୍ପର୍କ ବନ୍ଧନ ସାତଜନ୍ମର) - Hey Ishwara E Ki Sanjaoga Tumara (Kemiti Gadhichha Emiti Samparka Bandhana Satajanmara) Lyrics

== ଓଡ଼ିଆ ==

ଗୀତ : ହେ ଈଶ୍ୱର ଏ କି ସଂଯୋଗ ତୁମର
ଭାଷା : ଓଡ଼ିଆ
କଣ୍ଠ : ହ୍ୟୁମାନ ସାଗର, ଅସୀମା ପଣ୍ଡା
ଗୀତିକାର : ଶିବନ ସ୍ୱାଇଁ
ସଂଗୀତ ନିର୍ଦ୍ଦେଶକ : ଏସ୍‌. ଏସ୍. ପ୍ରସାଦ
ମସିହା : ୨୦୧୯



(ପୁ)
କେମିତି ଗଢ଼ିଛ ଏମିତି ସମ୍ପର୍କ ବନ୍ଧନ ସାତଜନ୍ମର
କେମିତି ଗଢ଼ିଛ ଏମିତି ସମ୍ପର୍କ ବନ୍ଧନ ସାତଜନ୍ମର
ହେ ଈଶ୍ୱର ଏ କି ସଂଯୋଗ ତୁମର
ହେ ଈଶ୍ୱର ଏ କି ସଂଯୋଗ ତୁମର
(ଝି)
କଉଠି ଲେଖୁଚ ଏଇଠି ହଉଚି
ମିଳନ ଦୁଇ ମନର
ହେ ଈଶ୍ୱର ଏ କି ସଂଯୋଗ ତୁମର
ହେ ଈଶ୍ୱର ଏ କି ସଂଯୋଗ ତୁମର ॥


(ପୁ)
ଜଣକ ବିନା ଆଉ ଜଣେ ଏଠି
ରହିପାରେ ନାହିଁ ଜମା
ପାଣି ବିନା ମାଛ ରହିକି ପାରିବ
ଯିଏ ଯେତେ ନେଲା ଜିମା
(ଝି)
ଏମିତି ଏ ପ୍ରେମ ସାତରଙ୍ଗ ଆଣି
ଜୀବନେ ଦିଏ ଅଜାଡ଼ି
ଯଉଠି ଥିଲେ ବି ଦୁଇଟି ହୃଦୟ
ହେଇଯାଏ ଆପେ ଯୋଡ଼ି
ଗୋଟିଏ ଗଛର ଶିଅ
ଗୋଟିଏ ସୂତାର ଖିଅ
ଦୁଇଟି ପାର୍ଶ୍ଵ ଗୋଟିଏ ମୁକ୍ତାର
(ପୁ)
କେମିତି ଗଢ଼ିଛ ଏମିତି ସମ୍ପର୍କ ବନ୍ଧନ ସାତଜନ୍ମର
ହେ ଈଶ୍ୱର ଏ କି ସଂଯୋଗ ତୁମର
ହେ ଈଶ୍ୱର ଏ କି ସଂଯୋଗ ତୁମର
(ଝି)
କଉଠି ଲେଖୁଚ ଏଇଠି ହଉଚି ମିଳନ ଦୁଇ ମନର
ହେ ଈଶ୍ୱର ଏ କି ସଂଯୋଗ ତୁମର
ହେ ଈଶ୍ୱର ଏ କି ସଂଯୋଗ ତୁମର ॥୧॥


(ଝି)
ଜଣକ ଖୁସିରେ ଜଣେ ଭାଗୀଦାର
ଜଣଙ୍କ ଦୁଃଖରେ ଜଣେ
ଦୁହେଁ ଦୁହିଁଙ୍କର ପରିପୂରକ
ଜଣକ ଭାଗ୍ୟରେ ଜଣେ
(ପୁ)
ନିଃସ୍ଵାର୍ଥ ପ୍ରେମରେ ନିଃସ୍ଵାର୍ଥ କଥାରେ
ବନ୍ଧାହୁଏ ଏଠି ନୀଡ଼
ରାତି ପଛେ ଏଠି କମ୍‌ ପଡ଼ିଯିବ
ସରେନି ସପନ ଭିଡ଼
ଗୋଟିଏ ଗପରେ ଦେଖା
ଗୋଟିଏ ଗୀତରେ ଲେଖା
ଦୁଇଟି ଦେହ ଗୋଟିଏ ଆତ୍ମାର
(ଝି)
କେମିତି ଗଢ଼ିଚ ଏମିତି ସମ୍ପର୍କ ବନ୍ଧନ ସାତଜନ୍ମର
ହେ ଈଶ୍ୱର ଏ କି ସଂଯୋଗ ତୁମର
ହେ ଈଶ୍ୱର ଏ କି ସଂଯୋଗ ତୁମର
(ପୁ)
କଉଠି ଲେଖୁଚ ଏଇଠି ହଉଚି ମିଳନ ଦୁଇ ମନର
ହେ ଈଶ୍ୱର ଏ କି ସଂଯୋଗ ତୁମର
ହେ ଈଶ୍ୱର ଏ କି ସଂଯୋଗ ତୁମର ॥୨॥


ଶବ୍ଦାର୍ଥ
ଶିଅ - ଗଛର ଭୂନିମ୍ନସ୍ଥ ମୂଳ
ନୀଡ଼ - ପକ୍ଷୀର ବସା, ଆଶ୍ରୟସ୍ଥାନ


YouTube ରେ ହେ ଈଶ୍ୱର ଏ କି ସଂଯୋଗ




== English ==

Song : Hey Ishwara E Ki Sanjaoga Tumara
Language : Odia
Singer : Humane Sagar, Aseema Panda
Lyricist : Siban Swain
Music Director : S. S. Prasad
Year : 2019



(M)
Kemiti gadhichha emiti samparka bandhana satajanmara
Kemiti gadhichha emiti samparka bandhana satajanmara
Hey Ishwara e ki sanjoga tumara
Hey Ishwara e ki sanjoga tumara
(F)
Kauthi lekhucha eithi hauchi
Milana dui manara
Hey Ishwara e ki sanjoga tumara
Hey Ishwara e ki sanjoga tumara ॥


(M)
Janaka bina aau jane ethi
Rahipare nahin jama
Pani bina machha rakiki pariba
Jie jete nela jima
(F)
Emiti e prema sataranga aani
Jibane die ajadi
Jauthi thile bi duiti hrudaya
Heijae aape jodi
Gotie gachhara shia
Gotie suthara khia
Duiti parshwa goatee muktara
(M)
Kemiti gadhichha emiti samparka bandhana satajanmara
Hey Ishwara e ki sanjoga tumara
Hey Ishwara e ki sanjoga tumara
(F)
Kauthi lekhucha eithi hauchi
Milana dui manara
Hey Ishwara e ki sanjoga tumara
Hey Ishwara e ki sanjoga tumara ॥1॥


(F)
Janaka khusire jane bhagidara
Jananka dukhare jane
Duhen duhinkara paripuraka
Janaka bhagyare jane
(M)
Niswartha premare niswartha kathare
Bandhahue ethi nida
Rati pachhe ethi kam padijiba
Sareni sapana bhida
Gotie gapare dekha
Gotie gitare lekha
Duti deha gotie aatmara
(F)
Kemiti gadhichha emiti samparka bandhana satajanmara
Hey Ishwara e ki sanjoga tumara
Hey Ishwara e ki sanjoga tumara
(M)
Kauthi lekhucha eithi hauchi
Milana dui manara
Hey Ishwara e ki sanjoga tumara
Hey Ishwara e ki sanjoga tumara ॥2॥

Keywords: Hey Ishwara E Ki Sanjaoga Tumara, Odia Album Song Lyrics, Humane Sagar, Aseema Panda, Siban Swain, S. S. Prasad, ହେ ଈଶ୍ୱର ଏ କି ସଂଯୋଗ ତୁମର, ଆଲବମ ଗୀତ ଓଡ଼ିଆ, ହ୍ୟୁମାନ ସାଗର, ଅସୀମା ପଣ୍ଡା, ଶିବନ ସ୍ୱାଇଁ, ଏସ୍‌. ଏସ୍. ପ୍ରସାଦ


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”

The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”

The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on gachha o kathuria raha are lyrics odia: “Beautiful ”

The Smaranika commented on mo prabhu jagannatha se lyrics odia: “ମତାମତ ପାଇଁ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍‌”

Anonymous commented on mo prabhu jagannatha se lyrics odia: “Very nice jay jagannath”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ