Posts
Showing posts from September, 2018
Google ରେ ଓଡ଼ିଆରେ ହିଁ search କରନ୍ତୁ!
ସମସ୍ତ ଓଡ଼ିଆ କ୍ୟାଲେଣ୍ଡର
Facebook ରେ ଯୋଡ଼ନ୍ତୁ
|
Twitter ରେ ଯୋଡ଼ନ୍ତୁ
Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page
== ଓଡ଼ିଆ == ଭଜନ : ନିଶ୍ଵକର ହେ ମୋତେ ବିଶ୍ଵବିହାରୀ ଭାଷା : ଓଡ଼ିଆ କଣ୍ଠ : କୁମାର ବାପି ଆଲବମ : କ୍ଷମା ସାଗର ଗୀତିକାର : ଅଲେଖ ବିଶ୍ଵାଳ ସଂଗୀତ ନିର୍ଦ୍ଦେଶକ : ସଞ୍ଜୟ ମସିହା : ୨୦୦୯ ନିଶ୍ଵକର ହେ ମୋତେ ବିଶ୍ଵବିହାରୀ ନିଶ୍ଵକର ହେ ମୋତେ ବିଶ୍ଵବିହାରୀ ଖାଲି ଖାଲି ଆସିଥିଲି ଖାଲି ଖାଲି ଆସିଥିଲି ଖାଲି ଯିବି ଫେରି ଏତିକି ବୁଝିବା ମୋର ହେଇଗଲା ଡେରି ନିଶ୍ଵକର ହେ ମୋତେ ବିଶ୍ଵବିହାରୀ ॥ ଅଳପ ଚାହିଁଲି ଅନେକ ପାଇଲି ଆଉ କିଛି ଚାହେଁନା ଅମୃତ ଭାବନା କରେ ଆନମନା କିଛି ଭଲ ଲାଗେନା ଅ..ଅ..ଅ.. ଅଳପ ଚାହିଁଲି ଅନେକ ପାଇଲି ଆଉ କିଛି ଚାହେଁନା ଅମୃତ ଭାବନା କରେ ଆନମନା କିଛି ଭଲ ଲାଗେନା ଜୀବନଟା ଲାଗିଲାଣି ଏବେ ଭାରି ଭାରି ଏତିକୀ ବୁଝିବା ମୋର ହେଇଗଲା ଡେରି ନିଶ୍ଵ କରହେ ମୋତେ ବିଶ୍ଵବିହାରୀ ॥୧॥ ମଳୟ ପରଶ ନପାଇ ପାଇଲି ବାଶ ନାହିଁ ଚନ୍ଦନେ ତୁମକୁ ନପାଇ ଯେତେ ଯା ପାଇଲି ଶାନ୍ତୀ ନାହିଁ ଜୀବନେ ମଳୟ ପରଶ ନପାଇ ପାଇଲି ବାଶ ନାହିଁ ଚନ୍ଦନେ ତୁମକୁ ନପାଇ ଯେତେ ଯା ପାଇଲି ଶାନ୍ତୀ ନାହିଁ ଜୀବନେ ଅଶାନ୍ତି ରୁ ପ୍ରଶାନ୍ତି କୁ ଅଶାନ୍ତି ରୁ ପ୍ରଶାନ୍ତି କୁ ପ୍ରାଣ ହୁଏ ଝୁରି ଏତିକୀ ବୁଝିବା ମୋର ହେଇଗଲା ଡେରି ନୀଶ୍ଵ କରହେ ମୋତେ ବିଶ୍ଵବିହାରୀ ଖାଲି ଖାଲି ଆସିଥିଲି ଖାଲି ଖାଲି ଆସିଥିଲି ଖାଲି ଯିବି ଫେରି ଏତିକି ବୁଝିବା ମୋର ହେଇଗଲା ଡେରି ନିଶ୍ଵକର ହେ ମୋତେ ବିଶ୍ଵବିହାର...
କୋଠ ଭୋଗ ଖିଆ ମୋ ଚକା ଆଖିଆ - Kotha Bhoga Khia Mo Chaka Akhia Lyrics
- Get link
- X
- Other Apps
== ଓଡ଼ିଆ == ଭଜନ : କୋଠ ଭୋଗ ଖିଆ ମୋ ଚକା ଆଖିଆ ଭାଷା : ଓଡ଼ିଆ ଆଲବମ : ଭକ୍ତି ପୁଷ୍ପାଞ୍ଜଳି କଣ୍ଠ : ଭିକା ରି ବଳ ଗୀତିକାର : ଖିରୋଦ ଚନ୍ଦ୍ର ପୋଥାଳ ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ, ଭିକାରି ବଳ ମସିହା : ୧୯୭୯ କୋଠ ଭୋଗ ଖିଆ.. କୋଠ ଭୋଗ ଖିଆ ମୋ ଚକା ଆଖିଆ କୋଠ ଭୋଗ ଖିଆ ମୋ ଚକା ଆଖିଆ ଉଠ ହେ ପହଡ଼ ଭାଙ୍ଗି ଉଠ ହେ ପହଡ଼ ଭାଙ୍ଗି ପଣ୍ଡା ପଢ଼ିହାରୀ କରନ୍ତି ଗୁହାରି ହେବାକୁ ଚନ୍ଦନ ଲାଗି ହେବାକୁ ଚନ୍ଦନ ଲାଗି କୋଠ ଭୋଗ ଖିଆ.. ॥ ତୁଳସୀର ମାଳ ଦୟଣାର ଚୂଳ ଉଭା ଘେନି ଦେବଦାସୀ ଉଭା ଘେନି ଦେବଦାସୀ ବଡ଼ ସିଂହାରକୁ ବୁଢ଼ା ସିଂହାରୀ ଯେ ଉଭା ହୋଇଲେଣି ଆସି ମଣିମା ମଣିମା ଡାକ ପଡ଼ୁଅଛି ମଣିମା ମଣିମା ଡାକ ପଡ଼ୁଅଛି ଛାମୁ ଦରଶନ ଲାଗି ହେବାକୁ ଚନ୍ଦନ ଲାଗି କୋଠ ଭୋଗ ଖିଆ.. ॥୧॥ ନିଦା ପଥର ହେ ନିଦେ କେ ଶୋଇଲ ଷାଠିଏ ପଉଟି ଖାଇ ଷାଠିଏ ପଉଟି ଖାଇ ଅନାଥ ଜନଙ୍କ ଡାକ ନ ଶୁଣୁଛ ଅନାଥ ଜନଙ୍କ ଡାକ ନ ଶୁଣୁଛ ଜଗତର ନାଥ ହୋଇ ଆରତି ବେଳ ଯେ ଗଡ଼ି ଯାଉଅଛି ଉଠ ହେ ଛପନଭୋଗୀ ହେବାକୁ ଚନ୍ଦନ ଲାଗି କୋଠ ଭୋଗ ଖିଆ.. ॥୨॥ ପତିତପାବନ ବାନା ଉଡ଼ାଉଛ ପତିତ ଉଦ୍ଧାର ପାଇଁ ପତିତ ଉଦ୍ଧାର ପାଇଁ ପତିତପାବନ ବାନା ଉଡ଼ାଉଛ ପତିତ ଉଦ୍ଧାର ପାଇଁ ପତିତ ଉଦ୍ଧାର ପାଇଁ ମୁଁ ଜଣେ ପତିତ କାନ୍ଦି କାନ୍ଦି ମରେ ମୁଁ ଜଣେ ପତିତ କାନ୍ଦି କାନ୍ଦି ମରେ ମୋ ଡାକ କି ଶୁଭୁନାହିଁ ଏଡ଼େ ବଡ଼ ପଣ ବହିଅଛ ପ୍ରଭୁ କୁହ ତେବେ କାହା ଲାଗି ହେ...
ଆସିବ ବର ତୋର ହୋଇବ ବାହାଘର - Asiba Bara Tora Hoiba Bahaghara Lyrics
- Get link
- X
- Other Apps
== ଓଡ଼ିଆ == ଗୀତ : ଆସିବ ବର ତୋର ହୋଇବ ବାହାଘର ଭାଷା : ଓଡ଼ିଆ ଚଳଚିତ୍ର : କାବେରୀ କଣ୍ଠ : ଅନୁରାଧା ପୌଡ଼ୱାଲ ସଙ୍ଗୀତ ନିର୍ଦ୍ଦେଶକ : ବାସୁଦେବ ରଥ ମସିହା : ୧୯୮୪ ଆସିବ ବର ତୋର ହୋଇବ ବାହାଘର ଆସିବ ବର ତୋର ହୋଇବ ବାହାଘର ତା'ପରେ କି ହବ କହଲୋ ତା'ପରେ କି ହବ କହଲୋ ତା'ପରେ କି ହବ କହଲୋ ବାଜିବ ସାହାନାଇ ଫୁଲେଇ ହେଉ କାଇଁ ବାଜିବ ସାହାନାଇ ଫୁଲେଇ ହେଉ କାଇଁ ଲୁଚାଇଛୁ ବର କାହିଁଲୋ ତା'ପରେ କି ହବ କହଲୋ ତା'ପରେ କି ହବ କହଲୋ ॥ ନଇଁ ନଇଁ ନଇଁ ନଇଁ ନଇଁ ନଇଁ ଚାଲିବୁ କଇଁ କଇଁ କଇଁ ମିଛି ମିଛିକା ତୁ କାନ୍ଦିବୁ ନଇଁ ନଇଁ ନଇଁ ନଇଁ ନଇଁ ନଇଁ ଚାଲିବୁ କଇଁ କଇଁ କଇଁ ମିଛି ମିଛିକା ତୁ କାନ୍ଦିବୁ ଆସିବ ମନ ଚୋର ମାରିବ ଫୁଲଶର ଆସିବ ମନ ଚୋର ମାରିବ ଫୁଲଶର ତା'ପରେ କି ହବ କହଲୋ ତା'ପରେ କି ହବ କହଲୋ ତା'ପରେ କି ହବ କହଲୋ ॥୨॥ ଚୁପି ଚୁପି ଚୁପି ବର ତୋର ପାଖେ ଆସିବ ମିଠା ମିଠା କଥା ଚଉଠି ରାତିରେ କହିବ ଚୁପି ଚୁପି ଚୁପି ବର ତୋର ପାଖେ ଆସିବ ମିଠା ମିଠା କଥା ଚଉଠି ରାତିରେ କହିବ ଛାତି ତୋ ଦକଦକ ମନ ତୋ ସକସକ ଛାତି ତୋ ଦକଦକ ମନ ତୋ ସକସକ ଲେଖିବୁ ତା'ପର ଖବର ତା'ପରେ କି ହବ କହଲୋ ତା'ପରେ କି ହବ କହଲୋ ଆସିବ ବର ତୋର ହୋଇବ ବାହାଘର ଆସିବ ବର ତୋର ହୋଇବ ବାହାଘର ତା'ପରେ କି ହବ କହଲୋ ତା'ପରେ କି ହବ କହଲୋ ତା'ପରେ କି ହବ କହଲୋ ॥୩॥ YouTube ରେ ଆସ...
ମିଛ ଦୁନିଆରେ ଗୋଟିଏ ସତ - Michha Duniare Gotie Sata Jagannatha Se Mo Jagannath Lyrics
- Get link
- X
- Other Apps
By
Satyaranjan Mohanty
-
== ଓଡ଼ିଆ == ଗୀତ : ମିଛ ଦୁନିଆରେ ଗୋଟିଏ ସତ ଭାଷା : ଓଡ଼ିଆ କଣ୍ଠ : ଭିକାରି ବଳ ଗୀତିକାର : ଶୀର୍ଷାନନ୍ଦ କାନୁନଗୋ ସଂଗୀତ ନିର୍ଦ୍ଦେଶକ : ଅମରେନ୍ଦ୍ର ମହାନ୍ତି, ସରୋଜ ନନ୍ଦ ମସିହା : ୧୯୯୨ ମିଛ ଦୁନିଆରେ ଗୋଟିଏ ସତ ମିଛ ଦୁନିଆରେ ଗୋଟିଏ ସତ ଜଗନ୍ନାଥ ସେ ମୋ ଜଗନ୍ନାଥ ଜଗନ୍ନାଥ ସେ ମୋ ଜଗନ୍ନାଥ ତାରିପାରେ ସେହି ମାରିପାରେ ସେହି ତାରିପାରେ ସେହି ମାରିପାରେ ସେହି ଗୋଟିଏ ହାତ ଜଗନ୍ନାଥ ସେ ମୋ ଜଗନ୍ନାଥ ଜଗନ୍ନାଥ ସେ ମୋ ଜଗନ୍ନାଥ ॥ ଗାଇ ଗାଇ ରାମାୟଣ ଶୁଣି ଶୁଣି ଗୀତା ପଢ଼ି ପଢ଼ି ଭାଗବତ ସରେନା ଯା କଥା ଗାଇ ଗାଇ ରାମାୟଣ ଶୁଣି ଶୁଣି ଗୀତା ପଢ଼ି ପଢ଼ି ଭାଗବତ ସରେନା ଯା କଥା ଭଜନ ଜଣାଣ ପୁଣି ପୋଥି କି ପୁରାଣ ସବୁଠାରେ ବିଜେ ସେହି ପ୍ରଭୁ ନାରାୟଣ ସବୁଠାରେ ବିଜେ ସେହି ପ୍ରଭୁ ନାରାୟଣ ପତିତ ଉଦ୍ଧାର ପାଇଁ ଉଡ଼େ ଯା ନେତ ଜଗନ୍ନାଥ ସେ ମୋ ଜଗନ୍ନାଥ ଜଗନ୍ନାଥ ସେ ମୋ ଜଗନ୍ନାଥ ॥୧॥ ସେହି ଏକା କହିଥିଲା କୁରୁକ୍ଷେତ୍ରେ ଗୀତା ସେହି ଏକା ବରଜିଲା ସତୀ ମାତା ସିତା ସେହି ଏକା କହିଥିଲା କୁରୁକ୍ଷେତ୍ରେ ଗୀତା ସେହି ଏକା ବରଜିଲା ସତୀ ମାତା ସିତା ସେହି ଏକା ସହିଥିଲା ବ୍ରାହ୍ମଣ ଗୋଇଠା ସେହି ଏକା ଖାଇଥିଲା ଶବରି ଅଇଁଠା ସେହି ଏକା ଖାଇଥିଲା ଶବରି ଅଇଁଠା ଯାହାର ଇଚ୍ଛାରେ ଚାଲେ ସାରା ଜଗତ ଜଗନ୍ନାଥ ସେ ମୋ ଜଗନ୍ନାଥ ଜଗନ୍ନାଥ ସେ ମୋ ଜଗନ୍ନାଥ ॥୨॥ ମିଛ ଦୁନିଆରେ ଗୋଟିଏ ସତ ମିଛ ଦୁନିଆରେ ଗୋଟିଏ ସତ ଜଗନ୍ନାଥ ସେ ମୋ ଜଗନ୍ନାଥ ଜ...
ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ
== ଓଡ଼ିଆ == ଗୀତ : ଶ୍ରିତ କମଲା କୁଚ ମଣ୍ଡଲ ଭାଷା : ସଂସ୍କୃତ ପୋଥି / ପୁସ୍ତକ : ଗୀତ ଗୋବିନ୍ଦ କଣ୍ଠ : ନମିତା ଅଗ୍ରୱାଲ ଗୀତିକାର : ଶ୍ରୀ ଜୟଦେବ ଗୋସ୍ଵାମୀ ସଙ୍ଗୀତ ନିର୍ଦ୍ଦେଶକ : ରାଖାଲ ମହାନ୍ତି ମସିହା : ୨୦୦୬ ଶ୍ରିତ-କମଲା-କୁଚ-ମଣ୍ଡଲ, ଧୃତ-କୁଣ୍ଡଲ କଲିତ-ଲଲିତ-ବନମାଲ, ଜୟ ଜୟ ଦେବ ହରେ ॥୧॥ ଦିନମଣି-ମଣ୍ଡଲ-ମଣ୍ଡନ, ଭବ-ଖଣ୍ଡନ ମୁନିଜନ-ମାନସ-ହଂସ, ଜୟ ଜୟ ଦେବ ହରେ ॥୨॥ କାଲିୟ-ବିଷଧର-ଗଞ୍ଜନ, ଜନ-ରଞ୍ଜନ ୟଦୁକୁଲ-ନଲିନ-ଦିନେଶ, ଜୟ ଜୟ ଦେବ ହରେ ॥୩॥ ମଧୁ-ମୁର-ନରକ-ବିନାଶନ, ଗରୁଡ଼ାସନ ସୁରକୁଲ-କେଲି-ନିଦାନ, ଜୟ ଜୟ ଦେବ ହରେ ॥୪॥ ଅମଲ-କମଲ-ଦଲ-ଲୋଚନ, ଭବ-ମୋଚନ ତ୍ରିଭୁବନ-ଭବନ-ନିଧାନ, ଜୟ ଜୟ ଦେବ ହରେ ॥୫॥ ଜନକ-ସୁତାକୃତ-ଭୂଷଣ, ଜିତ-ଦୂଷଣ ସମର-ଶମିତ-ଦଶକଣ୍ଠ, ଜୟ ଜୟ ଦେବ ହରେ ॥୬॥ ଅଭିନବ-ଜଲଧର-ସୁନ୍ଦର, ଧୃତ-ମନ୍ଦର ଶ୍ରୀମୁଖ-ଚନ୍ଦ୍ର-ଚକୋର, ଜୟ ଜୟ ଦେବ ହରେ ॥୭॥ ତବ ଚରଣେ ପ୍ରଣତାବୟମ୍, ଇତି ଭାବୟ କୁରୁ କୁଶଲଂ ପ୍ରଣତେଷୁ, ଜୟ ଜୟ ଦେବ ହରେ ॥୮॥ ଶ୍ରୀ-ଜୟଦେବ-କବେରିଦଂ, କୁରୁତେ ମୁଦମ୍ ମଙ୍ଗଳମ୍-ଉଜ୍ଜ୍ୱଳ-ଗୀତଂ, ଜୟ ଜୟ ଦେବ ହରେ ॥୯॥ ଇତି ଶ୍ରୀ ଜୟଦେବ ବିରଚିତଂ ମଙ୍ଗଲଗୀତଂ ସମ୍ପୂର୍ଣ୍ଣମ୍ ॥ Note on usage of filler words hey (है), E (ए), Hari (हरि) etc: Numerous artists around the w...
ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics
== ଓଡ଼ିଆ == ଭଜନ : ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ ଭାଷା : ଓଡ଼ିଆ ଆଲବମ : ମୟୂର ଚନ୍ଦ୍ରିକା କଣ୍ଠ : ସୋନୁ ନିଗମ ଗୀତିକାର : ଶ୍ରୀକାନ୍ତ ଗୌତମ ସଂଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ ଲେବେଲ : ଟି ସିରିଜ୍ ମସିହା : ୧୯୯୪ ତୋ ଆଗରେ କିଛି ଧୂପ, ମୋ ଆଗରେ କିଛି ଧୂପ ତୋ ଦେହରେ କିଛି ଫୁଲ, ମୋ ଦେହରେ କିଛି ଫୁଲ ତୋ ପାଇଁ ଦୀପ ଟିଏ, ମୋ ପାଇଁ ଦୀପ ଟିଏ ତୋ ବେକରେ ମାଳ ଟିଏ, ମୋ ବେକରେ ମାଳ ଟିଏ ତୁ ବଡ଼ ଦାଣ୍ଡେ ଯିବୁ, ମୁଁ ବଡ଼ ଦାଣ୍ଡେ ଯିବୁ ତତେ ଟାଣି ଟାଣି ନେବେ, ମୋତେ ବୋହି ବୋହି ନେବେ ନନ୍ଦିଘୋଷରେ ତୁ ଯିବୁ, ମୁଁ ଯେ କୋକେଇରେ ଯିବି ଶ୍ରୀଗୁଣ୍ଡିଚାକୁ ତୁ ଯିବୁ, ମୁଁ ଯେ ସ୍ଵର୍ଗଦ୍ଵାର ଯିବି ନନ୍ଦିଘୋଷରେ ତୁ ଯିବୁ, ମୁଁ ଯେ କୋକେଇରେ ଯିବି ଶ୍ରୀଗୁଣ୍ଡିଚାକୁ ତୁ ଯିବୁ, ମୁଁ ଯେ ସ୍ଵର୍ଗଦ୍ଵାର ଯିବି କାଳିଆ...ରେ କାଳିଆ...କାଳିଆ... ॥୧॥ ତୋ ଆଗେ ହରିବୋଲ, ମୋ ଆଗେ ରାମ ନାମ ତୋ ଦେହେ ପାଟ ଲୁଗା, ମୋ ଦେହେ ଧଳା ଲୁଗା ତୋ ଆଗେ ହରିବୋଲ, ମୋ ଆଗେ ରାମ ନାମ ତୋ ଦେହେ ପାଟ ଲୁଗା, ମୋ ଦେହେ ଧଳା ଲୁଗା ତୋ ମଥାରେ ସିନ୍ଦୁର, ମୋ ମଥାରେ ଅଭିର ତୁ ବସି ବସି ଯିବୁ, ମୁଁ ଶୋଇ ଶୋଇ ଯିବି ତୁ ହାତେ ହାତେ ଯିବୁ, ମୁଁ କାନ୍ଧେ କାନ୍ଧେ ଯିବି ତୁ ଆଖି ମେଲି ଥିବୁ, ମୁଁ ଆଖି ବୁଜିଥିବି ତୁ ସଭିଙ୍କୁ ଦେଖୁଥିବୁ, ମୁଁ ଦେଖି ନପାରିବି ନନ୍ଦିଘୋଷରେ ତୁ ଯିବୁ, ମୁ...
ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics
== ଓଡ଼ିଆ == ଗୀତ: ମୋ କଳା ଚାନ୍ଦରେ ଭାଷା: ଓଡ଼ିଆ କଣ୍ଠ: ପ୍ରଣତୀ ମହାନ୍ତି ଗୀତିକାର: ପଞ୍ଚାନନ ନାୟକ ସଂଗୀତ ନିର୍ଦ୍ଦେଶକ: ମଳୟ ମିଶ୍ର, ବିପିନ୍ ବାରିକ ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ କି ଗୁଣି କରିଚୁ ଧନ ହେଲି ମୁଁ ଅନ୍ଧରେ ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ କି ଗୁଣି କରିଚୁ ଧନ ହେଲି ମୁଁ ଅନ୍ଧରେ ତୁ ମନେ ପଡ଼ିଗଲେ ଘର ମହକୁଚି ଚନ୍ଦନ କର୍ପୂର ଗନ୍ଧରେ.. ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ କି ଗୁଣି କରିଚୁ ଧନ ହେଲି ମୁଁ ଅନ୍ଧରେ କି ଗୁଣି କରିଚୁ ଧନ ହେଲି ମୁଁ ଅନ୍ଧରେ ॥୧॥ ଅନ୍ଧର ଲଉଡ଼ି ଆରେ ଆଶାବାଡ଼ି ତୋ ବିନା ବାଟ ଅନ୍ଧାର ତୋ ହାତ ଧରି ବାଟ ଚାଲୁଥିଲେ ମୋର ବା କାହାକୁ ଡର ଅନ୍ଧର ଲଉଡ଼ି ଆରେ ଆଶାବାଡ଼ି ତୋ ବିନା ବାଟ ଅନ୍ଧାର ତୋ ହାତ ଧରି ବାଟ ଚାଲୁଥିଲେ ମୋର ବା କାହାକୁ ଡର ତୁ’ ଥା ଦୂରେ ଯେତେ ଲଡ଼ୁଥିବି ତତେ ଭଲରେ ହଉକି ମନ୍ଦରେ.. ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ କି ଗୁଣି କରିଚୁ ଧନ ହେଲି ମୁଁ ଅନ୍ଧରେ କି ଗୁଣି କରିଚୁ ଧନ ହେଲି ମୁଁ ଅନ୍ଧରେ ॥୨॥ ପାଦ ଖସିଗଲେ ପ୍ରାଣ ଚାଲିଯାଏ ମଣିଷ ଜୀବନ ଏଇ ବାଙ୍କ ଚାହାଣୀରେ ଚାହିଁଥାରେ ଧନ ମରିବି ତୋ ମୁହଁ ଚାହିଁ ପାଦ ଖସିଗଲେ ପ୍ରାଣ ଚାଲିଯାଏ ମଣିଷ ଜୀବନ ଏଇ ବାଙ୍କ ଚାହାଣିରେ ଚାହିଁଥାରେ ଧନ ମରିବି ତୋ ମୁହଁ ଚାହିଁ ତୁ ଆର ଜନମରେ ହବୁକି ମୋ ପୁଅ ମଶାଣି ଯିବ...
କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics
== ଓଡ଼ିଆ == କବିତା : କାଳିଜାଈରେ ସନ୍ଧ୍ୟା ଗୀତିକାର : ଡମ୍ବରୁଧର ପରିଡ଼ା କାତ ଧରି ଧୀରେ ନାଉରି ନାଆ ଦେଇଛି ମେଲି, ଉତ୍ତରା ପବନ ଆଗକୁ ଦିଏ ତଲେଇ ଠେଲି ॥ ନାଚି ନାଚି ଚାଲେ ତରଣୀ ନାଚେ ଶତ ତରଙ୍ଗ, ଉଡି ଆସି ଜଳେ ଭାସନ୍ତି କାହିଁ କେତେ ବିହଙ୍ଗ ॥ ହଂସ ହଂସରାଳୀ ଖେଳନ୍ତି ଢେଉ ଦୋଳିରେ ଖେଳ, ଆସିଲାଣି ଖରା ମଉଳି ଛାଇ ଲେଉଟା ବେଳ ॥ ମାଛରଙ୍କା ପକ୍ଷୀ ଉଡ଼ଇ ଡେଣା ଝାଡ଼ି ଆକାଶେ, ଲକ୍ଷ୍ୟ ରଖି ଜଳେ ବୁଡ଼ଇ ମୀନ ଧରିବା ଆଶେ ॥ ଚାହୁଁ ଚାହୁଁ ଯାଇ ଗଭୀର ଜଳେ ପଡିଲା ନାଆ, ଅକାତ ପାଣି ସେ ଗଣ୍ଡରେ କାଳିଜାଈ ତା ନାଆଁ ॥ କାତ ରଖି ନାବେ ନାଉରି ନେଲା ଆହୁଲା କରେ, ମା କାଳିଜାଈ ସୁମରି ମଙ୍ଗ ସଳଖି ଧରେ ॥ ନୀଳ ଊର୍ମିମାଳା ଉଠଇ ବହେ ପବନ ଖର, ଛିଟିକି ପଡ଼ଇ ନାଆରେ ପାଣି ଥରକୁ ଥର ॥ ନାଆ ପାଶେ ଖେଳେ ମଗର ବୁଡ଼ି ଛଟକି ଉଠେ, ଖେଳେ ଶିଶୁମାର ଶାଙ୍କୁଚ ପୁଣି ଲାଙ୍ଗୁଡ଼ ପିଟେ ॥ ପାରି ହୋଇ ଗଣ୍ଡ ବିଷମ ନାଆ ଲାଗିଲା କୂଳେ, ସୁଷମା ନିରେଖି ଉଠିଲା ଶ୍ୟାମ ଶଇଳ ଚୁଳେ ॥ ବୁଡ଼ି ଯାଉଥିଲେ ସବିତା ଦୂର ଭାଲେରି ଶିଖେ, ଉଡ଼ି ଆସୁଥିଲେ ବିହଙ୍ଗେ ସୁଖେ ଜଟିଆ ମୁଖେ ॥ ଅସ୍ତଗାମୀ ରବି କିରଣ ପଡ଼ି ଚିଲିକା ଜଳେ, ଦିଶଇ ପ୍ରବାଳ ବରଣ ଶୋଭା ବଚନ ବଳେ ॥ ଚଢେଇଗୁହାର ଶିଖକୁ ଚାହିଁ ଉଡ଼ଇ ଏରା, ଲୋହିତ ଧବଳ ପକ୍ଷରେ କେଡ଼େ ଦିଶଇ ତୋରା ॥ ଭାଲେରୀ ପାହାଡ଼ ଉହାଡ଼େ ଲୁଚି ଗଲେଣି ରବି, ପଶ୍ଚିମ ଆକାଶେ ଝଟକେ ...
ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics
== ଓଡ଼ିଆ == ଭଜନ : ନୀଳାଚଳ ଧାମ ଯାଇ ମୁଁ ପାରୁନି ଭାଷା : ଓଡ଼ିଆ କଣ୍ଠ : ଶ୍ରୀଚରଣ ମହାନ୍ତି ଗୀତିକାର : ଅରୁଣ ମନ୍ତ୍ରୀ ହେ.... ଜଗନ୍ନାଥ... ହେ... ଜଗନ୍ନାଥ... ଜଗନ୍ନାଥ... ହେ... ଜଗନ୍ନାଥ... ନୀଳାଚଳ ଧାମ ଯାଇ ମୁଁ ପାରୁନି (୨) ଏଇଠି କରୁଚି ଦଣ୍ଡବତ ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ତୁମ ନନ୍ଦିଘୋଷ ଟାଣି ମୁଁ ପାରୁନି (୨) ଏଇଠି ଗଢ଼ିଚି ବାଲି ରଥ ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ॥ ଜୀବନର ବାଟ ଭାରି ଅଙ୍କା ବଙ୍କା ବିଚରା ବାଟୋଇ ଛାତିରେ ଛନକା ମୁଁ ସେଇ ବାଟୋଇ ଭାରି ଏକା ଏକା ପାଦେ ପାଦେ ଆଜି ଦଉଚି ପରୀକ୍ଷା ଏଇଠି ଥାଇ ମୁଁ ଯାଚୁଚି ନଡ଼ିଆ (୨) ବଢ଼େଇ ନିଅ ହେ ତୁମ ହାତ ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ॥୧॥ ଭାରି ଛନ୍ଦା ଛନ୍ଦି ପାପୁଲି ର ରେଖା ଘଟୁଚି ଘଟିବ ଯାହା ଅଛି ଲେଖା କଉ ଦିନ ପ୍ରଭୁ ହବ ତୁମ ଦେଖା ସେଦିନ ସେ ଯାଏଁ କରିଚି ଅପେକ୍ଷା ଜୀବ ଯିବା ଯାଏଁ ତୁମ କୃପା ଥାଉ (୨) ମାଗୁନି ସରଗ ପାରିଜାତ ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ॥୨॥ ନୀଳାଚଳ ଧାମ ଯାଇ ମୁଁ ପାରୁନି (୨) ଏଇଠି କରୁଚି ଦଣ୍ଡବତ ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ॥ YouTube ରେ ନୀଳାଚଳ ଧାମ ଯାଇ ମୁଁ ପାରୁନି =...