Posts

Showing posts with the label କରୁଣାକର ଛତର

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ବୃଦ୍ଧାଶ୍ରମ୍ ସମ୍ବଲପୁରୀ କବିତା - Bruddhashram Sambalpuri Kabita Lyrics

Image
ଗୀତ : ବୃଦ୍ଧାଶ୍ରମ୍ ଭାଷା : ସମ୍ବଲପୁରୀ ଗୀତିକାର : କରୁଣାକର ଛତର ମସିହା : ୨୦୧୯ ବାପା: କେଡ଼େ ଲାଡ଼େଗେଲେ ପୁଷଲୁଁ ବାବୁରେ ଛୁଆ ଟେ ନୁ କଲୁଁ ବଡ଼୍ ଆଏଜ୍ ଆମେ ହେଲୁଁ ଫିକଲା ସାଜୋ ଘାଏକେ କଲୁ ରେ ପର୍ ॥୧॥ ମାଆ: ଦଶ୍ ମାସ୍ ତତେ ଗର୍ଭେ ଧରି ରେ ଜନମ୍ କଲି ଧନ ମୋର୍ ଇ ଦିନ୍ ତୋର୍ ବୁଆ କେ ଆଉ ମତେ ଦେଖାବାର୍ ଥିଲା ତୋର୍ ॥୨॥ ବାପା: ଇ ଖନେ ତତେ ବସେଇ ବାବୁରେ ଯାତରା ଦେଖାଲି କେତେ ଜୀବନର୍ ଶେଷ୍ ଯାତରା ବେଲକେ ଘରୁ ଖେଦିନେଲୁ ମତେ ॥୩॥ ମାଆ: କାନିପନତ୍ ମୋର୍ ସାକ୍ଷୀ ରେ ପୁଓ ଇଥି ପୁଛୁଥିଲୁ ମୁହୁଁ ଇ କାନିପନତ୍ ଖୁଜବା ତତେ ରେ ହେଲେ ସେ ପାଏବା କାହୁଁ ॥୪॥ ବାପା: କେତେ ଖେଲୁଥିଲୁ ଖେଲନା ଗା ବାବୁ ଖେଲ୍ ଦେଖାଲୁ ଗା ଆଏଜ୍ କାହାକେ କହେସି ମୋର୍ ପୁଓ ବଲି ମତେ ତ ଲାଗୁଛେ ଲାଏଜ୍ ॥୫॥ ମାଆ: ପାଇ କରି କରି ଜନ୍ କେ ଦେଖେଇ ଦାଏଲ୍ ଭାତ୍ ସାନି ସାନି ଖୁଏଇଥିଲି ରେ ସୁନା ଧନ ମୋର୍ ଶୁଇଥିଲୁ ଗୀତ୍ ଶୁନି ॥୬॥ ବାପା: ଜର୍ ଆନୁଥିଲେ ମୁଡ୍ ଆଡେ ବସି ତୋର୍ ମାଆ ଆଉ ମୁଇଁ ରାଏତ୍ ସାରା ଚେତି ମୁଡ୍ ତୋର୍ ଟାମଡ଼ି ଶୁଇଯାଉଥିଲୁଁ ଭୁଇଁ ॥୭॥ ମାଆ: ନାଇ ମାଗି ତତେ ତୋର୍ ଘରେ ପୁଓ ସୁନାରୁପା ମୋତି ହୀରା ମଲା କାଲ୍ କେ ଥିପେ ତୁରେନ୍ ସାଙ୍ଗେ ଦେଇଥିତୁ ଭାତ୍ ଦିରା ॥୮॥ ବାପା: ଦେଖ୍‌ ବେଟା ତୁଇ ତର୍କି ଥାଆରେ ନାଇ ଆସୁ ଏନ୍ତା ଦିନ୍ ନାଇ କରୁ କେଭେ ଉପର ବାଲା ଆମର୍...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ