Posts

Showing posts with the label ପୂର୍ଣ୍ଣଛେଦର ଆତଙ୍କ

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ହସ କଥା: ପୂର୍ଣ୍ଣଛେଦର ଆତଙ୍କ - Humour: Purnachheda ra Aatanka!

Image
ଗାଁରେ ରହୁଥିବା ସ୍ତ୍ରୀଟି ସହରରେ ରହୁଥିବା ନିଜ ସ୍ଵାମୀକୁ ଚିଠି ଲେଖିବାକୁ ଇଛା କରୁଥାଏ କିନ୍ତୁ କଣ ହବ ଅଳ୍ପ ପାଠୁଆ କାରଣରୁ ଡରୁଥାଏ । ପ୍ରକୃତରେ ତାକୁ ଜଣା ନଥିଲା ଲେଖାରେ ପୂର୍ଣ୍ଣଛେଦ କେଉଁଠି ଲାଗିବ ।  ବହୁଦିନ ସ୍ୱାମୀଙ୍କ ଠାରୁ ଦୂରରେ ରହିବାରୁ ବାଧ୍ୟରେ ଚିଠି ଖଣ୍ଡେ ଲେଖିଲା । ପୂର୍ଣ୍ଣଛେଦ ନ ଲଗେଇଲେ କାଳେ ଚିଠି ଭୁଲ ହେଇଯିବ, ତେଣୁ ଲେଖା ମଝିରେ ମଝିରେ ଗୋଟେ ଗୋଟେ ପୂର୍ଣ୍ଣଛେଦ ଲଗେଇବାକୁ ନିଷ୍ପତ୍ତି ନେଲା । ଚିଠିଟି ଏମିତି ଥିଲା. ଦେଖନ୍ତୁ ପୂର୍ଣ୍ଣଛେଦର ଆତଙ୍କ: 😂 ମୋ ପ୍ରିୟ ଜୀବନ ସାଥି ମୋର ପ୍ରଣାମ ଆପଣଙ୍କ ଚରଣରେ । ଏବେ ସୁଦ୍ଧା ଚିଠି ଲେଖିନାହଁ କାହିଁକି ମୋ ଭାଇ । ଚାକିରୀ କଲାଣି ଆମ ଗାଈ । ବାଛୁରୀ ଜନମ କରିଛି ବୁଢ଼ା ବାଆ । ନିତି ମଦ ପିଇ ଦାଣ୍ଡରେ ଗଡ଼ୁଛି ମୁଁ । ତୁମକୁ ବହୁତ ଚିଠି ଲେଖିଲିଣି କିନ୍ତୁ ଆସିଲ ନାହିଁ କାହିଁକି କୁକୁର । ମେଣ୍ଢା ଛୁଆ ଖାଇଗଲା ଦି ମାସର ଖାଇବା ଜିନିଷ । ଛୁଟିରେ ଆସିଲେ ଆଣିକି ଆସିବ ଗୋଟେ ସୁନ୍ଦରୀ ଝିଅ । ମୋତେ ସାଙ୍ଗ ମିଳିଯାଇଛି । ଆଉ ଏବେ ଟିଭିରେ ଗୀତ ଗାଉଛି ଆମ ଛେଳି । ବିକା ହୋଇଯାଇଛି ତମର ମା । ତମକୁ ବହୁତ ମନେପକାଉଛନ୍ତି ସବିତା ଭାଉଜ । ଆମକୁ ବହୁତ ହଇରାଣ କରୁଛନ୍ତି । ଏଇ ଚିଠିଟି ପଢ଼ିଲା ପରେ ସହରରେ ଭାଇନାଙ୍କ ହାଇ ବିପି । 😂 ହଉ, ଏବେ ଚାଲନ୍ତୁ ଠିକ ଭାବେ ପୂର୍ଣଛେଦ ଆଉ ପ୍ରଶ୍ନ ଚିହ୍ନ ଦେଇ ଦେଖିବା ଲେଖାଟି କେତେ ଶ୍ରୁ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ