Posts

Showing posts with the label ପ୍ରଣବ ଦାସମହାପାତ୍ର

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

କାଳିଆରେ କାଳିଆ ସୁନ୍ଦର ତୋ ଟାହିଆ - Kaliare Kalia Sundara To Tahia

Image
== ଓଡ଼ିଆ == ଗୀତ : କାଳିଆରେ କାଳିଆ ସୁନ୍ଦର ତୋ ଟାହିଆ ଭାଷା : ଓଡ଼ିଆ ଗୀତିକାର : ପ୍ରଣବ ଦାସମହାପାତ୍ର କାଳିଆରେ କାଳିଆ ସୁନ୍ଦର ତୋ ଟାହିଆ ଢଳି ଢଳି ଚାଲୁ ହଲି ହଲି ଚାଲୁ ସତରେ ତୁ ପରା ରଙ୍ଗରସିଆ           କାଳିଆରେ କାଳିଆ ସୁନ୍ଦର ତୋ ଟାହିଆ ॥୧॥ କାଳିଆରେ କାଳିଆ ସୁନ୍ଦର ବି ବଳିଆ ସୁନା ଚାନ୍ଦ ମୁହିଁ ଭଉଣୀ ସୁଭଦ୍ରା ସାଥେ ଘର ତୋର ନୀଳଚାଳିଆ  କାଳିଆରେ କାଳିଆ ସୁନ୍ଦର ତୋ ଟାହିଆ ॥୨॥   କାଳିଆରେ କାଳିଆ ସୁନ୍ଦର ଏ ଦୁନିଆ ମିଛ ସଂସାରରେ ତୁହି ଏକା ସତ ଆଉ କେହି ନାହିଁ ତୋ ଭଳିଆ   କାଳିଆରେ କାଳିଆ ସୁନ୍ଦର ତୋ ଟାହିଆ ॥୩॥ କାଳିଆରେ କାଳିଆ ସୁନ୍ଦର ତୋ ଟାହିଆ ଟାହିଆ ଝୁଲେଇ ମୁଣ୍ଡକୁ ହଲାଇ ଆଗକୁ ଯାଉ ତୁ ରାଜା ଭଳିଆ ଭକ୍ତ ଦେଖି ତୋତେ ହୁଏ ବାଇଆ  କାଳିଆରେ କାଳିଆ  ସୁନ୍ଦର ତୋ ଟାହିଆ ॥୪॥     କାଳିଆରେ କାଳିଆ ସୁନ୍ଦର ତୋ ଟାହିଆ       ତୁଳସୀ ଦୟଣା ଲାଗେ ତୋ ମଥାରେ ଦେଖି ମୋତେ ଲାଗେ ଭାରି ବଢ଼ିଆ ଗୁହାରୀ କରେ ତୋ ପାଦ ତଳିଆ  କାଳିଆରେ କାଳିଆ  ସୁନ୍ଦର ତୋ ଟାହିଆ ॥୫॥ ଫଟୋ : ଗୀତିକାର "ପ୍ରଣବ ଦାସମହାପାତ୍ର" ଫଟୋ କ୍ରେଡିଟ : ପ୍ରଣବ ଦାସମହାପାତ୍ର ଆପଣଙ୍କ ମତାମତ ବା ପ୍...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ