Posts

Showing posts with the label ଚନ୍ଦନ ହଜୁରୀ

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଚକାନୟନକୁ ପତିତ କେହି ତକାଇ ଖର ନିଶ୍ୱାସ ପକାଇ - Chakanayanaku Patita Kehi Takai Khara Nishwasa Pakai Lyrics

Image
== ଓଡ଼ିଆ == ଗୀତ : ଚକାନୟନକୁ ପତିତ କେହି ଭାଷା : ଓଡ଼ିଆ କଣ୍ଠ : ରଘୁନାଥ ପାଣିଗ୍ରାହୀ ଗୀତିକାର : ଚନ୍ଦନ ହଜୁରୀ ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ ମସିହା : ୧୯୭୬ ଚକାନୟନକୁ ପତିତ କେହି ତକାଇ ଖର ନିଃଶ୍ଵାସ ପକାଇ ଡକା ପକାଇ ଗରୁଡ଼ ପଛରେ ବକାରି ମୋ' ଆର୍ତ୍ତ ଶୁଣ ସତ୍ତ୍ଵରେ ହେ ଧକ୍କା ବାଜୁଛି ମହିମା ହେ ଧକ୍କା ବାଜୁଛି ମହିମା ଠକାର କରି କର୍ଣ୍ଣେ ଗିର ନଶୁଣ  କାହିଁକି ବିଚିତ୍ରକର୍ମା ହେ କାହିଁକି ବିଚିତ୍ରକର୍ମା ॥୧॥  କରି ହରିଣୀ ଦ୍ରୌପଦୀ ବିପତ୍ତି ହରି ହରିଛ ପରା ଡେରି ଶ୍ରୁତି ଦରିଦ୍ର ସୁଦାମାକୁ କୋଟିନିଧି ପରିପୂର୍ଣ୍ଣେ ଦେଲ କୃପାବାରିଧି ହେ ଧରିଯା ମହିମା ଚିତ୍ତେ ହେ ଧରିଯା ମହିମା ଚିତ୍ତେ  ସରିତ ଯାଉଛି ହରି ଆଉ ଥରେ ନ ଚାହିଁଲ କୃପା ନେତ୍ରେ ହେ ନ ଚାହିଁଲ କୃପା ନେତ୍ରେ ॥୨॥   ଆଜାନୁବାହୁ ମୁଁ ପତିତ ଜଣେ ଅଜାମିଳୁ ବଳି ସହସ୍ର ଗୁଣେ ଲଜ୍ଜା ହରି ନ ତାରିଲେ ନିକର ଧ୍ଵଜା ଚକ୍ରରୁ ବହନ ଉତ୍ତାର ହେ ମଜ୍ଜାରେ ମୁଁ ଏହା ଭାବେ ହେ ମଜ୍ଜାରେ ମୁଁ ଏହା ଭାବେ ବଜାଇ ଜୟ ଆର୍ତ୍ତତ୍ରାଣ ଡିଣ୍ଡିମ ହଜାଇ ଦେଉଛ ଏବେ ହେ ହଜାଇ ଦେଉଛ ଏବେ ॥୩॥   ଧଣ୍ଡାମାଳ ବୁହା ଦୁର୍ଦ୍ଦଶା ରାହୁ ଚାଣ୍ଡାଳ ଗ୍ରାସୁଅଛି ଚାହୁଁ ଚାହୁଁ ଭଣ୍ଡାରେ ଖଣ୍ଡା ନାହିଁକି ମଣିମା ଗଣ୍ଡାକର ଦିଶୁନାହିଁ ମହିମା ହେ ହଣ୍ଡା ମୋ' ଯାଉଛି ଫାଟି ହେ ହଣ୍ଡା ମୋ' ଯ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ