Posts

Showing posts with the label ଭକ୍ତକବି ମଧୁସୂଦନ ରାଓ

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ୱାମୀ - Akhila Bramhandapati Mo Jibana Swami Lyrics

Image
== ଓଡ଼ିଆ == ଗୀତ : ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ୱାମୀ ଭାଷା : ଓଡ଼ିଆ କଣ୍ଠ : ସୌରଭ ନାୟକ ଗୀତିକାର : ଭକ୍ତକବି ମଧୁସୂଦନ ରାଓ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ୱାମୀ ହେ ପରମ ପିତାମାତା ପ୍ରଭୁ ଅନ୍ତର୍ଯ୍ୟାମୀ ଧନ୍ୟ କରୁଣା ତୋହର ସେ କରୁଣା ସିନ୍ଧୁ କାହିଁ ତାର ପଟାନ୍ତର ॥୧॥ ସଙ୍କଟ ପୂରିତ ଘୋର ଭବ ସିନ୍ଧୁଜଳେ ଏକମାତ୍ର କର୍ଣ୍ଣଧାର ତାରୁ ତୁ ସକଳେ ତୋର ମଙ୍ଗଳ ବିଧାନ କରିଅଛି ମରଣକୁ ଅମୃତ ସୋପାନ ॥୨॥ ହେ ଆନନ୍ଦମୟ କୋଟି ଭୂବନ ପାଳକ ଅଧମ ଅକ୍ଷମ ମୁହିଁ ଅବୋଧ ବାଳକ ଜ୍ଞାନ ଦାତା ଭଗବାନ ଦିଅ ମୋତେ ଶୁଭ ବୁଦ୍ଧି ଦିଅ ଦିବ୍ୟଜ୍ଞାନ ॥୩॥ ବିଶ୍ୱଗୁରୁ ବିଶ୍ଵରାଜ ବିଶ୍ୱ ପିତାମାତା ବିଶ୍ୱଜନ ପ୍ରାଣସଖା ଦୁଃଖହାରି ଭ୍ରାତା ଦୀନବନ୍ଧୁ କୃପାସିନ୍ଧୁ ସୁରନର ମାଗୁଛନ୍ତି ତୋର କୃପାବିନ୍ଦୁ ॥୪॥ ବ୍ରହ୍ମାଣ୍ଡର ଆଦିମୂଳ ନିଖିଳ ବିଧାତା ସକଳ କଳୁଷ ହାରି ହେ ମଙ୍ଗଳଦାତା ତୋର ମଙ୍ଗଳ ସଙ୍ଗୀତ ନିଖିଳ ଭୂବନ ଗାଏ ହୋଇ ବିମୋହିତ ॥୫॥   ତ୍ରିଲୋକ ଭାସ୍କର ଚନ୍ଦ୍ର ନକ୍ଷତ୍ର ନିକର ଅନ୍ତରୀକ୍ଷେ ସମୀରଣ ସଙ୍ଗେ ଜଳଧର ପ୍ରଭୋ ଭୂଲୋକ ସାଗର ଅତଳ ଗହନ ନଦୀ ପଶୁପକ୍ଷୀ ନର ॥୬॥   ବିରାଜିତ ତୁହି ନାଥ ସକଳ ଜୀବନେ ସମ୍ପଦେ ବିପଦେ ସଦା ଜୀବନେ ମରଣେ ପୂର୍ଣ୍ଣ ମଙ୍ଗଳ ଆଳୟ ଦେଉଅଛୁ ସର୍ବଜନେ ଅଭୟ ଆଶ୍ରୟ ॥୭॥   ସର୍ବେ ତୋ କରୁଣା ସୁଧା କରୁଛନ୍ତି ପାନ କୋଟି ବ୍ରହ୍ମାଣ୍ଡର ନାଥ ତୁ ପ୍ରେମ ନି...

ହେ ଆନନ୍ଦମୟ କୋଟି ଭୁବନ ପାଳକ - He Aanandamaya Koti Bhubana Palaka Lyrics

Image
== ଓଡ଼ିଆ == ଗୀତ : ହେ ଆନନ୍ଦମୟ କୋଟି ଭୁବନ ଭାଷା : ଓଡ଼ିଆ କଣ୍ଠ : ମାନସୀ ପାତ୍ର ଗୀତିକାର : ଭକ୍ତକବି ମଧୁସୂଦନ ରାଓ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ହେ ଆନନ୍ଦମୟ କୋଟି ଭୂବନ ପାଳକ ଅଧମ ଅକ୍ଷମ ମୁହିଁ ଅବୋଧ ବାଳକ ଜ୍ଞାନ ଦାତା ଭଗବାନ ଦିଅ ମୋତେ ଶୁଭ ବୁଦ୍ଧି ଦିଅ ଦିବ୍ୟଜ୍ଞାନ ॥୧॥ ବ୍ରହ୍ମାଣ୍ଡର ଆଦିମୂଳ ନିଖିଳ ବିଧାତା ସକଳ କଳୁଷ ହାରି ହେ ମଙ୍ଗଳଦାତା ତୋର ମଙ୍ଗଳ ସଙ୍ଗୀତ ନିଖିଳ ଭୂବନ ଗାଏ ହୋଇ ବିମୋହିତ ॥୨॥ ତ୍ରିଲୋକ ଭାସ୍କର ଚନ୍ଦ୍ର ନକ୍ଷତ୍ର ନିକର ଅନ୍ତରୀକ୍ଷେ ସମୀରଣ ସଙ୍ଗେ ଜଳଧର ପ୍ରଭୁ ଭୂଲୋକ ସାଗର ଅତଳ ଗହନ ନଦୀ ପଶୁପକ୍ଷୀ ନର ॥୩॥  ବିରାଜିତ ତୁହି ନାଥ ସକଳ ଜୀବନେ ସମ୍ପଦେ ବିପଦେ ସଦା ଜୀବନେ ମରଣେ ପୂର୍ଣ୍ଣ ମଙ୍ଗଳ ଆଳୟ ଦେଉଅଛୁ ସର୍ବଜନେ ଅଭୟ ଆଶ୍ରୟ ॥୪॥ ସତ୍ୟପଥେ ଧର୍ମପଥେ ଘେନି ଯାଅ ମୋତେ ଭାସାଅ ପରାଣ ମୋର ତବ ପ୍ରେମ ସ୍ରୋତେ ପ୍ରଭୁ ପରମ ଶରଣ ଏ ଜୀବନ ଶ୍ରୀଚରଣେ କଲି ସମପର୍ଣ୍ଣ ॥୫॥ YouTube ରେ ହେ ଆନନ୍ଦମୟ କୋଟି ଭୂବନ ପାଳକ == English == Song : He Aanandamaya Koti Bhubana Language : Odia Singer : Manasi Patra Lyricist : Bhaktakabi Madhusudana Rao Music Director : Traditional He anandamaya koti bhubana palaka Adhamaya akhyama muhin abodha balaka Gyana data bhagabana Dia mote ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ