Posts

Showing posts with the label ଦୁଖିଶ୍ୟାମ ତ୍ରିପାଠୀ

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଆସ ଆସ ଆସ ମୋର ସରଗତରା ଲୋ - Aasa Aasa Aasa Mora Saragatara Lo Lyrics

Image
== ଓଡ଼ିଆ == ଗୀତ : ଆସ ଆସ ଆସ ମୋର ସରଗତରା ଲୋ ଭାଷା : ଓଡ଼ିଆ ଆଲବମ : ବାହୁଡ଼ା ଯାତ କଣ୍ଠ : ଦୁଖିଶ୍ୟାମ ତ୍ରିପାଠୀ ଗୀତିକାର : କାଳୀଚରଣ ପଟ୍ଟନାୟକ ସଂଗୀତ ନିର୍ଦ୍ଦେଶକ : ଦୁଖିଶ୍ୟାମ ତ୍ରିପାଠୀ ମସିହା : ୨୦୦୫ ଆସ ଆସ ଆସ ମୋର ସରଗତରା ଲୋ ଆସ ଆସ ଆସ ମୋର ସରଗତରା ଲୋ ଆସ ଆସ ଆସ ମୋର ଅନା ଅନା କାଳିଆର ଅନା ଅନା କାଳିଆର ରଥ ଯାତରା ଲୋ ଆସ ଆସ ଆସ ମୋର ସରଗତରା ଲୋ ଆସ ଆସ ଆସ ମୋର ॥  ପଡ଼ିଛି ଆଜ ବନ୍ଧା ଅଣ୍ଟା ଦଉଡ଼ି ଛନ୍ଦା ପଡ଼ିଛି ଆଜ ବନ୍ଧା ଅଣ୍ଟା ଦଉଡ଼ି ଛନ୍ଦା ବାଇଶି ପାହାଚେ ଲାଗେ ବାଇଶି ପାହାଚେ ଲାଗେ ଭିଡ଼ା ଓଟରା ଲୋ ଆସ ଆସ ଆସ ମୋର ସରଗତରା ଲୋ ଆସ ଆସ ଆସ ମୋର ॥୧॥  ଝୁଲି ଝୁଲି ଆସୁଛି ଛେଚା କଚା ଖାଉଛି ଝୁଲି ଝୁଲି ଆସୁଛି ଛେଚା କଚା ଖାଉଛି କି ସୁନ୍ଦର ଦିଶେ ମଥା କି ସୁନ୍ଦର ଦିଶେ ମଥା ଟାହିଆ ଝରା ଲୋ ଆସ ଆସ ଆସ ମୋର ସରଗତରା ଲୋ ଆସ ଆସ ଆସ ମୋର ॥୨॥  ରଥ ଷୋଳଚକିଆ ନନ୍ଦିଘୋଷକୁ ଚାହାଁ ରଥ ଷୋଳଚକିଆ ନନ୍ଦିଘୋଷକୁ ଚାହାଁ ପତିତ ଉଦ୍ଧାର ପାଇଁ ପତିତ ଉଦ୍ଧାର ପାଇଁ ବିଜୟ ପରା ଲୋ ଆସ ଆସ ଆସ ମୋର ସରଗତରା ଲୋ ଆସ ଆସ ଆସ ମୋର ॥୩॥  ପୁରୀ ଠାକୁର ରଜା ଆସନ୍ତି ବାଜେ ବାଜା ପୁରୀ ଠାକୁର ରଜା ଆସନ୍ତି ବାଜେ ବାଜା ସାରୁଛନ୍ତି ରଥ ପରେ ସାରୁଛନ୍ତି ରଥ ପରେ ଛେରା ପହଁରା ଲୋ ଆସ ଆସ ଆସ ମୋର ସରଗତରା ଲୋ ଆସ ଆସ ଆସ ମୋର ଅନା ଅନା କାଳିଆର ଅନା ଅ...

ଲୋ ଚାନ୍ଦ ମୁହିଁ ଯାଉଚି ଦାରୁ ଖୋଜି ମୁହିଁ - Lo Chanda Muhin Jauchi Daru Khoji Muhin Lyrics

Image
== ଓଡ଼ିଆ == ଗୀତ : ଲୋ ଚାନ୍ଦ ମୁହିଁ  ଭାଷା : ଓଡ଼ିଆ କଣ୍ଠ : ଦୁଖିଶ୍ୟାମ ତ୍ରିପାଠୀ ଗୀତିକାର : ପ୍ରଫୁଲ୍ଲ କର ବିଶ୍ଵାବସୁ କୁଳେ ଜନମ ମୋହର...  ବୋଲାଏ ଦଇତାପତି... ଇ... ଇ... ଇ... ମହାପ୍ରଭୁ ମୋର ଛାଡ଼ିବେ ଶରୀର ଫାଟି ଯାଉଅଛି ଛାତି ଚାନ୍ଦ ମୁହିଁ ଲୋ ଲୋ ଚାନ୍ଦ ମୁହିଁ  ଯାଉଚି ଦାରୁ ଖୋଜି ମୁହିଁ ଲୋ ଚାନ୍ଦ ମୁହିଁ  ଯାଉଚି ଦାରୁ ଖୋଜି ମୁହିଁ ଦାରୁ ନ ପାଇଲେ ପ୍ରାଣ ଝାସିବି ସମୁଦ୍ରେ ଯାଇ ଦାରୁ ନ ପାଇଲେ ପ୍ରାଣ ଝାସିବି ସମୁଦ୍ରେ ଯାଇ ଚାନ୍ଦ ମୁହିଁ ଯାଉଚି ଦାରୁ ଖୋଜି ମୁହିଁ ଲୋ ଚାନ୍ଦ ମୁହିଁ ଯାଉଚି ଦାରୁ ଖୋଜି ମୁହିଁ ॥ ଆଜ୍ଞାମାଳ ପାଇଲେ ମୁଁ ଯିବି ତୁରିତେ ଅଧିଆ ପଡ଼ିବି ଯାଇ ମଙ୍ଗଳା ପୀଠେ ଆଜ୍ଞାମାଳ ପାଇଲେ ମୁଁ ଯିବି ତୁରିତେ ଅଧିଆ ପଡ଼ିବି ଯାଇ ମଙ୍ଗଳା ପୀଠେ ସପନେଇବେ ସତେ ମା ମଙ୍ଗଳା ମୋତେ ସେ ମହାମେରୁ ଦାରୁ ଠାବ କରିବୁ ପଦେ ଶ୍ରୀକ୍ଷେତ୍ରେ ଫେରିବି ମୁଁ ବ୍ରହ୍ମ ଦାରୁ ସହିତେ ବସିଥିବୁ ଫେରିବା ବାଟ ମୋର ଚାହିଁ ଲୋ ଚାନ୍ଦ ମୁହିଁ ଯାଉଚି ଦାରୁ ଖୋଜି ମୁହିଁ ଲୋ ଚାନ୍ଦ ମୁହିଁ ଯାଉଚି ଦାରୁ ଖୋଜି ମୁହିଁ ॥୧॥ କାହିଁକି ଲୋ ବସିଅଛୁ ମନକୁ ମାରି ମହାପ୍ରଭୁ କାହିଁ ଯିବେ ଆମକୁ ଛାଡ଼ି କାହିଁକି ଲୋ ବସିଅଛୁ ମନକୁ ମାରି ମହାପ୍ରଭୁ କାହିଁ ଯିବେ ଆମକୁ ଛାଡ଼ି ଏ ମର୍ତ୍ତ୍ୟ ମଣ୍ଡଳରେ ଦେହ ଯିଏ ଧରଇ ଦେବତା ହୋଇ ପୁଣି ସେ ଅବଶ୍ୟ ମରଇ ସେ କେବେ ମରି ପାରେ ଅଖଣ୍ଡ ବ୍ରହ୍ମ ସେହି ଘଟ ଛାଡ଼ି ପଶିବ ନ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ