Posts

Showing posts with the label ରତିକାନ୍ତ ଶତପଥୀ

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଜୀବନ ରେ ଜୀବନ ତୁ ଦେହଛାଡ଼ି ଯାଆନା - Jibana Re Jibana Tu Deha Chhadi Jaana Lyrics

Image
ଏହି ଗୀତଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ଜଣେ ପାଠକ ୧୭ ଜାନୁୟାରୀ ୨୦୨୦ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ । == ଓଡ଼ିଆ == ଫିଲ୍ମଗୀତ : ଜୀବନ ରେ ଜୀବନ ତୁ ଦେହଛାଡ଼ି ଯାଆନା ଭାଷା : ଓଡ଼ିଆ ଚଳଚିତ୍ର : ରୁମ୍‍କୁ ଝୁମାନା କଣ୍ଠ : ରତିକାନ୍ତ ଶତପଥୀ ଗୀତିକାର : ଅରୁଣ ମନ୍ତ୍ରୀ ସଂଗୀତ ନିର୍ଦ୍ଦେଶକ : ବୈଦ୍ୟନାଥ ଦାସ ମସିହା : ୨୦୧୩ ଜୀବନ ରେ ଜୀବନ ତୁ ଦେହଛାଡ଼ି ଯାଆନା ହାଁ ଦେହଛାଡ଼ି ଯାଆନା ଜିଇଁବାକୁ ନାହିଁ ମୋର ଆଉ କିଛି ବାହାନା ହାଁ ଆଉ କିଛି ବାହାନା ଆଖିରୁ ଲୁହ ଛାତିରୁ ଲହୁ ମୋ ରାଣ ତୋତେ ଝରାନା ଆଉ ଏ ଦୁନିଆ ସମ୍ପର୍କର ମାନେ କିଛି ବୁଝେନା ଆ.. ଜୀବନରେ ଜୀବନ ତୁ ଦେହଛାଡ଼ି ଯାଆନା  ହାଁ ଦେହଛାଡ଼ି ଯାଆନା ॥ ସମ୍ପର୍କଟା ଯଦି ଭାଙ୍ଗିବାର ଥାଏ କାହିଁକି ଯେ ଏଠି ଗଢ଼ାହୁଏ କାହିଁକି ଯେ ଗଢ଼ାହୁଏ ବାଇଚଢ଼େଇର ବସା ଭାଙ୍ଗିବାକୁ ଝଡ଼ କାଇଁ ଆସି ବହିଯାଏ ଝଡ଼ କାଇଁ ବହିଯାଏ ନିଶ୍ଵାସ ଆଜି ଦେଲାତ ଠକି ସାତ ସାଗର ଗଲା ତ ଶୁଖି ଚାରିଆଡ଼େ ମରୁଭୂଇଁ ପାଣି ଟୋପେ ମିଳେନା ଆ.. ଜୀବନରେ ଜୀବନ ତୁ ଦେହଛାଡ଼ି ଯାଆନା ହାଁ ଦେହଛାଡ଼ି ଯାଆନା  ॥୧॥ କିଛିଦିନ ପାଇଁ ହାତଧରି ଛାଇ ଯାଏ କାଇଁ ପୁଣି ହାତ ଛାଡ଼ି ଯାଏ କାଇଁ ହାତ ଛାଡ଼ି ଫଗୁଣ ଆକାଶେ କୁଆଡ଼ୁ କେଜାଣି କଳାମେଘ ସତେ ଆସେ ମାଡ଼ି କଳାମେଘ ଆସେ ମାଡ଼ି ଆକାଶ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ