Posts

Showing posts from March, 2012

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଆହେ ଦୟାମୟ ବିଶ୍ଵବିହାରୀ ଘେନ ଦୟାବହି ମୋର ଗୁହାରି - Ahe Dayamaya Biswabihari Ghena Dayabahi Mora Guhari Lyrics

Image
== ଓଡ଼ିଆ == ଗୀତ : ଆହେ ଦୟାମୟ ବିଶ୍ଵବିହାରୀ ଭାଷା : ଓଡ଼ିଆ ଚଳଚିତ୍ର : ବଳିଦାନ କଣ୍ଠ : ପ୍ରଫୁଲ୍ଲ କର, ବାଣୀ ଜୟରାମ ଗୀତିକାର : ରାମକୃଷ୍ଣ ନନ୍ଦ ସଙ୍ଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର ମସିହା : ୧୯୭୮ ଆହେ ଦୟାମୟ ବିଶ୍ଵବିହାରୀ ଘେନ ଦୟାବହି ମୋର ଗୁହାରି ॥ ଜଳ ସ୍ଥଳ ବନ ଗିରି ଆକାଶ ତୁମ ଲୀଳା ସବୁଠାରେ ପ୍ରକାଶ ॥  ତୁମେ ଶୁଭ ବୁଦ୍ଧି ପରା ଶିଖାଅ ମୋତେ ଭଲ ବାଟ ପରା ଦେଖାଅ ॥ ମୋର କାମକୁ କରାଅ ସରସ ମୋର ମୁଖେ ଦିଅ ଚିର ହରଷ ॥  ମୋତେ ଖଳ ଅଳସୁଆ ନିକଟେ ନିଅ ନାହିଁ ସୁଖେ ଅବା ସଙ୍କଟେ ॥ ଦୁଃଖି ଅରକ୍ଷିତ ସେବା କାରଣେ ବଳ ଦିଅ ମୋର କର ଚରେଣେ ॥  ତୁମ ଚରଣ ରେ ମୋର ଭକତି ଦିଅ ବିପଦେ ସାହସ ଶକତି ॥ କୁଟ କପଟ ସ୍ଵଭାବ ଯାହାର ତାଙ୍କୁ ଦୂରୁ ମୁଁ କରଇ ଜୁହାର ॥ ମୋତେ ନମିଶାଅ ତାଙ୍କ ସାଥିରେ ସଦା ରଖ ସାଧୁଜନ କତିରେ ॥ ଦୟା ବିନୟ ହେଉ ମୋ ଭୂଷଣ କାହା ମନେ ନ ଦିଏ ମୁଁ କଷଣ ॥ ସତ କହିବାକୁ କିଆଁ ଡରିବି ସତ କହି ପଛେ ମାଲେ ମରିବି ॥ ମୋତେ ଏତିକି ଶିଖାଅ ସାଇଁ ହେ ମୋର ଧନ ଜନ ଲୋଡା ନାହିଁ ହେ ॥ YouTube ରେ ଆହେ ଦୟାମୟ ବିଶ୍ଵ ବିହାରୀ   == English == Song : Ahe dayamaya Biswabihari Language : Odia Film : Balidana Singer : Prafulla Kara, Vani Jayaram Lyricist : Ramakrushna Nanda Music Director : Prafulla Kara Nanda Year : 1978 Ahe d...

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

Image
== ଓଡ଼ିଆ == ଶ୍ଳୋକ / ଭଜନ : ଶ୍ରୀ ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) ଭାଷା : ସଂସ୍କୃତ କଣ୍ଠ : ପଣ୍ଡିତ ସୂର୍ୟନାରାୟଣ ରଥଶର୍ମା ଗୀତିକାର : ଆଦି ଶଙ୍କାରାଚାର୍ଯ୍ୟ କଦାଚିତ୍   କାଳିନ୍ଦୀ   ତଟ   ବିପିନ   ସଙ୍ଗୀତ କରବୋ ମୁଦାଭୀରୀ   ନାରୀ ବଦନ କମଳାସ୍ଵାଦ ମଧୁପଃ ରମା ଶମ୍ଭୁ ବ୍ରହ୍ମାମର   ପତି   ଗଣେଶାର୍ଚିତ   ପଦୋ ଜଗନ୍ନାଥଃ   ସ୍ଵାମୀ   ନୟନ ପଥ ଗାମୀ   ଭବତୁ   ମେ ॥୧॥  ଭୁଜେ   ସବ୍ୟେ   ବେଣୁଂ   ଶିରସି   ଶିଖି   ପୁଛଂ   କଟି   ତଟେ ଦୁକୂଳଂ   ନେତ୍ରାନ୍ତେ   ସହଚର କଟାକ୍ଷଂ   ବିଦଧତେ ସଦା   ଶ୍ରୀମଦ ବୃନ୍ଦାବନ ବସତି   ଲୀଲା   ପରିଚୟୋ ଜଗନ୍ନାଥଃ   ସ୍ଵାମୀ   ନୟନ   ପଥ   ଗାମୀ   ଭବତୁ   ମେ ॥୨॥   ମହାମ୍ଭୋଧେସ୍ତୀରେ   କନକ   ରୁଚିରେ   ନୀଳ   ଶିଖରେ ବସନ୍   ପ୍ରାସାଦାନ୍ତଃ   ସହଜ   ବଲଭଦ୍ରେଣ   ବଳିନା ସୁଭଦ୍ରା   ମଧ୍ୟସ୍ଥଃ   ସକଳ   ସୁର   ସେବା   ବସରଦୋ ଜଗନ୍ନାଥଃ   ସ୍ଵାମୀ   ନୟନ   ପଥ   ଗାମୀ   ଭବତୁ   ମେ ॥୩॥...

Computer ରେ ଓଡ଼ିଆ ଲେଖିବା କେମିତି - ଭାଗ ୨

Image
ଉପାୟ - ୨: Google Transliteration Tool ଉପାୟ - ୧ ରେ ଆମେ Microsoft Indic Language Input Tool ବିଷୟରେ ଶିଖି ଥିଲୁ। ଏବେ Google Transliteration Tool ବିଷୟ ରେ ଶିଖିବୁ। ଏ Google Transliteration tool ଟିକୁ use କରି ଭାରତର ପ୍ରାୟ ସବୁ ଭାଷାରେ ଆପଣ ଲେଖି ପାରିବେ ଗୋଟିଏ editor ରେ। ତଳ link କୁ right click କରି "Open link in New Tab" option select କରନ୍ତୁ। http://google.com/transliterate/ Page open ହେଲା ପରେ, ବାମ ପଟେ ଯେଉଁଠି Hindi ଲେଖା ହୋଇଛି ସେଇଠି click କରନ୍ତୁ।  Dropdown ରୁ Oriya select କରନ୍ତୁ।  ତା ପରେ editor ରେ Enhlish ରେ ଆପଣଙ୍କ ନାମ ଲେଖି ଚାଲନ୍ତୁ। Space bar ଦବାଇବା କ୍ଷଣି ଆପଣଙ୍କ English ଲେଖା, ଓଡ଼ିଆରେ ଲେଖି ହୋଇଯିବ। ବିଶେଷ ସୂଚନା:  ଓଡ଼ିଆ ରେ ଠିକ୍ ଭାବେ ପଢିବା ଓ ଲେଖିବା ପାଇଁ ନୂଆ Operating System, Windows Vista, Windows 7 ବ୍ୟବହାର କରନ୍ତୁ। ଆପଣ ଯଦି ପୁରୁଣା Operating System ଯଥା Windows XP ବ୍ୟବହାର କରୁଥାନ୍ତି, ଓଡ଼ିଆ ଶବ୍ଦ ଗୁଡ଼ିକ Computer ରେ ଠିକ୍ ଭାବେ ଦେଖାଯିବ ନାହିଁ। ... ... କ୍ରମଶଃ। ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନନ୍ଦିଘୋଷ ତୋର ଅଟକି ଗଲା ବଡ଼ଶଙ୍ଖ ଠାରେ - Nandighosa Tora Ataki Gala Badashankha Thare lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on nari tuhi debi puni mamata lyrics odia: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on nari tuhi debi puni mamata lyrics odia: “Bahut sundar ”

Anonymous commented on dinabandhu ehi ali chhamu lyrics odia: “Please provide with meaning of this wonderful bhajan”

Anonymous commented on galani ta gala katha re lyrics odia: “ଥ ଚମ୍ପୁ :- ଥାପି ରେ କହ ”

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ